Edit 'en_tn_32-JON.tsv' using 'tc-create-app'

This commit is contained in:
manash12d 2022-06-07 06:03:05 +00:00
parent 5a654ed2f5
commit a01a4722fc
1 changed files with 1 additions and 1 deletions

View File

@ -8,7 +8,7 @@ JON 1 1 s6av יְהוָ֔ה 1 Yahweh ଏହା ପରମେଶ୍ଵରଙ୍
JON 1 1 jv8c translate-names אֲמִתַּ֖י 1 Amittai ଏହା ଯୂନସଙ୍କ ପିତାଙ୍କର ନାମ ଅଟେ। (ଦେଖନ୍ତୁ: [[rc://en/ta/man/translate/translate-names]])
JON 1 2 x5ua ק֠וּם לֵ֧ךְ אֶל־נִֽינְוֵ֛ה הָ⁠עִ֥יר הַ⁠גְּדוֹלָ֖ה 1 Get up, go to Nineveh, the great city "ନୀନିବୀ ମହାନଗରକୁ ଯାଅ"
JON 1 2 v2xt figs-idiom ק֠וּם 1 Get up ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଯୂନସ ପ୍ରତିକ୍ରିୟା ଦେଇ ସେଠାକୁ ଯିବା ଉଚିତ । ଏହାର ଅର୍ଥ ଏହା ନୁହେଁ ଯେବେ ଈଶ୍ଵର ତାଙ୍କ ସହ କଥା ହେଲେ ସେସମୟରେ ସେ ବସିଥିଲେ କିମ୍ବା ଶୋଇଥିଲେ। ଅନେକ ଭାଷା କେବଳ ଗୋଟିଏ କ୍ରିୟା ବ୍ୟବହାର କରେ, ଯେପରିକି “ଯାଅ” । [[rc://en/ta/man/translate/figs-idiom]]) ଦେଖନ୍ତୁ)
JON 1 2 jqz9 figs-metonymy וּ⁠קְרָ֣א עָלֶ֑י⁠הָ 1 call out against it ଏଠାରେ **ଏହି**  ଶବ୍ଦ, ଅର୍ଥାତ୍ ନୀନିବୀ ନଗରର, ଏକ ଲକ୍ଷଣାତ୍ମକ ଅଳଙ୍କାର ଅଟେ ଯାହା ନଗରରେ ଏବଂ ଆଖପାଖ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ସାବଧାନ କର” [[rc://en/ta/man/translate/figs-metonymy]]) ଦେଖନ୍ତୁ)
JON 1 2 jqz9 figs-metonymy וּ⁠קְרָ֣א עָלֶ֑י⁠הָ 1 call out against it ଏଠାରେ **ଏହ**  ଶବ୍ଦ, ଅର୍ଥାତ୍ ନୀନିବୀ ନଗରର, ଏକ ଲକ୍ଷଣାତ୍ମକ ଅଳଙ୍କାର ଅଟେ ଯାହା ନଗରରେ ଏବଂ ଆଖପାଖ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ। ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ସାବଧାନ କର” [[rc://en/ta/man/translate/figs-metonymy]]) ଦେଖନ୍ତୁ)
JON 1 2 rki2 עָלְתָ֥ה רָעָתָ֖⁠ם לְ⁠פָנָֽ⁠י 1 their wickedness has risen up before my face “ଆମ୍ଭେ ଜାଣୁ ସେମାନେ କ୍ରମାଗତ ଭାବରେ ପାପ କରୁଛନ୍ତି" କିମ୍ବା "ଆମ୍ଭେ ଜାଣୁ ଯେ ସେମାନଙ୍କର ପାପ ଦିନକୁ ଦିନ ଅତ୍ୟନ୍ତ ବଢ଼ିବାରେ ଲାଗିଛି”
JON 1 2 jd9r figs-metonymy לְ⁠פָנָֽ 1 before my face ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ତାଙ୍କ ମୁଖକୁ ସୂଚିତ କରେ । ଯିହୋବାଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ଯିହୋବା କହୁଛନ୍ତି ଯେ ନୀନିବୀର ଲୋକମାନେ କେତେ ଦୁଷ୍ଟ ହୋଇଗଲେ ତାହା ସେ ଦୃଷ୍ଟି କରିଛନ୍ତି। [[rc://en/ta/man/translate/figs-metonymy]]) ଦେଖନ୍ତୁ)
JON 1 3 f5sr figs-idiom וַ⁠יָּ֤קָם יוֹנָה֙ לִ⁠בְרֹ֣חַ 1 But Jonah got up to run away ଏଠାରେ **ଉଠିଲେ** ଶବ୍ଦର ଅର୍ଥ ଈଶ୍ଵରଙ୍କ ଆଦେଶନୁସାରେ ଯୂନସ କାର୍ଯ୍ୟ କରିଥିଲେ, କିନ୍ତୁ ତାଙ୍କର କାର୍ଯ୍ୟ ଏହା ମାନିବା ପରିବର୍ତ୍ତେ ଅବମାନନା କରିବା ଥିଲା । [1:2](https://create.translationcore.com/01/02.md) ରେ ଆପଣ କିପରି ଏହି ରୂଢ଼ିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “କିନ୍ତୁ ଯୂନସ ପଳାଇଲେ” [[rc://en/ta/man/translate/figs-idiom]]) ଦେଖନ୍ତୁ)

Can't render this file because it contains an unexpected character in line 12 and column 245.