Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 10:15:25 +00:00
parent a4e54c7c98
commit a343c0ca4b
1 changed files with 2 additions and 2 deletions

View File

@ -268,8 +268,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 11 u1w5 αὕτη ... ἡ ... ζωὴ ἐν τῷ Υἱῷ αὐτοῦ ἐστιν 1 this life is in his Son **ଜୀବନ** ଯେପରି ଏକ ବସ୍ତୁ ଯାହା ଯୀଶୁଙ୍କ ଭିତରେ ଥିଲା ସେହି ବିଷୟରେ ଯୋହନ ଏହାକୁ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି, ଯେଉଁ ଜୀବନକୁ ଲୋକମାନେ ତାହାଙ୍କ  ପୁତ୍ର ଯୀଶୁଙ୍କଠାରେ ବିଶ୍ୱାସ କରି ପ୍ରାପ୍ତ କରନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 11 sz21 guidelines-sonofgodprinciples τῷ Υἱῷ 1 Son **ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ । ବିକଳ୍ପ ଅନୁବାଦ: “ତାହାଙ୍କ ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 5 12 st2z figs-metaphor ὁ ἔχων τὸν Υἱὸν, ἔχει τὴν ζωήν; ὁ μὴ ἔχων τὸν Υἱὸν τοῦ Θεοῦ, τὴν ζωὴν οὐκ ἔχει 1 The one who has the Son has life. The one who does not have the Son of God does not have life ଯୋହନ ବିଶ୍ଵାସୀମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି, ଯେଉଁମାନେ ଯୀଶୁଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଥିଲେ, ଯୀଶୁ ଯେପରି ସେମାନଙ୍କର ଅଧିକାର ଅଟନ୍ତି । ବିକଳ୍ପ ଅନୁବାଦ: “ଯିଏ ପୁତ୍ରଙ୍କ ସହିତ ଘନିଷ୍ଠ ସଂପର୍କରେ ଅଛି, ତାହାର ଜୀବନ ଅଛି । ଈଶ୍ଵରଙ୍କ ପୁତ୍ରଙ୍କ ସହ ଘନିଷ୍ଠ ସମ୍ପର୍କ ନଥିବା ବ୍ୟକ୍ତିର ଜୀବନ ନାହିଁ । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 13 uwm2 0 General Information: ଏହା ଯୋହନଙ୍କ ପତ୍ରର ଶେଷରେ ଆରମ୍ଭ ହୋଇଛି । ସେ ତାହାଙ୍କ ପାଠକମାନଙ୍କୁ ତାହାଙ୍କ ପତ୍ରର ଶେଷ ଉଦେଶ୍ବ କହନ୍ତି ଏବଂ ସେମାନଙ୍କୁ କିଛି ଶେଷ ଶିକ୍ଷା ଦିଅନ୍ତି ।
1JN 5 13 ezl8 ταῦτα 1 these things ବିକଳ୍ପ ଅନୁବାଦ: “ଏହି ପତ୍ର”
1JN 5 13 uwm2 0 General Information:
1JN 5 13 ezl8 ταῦτα 1 these things
1JN 5 13 wns6 figs-metonymy τοῖς πιστεύουσιν εἰς τὸ ὄνομα τοῦ Υἱοῦ τοῦ Θεοῦ 1 to you who believe in the name of the Son of God [2:12](https://create.translationcore.com/02/12.md) ପରି, ଯୀଶୁ କିଏ ଏବଂ ସେ କ’ଣ କରିଛନ୍ତି ତାହା ଦର୍ଶାଇବାକୁ ଯୋହନ ଯୀଶୁଙ୍କ **ନାମକୁ** ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ଏବଂ ସେ ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 5 13 gg32 guidelines-sonofgodprinciples τοῦ Υἱοῦ τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ ଅଟେ ଯାହା ଈଶ୍ଵରଙ୍କ ସହ ତାହାଙ୍କ ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 5 14 yj31 figs-abstractnouns αὕτη ἐστὶν ἡ παρρησία ... ἔχομεν πρὸς αὐτόν: ὅτι 1 this is the confidence we have before him, that ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “**ବିଶ୍ୱାସ**” ଶବ୍ଦ ଭଳି ଏକ ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ବିଶ୍ୱାସ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିବାବେଳେ ଏହା ଉପରେ ବିଶ୍ୱାସ କରିପାରିବା” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3772.