Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-11 14:29:47 +00:00
parent 25409833d1
commit a4bf636252
1 changed files with 7 additions and 7 deletions

View File

@ -83,13 +83,13 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
2:21 yl3c rc://*/ta/man/translate/figs-hypo εἰ & διὰ νόμου δικαιοσύνη, ἄρα Χριστὸς δωρεὰν ἀπέθανεν 1 ପାଉଲ ଏପରି କହୁଛନ୍ତି ଯେପରି ଏହା ଏକ ଉପକଳ୍ପିତ ସମ୍ଭାବନା ଥିଲା, କିନ୍ତୁ ଏହାର ଅର୍ଥ ଏହା ସତ୍ୟ ନୁହେଁ । ପାଉଲ ଦୁଇଥର ଏହି ବାକ୍ୟାଂଶକୁ [2:16](../02/16.md) ରେ କହିଥିଲେ ଯେ ମୋଶାଙ୍କ ବ୍ୟବସ୍ଥା ପାଳନ କରି କୌଣସି ବ୍ୟକ୍ତି ଈଶ୍ବରଙ୍କ ନିକଟରେ ଧାର୍ମିକ ହୁଅନ୍ତି ନାହିଁ । ଆହୁରି ମଧ୍ୟ, ପାଉଲ ଜାଣନ୍ତି ଯେ ଖ୍ରୀଷ୍ଟ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ମୃତ୍ୟୁଭୋଗ କରିଥିଲେ । ଯଦି ଆପଣଙ୍କର ଭାଷା ଏକ ବିଷୟକୁ ସର୍ତ୍ତ ଭାବରେ ଦର୍ଶାଇବ ନାହିଁ ଯଦି ଏହା ନିଶ୍ଚିତ ଭାବରେ ମିଥ୍ୟା ଅଟେ, ଏବଂ ଯଦି ଆପଣଙ୍କର ପାଠକମାନେ ଏହାକୁ ଭୁଲ ବୁଝନ୍ତି ଏବଂ ଭାବନ୍ତି ଯେ ପାଉଲ ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ନକାରାତ୍ମକ ବାକ୍ୟାଂଶ ଭାବରେ ଅନୁବାଦ କରିପାରିବେ । ଯଦି ଆପଣଙ୍କର ଭାଷା କୌଣସି ବିଷୟକୁ ଏକ ଉପକଳ୍ପିତ ସମ୍ଭାବନା ଭାବରେ ଦର୍ଶାଏ ଯାହା ବକ୍ତା ମିଥ୍ୟା ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ତେବେ ଏକ ଉପକଳ୍ପିତ ପରିସ୍ଥିତି ପ୍ରକାଶ କରିବା ପାଇଁ ଆପଣଙ୍କର ଭାଷାରେ ପ୍ରାକୃତିକ ସ୍ଵାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯେହେତୁ ଆମ୍ଭେମାନେ ଜାଣୁ ଯେ ଧାର୍ମିକତା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଏବଂ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ନୁହେଁ, ନଚେତ୍ ଖ୍ରୀଷ୍ଟ ବ୍ୟର୍ଥରେ ମୃତ୍ୟୁଭୋଗ କଲେ” କିମ୍ବା “କାରଣ ଆମ୍ଭେମାନେ ଜାଣୁ ଯେ ଈଶ୍ବର ଆମ୍ଭମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି କାରଣ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁ ଏବଂ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ହେତୁ ନୁଏହଁ, ନଚେତ୍ ଖ୍ରୀଷ୍ଟ ବ୍ୟର୍ଥରେ ମରିଥାନ୍ତେ।”
2:21 k6bg εἰ & διὰ νόμου δικαιοσύνη 1
