Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-26 04:33:13 +00:00
parent 69553cfac0
commit a004ad6f8e
1 changed files with 5 additions and 5 deletions

View File

@ -319,12 +319,12 @@ EPH 6 16 djl5 figs-metaphor τὰ βέλη τοῦ πονηροῦ πεπυρω
EPH 6 17 g2kw figs-metaphor τὴν περικεφαλαίαν τοῦ σωτηρίου δέξασθε 1 take the helmet of salvation ଠିକ୍ ଯେପରି ଗୋଟିଏ **ଶିରସ୍ତ୍ରାଣ** ଜଣେ ସୈନିକର ମସ୍ତକକୁ ସୁରକ୍ଷା କରେ, ସେପରି ଈଶ୍ଵର ଦତ୍ତ **ପରିତ୍ରାଣ** ବିଶ୍ଵାସୀର ମନକୁ ସୁରକ୍ଷା ଦେଇଥାଏ I (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 6 17 c191 figs-metaphor τὴν ... μάχαιραν τοῦ Πνεύματος, ὅ ἐστιν ῥῆμα Θεοῦ 1 the sword of the Spirit, which is the word of God ଏହି ରୂପକରେ, ଈଶ୍ଵରଙ୍କ ବାକ୍ୟକୁ ଏକ ସୈନିକର **ଖଡ୍ଗ** ସହିତ ତୁଳନା କରାଯାଏ। ଆପଣା ଲୋକମାନଙ୍କ ପ୍ରତି ଈଶ୍ଵରଙ୍କ ଶିକ୍ଷା ବିଷୟରେ ଲେଖକ କହନ୍ତି ଯେ ସତେ ଯେପରି ସେସବୁ ଗୋଟିଏ ଖଡ୍ଗ, ଯାହା ତାହାଙ୍କର ଲୋକମାନେ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ବ୍ୟବହାର କରିପାରିବେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 6 18 mu4w διὰ πάσης προσευχῆς καὶ δεήσεως, προσευχόμενοι ἐν παντὶ καιρῷ ἐν Πνεύματι 1 With every prayer and request, pray at all times in the Spirit ବିକଳ୍ପ ଅନୁବାଦ: “ପ୍ରାର୍ଥନା କରି ନିର୍ଦ୍ଦିଷ୍ଟ ନିବେଦନଗୁଡ଼ିକ ଜଣାଇବା ସମୟରେ ସର୍ବଦା ଆତ୍ମାରେ ପ୍ରାର୍ଥନା କରଅଲୋ”
EPH 6 18 g1i7 εἰς αὐτὸ 1 To this end **ଏହି ଶେଷକୁ** ସଂଯୁକ୍ତ ବାକ୍ୟାଂଶ ଏକ ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟପୂର୍ଣ୍ଣ ସମ୍ପର୍କକୁ ସୂଚାଏ । ଲକ୍ଷ୍ୟ ଯାହା କେବଳ ଉଲ୍ଲେଖ କରାଯାଇଛି: ସର୍ବଦା ଆତ୍ମାରେ ପ୍ରାର୍ଥନା କରିବା । ଏହା କରିବା ପାଇଁ, ବିଶ୍ଵାସୀମାନେ ସମସ୍ତ ସାଧୁମାନଙ୍କ ପାଇଁ ଅନୁରୋଧ କରିବାରେ ସାବଧାନ ଏବଂ ଦୃଢ଼ ରହିବା ଆବଶ୍ୟକ ଅଟେ । ବିକଳ୍ପ ଅନୁବାଦ: "ଏହି କାରଣରୁ" କିମ୍ବା "ଏହା କରିବାକୁ"[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 6 18 i5hm ἀγρυπνοῦντες ἐν πάσῃ προσκαρτερήσει καὶ δεήσει περὶ πάντων τῶν ἁγίων 1 be watching with all perseverance, as you offer prayers for all the saints **ଜାଗ୍ରତ ରହିବା** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ ଯାହା ଏକ କ୍ରିୟା ସହିତ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: ଜାଗ୍ରତ ରହିବାରେ ଲାଗି ରୁହ ଏବଂ ଈଶ୍ଵରଙ୍କ ସମସ୍ତ ପବିତ୍ର ଲୋକଙ୍କ ନିମନ୍ତେ ପ୍ରାର୍ଥନା କର କିମ୍ବା “ସମସ୍ତ ବିଶ୍ଵାସୀମାନଙ୍କ ନିମନ୍ତେ ନିରନ୍ତର ଜାଗିରହି ପ୍ରାର୍ଥନା କର” UST ଦେଖନ୍ତୁ[[rc://en/ta/man/translate/figs-abstractnouns]])ଦେଖନ୍ତୁ
EPH 6 19 rm1h 0 Connecting Statement: ପତ୍ରର ସମାପ୍ତିରେ, ପାଉଲ ବନ୍ଦୀଗୃହରେ ରହିଥିବା ସମୟରେ ସୁସମାଚାର କହିବାକୁ ସାହସ ପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ ସେମାନଙ୍କୁ ନିବେଦନ କରୁଛନ୍ତି ଏବଂ ସେ ସେମାନଙ୍କ ସାନ୍ତ୍ବନା ନିମନ୍ତେ ତୁଖିକଙ୍କୁ ପଠାଉଥିବା ବିଷୟ ଜଣାଉଛନ୍ତି I
EPH 6 19 j135 figs-activepassive ἵνα μοι δοθῇ λόγος 1 that a message might be given to me ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ଵର ମୋତେ ବାକ୍ୟ ପ୍ରଦାନ କରିବେ” କିମ୍ବା “ଯେପରି ଈଶ୍ଵର ମୋତେ ବାର୍ତ୍ତା ଦେବେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 6 18 g1i7 εἰς αὐτὸ 1 To this end **ଏହି ଶେଷକୁ** ସଂଯୁକ୍ତ ବାକ୍ୟାଂଶ ଏକ ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟପୂର୍ଣ୍ଣ ସମ୍ପର୍କକୁ ସୂଚାଏ। ଲକ୍ଷ୍ୟ ଯାହା କେବଳ ଉଲ୍ଲେଖ କରାଯାଇଛି: ସର୍ବଦା ଆତ୍ମାରେ ପ୍ରାର୍ଥନା କରିବା। ଏହା କରିବା ପାଇଁ, ବିଶ୍ଵାସୀମାନେ ସମସ୍ତ ସାଧୁମାନଙ୍କ ପାଇଁ ଅନୁରୋଧ କରିବାରେ ସାବଧାନ ଏବଂ ଦୃଢ଼ ରହିବା ଆବଶ୍ୟକ ଅଟେ। ବିକଳ୍ପ ଅନୁବାଦ: “ଏହି କାରଣରୁ” କିମ୍ବା “ଏହା କରିବାକୁ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-goal]])
