Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 04:17:07 +00:00
parent fac0c31212
commit 9f5cb4bfac
1 changed files with 1 additions and 0 deletions

View File

@ -467,3 +467,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 2 j161 writing-pronouns ἐὰν φανερωθῇ…αὐτῷ…αὐτὸν…ἐστιν 1 when he appears … him … him … he is କାରଣ ଏହି ପଦରେ ଯୋହନ **ଯୀଶୁଙ୍କ ଫେରିବା** କିମ୍ବା ଆସିବା ବିଷୟରେ କହନ୍ତି.  ଏହି ପଦରେ ସର୍ବନାମ **ସେ** ଏବଂ **ତାହାଙ୍କୁ**  ହୁଏତ  ଯୀଶୁଙ୍କୁ ସୂଚାଏ । ପ୍ରଥମ ସ୍ଥାନରେ “ଯୀଶୁ” ନାମ ଏବଂ ଅନ୍ୟ ସ୍ଥାନରେ ସର୍ବନାମ  ବ୍ୟବହାର କରିବା ଆପଣଙ୍କ ଭାଷାରେ ସ୍ୱାଭାବିକ ହୋଇପାରେ । ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 2 j162 grammar-connect-logic-result ὅμοιοι αὐτῷ ἐσόμεθα, ὅτι ὀψόμεθα αὐτὸν καθώς ἐστιν 1 we will be like him because we will see him as he is ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରି ଉଲ୍ଲେଖ ପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ଦେଇଥାଏ ଯାହା ପ୍ରଥମ ବାକ୍ୟାଂଶ ଦର୍ଶାଏ  । ବିକଳ୍ପ ଅନୁବାଦ: “କାରଣ ସେ ଯେପରି ଅଟନ୍ତି, ଆମ୍ଭେମାନେ  ତାଙ୍କୁ ସେହିପରି ଦେଖିବା, ଆମ୍ଭେମାନେ  ତାହାଙ୍କ  ପରି ହେବା” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 3 3 j163 writing-pronouns αὐτῷ…ἐκεῖνος 1 him … that one ଏହି ସର୍ବନାମଗୁଡ଼ିକ ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ… ଯୀଶୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 4 j164 figs-abstractnouns πᾶς ὁ ποιῶν τὴν ἁμαρτίαν, καὶ τὴν ἀνομίαν ποιεῖ, καὶ ἡ ἁμαρτία ἐστὶν ἡ ἀνομία 1 Everyone who commits sin also commits lawlessness. Indeed, sin is lawlessness ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି ସହ ଭାବ ବାଚକ ବିଶେଷ୍ୟ **ବ୍ୟବସ୍ଥା ଲଙ୍ଘନ** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ପାପ କରେ, ସେ ଈଶ୍ଵରଙ୍କ ନିୟମ ମଧ୍ୟ ଲଙ୍ଘନ କରେ। ପ୍ରକୃତରେ, ପାପ ଈଶ୍ଵରଙ୍କ ନିୟମ ଲଙ୍ଘନ କରେ ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.