2:21 rku5 ἄρα Χριστὸς δωρεὰν ἀπέθανεν 1 ବିକଳ୍ପ ଅନୁବାଦ: “ତା’ହେଲେ ଖ୍ରୀଷ୍ଟ ମୃତ୍ୟୁଭୋଗ କରି କିଛି ଲାଭ କଲେ ନାହିଁ” କିମ୍ବା “ତା’ହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁ ଅର୍ଥହୀନ ଅଟେ”
3:intro xd92 0 # ଗାଲାତୀୟ 3 ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n### ଖ୍ରୀଷ୍ଟଙ୍କଠାରେ ସମାନତା\n\nସମସ୍ତ ଖ୍ରୀଷ୍ଟିୟାନ ସମାନ ଭାବରେ ଖ୍ରୀଷ୍ଟଙ୍କ ସହ ମିଳିତ ଅଟନ୍ତି | ପିତୃପୁରୁଷ, ଲିଙ୍ଗ, ଏବଂ ଉଚ୍ଚ ସାମାଜିକ ସ୍ଥିତି ଗୁରୁତ୍ୱପୂର୍ଣ୍ଣ ନୁହେଁ | ସମସ୍ତେ ପରସ୍ପର ସହ ସମାନ ଅଟନ୍ତି | ସମସ୍ତେ ଈଶ୍ବରଙ୍କ ଦୃଷ୍ଟିରେ ସମାନ ଅଟନ୍ତି |\n\n## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରଗୁଡ଼ିକ \n\n### ପ୍ରଶ୍ନଗୁଡ଼ିକ\n\nପାଉଲ ଏହି ଅଧ୍ୟାୟରେ ଅନେକ ଭିନ୍ନ ଭିନ୍ନ ପ୍ରଶ୍ନ ବ୍ୟବହାର କରନ୍ତି | ଗାଲାତୀୟମାନଙ୍କୁ ସେମାନଙ୍କର ଭୁଲ ବୁଝିବାରେ ସାହାଯ୍ୟ କରିବା ପାଇଁ ସେ ସେଗୁଡ଼ିକୁ ବ୍ୟବହାର କରନ୍ତି | (ଦେଖନ୍ତୁ: [[rc://*/ta/man/translate/figs-rquestion]])\n\n\n## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ\n\n### “ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ଅବ୍ରହାମଙ୍କର ସନ୍ତାନ ଅଟନ୍ତି”\n\n\nଏହାର ଅର୍ଥ ଉପରେ ବାଇବଲ ବିଦ୍ୱାନ ବ୍ୟକ୍ତିମାନେ ଏକମତ ନୁହନ୍ତି | କେତେକ ବିଶ୍ଵାସ କରନ୍ତି ଯେ ଖ୍ରୀଷ୍ଟିୟାନମାନେ ଈଶ୍ବର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞାଗୁଡ଼ିକର ଉତ୍ତରାଧିକାରୀ ଅଟନ୍ତି, ତେଣୁ ଖ୍ରୀଷ୍ଟିୟାନମାନେ ଇସ୍ରାଏଲର ଶାରୀରିକ ବଂଶଧରମାନଙ୍କ ସ୍ଥାନ ପୂରଣ କରନ୍ତି| ଅନ୍ୟମାନେ ବିଶ୍ଵାସ କରନ୍ତି ଯେ ଖ୍ରୀଷ୍ଟିୟାନମାନେ ଆତ୍ମିକ ଭାବରେ ଅବ୍ରହାମଙ୍କୁ ଅନୁସରଣ କରନ୍ତି, କିନ୍ତୁ ସେମାନେ ଈଶ୍ବର ଅବ୍ରହାମଙ୍କୁ ଦେଇଥିବା ସମସ୍ତ ପ୍ରତିଜ୍ଞାଗୁଡ଼ିକର ଉତ୍ତରାଧିକାରୀ ନୁହଁନ୍ତି | ପାଉଲଙ୍କ ଅନ୍ୟାନ୍ୟ ଶିକ୍ଷା ଏବଂ ଏଠାରେ ଥିବା ପ୍ରସଙ୍ଗକୁ ଦୃଷ୍ଟିରେ ରଖି ପାଉଲ ବୋଧହୁଏ ଯିହୁଦୀ ଏବଂ ଅଣଯିହୂଦୀ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ ଅବ୍ରହାମଙ୍କ ପରି ସମାନ ବିଶ୍ଵାସର ଅଂଶ ଅଟନ୍ତି ବୋଲି ଲେଖନ୍ତି। (ଦେଖନ୍ତୁ: [[rc://*/tw/dict/bible/kt/spirit]] and [[rc://*/ta/man/translate/figs-metaphor]])\n\n\n### “ବ୍ୟବସ୍ଥା”\n\n“ବ୍ୟବସ୍ଥା” ବାକ୍ୟାଂଶ ଏକବଚନ ବିଶେଷ୍ୟ ଅଟେ ଯାହାକି ବ୍ୟବସ୍ଥାର ଏକ ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ଇସ୍ରାଏଲକୁ ମୋଶାଙ୍କ ମାଧ୍ୟମରେ ଦେଇଥିଲେ| ଏହି ବାକ୍ୟାଂଶ ଅଧ୍ୟାୟ 2-5 ରେ ଦେଖିବାକୁ ମିଳେ, ଏବଂ ବାରମ୍ବାର ଦୁଇ ଏବଂ ତୃତୀୟ ଅଧ୍ୟାୟରେ ମଧ୍ୟ ଉଲ୍ଲେଖ ଅଛି | ଏହି ବାକ୍ୟ ଗାଲାତୀୟରେ ଯେତେଥର ଉଲ୍ଲେଖ ଅଛି, ଏହା ବ୍ୟବସ୍ଥା ଗୋଷ୍ଠୀକୁ ସୂଚାଏ ଯାହା ଈଶ୍ବର ସିୟନ ପର୍ବତରେ ମୋଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଏହାକୁ ପ୍ରତ୍ୟେକ ଥର ଆପଣ ସମାନ ଭାବରେ ଅନୁବାଦ କରିବା ଉଚିତ୍ | (ଦେଖନ୍ତୁ: [[rc://*/ta/man/translate/grammar-collectivenouns]])\n\n
3:1 p7uw General Information: 0 # General Information:\n\nପାଉଲ ଅଳଙ୍କାରିକ ପ୍ରଶ୍ନ କରିବା ଦ୍ବାରା ଗାଲାତୀୟମାନଙ୍କୁ ଅନୁଯୋଗ କରୁଛନ୍ତି
3:1 x4gd Connecting Statement: 0 # Connecting Statement:\n\nପାଉଲ ଗାଲାତୀୟ ବିଶ୍ବାସୀମାନଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେ ଈଶ୍ବର ସେମାନଙ୍କୁ ଈଶ୍ବରଙ୍କ ଆତ୍ମା ଦେଲେ ଯେତେବେଳେ ସେମାନେ ବିଶ୍ବାସ ଦ୍ବାରା ସୁସମାଚାରକୁ ଗ୍ରହଣ କରିଥିଲେ, ସେମାନଙ୍କ ଈଶ୍ବରଙ୍କ ବ୍ୟବସ୍ଥା ପାଳନ କରିବା ଦ୍ବାରା ନୁହେଁ ।
3:1 ryu7 rc://*/ta/man/translate/figs-irony τίς ὑμᾶς ἐβάσκανεν 1 ପାଉଲ ବ୍ୟଙ୍ଗୋକ୍ତି ଓ ଅଳଙ୍କାରିକ ପ୍ରଶ୍ନର ବ୍ୟବହାର କରି ଏହା କହନ୍ତି ଯେ ଯେପରି ସେମାନଙ୍କୁ ମୋହିତ କରିଛନ୍ତି ସେହିପରି ଗାଲାତୀୟମାନେ କାର୍ଯ୍ୟ କରୁଛନ୍ତି । ସେ ବାସ୍ତବରେ ବିଶ୍ବାସ କରୁନାହାନ୍ତି ଯେ କେହିଜଣେ ସେମାନଙ୍କୁ ମୋହିତ କରିଛି । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଏପରି ଆଚରଣ କରୁଅଛ ଯେପରି କେହିଜଣେ ତୁମମାନଙ୍କୁ ମୋହିତ କରିଛି !” (ଦେଖ: [[rc://or/ta/man/translate/figs-irony]] ଏବଂ [[rc://or/ta/man/translate/figs-rquestion]])
3:1 dc2j ὑμᾶς ἐβάσκανεν 1 ତୁମମାନଙ୍କୁ କେହି ଯାଦୁ କରିଛନ୍ତି କିମ୍ବା “ତୁମମାନଙ୍କୁ କେହି ଗୁଣିଆ ବା ତନ୍ତ୍ରମନ୍ତ୍ର କରିଛନ୍ତି”
