diff --git a/en_tn_32-JON.tsv b/en_tn_32-JON.tsv index cebda4e..3c5faae 100644 --- a/en_tn_32-JON.tsv +++ b/en_tn_32-JON.tsv @@ -1,7 +1,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNote JON front intro hk4p 0 # ଯୂନସଙ୍କ ପରିଚୟ

## ଭାଗ **1:** ସାଧାରଣ ପରିଚୟ

### ଯୂନସ ପୁସ୍ତକର ରୂପରେଖା

1. ଯୂନସ ଯିହୋବାଙ୍କ ଉପସ୍ଥିତିରୁ ପଳାଇବାକୁ ଚେଷ୍ଟା କରନ୍ତି।(1:1-2:10)
* ଯୂନସ ନୀନିବୀକୁ ଯିବା ନିମନ୍ତେ ଯିହୋବାଙ୍କ ପ୍ରଥମ ଆହ୍ୱାନକୁ ଅବମାନନା କରନ୍ତି । (1:1–3)
* ଯୂନସ ଏବଂ ଅଣଯିହୁଦୀ ନାବିକମାନେ । (1:4–16)
* ଯୂନସଙ୍କୁ ଗିଳିବା ନିମନ୍ତେ ଯିହୋବା ଏକ ବୃହତ ମତ୍ସ୍ୟକୁ ପ୍ରଦାନ କରନ୍ତି, ଏବଂ ସେ ପ୍ରାର୍ଥନା କରନ୍ତି ଏବଂ ଉଦ୍ଧାର ହୁଅନ୍ତି। (1:17–2:10)
2. ନୀନିବୀରେ ଯୂନସ  (3:1-4:11)
* ଯିହୋବା ପୁନର୍ବାର ଯୂନସଙ୍କୁ ନୀନିବୀକୁ ଯିବା ନିମନ୍ତେ ଆହ୍ୱାନ କରନ୍ତି, ଏବଂ ଯୂନସ ଯିହୋବାଙ୍କ ବାର୍ତ୍ତା ଘୋଷଣା କରନ୍ତି । (3:1–4)
* ନୀନିବୀ ଅନୁତାପ କରେ । (3:5-9)
* ଯିହୋବା ନୀନିବୀକୁ ବିନାଶ ନକରିବାକୁ ସ୍ଥିର କରନ୍ତି । (3:10)
* ଯୂନସ ଯିହୋବାଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୁଅନ୍ତି । (4:13)
* ଯିହୋବା  ଯୂନସଙ୍କୁ ଅନୁଗ୍ରହ ଓ ଦୟା ବିଷୟରେ ଶିକ୍ଷା ଦିଅନ୍ତି ।  (4:4–11)

### ଯୂନସଙ୍କ ପୁସ୍ତକ କ’ଣ ବର୍ଣ୍ଣନା କରେ?

ଅମିତ୍ତୟଙ୍କ ପୁତ୍ର ଯୂନସ ଗାଥ୍‍-ହେଫରରୁ  (2 ରାଜା 14:25) ଜଣେ ଭବିଷ୍ୟ‌ଦ୍‌ବକ୍ତା ଥିଲେ। ଏହି ପୁସ୍ତକ ଯୂନସଙ୍କ ସହିତ କ’ଣ ଘଟିଥିଲା ସେ ବିଷୟରେ ବର୍ଣ୍ଣନା କରେ। ଅଣଯିହୁଦୀମାନଙ୍କୁ ଯିହୋବା କିପରି ଦୟା ଓ ଅନୁଗ୍ରହ ପ୍ରଦାନ କରନ୍ତି ତାହା ବର୍ଣ୍ଣନା କରେ। କିପରି ନୀନିବୀଲୋକମାନେ ଅନୁତାପ କଲେ ଏବଂ ଦୟା ପାଇଁ ଯିହୋବାଙ୍କୁ ଡାକିଲେ ତାହା ମଧ୍ୟ ଏହି ପୁସ୍ତକ ବର୍ଣ୍ଣନା କରେ। [[rc://en/tw/dict/bible/kt/mercy]], [[rc://en/tw/dict/bible/kt/grace]] ଏବଂ [[rc://en/tw/dict/bible/kt/repent]] ଦେଖନ୍ତୁ)