EPH 6 18 i5hm ἀγρυπνοῦντες ἐν πάσῃ προσκαρτερήσει καὶ δεήσει περὶ πάντων τῶν ἁγίων 1 be watching with all perseverance, as you offer prayers for all the saints **ଜାଗ୍ରତ ରହିବା** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ ଯାହା ଏକ କ୍ରିୟା ସହିତ ଅନୁବାଦ କରାଯାଇପାରେ। ବିକଳ୍ପ ଅନୁବାଦ: ଜାଗ୍ରତ ରହିବାରେ ଲାଗି ରୁହ ଏବଂ ଈଶ୍ଵରଙ୍କ ସମସ୍ତ ପବିତ୍ର ଲୋକଙ୍କ ନିମନ୍ତେ ପ୍ରାର୍ଥନା କର କିମ୍ବା “ସମସ୍ତ ବିଶ୍ଵାସୀମାନଙ୍କ ନିମନ୍ତେ ନିରନ୍ତର ଜାଗିରହି ପ୍ରାର୍ଥନା କର” UST ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
EPH 6 19 rm1h 0 Connecting Statement: ପତ୍ରର ସମାପ୍ତିରେ, ପାଉଲ ବନ୍ଦୀଗୃହରେ ରହିଥିବା ସମୟରେ ସୁସମାଚାର କହିବାକୁ ସାହସ ପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ ସେମାନଙ୍କୁ ନିବେଦନ କରୁଛନ୍ତି ଏବଂ ସେ ସେମାନଙ୍କ ସାନ୍ତ୍ବନା ନିମନ୍ତେ ତୁଖିକଙ୍କୁ ପଠାଉଥିବା ବିଷୟ ଜଣାଉଛନ୍ତି
EPH 6 19 j135 figs-activepassive ἵνα μοι δοθῇ λόγος 1 that a message might be given to me ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ଵର ମୋତେ ବାକ୍ୟ ପ୍ରଦାନ କରିବେ” କିମ୍ବା “ଯେପରି ଈଶ୍ଵର ମୋତେ ବାର୍ତ୍ତା ଦେବେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 6 19 jv6j ἐν ἀνοίξει τοῦ στόματός μου, ἐν παρρησίᾳ γνωρίσαι 1 when I open my mouth. Pray that I might make known with boldness
EPH 6 19 gu1n figs-idiom ἀνοίξει τοῦ στόματός μου 1 open my mouth ଏହା କହିବା ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ମୁଁ କହେ” ([[rc://en/ta/man/translate/figs-idiom]]ଦେଖନ୍ତୁ)
EPH 6 19 gu1n figs-idiom ἀνοίξει τοῦ στόματός μου 1 open my mouth ଏହା କହିବା ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ମୁଁ କହେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 6 20 wx9k figs-metonymy ὑπὲρ οὗ πρεσβεύω ἐν ἁλύσει 1 It is for the gospel that I am an ambassador who is kept in chains “**ଶୃଂଖଳାବଦ୍ଧ**” ଶବ୍ଦଟି ବନ୍ଦୀ ଅବସ୍ଥାରେ ରହିବାର ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ମୁଁ ଯେଉଁ କାରଣରୁ ବର୍ତ୍ତମାନ କାରାଗାରରେ ଅଛି” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 6 20 pmm2 figs-explicit ἵνα ἐν αὐτῷ παρρησιάσωμαι, ὡς δεῖ με λαλῆσαι 1 so that I may declare it boldly, as I ought to speak “**ପ୍ରାର୍ଥନା କର**” ବାକ୍ୟାଂଶକୁ 18 ପଦରୁ ବୁଝିହୁଏ I ବିକଳ୍ପ ଅନୁବାଦ: “ସେଥିପାଇଁ ପ୍ରାର୍ଥନା କର ଯେ ଯେତେବେଳେ ମୁଁ ସୁସମାଚାର ଶିକ୍ଷା ଦେବି, ଯେପରି ସାହସରେ କହିବା ଉଚିତ, ସେପରି କହିବି” କିମ୍ବା “ପ୍ରାର୍ଥନା କର ଯେ ମୁଁ ସୁସମାଚାରକୁ ଯେପରି ସାହସରେ କହିବା ଉଚିତ, ସେପରି କହିବି” ([[rc://en/ta/man/translate/figs-explicit]]ଦେଖନ୍ତୁ)
EPH 6 21 cxs9 translate-names Τυχικὸς 1 Tychicus ତୁଖିକ, ପାଉଲଙ୍କ ସହିତ ସେବା କରୁଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ I ([[rc://en/ta/man/translate/translate-names]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.