From a1416ad45e6e6e36dee2647f8b0d19b984595216 Mon Sep 17 00:00:00 2001 From: Gayatri-Digal Date: Tue, 5 Apr 2022 09:50:29 +0000 Subject: [PATCH] Edit 'en_tn_62-2PE.tsv' using 'tc-create-app' --- en_tn_62-2PE.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_62-2PE.tsv b/en_tn_62-2PE.tsv index 4dbd6cf..579faa6 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -112,7 +112,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 2 17 xe3y figs-activepassive οἷς ὁ ζόφος τοῦ σκότους τετήρηται 1 The gloom of thick darkness is reserved for them ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ, ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାହାଙ୍କ ପାଇଁ ଈଶ୍ଵର ଘୋର ଅନ୍ଧକାରକୁ ସଂରକ୍ଷିତ କରିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]]) 2PE 2 18 cxt8 ὑπέρογκα ... ματαιότητος φθεγγόμενοι 1 They speak with vain arrogance ଭଣ୍ଡ ଶିକ୍ଷକମାନେ ଅନ୍ୟମାନଙ୍କୁ ପାପ କରିବାକୁ ପ୍ରଲୋଭିତ କରୁଥିବା ବିଷୟକୁ ଏହି ବାକ୍ୟାଂଶ ବୁଝାଏ ।
ବିକଳ୍ପ ଅନୁବାଦ: “ଅସାରର ଅହଂକାରୀ କଥା କହିବା ଦ୍ୱାରା” 2PE 2 18 f8tg δελεάζουσιν ἐν ἐπιθυμίαις σαρκὸς ἀσελγείαις 1 They entice people through the lusts of the flesh ଏଠାରେ, **ସେମାନେ** ସର୍ବନାମ [୨: ୧] (../ ୦୨/ ୦୧.md) ରେ ଉଲ୍ଲେଖ ଥିବା ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ଶରୀରର ସୁଖାଭିଳାଷରେ କାମୁକତା ଦ୍ୱାରା ପ୍ରଲୋଭିତ କରନ୍ତି” (ଦେଖନ୍ତୁ: [[rc://en/ta/man/translate/writing-pronouns]]) -2PE 2 18 nks3 figs-explicit τοὺς ὀλίγως ἀποφεύγοντας τοὺς ἐν πλάνῃ ἀναστρεφομένους 1 people who try to escape from those who live in error ଏଠାରେ
,
ପିତର ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି
,
ଯେଉଁମାନେ ନିକଟରେ ବିଶ୍ଵାସୀ ହୋଇଥିଲେ **ଯେଉଁମାନେ ପାପପୂର୍ଣ୍ଣ
ବିଚାର ଠାରୁ** ପଳାୟନ କରିଥିଲେ


ସେ ଅବିଶ୍ୱାସୀମାନଙ୍କୁ ମଧ୍ୟ ସୂଚୀତ କରନ୍ତି
,
ଯେଉଁମାନେ ତଥାପି ସେମାନଙ୍କର ପାପପୂର୍ଣ୍ଣ ଇଚ୍ଛା ଅନୁସାରେ **କୁପଥରେ
ବାସ କରନ୍ତି**


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ଏକ ସାଙ୍କେତିକ ଭାବରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ଯେଉଁମାନେ ଅନ୍ୟ ଲୋକମାନଙ୍କ ପରି ପାପପୂର୍ଣ୍ଣ
ଜୀବନଯାପନ ପରିତ୍ୟାଗ କରି ଦେଇଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) +2PE 2 18 nks3 figs-explicit τοὺς ὀλίγως ἀποφεύγοντας τοὺς ἐν πλάνῃ ἀναστρεφομένους 1 people who try to escape from those who live in error ଏଠାରେ, ପିତର ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି, ଯେଉଁମାନେ ନିକଟରେ ବିଶ୍ଵାସୀ ହୋଇଥିଲେ **ଯେଉଁମାନେ ପାପପୂର୍ଣ୍ଣ ବିଚାର ଠାରୁ** ପଳାୟନ କରିଥିଲେ । ସେ ଅବିଶ୍ୱାସୀମାନଙ୍କୁ ମଧ୍ୟ ସୂଚୀତ କରନ୍ତି,
ଯେଉଁମାନେ ତଥାପି ସେମାନଙ୍କର ପାପପୂର୍ଣ୍ଣ ଇଚ୍ଛା ଅନୁସାରେ **କୁପଥରେ ବାସ କରନ୍ତି** । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଯେଉଁମାନେ ଅନ୍ୟ ଲୋକମାନଙ୍କ ପରି ପାପପୂର୍ଣ୍ଣ ଜୀବନଯାପନ ପରିତ୍ୟାଗ କରି ଦେଇଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]]) 2PE 2 18 jec8 figs-metaphor τοὺς ὀλίγως ἀποφεύγοντας 1 people who try to escape 2PE 2 19 uyw6 figs-metaphor ἐλευθερίαν αὐτοῖς ἐπαγγελλόμενοι, αὐτοὶ δοῦλοι ὑπάρχοντες τῆς φθορᾶς 1 They promise freedom to them, but they themselves are slaves of corruption ଏଠାରେ
, **
ସ୍ୱାଧୀନତା** ଏକ ଇଚ୍ଛା ଅନୁସାରେ ବଞ୍ଚିବାର କ୍ଷମତା ପାଇଁ ଏକ
ରୂପକ ଅଟେ


ବିକଳ୍ପ ଅନୁବାଦ: “ସେମାନେ ଯେପରି ବଞ୍ଚିବାକୁ ଚାହାଁନ୍ତି ଠିକ୍
ସେହିପରି ବଞ୍ଚିବାର କ୍ଷମତା ଦେବାକୁ ପ୍ରତିଜ୍ଞା କରନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) 2PE 2 19 v5tt figs-metaphor ἐλευθερίαν ... ἐπαγγελλόμενοι … δοῦλοι ...τῆς φθορᾶς 1 promise freedom ... slaves of corruption ଯେଉଁମାନେ ପାପପୂର୍ଣ୍ଣ ଭାବରେ
ବଞ୍ଚନ୍ତି ଯେପରି ସେମାନେ ପାପର ** ଦାସତ୍ଵ **  କରନ୍ତି
,
ଯେଉଁମାନେ ସେମାନଙ୍କର ବନ୍ଦୀତ୍ୱରୁ ରକ୍ଷା ପାଇବାକୁ ଆବଶ୍ୟକ କରନ୍ତି
ବୋଲି ପିତର ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ଏକ ସରଳ ବାକ୍ୟରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ଦାସମାନଙ୍କ ପରି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])