ଯିହୋବା ନୀନିବୀର ଲୋକମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସାବଧାନ କରାଇବା ପାଇଁ ଯୂନସଙ୍କୁ ନୀନିବୀକୁ ପଠାଇଲେ ।ଯିହୋବା କହିଲେ ଯେ ଯଦି ସେମାନେ ଅନୁତାପ କରନ୍ତି ତେବେ ସେ ସେମାନଙ୍କୁ ବିନାଶ କରିବେ ନାହିଁ। ତଥାପି, ଯୂନସ ଜଣେ ଇସ୍ରାଏଲୀୟ ଥିଲେ ଏବଂ ନୀନିବୀଲୋକମାନେ ଅନୁତାପ କରନ୍ତୁ ବୋଲି ଚାହୁଁ ନଥିଲେ। ତେଣୁ ଯୂନସଙ୍କୁ ଯାହା କରିବାକୁ ଯିହୋବା କହିଥିଲେ ତାହା କରିବା ପରିବର୍ତ୍ତେ ଯୂନସ ବିପରୀତ ଦିଗକୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯିହୋବା ଯୂନସଙ୍କୁ ଗିଳିବା ନିମନ୍ତେ ଏକ ବୃହତ ମତ୍ସ୍ୟକୁ  ଓ ଏକ ପ୍ରଚଣ୍ଡ ଝଡ଼ ପଠାଇ ତାଙ୍କୁ ଅଟକାଇଲେ।

ଯୂନସ ଅନୁତାପ କରି ନୀନିବୀ ଲୋକମାନଙ୍କୁ ସାବଧାନ କଲେ। ଫଳସ୍ୱରୂପ, ଯିହୋବା ତାଙ୍କୁ ଶିଖାଇଲେ ଯେ ସେ କେବଳ ଇସ୍ରାଏଲୀୟମାନଙ୍କ ଈଶ୍ଵର ନୁହନ୍ତି ନୁହେଁ, ବରଂ ସମସ୍ତ ମାନବ ଜାତିର ଈଶ୍ଵର ଅଟନ୍ତି।

### ଏହି ପୁସ୍ତକର ନାମ କିପରି ଅନୁବାଦ ହେବା ଉଚିତ?

ଏହି ପୁସ୍ତକକୁ ପାରମ୍ପାରିକ ଭାବରେ ଯୂନସଙ୍କର ପୁସ୍ତକ କିମ୍ବା କେବଳ ଯୂନସ ବୋଲି ଅନୁବାଦ କରାଯାଇଅଛି I ଅନୁବାଦକମାନେ ଏହି ପୁସ୍ତକକୁ ଯୂନସଙ୍କ ବିଷୟରେ ପୁସ୍ତକ ବୋଲି ସ୍ପଷ୍ଟ ଭାବରେ ଅନୁବାଦ କରିବାକୁ ନିଷ୍ପତ୍ତି ନେଇପାରନ୍ତି I [[rc://en/ta/man/translate/translate-names]]) ଦେଖନ୍ତୁ)

### ଯୂନସ ପୁସ୍ତକ କିଏ ଲେଖିଥିଲେ?

ସମ୍ଭବତଃ ଯୂନସ ଏହି ପୁସ୍ତକ ଲେଖିବାରେ ସମ୍ପୃକ୍ତ ଥିଲେ। ତଥାପି, ପ୍ରକୃତରେ କିଏ ଏହା ଲେଖିଛନ୍ତି ତାହା ବିଦ୍ୱାନଗଣ ଜାଣନ୍ତି ନାହିଁ I

ଯୂନସ ଇସ୍ରାଏଲର ଉତ୍ତର ରାଜ୍ୟରେ ବାସ କରୁଥିଲେ। ସେ 800 ରୁ 750 ଖ୍ରୀଷ୍ଟପୂର୍ବ ମଧ୍ୟରେ  ରାଜା ଯାରବୀୟାମ ଦ୍ୱିତୀୟଙ୍କ ଶାସନ କାଳରେ ଭବିଷ୍ୟବାଣୀ କରିଥିଲେ I

## ଭାଗ 2: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

### ଅଶୂରର ଜାତି କ’ଣ ଥିଲା?

ଯୂନସଙ୍କ ସମୟରେ ଅଶୂର ପ୍ରାଚୀନ ମଧ୍ୟପୂର୍ବର ସବୁଠାରୁ ଶକ୍ତିଶାଳୀ ରାଜ୍ୟ ଥିଲା I ନୀନିବୀ ଅଶୂରର ରାଜଧାନୀ ଥିଲା I

ଅଶୂର  ଆପଣା ଶତ୍ରୁମାନଙ୍କ ପ୍ରତି ନିଷ୍ଠୁର ଥିଲା। ଶେଷରେ, ଯିହୋବା ଅଶୂରୀୟମାନଙ୍କୁ ସେମାନଙ୍କର ଦୁଷ୍କର୍ମ ହେତୁ ଦଣ୍ଡ ଦେଲେ।