3:1 gwv2 rc://*/ta/man/translate/figs-metaphor οἷς κατ’ ὀφθαλμοὺς Ἰησοῦς Χριστὸς προεγράφη ἐσταυρωμένος 1 ପାଉଲ ତାହାଙ୍କ ଶିକ୍ଷାକୁ ସ୍ପଷ୍ଟକରି ଯୀଶୁଙ୍କ କୃଶିୟମତ୍ୟୁ ବିଷୟରେ ଏପରି କହନ୍ତି ଯେପରି ସେ ସାର୍ବସାଧାରଣଙ୍କ ନିକଟରେ ଯୀଶୁଙ୍କ କ୍ରୁଶ ଉପରେ ମତ୍ୟୁର ଛବିକୁ ପ୍ରକାଶିତ କରୁଛନ୍ତି । ଏବଂ ସେ ଗାଲତୀୟମାନଙ୍କ ବିଷୟରେ କହନ୍ତି ତାହାଙ୍କ ଶିକ୍ଷାକୁ ଶୁଣିଲା ପରେ ସେମାନେ ସେହି ଛବିକୁ ଦେଖିଥିଲେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ନିଜେ ଯୀଶୁଙ୍କ କ୍ରୁଶରେ ମତ୍ୟୁ ବିଷୟରେ ସ୍ପଷ୍ଟଭାବରେ ଶିକ୍ଷା ଶୁଣିଥିଲ” (ଦେଖ: [[rc://or/ta/man/translate/figs-metaphor]])
3:2 m1zd rc://*/ta/man/translate/figs-irony τοῦτο μόνον θέλω μαθεῖν ἀφ’ ὑμῶν 1 ଏହା ୧ପଦରୁ ବ୍ୟଙ୍ଗୋକ୍ତିକୁ ଜାରି ରଖେ । ପାଉଲ ସେହି ଅଳଙ୍କାରିକ ପ୍ରଶ୍ନର ଉତ୍ତର ଜାଣନ୍ତି ଯାହା ସେ ପଚାରିବାକୁ ଚାହୁଁଛନ୍ତି । (ଦେଖ: [[rc://or/ta/man/translate/figs-irony]])
3:intro xd92 0 # ଗାଲାତୀୟ 3 ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n### ଖ୍ରୀଷ୍ଟଙ୍କଠାରେ ସମାନତା\n\nସମସ୍ତ ଖ୍ରୀଷ୍ଟିୟାନ ସମାନ ଭାବରେ ଖ୍ରୀଷ୍ଟଙ୍କ ସହ ମିଳିତ ଅଟନ୍ତି ପିତୃପୁରୁଷ, ଲିଙ୍ଗ, ଏବଂ ଉଚ୍ଚ ସାମାଜିକ ସ୍ଥିତି ଗୁରୁତ୍ୱପୂର୍ଣ୍ଣ ନୁହେଁ । ସମସ୍ତେ ପରସ୍ପର ସହ ସମାନ ଅଟନ୍ତି । ସମସ୍ତେ ଈଶ୍ବରଙ୍କ ଦୃଷ୍ଟିରେ ସମାନ ଅଟନ୍ତି \n## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରଗୁଡ଼ିକ \n\n### ପ୍ରଶ୍ନଗୁଡ଼ିକ\n\nପାଉଲ ଏହି ଅଧ୍ୟାୟରେ ଅନେକ ଭିନ୍ନ ଭିନ୍ନ ପ୍ରଶ୍ନ ବ୍ୟବହାର କରନ୍ତି ଗାଲାତୀୟମାନଙ୍କୁ ସେମାନଙ୍କର ଭୁଲ ବୁଝିବାରେ ସାହାଯ୍ୟ କରିବା ପାଇଁ ସେ ସେଗୁଡ଼ିକୁ ବ୍ୟବହାର କରନ୍ତି (ଦେଖନ୍ତୁ: [[rc://*/ta/man/translate/figs-rquestion]])\n\n\n## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ\n\n### “ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ଅବ୍ରହାମଙ୍କର ସନ୍ତାନ ଅଟନ୍ତି”\n\n\nଏହାର ଅର୍ଥ ଉପରେ ବାଇବଲ ବିଦ୍ୱାନ ବ୍ୟକ୍ତିମାନେ ଏକମତ ନୁହନ୍ତି କେତେକ ବିଶ୍ଵାସ କରନ୍ତି ଯେ ଖ୍ରୀଷ୍ଟିୟାନମାନେ ଈଶ୍ବର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞାଗୁଡ଼ିକର ଉତ୍ତରାଧିକାରୀ ଅଟନ୍ତି, ତେଣୁ ଖ୍ରୀଷ୍ଟିୟାନମାନେ ଇସ୍ରାଏଲର ଶାରୀରିକ ବଂଶଧରମାନଙ୍କ ସ୍ଥାନ ପୂରଣ କରନ୍ତି ଅନ୍ୟମାନେ ବିଶ୍ଵାସ କରନ୍ତି ଯେ ଖ୍ରୀଷ୍ଟିୟାନମାନେ ଆତ୍ମିକ ଭାବରେ ଅବ୍ରହାମଙ୍କୁ ଅନୁସରଣ କରନ୍ତି, କିନ୍ତୁ ସେମାନେ ଈଶ୍ବର ଅବ୍ରହାମଙ୍କୁ ଦେଇଥିବା ସମସ୍ତ ପ୍ରତିଜ୍ଞାଗୁଡ଼ିକର ଉତ୍ତରାଧିକାରୀ ନୁହଁନ୍ତି ପାଉଲଙ୍କ ଅନ୍ୟାନ୍ୟ ଶିକ୍ଷା ଏବଂ ଏଠାରେ ଥିବା ପ୍ରସଙ୍ଗକୁ ଦୃଷ୍ଟିରେ ରଖି ପାଉଲ ବୋଧହୁଏ ଯିହୁଦୀ ଏବଂ ଅଣଯିହୂଦୀ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ ଅବ୍ରହାମଙ୍କ ପରି ସମାନ ବିଶ୍ଵାସର ଅଂଶ ଅଟନ୍ତି ବୋଲି ଲେଖନ୍ତି। (ଦେଖନ୍ତୁ: [[rc://*/tw/dict/bible/kt/spirit]] and [[rc://*/ta/man/translate/figs-metaphor]])\n\n\n### “ବ୍ୟବସ୍ଥା”\n\n“ବ୍ୟବସ୍ଥା” ବାକ୍ୟାଂଶ ଏକବଚନ ବିଶେଷ୍ୟ ଅଟେ ଯାହାକି ବ୍ୟବସ୍ଥାର ଏକ ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ଇସ୍ରାଏଲକୁ ମୋଶାଙ୍କ ମାଧ୍ୟମରେ ଦେଇଥିଲେ ଏହି ବାକ୍ୟାଂଶ ଅଧ୍ୟାୟ 2-5 ରେ ଦେଖିବାକୁ ମିଳେ, ଏବଂ ବାରମ୍ବାର ଦୁଇ ଏବଂ ତୃତୀୟ ଅଧ୍ୟାୟରେ ମଧ୍ୟ ଉଲ୍ଲେଖ ଅଛି ଏହି ବାକ୍ୟ ଗାଲାତୀୟରେ ଯେତେଥର ଉଲ୍ଲେଖ ଅଛି, ଏହା ବ୍ୟବସ୍ଥା ଗୋଷ୍ଠୀକୁ ସୂଚାଏ ଯାହା ଈଶ୍ବର ସିୟନ ପର୍ବତରେ ମୋଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏହାକୁ ପ୍ରତ୍ୟେକ ଥର ଆପଣ ସମାନ ଭାବରେ ଅନୁବାଦ କରିବା ଉଚିତ୍ (ଦେଖନ୍ତୁ: [[rc://*/ta/man/translate/grammar-collectivenouns]])\n\n
3:1 p7uw General Information: 0 ଏଠାରେ ପାଉଲ ସୂଚନା ମାଗୁନାହାଁନ୍ତି, କିନ୍ତୁ ଗାଲାତୀୟ ବିଶ୍ଵାସୀମାନଙ୍କୁ ଭର୍ତ୍ସନା କରିବା ପାଇଁ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଯଦି ଆପଣ ଆପଣଙ୍କ ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବ
3:1 x4gd Connecting Statement: 0
3:1 ryu7 rc://*/ta/man/translate/figs-irony τίς ὑμᾶς ἐβάσκανεν 1 ଗାଲାତୀୟ ବିଶ୍ଵାସୀମାନେ ଏପରି କାର୍ଯ୍ୟ କରୁଛନ୍ତି ଯେପରି କେହି ସେମାନଙ୍କୁ ସମ୍ମୋହନ କରିଛି, ଏହା ପ୍ରକାଶ କରିବା ପାଇଁ ପାଉଲ ବ୍ୟଙ୍ଗାର୍ଥକ ବାକ୍ୟାଂଶ ବ୍ୟବହାର କରନ୍ତି। ସେ ପ୍ରକୃତରେ ବିଶ୍ଵାସ କରନ୍ତି ନାହିଁ ଯେ କେହି ସେମାନଙ୍କୁ ସମ୍ମୋହନ କରିଛି । ପ୍ରକୃତରେ, ପାଉଲ ଗାଲାତୀୟ ବିଶ୍ଵାସୀ ମିଥ୍ୟା ଶିକ୍ଷକମାନଙ୍କୁ ବିଶ୍ଵାସ କରିବାକୁ ମନୋନୀତ କରିବାରୁ ସେ ସେମାନଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଏବଂ ସେମାନଙ୍କୁ ନିଜକୁ ପ୍ରତାରଣା କରିବାକୁ ଦେଲେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଚିନ୍ତା କରନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏପରି ଆଚରଣ କରୁଛ ଯେପରି କେହି ତୁମ୍ଭମାନଙ୍କ ଉପରେ ସମ୍ମୋହନ କରିଛି”
