Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 14:59:06 +00:00
parent 853268209b
commit a039772dd2
1 changed files with 8 additions and 8 deletions

View File

@ -161,14 +161,14 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 3 11 r9vk figs-metaphor ἐκ πάντων, με ἐρρύσατο ὁ Κύριος 1 Out of them all, the Lord rescued me ପାଉଲ ସାଙ୍କେତିକ ଭାବରେ କହନ୍ତି ଯେପରି ଈଶ୍ଵର ତାଙ୍କୁ ଶାରୀରିକ ଭାବରେ ବିପଦ ପରିସ୍ଥିତିରୁ ହଟାଇ ଦେଇଛନ୍ତି। ବିକଳ୍ପ ଅନୁବାଦ: "ଈଶ୍ଵର ମୋତେ ସମସ୍ତଙ୍କ ମାଧ୍ୟମରେ ରକ୍ଷା କଲେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 3 12 ke7f ζῆν εὐσεβῶς ἐν Χριστῷ Ἰησοῦ 1 to live in a godly manner in Christ Jesus **କର୍ତ୍ତବ୍ୟପରାୟଣ** ଶବ୍ଦର ଅର୍ଥ ଏକ ଆଜ୍ଞାକାରୀ ଭାବରେ ଯାହା ଈଶ୍ଵରଙ୍କୁ ସମ୍ମାନ କରେ। ବିକଳ୍ପ ଅନୁବାଦ: "ଈଶ୍ୱରଙ୍କ ମାର୍ଗରେ ବଞ୍ଚିବା"
2TI 3 12 xm9l figs-activepassive διωχθήσονται 1 will be persecuted ଯଦି ଆପଣଙ୍କ ଭାଷା ମୌଖିକ ଗଠନ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣା ପ୍ରକାଶ କରିବାକୁ ଏକ ସକ୍ରିୟ ଗଠନ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: "ଲୋକମାନେ ତାଡ଼ନା କରିବେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
2TI 3 13 s7f2 γόητες 1 impostors ଜଣେ ଦୁଷ୍ଟ ଲୋକ ହେଉଛି ସେହି ବ୍ୟକ୍ତି, ଯେ ଚାହିଁଥାଏ ଯେ ଅନ୍ୟମାନେ ସେ ଯେ ଦୁଷ୍ଟ ଅଟେ ଏପରି ନ ଭାବି ତାହା ବିଷୟରେ ଏପରି ଭାବନ୍ତୁ ଯେ ସେ ଜଣେ ଅଧିକ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି I
2TI 3 13 imc8 προκόψουσιν ἐπὶ τὸ χεῖρον 1 will go from bad to worse ଏପରିକି ସେ ଆହୁରି ଅଧିକ ଦୁଷ୍ଟ ହେବ
2TI 3 13 eyx5 figs-metaphor πλανῶντες καὶ πλανώμενοι 1 leading others and themselves astray ଏଠାରେ, ଜଣେ ଲୋକକୁ ବିପଥରେ ନେଇଯିବା ହେଉଛି ଗୋଟିଏ ରୂପକ, ଯାହାର ଅର୍ଥ ଯାହା ସତ୍ୟ ନୁହେଁ, ତାହା ବିଶ୍ବାସ କରିବାକୁ ପ୍ରରୋଚିତ କରିବା I ବିକଳ୍ପ ଅନୁବାଦ: “ଆପଣା ଆପଣାକୁ ଓ ଅନ୍ୟମାନଙ୍କୁ ପ୍ରବଞ୍ଚିତ କରିବା” କିମ୍ବା “ମିଥ୍ୟାକୁ ବିଶ୍ବାସ କରିବା ଓ ମିଥ୍ୟା ଶିକ୍ଷା ଦେବା” (ଦେଖ: [[rc://en/ta/man/translate/figs-metaphor]])