### ଅଶୂରୀୟମାନେ ଯିହୁଦୀୟ ଧର୍ମ ଗ୍ରହଣ କଲେ କି?

ଅଶୂରୀୟମାନେ କେବଳ ଯିହୋବାଙ୍କୁ ଉପାସନା କରିବା ଆରମ୍ଭ କଲେ ବୋଲି କେତେକ ବିଦ୍ୱାନଗଣ ବିଶ୍ଵାସ କରନ୍ତି । କିନ୍ତୁ ସେମାନେ ଅନ୍ୟ ମିଥ୍ୟା ଦେବତାଗଣକୁ ପୂଜା କରିବା ଜାରି ରଖିଲେ ବୋଲି ଅଧିକାଂଶ ବିଦ୍ୱାନଗଣ ବିଶ୍ଵାସ କରନ୍ତି [[rc://en/tw/dict/bible/kt/falsegod]]) ଦେଖନ୍ତୁ) JON 1 intro xvp2 0 # ଯୂନସ 1 ସାଧାରଣ ବିବରଣୀ

## ଆକାର ଏବଂ ଗଠନ

ଏହି ଅଧ୍ୟାୟର ବର୍ଣ୍ଣନା ହଠାତ ଆରମ୍ଭ ହୁଏ । ଏହା ଅନୁବାଦକମାନଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ସଂପୂର୍ଣ୍ଣ ରୂପେ ଆବଶ୍ୟକ ନହେବା ପର୍ଯ୍ୟନ୍ତ ଅନୁବାଦକଗଣ ଏହି ପରିଚୟକୁ ସରଳ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ ।

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ଚମତ୍କାର 

[ଯୂନସ 17](https://create.translationcore.com/17.md) ପଦରେ, ଏକ ବୃହତ ମତ୍ସ୍ୟ ବିଷୟରେ ଉଲ୍ଲେଖ ଅଛି । ଏକ ସମୁଦ୍ର ପ୍ରାଣୀ ମନୁଷ୍ୟକୁ ଗିଳିବା ଏବଂ ମତ୍ସ୍ୟ ଭିତରେ ତିନି ଦିନ ଏବଂ ତିନି ରାତ୍ରି ଜୀବିତ ରହିବା ବିଷୟରେ କଳ୍ପନା କରିବା କଷ୍ଟକର ହୋଇପାରେ । ଏହି ଘଟଣା ବୁଝିବାକୁ ସରଳ କରିବାକୁ ଯାଇ ଅନୁବାଦକଗଣ ଚମତ୍କାର ଘଟଣାଗୁଡ଼ିକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ । [[rc://en/tw/dict/bible/kt/miracle]]) ଦେଖନ୍ତୁ)\]

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଆଳଙ୍କାରଗୁଡ଼ିକ

### ବ୍ୟଙ୍ଗାର୍ଥକ ପରିସ୍ଥିତି

ଏହି ଅଧ୍ୟାୟରେ ଏକ ବ୍ୟଙ୍ଗାର୍ଥକ ପରିସ୍ଥିତି ଅଛି। ଏହାର ଅର୍ଥ ଏଠାରେ ଏପରି ଲୋକମାନେ ଅଛନ୍ତି ଯିଏ ସେମାନଙ୍କଠାରୁ ଆଶା କରାଯାଇଥିବା ବିଷୟର ବିପରୀତ କାର୍ଯ୍ୟ କରନ୍ତି କିମ୍ବା କହନ୍ତି। ଯୂନସ ଈଶ୍ଵରଙ୍କ ଜଣେ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି ଏବଂ ସେ ଈଶ୍ଵରଙ୍କ ଇଚ୍ଛା ପାଳନ କରିବାକୁ ଚେଷ୍ଟା କରିବା ଉଚିତ । କିନ୍ତୁ ସେ ଏପରି କରିବା ପରିବର୍ତ୍ତେ  ଈଶ୍ଵରଙ୍କଠାରୁ ପଳାଇ ଯାଉଛନ୍ତି। ଯଦିଓ ଅଣଯିହୁଦୀ ନାବିକମାନେ ଇସ୍ରାଏଲୀୟ ନୁହଁନ୍ତି, ସେମାନେ ଯୂନସଙ୍କୁ ଏକ ନିର୍ଦ୍ଦିଷ୍ଟ ମୃତ୍ୟୁକୁ ପଠାଇବା ସମୟରେ ଯିହୋବାଙ୍କ ବିଶ୍ଵାସ ଏବଂ ଭୟରୁ କାର୍ଯ୍ୟ କଲେ। [[rc://en/ta/man/translate/figs-irony]], [[rc://en/tw/dict/bible/kt/prophet]] ଏବଂ [[rc://en/tw/dict/bible/kt/willofgod]] and [[rc://en/tw/dict/bible/kt/faith]])

