diff --git a/en_tn_62-2PE.tsv b/en_tn_62-2PE.tsv index f87d41d..4b81224 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -426,8 +426,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 3 2 ijnq figs-explicit ὑπὸ τῶν ἁγίων προφητῶν 1 ଏଠାରେ, **ଭବିଷ୍ୟ‌ଦ୍‌ବକ୍ତାମାନେ** ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁବୁଝାଏ  ଯାହାକୁ ପିତର ମଧ୍ୟ [୧:୧୯–୨୧] (../୦୧/୧୯.md) ରେ ଉଲ୍ଲେଖ କରିଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଦ୍ୱାରା” (ଦେଖନ୍ତୁ: [[rc://en/ta/man/translate/figs-explicit]]) 2PE 3 2 jnq2 figs-abstractnouns τῆς…ἐντολῆς τοῦ Κυρίου καὶ Σωτῆρος 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି ସହ ଗୁଣବାଚକ ବିଶେଷ୍ୟ **ଆଜ୍ଞା** ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର  ପ୍ରଭୁ ଏବଂ ତ୍ରାଣକର୍ତ୍ତା ଯାହା ଆଜ୍ଞା ଦେଇଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) 2PE 3 2 jx0u figs-genericnoun τῆς…ἐντολῆς τοῦ Κυρίου καὶ Σωτῆρος 1 ସାଧାରଣତଃ ଯୀଶୁଙ୍କ ଆଜ୍ଞା ବିଷୟରେ ପିତର ଏଠାରେ **ଆଜ୍ଞା** ଶବ୍ଦ ବ୍ୟବହାର କରନ୍ତି । ସେ ଗୋଟିଏ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶକୁ ସୂଚାଉ ନାହାଁନ୍ତି । ଏହି ଆଜ୍ଞାଗୁଡ଼ିକ ପ୍ରେରିତମାନଙ୍କ ଦ୍ୱାରା ବିଶ୍ୱାସୀମାନଙ୍କୁ ପ୍ରଦାନ କରାଯାଇଥିଲା ।
ବିକଳ୍ପ ଅନୁବାଦ: “ପ୍ରଭୁ ଏବଂ ତ୍ରାଣକର୍ତ୍ତାଙ୍କ ଆଜ୍ଞା” (ଦେଖନ୍ତୁ: [[rc://en/ta/man/translate/figs-genericnoun]]) -2PE 3 2 vusd figs-abstractnouns τοῦ Κυρίου 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ପ୍ରଭୁ**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ଶାସନ କରୁଥିବା ବ୍ୟକ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) -2PE 3 2 x9rg figs-abstractnouns Σωτῆρος 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ତ୍ରାଣକର୍ତ୍ତା**
ପଛରେ ଥିବା ଧାରଣା ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ରକ୍ଷା କରୁଥିବା ବ୍ୟକ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +2PE 3 2 vusd figs-abstractnouns τοῦ Κυρίου 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ପ୍ରଭୁ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଶାସନ କରୁଥିବା ବ୍ୟକ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) +2PE 3 2 x9rg figs-abstractnouns Σωτῆρος 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ତ୍ରାଣକର୍ତ୍ତା** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ରକ୍ଷା କରୁଥିବା ବ୍ୟକ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) 2PE 3 2 tsn4 τῶν ἀποστόλων ὑμῶν 1 ଏହି ବାକ୍ୟାଂଶଟି ସୂଚିତ କରେ
ଯାହା ଦ୍ଵାରା **ପ୍ରଭୁ ଏବଂ ତ୍ରାଣକର୍ତ୍ତାଙ୍କ ଆଜ୍ଞା** ପିତରଙ୍କ ପାଠକମାନଙ୍କୁ ଦିଆଯାଇଥିଲା


ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର  ପ୍ରେରିତମାନଙ୍କ ମାଧ୍ୟମରେ” 2PE 3 2 xbuo figs-explicit τῶν ἀποστόλων ὑμῶν 1 ଏଠାରେ
, **
ତୁମ୍ଭମାନଙ୍କର ପ୍ରେରିତମାନେ** ବୁଝାଇପାରେ: (୧
)
ପ୍ରେରିତମାନେ ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷାକୁ ପିତରଙ୍କ ପାଠକମାନଙ୍କ
ନିକଟରେ ଘୋଷଣା କରିଥିଲେ କିମ୍ବା ସେମାନଙ୍କୁ କୌଣସି ପ୍ରକାରେ ସେବା କରିଥିଲେ


ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର  ସେବା କରୁଥିବା ପ୍ରେରିତମାନେ” (୨) ସମସ୍ତ ପ୍ରେରିତ
,
ଯେଉଁମାନେ ସମସ୍ତ ଖ୍ରୀଷ୍ଟିୟାନଙ୍କର ଅଟନ୍ତି


ବିକଳ୍ପ ଅନୁବାଦ: “ଆମ୍ଭ ସମସ୍ତଙ୍କର ପ୍ରେରିତ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) 2PE 3 3 xcd9 figs-declarative τοῦτο πρῶτον γινώσκοντες 1 knowing this first ଏକ ନିର୍ଦ୍ଦେଶ ଦେବା ପାଇଁ ପିତର
ଏକ ବାକ୍ୟ ବ୍ୟବହାର କରନ୍ତି


ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ
,
ଆପଣ ଏହାକୁ ଏକ ନିର୍ଦ୍ଦେଶ ଭାବରେ ଅନୁବାଦ କରି ଏହାକୁ ସୂଚିତ
କରିପାରିବେ


ଯଦି ଆପଣ ତାହା କରନ୍ତି
,
ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ସହାୟକ ହୋଇପାରେ


ଆପଣ [୧
:
୨୦
] (../
୦୧
/
୨୦
.md)
ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ


ବିକଳ୍ପ ଅନୁବାଦ: “ପ୍ରଥମେ ଏହା ଜାଣ

(ଦେଖନ୍ତୁ:
[[rc://en/ta/man/translate/figs-declarative]])