Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-06-19 06:19:41 +00:00
parent c6e857ab0c
commit a4b0c83038
1 changed files with 3 additions and 3 deletions

View File

@ -34,9 +34,9 @@ EPH 1 11 ww9s figs-exclusive ἐκληρώθημεν προορισθέντες
EPH 1 12 gj44 figs-exclusive εἰς τὸ εἶναι ἡμᾶς 1 so that we might be the first ଏଠାରେ, ବହିର୍ଭୂତ **ଆମ୍ଭେମାନେ** ଶବ୍ଦଟି ଏଫିସୀର ବିଶ୍ଵାସୀମାନଙ୍କୁ ନୁହେଁ, ମାତ୍ର ଯିହୂଦୀ ବିଶ୍ଵାସୀମାନଙ୍କୁ ବୁଝାଉଛି, ଯେଉଁମାନେ ପ୍ରଥମେ ଏଫିସୀରେ ସୁସମାଚାର ଶୁଣିଥିଲେ। (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 1 12 zqm9 εἰς τὸ εἶναι ἡμᾶς, εἰς ἔπαινον δόξης αὐτοῦ 1 so we would be for the praise of his glory ବିକଳ୍ପ ଅନୁବାଦ: “ଯାହାଫଳରେ … ତାହାଙ୍କ ଗୌରବ ସକାଶେ ତାହାଙ୍କୁ ପ୍ରଶଂସା କରିବା ପାଇଁ ଜୀବିତ ଯେ ଆମ୍ଭେମାନେ”
EPH 1 12 jm4j figs-exclusive εἰς τὸ εἶναι ἡμᾶς, εἰς ἔπαινον δόξης αὐτοῦ 1 so that we might be the first ... so we would be for the praise
EPH 1 13 j1zc 0 General Information: ପୂର୍ବବର୍ତ୍ତୀ ଦୁଇଟି ପଦରେ ପାଉଲ ଆପଣା ବିଷୟରେ ଏବଂ ଅନ୍ୟ ଯିହୂଦୀମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି, କିନ୍ତୁ ବର୍ତ୍ତମାନ ସେ ଏଫିସୀୟ ବିଶ୍ଵାସୀମାନଙ୍କ ବିଷୟରେ ଉଲ୍ଲେଖ କରିବା ଆରମ୍ଭ କରନ୍ତି I
EPH 1 13 ac1e τὸν λόγον τῆς ἀληθείας 1 the word of truth ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “ସତ୍ୟ ବିଷୟକ ବାକ୍ୟ” (2) “ସତ୍ୟ ବାକ୍ୟ
EPH 1 13 qgf9 figs-metaphor ἐσφραγίσθητε τῷ Πνεύματι τῆς ἐπαγγελίας, τῷ Ἁγίῳ 1 were sealed with the promised Holy Spirit ପତ୍ରଟି କିଏ ଲେଖିଛନ୍ତି, ତାହାଙ୍କୁ ଦର୍ଶାଇବା ନିମନ୍ତେ ପତ୍ର ଉପରେ ମହମ ଲଗାଇ ଏକ ଚିହ୍ନ ସହିତ ମୁଦ୍ରାଙ୍କନ କରାଯାଉଥିଲା I ଆମ୍ଭେମାନେ ଯେ ତାହାଙ୍କର ଅଟୁ ଆମ୍ଭମାନଙ୍କୁଏହି ନିଶ୍ଚିତ ବୋଧ ଦେବାକୁ ଈଶ୍ଵର କିପରି ପବିତ୍ର ଆତ୍ମାଙ୍କୁ ବ୍ୟବହାର କରିଛନ୍ତି, ତାହା ଦେଖାଇବାକୁ ପାଉଲ ଏହି ପରମ୍ପରାକୁ ଗୋଟିଏ ପ୍ରତିଛବି ଅଭିବ୍ୟକ୍ତିରେ ବ୍ୟବହାର କରୁଛନ୍ତି I ([[rc://en/ta/man/translate/figs-metaphor]] ଏବଂ [[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 13 j1zc 0 General Information: ପୂର୍ବବର୍ତ୍ତୀ ଦୁଇଟି ପଦରେ ପାଉଲ ଆପଣା ବିଷୟରେ ଏବଂ ଅନ୍ୟ ଯିହୂଦୀମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି, କିନ୍ତୁ ବର୍ତ୍ତମାନ ସେ ଏଫିସୀୟ ବିଶ୍ଵାସୀମାନଙ୍କ ବିଷୟରେ ଉଲ୍ଲେଖ କରିବା ଆରମ୍ଭ କରନ୍ତି