2TI 3 14 ytg9 figs-metaphor μένε ἐν οἷς ἔμαθες 1 remain in the things that you have learned ବାଇବଲଜନିତ ଉପଦେଶ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଯେଉଁଠି ତୀମଥି ରହିପାରିବେ I ବିକଳ୍ପ ଅନୁବାଦ: “ତୁମ୍ଭେ ଯାହା ଶିକ୍ଷା କରିଅଛ, ତାହା ଭୁଲି ଯାଅ ନାହିଁ” କିମ୍ବା “ତୁମ୍ଭେ ଯାହା ଶିକ୍ଷା କରିଅଛ, ତାହା କରିବାରେ ଲାଗିରୁହ” (ଦେଖ: [[rc://en/ta/man/translate/figs-metaphor]])
2TI 3 15 w9l5 figs-personification ἱερὰ γράμματα οἶδας, τὰ δυνάμενά σε σοφίσαι εἰς σωτηρίαν διὰ πίστεως τῆς ἐν Χριστῷ Ἰησοῦ 1 the sacred writings. These are able to make you wise for salvation through faith in Christ Jesus ପବିତ୍ର ଶାସ୍ତ୍ର ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେସବୁ ଜଣେ ବ୍ୟକ୍ତି, ଯେ କି ଅନ୍ୟ ଜଣକୁ ଜ୍ଞାନୀ କରିପାରିବ I ବିକଳ୍ପ ଅନୁବାଦ: “ଯେ ଯେତେବେଳେ ତୁମ୍ଭେ ଈଶ୍ବରଙ୍କ ବାକ୍ୟ ପାଠ କରିବ, ତୁମ୍ଭେ ବିଶ୍ବାସ କରିବା ଦ୍ବାରା ଖ୍ରୀଷ୍ଟ ଯୀଶୁଙ୍କଠାରୁ ପରିତ୍ରାଣ ପାଇବା ନିମନ୍ତେ ଜ୍ଞାନୀ ହେବ” (ଦେଖ: [[rc://en/ta/man/translate/figs-personification]])
2TI 3 16 s274 figs-activepassive πᾶσα Γραφὴ θεόπνευστος 1 All scripture has been inspired by God କେତେକ ବାଇବଲ ଏହାକୁ “ସମସ୍ତ ଶାସ୍ତ୍ର ଈଶ୍ବର ନିଶ୍ବଶିତ” ବୋଲି ଅନୁବାଦ କରନ୍ତି I ଏହାର ଅର୍ଥ ହେଉଛି ଯେ କଅଣ ଲେଖିବାକୁ ହେବ ତାହା ଈଶ୍ବର ଲୋକମାନଙ୍କୁ ଆପଣା ଆତ୍ମାଙ୍କ ଦ୍ବାରା କହି ଧର୍ମଶାସ୍ତ୍ରକୁ ଉତ୍ପନ୍ନ କଲେ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣା ଆତ୍ମାଙ୍କ ଦ୍ବାରା ସମସ୍ତ ଶାସ୍ତ୍ର କହିଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
2TI 3 16 uv35 ὠφέλιμος 1 It is profitable ଏହା ଉପକାରୀ କିମ୍ବା “ଏହା ହିତଜନକ”
2TI 3 16 vl2n πρὸς ἐλεγμόν 1 for conviction ଭ୍ରମକୁ ଦେଖାଇବା ନିମନ୍ତେ
2TI 3 13 s7f2 γόητες 1 impostors **ପ୍ରତାରଣା** ଶବ୍ଦଟି ଏପରି ଜଣେ ବ୍ୟକ୍ତିଙ୍କୁ ବୁଝାଏ ଯିଏ ଅନ୍ୟମାନଙ୍କୁ ଭାବିବାକୁ ଚାହେଁ ଯେ ସେ ଜଣେ ପ୍ରକୃତ ଖ୍ରୀଷ୍ଟିଆନ କିନ୍ତୁ ସେ ପ୍ରକୃତରେ ଜଣେ ଖ୍ରୀଷ୍ଟିଆନ ନୁହଁନ୍ତି। ବିକଳ୍ପ ଅନୁବାଦ: "ଯେଉଁମାନେ ବିଶ୍ଵାସୀ ବୋଲି ଦର୍ଶାଉଛନ୍ତି"