3:1 dc2j ὑμᾶς ἐβάσκανεν 1
3:1 gwv2 rc://*/ta/man/translate/figs-metaphor οἷς κατ’ ὀφθαλμοὺς Ἰησοῦς Χριστὸς προεγράφη ἐσταυρωμένος 1
3:2 m1zd rc://*/ta/man/translate/figs-irony τοῦτο μόνον θέλω μαθεῖν ἀφ’ ὑμῶν 1
3:2 wq9g rc://*/ta/man/translate/figs-rquestion ἐξ ἔργων νόμου τὸ Πνεῦμα ἐλάβετε, ἢ ἐξ ἀκοῆς πίστεως 1 ଯଦି ତୁମେ ପାରିବ ତେବେ ଏକ ପ୍ରଶ୍ନ ରୂପରେ ଏହି ଅଳଙ୍କାରିକ ପ୍ରଶ୍ନର ଅନୁବାଦ କର, କାରଣ ପାଠକମାନେ ଏଠାରେ ଏକ ପ୍ରଶ୍ନର ଆଶା କରିପାରନ୍ତି । ଆହୁରି ମଧ୍ୟ, ନିଶ୍ଚିତ କର ଯେ ପାଠକମାନେ ପ୍ରଶ୍ନର ଉତ୍ତର ଜାଣନ୍ତି “ଯାହା ତୁମେମାନେ ଶୁଣିଅଛ ସେଥିରେ ବିଶ୍ବାସ କରିବା ଦ୍ବାରା,” “ଯାହା ବ୍ୟବସ୍ଥା କହେ ତାହା ବିଶ୍ବାସ କରିବା ଦ୍ବାରା” ନୁହେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ପବିତ୍ର ଆତ୍ମା ଗ୍ରହଣ କରିଅଛ, ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବା ଦ୍ବାରା ନୁହେଁ, କିନ୍ତୁ ବିଶ୍ବାସ ଦ୍ବାରା ତୁମ୍ଭେମାନେ ଯାହା ଶୁଣିଅଛ ।” (ଦେଖ: [[rc://or/ta/man/translate/figs-rquestion]])
3:3 f96u rc://*/ta/man/translate/figs-rquestion οὕτως ἀνόητοί ἐστε 1 ଏହି ଅଳଙ୍କାରିକ ପ୍ରଶ୍ନ ପ୍ରକାଶ କରେ ଯେ ପାଉଲ ଆର୍ଶ୍ଚଯ୍ୟ ହେଲେ ଏବଂ ଏପରିକି କ୍ରୋଧିତ ହୋଇଥିଲେ ଯେ ଗାଲାତୀୟମାନେ ନିର୍ବୋଧ ଅଟନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଅତି ନିର୍ବୋଧ ଅଟ !” (ଦେଖ: [[rc://or/ta/man/translate/figs-rquestion]])
3:3 xu4d rc://*/ta/man/translate/figs-metonymy σαρκὶ 1 “ଶରୀର” ଶବ୍ଦ ପ୍ରୟାସ ନିମନ୍ତେ ଏକ ଲକ୍ଷଣ ସୂଚକ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମ ନିଜର ପ୍ରୟାସ ଦ୍ବାରା” କିମ୍ବା “ତୁମ ନିଜର କାର୍ଯ୍ୟ ଦ୍ବାରା” (ଦେଖ: [[rc://or/ta/man/translate/figs-metonymy]])

Can't render this file because it contains an unexpected character in line 71 and column 1453.