Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 18:06:36 +00:00
parent e0315a0d85
commit a0b69e4245
1 changed files with 1 additions and 0 deletions

View File

@ -410,3 +410,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 17 j107 figs-metonymy ὁ κόσμος 1 the world [2:15](https://create.translationcore.com/02/15.md)ରେ ଆପଣ ଜଗତ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ ଏହା ସମାନ ଅର୍ଥ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ  ସମ୍ମାନ କରୁ ନ ଥିବା ଲୋକମାନଙ୍କ ଅଧାର୍ମିକ ମୂଲ୍ୟବୋଧ ବ୍ୟବସ୍ଥା” । ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 17 j108 figs-ellipsis καὶ ἡ ἐπιθυμία αὐτοῦ 1 and its desire ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ । ଏହି ଶବ୍ଦଗୁଡ଼ିକୁ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ଏହାର ଇଚ୍ଛା ମଧ୍ୟ ଚାଲିଯାଏ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 2 17 j109 figs-possession ἡ ἐπιθυμία αὐτοῦ 1 its desire ଯୋହନ ଏହି ଇଚ୍ଛାର ଉତ୍ସ ଜଗତ ଏବଂ ଏହାକୁ ଏହାର ଚରିତ୍ରକୁ ଦର୍ଶାଇବାକୁ ସମ୍ବନ୍ଧବାଚକ ଶବ୍ଦ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ସାଂସାରିକ ଇଚ୍ଛା” କିମ୍ବା “ଇଚ୍ଛା ଯାହା ଏହି ମୂଲ୍ୟବୋଧ ପ୍ରଣାଳୀ ଲୋକମାନଙ୍କ ମନରେ ଉତ୍ପନ କରେ” ( [[rc://en/ta/man/translate/figs-possession]]ଦେଖନ୍ତୁ)
1JN 2 17 j110 figs-genericnoun ἡ ἐπιθυμία αὐτοῦ 1 its desire ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ବହୁବଚନରେ ଅନୁବାଦ କରିପାରିବେ, ଯେହେତୁ ଯୋହନ “ଜଗତ” ସହ ଜଡିତ ବିଭିନ୍ନ ପ୍ରକାରର ଇଚ୍ଛା ବିଷୟରେ କହନ୍ତି  ଯାହାକୁ ସେ [2:16](https://create.translationcore.com/02/16.md) ରେ ବର୍ଣ୍ଣନା କରିଛନ୍ତି । ବିକଳ୍ପ ଅନୁବାଦ: “ସାଂସାରିକ ଇଚ୍ଛା” କିମ୍ବା “ଇଚ୍ଛା ଯାହା ଏହି ମୂଲ୍ୟବୋଧ ପ୍ରଣାଳୀ ଲୋକମାନଙ୍କ ମନରେ ଉତ୍ପନ୍ନ କରେ” ( [[rc://en/ta/man/translate/figs-genericnoun]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.