diff --git a/en_tn_62-2PE.tsv b/en_tn_62-2PE.tsv index ee005c1..88834ca 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -312,7 +312,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 2 5 t2w9 writing-pronouns οὐκ ἐφείσατο 1 ଏଠାରେ, **ସେ** ଈଶ୍ଵରଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଈଶ୍ଵର ଛାଡି ନାହାଁନ୍ତି” (ଦେଖନ୍ତୁ:
[[rc://en/ta/man/translate/writing-pronouns]]) 2PE 2 5 xrsw translate-names Νῶε 1 **ନୋହ** ଜଣେ ପୁରୁଷ ନାମ ଅଟେ । (ଦେଖନ୍ତୁ: [[rc://en/ta/man/translate/translate-names]]) 2PE 2 5 llfu figs-distinguish Νῶε, δικαιοσύνης κήρυκα 1 ଏହି ବାକ୍ୟ ଆମ୍ଭମାନଙ୍କୁ ନୋହ ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ଏହା ଆମ୍ଭମାନଙ୍କୁ  କହିଥାଏ ଯେ ନୋହ ପ୍ରାଚୀନ ଜଗତର ଅଧାର୍ମିକ ଲୋକମାନଙ୍କୁ **ଧାର୍ମିକତା** ଘୋଷଣା କରିଥିଲେ । ଏହା ନୋହ ନାମକ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରୁ ଏହି ନୋହଙ୍କୁ ପୃଥକ କରେ ନାହିଁ । (ଦେଖନ୍ତୁ [[rc://en/ta/man/translate/figs-distinguish]]) -2PE 2 5 kro6 figs-abstractnouns δικαιοσύνης κήρυκα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଧାର୍ମିକତା**
ର ଧାରଣାକୁ ପ୍ରକାଶ କରିପାରିବ


ଏହି ପ୍ରସଙ୍ଗରେ
,
ଶବ୍ଦଟି ଧାର୍ମିକ କାର୍ଯ୍ୟକୁ ବୁଝାଏ  


ବିକଳ୍ପ ଅନୁବାଦ: “ଧାର୍ମିକ କାର୍ଯ୍ୟର ପ୍ରଚାରକ” କିମ୍ବା “ଧାର୍ମିକ
ଜୀବନଯାପନ କରିବାର ଉପଦେଶକ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +2PE 2 5 kro6 figs-abstractnouns δικαιοσύνης κήρυκα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଧାର୍ମିକତା**ର ଧାରଣାକୁ ପ୍ରକାଶ କରିପାରିବ । ଏହି ପ୍ରସଙ୍ଗରେ, ଶବ୍ଦଟି ଧାର୍ମିକ କାର୍ଯ୍ୟକୁ ବୁଝାଏ  । ବିକଳ୍ପ ଅନୁବାଦ: “ଧାର୍ମିକ କାର୍ଯ୍ୟର ପ୍ରଚାରକ” କିମ୍ବା “ଧାର୍ମିକ ଜୀବନଯାପନ କରିବାର ଉପଦେଶକ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) 2PE 2 5 xy9u figs-possession δικαιοσύνης κήρυκα 1 ପିତର ଏହାକୁ ନିମ୍ନଲିଖିତ
ବିଷୟକୁ ବୁଝାଇବା ପାଇଁ ବ୍ୟବହାର କରିପାରନ୍ତି: (୧
)
ଜଣେ ପ୍ରଚାରକ ଯିଏ ଧାର୍ମିକତା ଦ୍ୱାରା ବର୍ଣ୍ଣିତ


ବିକଳ୍ପ ଅନୁବାଦ: “ଜଣେ ପ୍ରଚାରକ ଯିଏ ଧାର୍ମିକ ଅଟନ୍ତି” (୨)
ଜଣେ ପ୍ରଚାରକ ଯିଏ ଅନ୍ୟମାନଙ୍କୁ ଧାର୍ମିକ ଜୀବନଯାପନ କରିବାକୁ କୁହନ୍ତି


ବିକଳ୍ପ ଅନୁବାଦ: “ଯିଏ ଅନ୍ୟମାନଙ୍କୁ ଧାର୍ମିକ ଜୀବନଯାପନ କରିବାକୁ
ଅନୁରୋଧ କଲେ” (ଦେଖନ୍ତୁ:
[[rc://en/ta/man/translate/figs-possession]]) 2PE 2 5 enbs κατακλυσμὸν κόσμῳ ἀσεβῶν ἐπάξας 1 ଏହି ବାକ୍ୟାଂଶ ଈଶ୍ଵର ନୋହ ଏବଂ
ତାଙ୍କର ଅନ୍ୟ ସାତ ଜଣ ପରିବାର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥିଲେ
,
ଯେତେବେଳେ ସେ ଜଗତକୁ ଏକ ବନ୍ୟା ପ୍ରେରଣ କରିଥିଲେ ସେହି
ବିଷୟକୁ ବୁଝାଏ
,
ଯେହେତୁ ଏହିପରି ଏହା
UST
ରେ ଅନୁବାଦ କରାଯାଇଅଛି
। 2PE 2 5 z814 figs-possession κόσμῳ ἀσεβῶν 1 ପିତର ଏହି ବିଷୟକୁ ବୁଝାଇ
ପାରନ୍ତି: (୧
)
ପ୍ରାଚୀନ ଜଗତର ମାନବୀୟ ବିଷୟବସ୍ତୁ


ବିକଳ୍ପ ଅନୁବାଦ: “ଯେଉଁ ଜଗତରେ ଅଧାର୍ମିକ ଲୋକ ଥିଲେ” (୨) ଜଗତକୁ
ଅଧର୍ମ ଦ୍ୱାରା ବର୍ଣ୍ଣିତ କରାଯାଏ


ବିକଳ୍ପ ଅନୁବାଦ: “ଅଧାର୍ମିକ ଜଗତ” (ଦେଖନ୍ତୁ:
[[rc://en/ta/man/translate/figs-possession]])