2TI 3 13 imc8 προκόψουσιν ἐπὶ τὸ χεῖρον 1 will go from bad to worse ପାଉଲ ସାଙ୍କେତିକ ଭାବରେ ମନ୍ଦ ଲୋକ ଏବଂ ସେମାନଙ୍କ ଚରିତ୍ର ବିଷୟରେ ଉଲ୍ଲେଖ କରନ୍ତି ଯାହା ଶାରୀରିକ ଭାବରେ ଗତି କରେ, ଧୀରେ ଧୀରେ ଗୋଟିଏ ଦିଗରେ ଅଗ୍ରଗତି କରେ। ବିକଳ୍ପ ଅନୁବାଦ: "ମନ୍ଦତା ବୃଦ୍ଧି ହେବ" କିମ୍ବା "ଖରାପରୁ ଅଧିକ ଖରାପ ହେବ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 3 13 eyx5 figs-metaphor πλανῶντες καὶ πλανώμενοι 1 leading others and themselves astray ଏଠାରେ, ଜଣେ ଲୋକକୁ **ବିପଥରେ ନେଇଯିବା** ହେଉଛି ଗୋଟିଏ ରୂପକ, ଯାହାର ଅର୍ଥ ଯାହା ସତ୍ୟ ନୁହେଁ, ତାହା ବିଶ୍ବାସ କରିବାକୁ ପ୍ରରୋଚିତ କରିବା I ବିକଳ୍ପ ଅନୁବାଦ: “ମିଥ୍ୟାକୁ ବିଶ୍ବାସ କରିବା ଓ ମିଥ୍ୟା ଶିକ୍ଷା ଦେବା” (ଦେଖ: [[rc://en/ta/man/translate/figs-metaphor]]) ଦେଖନ୍ତୁ)
2TI 3 14 ytg9 figs-metaphor μένε ἐν οἷς ἔμαθες 1 remain in the things that you have learned ବାଇବଲଜନିତ ଉପଦେଶ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଯେଉଁଠି ତୀମଥି ରହିପାରିବେ I ବିକଳ୍ପ ଅନୁବାଦ: “ତୁମ୍ଭେ ଯାହା ଶିକ୍ଷା କରିଅଛ, ତାହା ଭୁଲି ଯାଅ ନାହିଁ” କିମ୍ବା “ତୁମ୍ଭେ ଯାହା ଶିକ୍ଷା କରିଅଛ, ତାହା କରିବାରେ ଲାଗିରୁହ” (ଦେଖ: [[rc://en/ta/man/translate/figs-metaphor]]) ଦେଖନ୍ତୁ)
2TI 3 15 w9l5 figs-personification ἱερὰ γράμματα οἶδας, τὰ δυνάμενά σε σοφίσαι εἰς σωτηρίαν διὰ πίστεως τῆς ἐν Χριστῷ Ἰησοῦ 1 the sacred writings. These are able to make you wise for salvation through faith in Christ Jesus ପବିତ୍ର ଶାସ୍ତ୍ର ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେସବୁ ଜଣେ ବ୍ୟକ୍ତି, ଯେ କି ଅନ୍ୟ ଜଣକୁ ଜ୍ଞାନୀ କରିପାରିବ I ବିକଳ୍ପ ଅନୁବାଦ: “ଯେ ଯେତେବେଳେ ତୁମ୍ଭେ ଈଶ୍ବରଙ୍କ ବାକ୍ୟ ପାଠ କରିବ, ତୁମ୍ଭେ ବିଶ୍ବାସ କରିବା ଦ୍ବାରା ଖ୍ରୀଷ୍ଟ ଯୀଶୁଙ୍କଠାରୁ ପରିତ୍ରାଣ ପାଇବା ନିମନ୍ତେ ଜ୍ଞାନୀ ହେବ” (ଦେଖ: [[rc://en/ta/man/translate/figs-personification]]) ଦେଖନ୍ତୁ