EPH 1 13 ac1e τὸν λόγον τῆς ἀληθείας 1 the word of truth ସମ୍ଭାବିତ ଅର୍ଥଗୁଡ଼ିକ ହେଲା (୧) “ସତ୍ୟ ବିଷୟକ ବାକ୍ୟ” () “ସତ୍ୟ ବାକ୍ୟ।
EPH 1 13 qgf9 figs-metaphor ἐσφραγίσθητε τῷ Πνεύματι τῆς ἐπαγγελίας, τῷ Ἁγίῳ 1 were sealed with the promised Holy Spirit ଏହି ଉପମାରେ ପାଉଲ ପବିତ୍ର ଆତ୍ମାଙ୍କୁ ଏକ ମୁଦ୍ରା ଭାବରେ ଚିତ୍ରଣ କରନ୍ତି, ତାହାଙ୍କୁ ମହମ ସହିତ ତୁଳନା କରିଥିଲେ ଯାହା ଏକ ପତ୍ର ଉପରେ ରଖାଯାଇଥିଲା ଏବଂ ସେହି ପତ୍ରଟି କିଏ ଲେଖିଛନ୍ତି, ତାହାଙ୍କୁ ଦର୍ଶାଇବା ନିମନ୍ତେ ପତ୍ର ଉପରେ ମୋହର ଲଗାଇ ଏକ ଚିହ୍ନ ସହିତ ମୁଦ୍ରାଙ୍କନ କରାଯାଉଥିଲା ଆମ୍ଭେମାନେ ଯେ ତାହାଙ୍କର ଅଟୁ ଆମ୍ଭମାନଙ୍କୁ ଏହି ନିଶ୍ଚିତ ବୋଧ ଦେବାକୁ ଈଶ୍ଵର କିପରି ପବିତ୍ର ଆତ୍ମାଙ୍କୁ ବ୍ୟବହାର କରିଛନ୍ତି, ତାହା ଦେଖାଇବାକୁ ପାଉଲ ଏହି ପରମ୍ପରାକୁ ଗୋଟିଏ ପ୍ରତିଛବି ଅଭିବ୍ୟକ୍ତିରେ ବ୍ୟବହାର କରୁଛନ୍ତି। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 1 14 g6dw figs-metaphor ἀρραβὼν τῆς κληρονομίας ἡμῶν 1 the guarantee of our inheritance ଈଶ୍ଵର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ପ୍ରାପ୍ତ କରେ I ବିକଳ୍ପ ଅନୁବାଦ: “ପ୍ରାରମ୍ଭିକ ଅଂଶ ଯାହାକୁ ଈଶ୍ଵର ଆମ୍ଭମାନଙ୍କୁ ଦେବାକୁ ପ୍ରତିଜ୍ଞା କରିଛନ୍ତି ତାହା ଗ୍ରହଣ କରିବା” କିମ୍ବା “ଈଶ୍ଵର ଯାହା ପ୍ରତିଜ୍ଞା କରିଅଛନ୍ତି, ଆମ୍ଭେମାନେ ଯେ ତାହା ପ୍ରାପ୍ତହେବା ତହିଁର ନିଶ୍ଚିତତା” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 1 15 d9qy 0 Connecting Statement: ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି ଏବଂ ଖ୍ରୀଷ୍ଟଙ୍କ  ଦ୍ଵାରା ବିଶ୍ଵାସୀମାନେ ପ୍ରାପ୍ତ ହୋଇଥିବା ଶକ୍ତି ନିମନ୍ତେ ଈଶ୍ଵରଙ୍କର ପ୍ରଶଂସା କରୁଛନ୍ତି I
EPH 1 16 scy9 figs-litotes οὐ παύομαι εὐχαριστῶν 1 I have not stopped thanking God ପାଉଲ “**କ୍ଷାନ୍ତ ହେଉ ନାହିଁ**” ବାକ୍ୟାଂଶଟି ବ୍ୟବହାରକରି ଗୁରୁତ୍ଵ ଦେଉଛନ୍ତି ଯେ ସେ ନିରନ୍ତର ଧନ୍ୟବାଦ ଦେଉଛନ୍ତି I ବିକଳ୍ପ ଅନୁବାଦ: ମୁଁ ନିରନ୍ତର ଈଶ୍ଵରଙ୍କର ଧନ୍ୟବାଦ ଦେଉଅଛି” ([[rc://en/ta/man/translate/figs-litotes]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.