2TI 3 16 s274 figs-activepassive πᾶσα Γραφὴ θεόπνευστος 1 All scripture has been inspired by God କେତେକ ବାଇବଲ ଏହାକୁ “ସମସ୍ତ ଶାସ୍ତ୍ର **ଈଶ୍ବର ନିଶ୍ବଶିତ**” ବୋଲି ଅନୁବାଦ କରନ୍ତି I ଏହାର ଅର୍ଥ ହେଉଛି ଯେ କଅଣ ଲେଖିବାକୁ ହେବ ତାହା ଈଶ୍ବର ଲୋକମାନଙ୍କୁ ଆପଣା ଆତ୍ମାଙ୍କ ଦ୍ବାରା କହି ଧର୍ମଶାସ୍ତ୍ରକୁ ଉତ୍ପନ୍ନ କଲେ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣା ଆତ୍ମାଙ୍କ ଦ୍ବାରା ସମସ୍ତ ଶାସ୍ତ୍ର ଉତ୍ପନ କଲେ ଯେପରି ତାହାଙ୍କର ଆତ୍ମାଙ୍କ ଲୋକମାନଙ୍କୁ ଲେଖିବାକୁ ନିର୍ଦେଶ ଦେଇଥିଲେ ” (ଦେଖ: [[rc://en/ta/man/translate/figs-activepassive]]) ଦେଖନ୍ତୁ)
2TI 3 16 uv35 ὠφέλιμος 1 It is profitable ଏହି ଧାରଣାକୁ ପ୍ରକାଶ କରିବା ପାଇଁ ପାଉଲ ଶାସ୍ତ୍ରକୁ **ଲାଭଦାୟକ** ବୋଲି କହିଛନ୍ତି ଯେ ତୀମଥି ଏବଂ ସମସ୍ତ ବିଶ୍ଵାସୀମାନେ ଉପଦେଶ, ଭର୍ତ୍ସନା, ସଂଶୋଧନ ଏବଂ ପ୍ରଶିକ୍ଷଣ ଦେବା ପାଇଁ ଶାସ୍ତ୍ର ବ୍ୟବହାର କଲେ ଉପକୃତ ହେବେ। ବିକଳ୍ପ ଅନୁବାଦ: "ଯେତେବେଳେ ତୁମ୍ଭେ ଏହାକୁ ବ୍ୟବହାର କରିବ ସେତେବେଳେ ତୁମ୍ଭେ ଏଥିରୁ ଉପକୃତ ହେବ" କିମ୍ବା "ଯେତେବେଳେ ଆମ୍ଭେମାନେ ଏହାକୁ ବ୍ୟବହାର କରୁ ଏହା ସମସ୍ତଙ୍କୁ ଲାଭ ଦିଏ"
2TI 3 16 vl2n πρὸς ἐλεγμόν 1 for conviction କେଉଁଟି ଠିକ୍ ଏବଂ ଭୁଲ୍ ଜାଣିବା ପାଇଁ ଏବଂ ଲୋକମାନଙ୍କୁ ଭୁଲ୍ ଦେଖାଇବା ପାଇଁ ଶାସ୍ତ୍ରକୁ ଏକ ମାନକ ଭାବରେ ବ୍ୟବହାର କରିବାକୁ ପାଉଲ ତୀମଥିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ସମାନ ଅଭିବ୍ୟକ୍ତି ସହିତ ଏକ ଅବକ୍ଷୟ ଗୁଣ ବାଚକ ବିଶେଷ୍ୟ **ତିରସ୍କାର** ପଛର ଧାରଣା ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: "ଲୋକଙ୍କୁ ଭୁଲ୍ ଦେଖାଇବାକୁ" କିମ୍ବା "ଯେତେବେଳେ ଆମ୍ଭେମାନେ ଭୁଲ୍ ତାହା ଜାଣିବାରେ ଆମ୍ଭମାନଙ୍କୁ ସାହାଯ୍ୟ କରେ"।
2TI 3 16 e5h9 πρὸς ἐπανόρθωσιν 1 for correction ଭ୍ରମକୁ ସୁଧାରିବା ନିମନ୍ତେ
2TI 3 16 y1hf πρὸς παιδείαν τὴν ἐν δικαιοσύνῃ 1 for training in righteousness ଧାର୍ମିକ ହେବାକୁ ଲୋକମାନଙ୍କୁ ତାଲିମ ଦେବା ନିମନ୍ତେ
2TI 3 17 nb12 figs-gendernotations ὁ τοῦ Θεοῦ ἄνθρωπος 1 the man of God ଏହାର ଅର୍ଥ ହେଉଛି ପୁରୁଷ ହେଉ କି ସ୍ତ୍ରୀ ହେଉ, ଈଶ୍ବରଙ୍କଠାରେ ଥିବା ଯେ କୌଣସି ବିଶ୍ବାସୀ I ବିକଳ୍ପ ଅନୁବାଦ: “ସମସ୍ତ ବିଶ୍ବାସୀ” (ଦେଖ: [[rc://en/ta/man/translate/figs-gendernotations]])

Can't render this file because it contains an unexpected character in line 2 and column 8087.