### ସମୁଦ୍ର

ପ୍ରାଚୀନ ମଧ୍ୟପୂର୍ବର ଲୋକମାନେ ମଧ୍ୟ ସମୁଦ୍ରକୁ ବିଶୃଙ୍ଖଳିତ ଭାବରେ ଦେଖିଥିଲେ ଏବଂ ଏହାକୁ ବିଶ୍ୱାସ କରିନଥିଲେ। ସେମାନେ ପୂଜା କରୁଥିବା କେତେକ ଦେବତା ସମୁଦ୍ରର ଦେବତା ଥିଲେ। ଯୂନସଙ୍କର ଲୋକ, ଏବ୍ରୀୟମାନେ ସମୁଦ୍ରକୁ ଅତ୍ୟନ୍ତ ଭୟ କରୁଥିଲେ। ତଥାପି, ଯୂନସଙ୍କ ଯିହୋବାଙ୍କ ପ୍ରତି ଥିବା ଭୟ ତାଙ୍କୁ ଜାହାଜରେ ନ ଯିବା ଏବଂ ଯିହୋବାଙ୍କଠାରୁ ପଳାଇ ଯିବା ପାଇଁ ଯଥେଷ୍ଟ ନଥିଲା। ଅଣଯିହୁଦୀମାନଙ୍କ କାର୍ଯ୍ୟଠାରୁ ତାଙ୍କର କାର୍ଯ୍ୟକଳାପ ବିପରୀତ ଥିଲା। [[rc://en/ta/man/translate/figs-irony]] and [[rc://en/tw/dict/bible/kt/fear]])

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ଅନ୍ତର୍ନିହିତ ସୂଚନା

ଯଦିଓ ତର୍ଶୀଶ କେଉଁଠାରେ ଅବସ୍ଥିତ ଥିଲା ତାହା କେହି ଜାଣି ନାହାଁନ୍ତି, ଲେଖକ ଅନୁମାନ କରନ୍ତି ଯେ ପାଠକଗଣ ଜାଣନ୍ତି ଯେ ଯୂନସଙ୍କୁ ନୀନିବୀଠାରୁ ସେଠାକୁ ଯିବାର ଥିଲା । [[rc://en/ta/man/translate/figs-explicit]])ଦେଖନ୍ତୁ) -JON 1 1 jdr1 writing-newevent וַֽ⁠יְהִי֙ דְּבַר־יְהוָ֔ה 1 Now the word of Yahweh came ଏହି ବାକ୍ୟାଂଶ ଯୂନସଙ୍କ କାହାଣୀର ପ୍ରଥମ ଅର୍ଦ୍ଧେକକୁ ପରିଚିତ କରେ । ସମାନ ବାକ୍ୟାଂଶ କାହାଣୀର ଦ୍ୱିତୀୟାର୍ଦ୍ଧକୁ ପରିଚିତ କରେ (3: 1)  । ଏକ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଷୟରେ ଏକ ଐତିହାସିକ କାହାଣୀ ଆରମ୍ଭ କରିବାର ଏହା ଏକ ସାଧାରଣ ଉପାୟ ଅଟେ । [[rc://en/ta/man/translate/writing-newevent]])ଦେଖନ୍ତୁ) +JON 1 1 jdr1 writing-newevent וַֽ⁠יְהִי֙ דְּבַר־יְהוָ֔ה 1 Now the word of Yahweh came ଏହି ବାକ୍ୟାଂଶ ଯୂନସଙ୍କ କାହାଣୀର ପ୍ରଥମ ଅର୍ଦ୍ଧେକକୁ ପରିଚିତ କରାଏ । ସେହି ବାକ୍ୟାଂଶ ହିଁ କାହାଣୀର (3: 1) ଦ୍ୱିତୀୟାର୍ଦ୍ଧକୁ ପରିଚିତ କରାଏ  । ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଷୟରେ ଏକ ଐତିହାସିକ କାହାଣୀ ଆରମ୍ଭ କରିବାର ଏହା ଏକ ସାଧାରଣ ଶୈଳୀ ଅଟେ । [[rc://en/ta/man/translate/writing-newevent]]) ଦେଖନ୍ତୁ) JON 1 1 ll6c figs-idiom וַֽ⁠יְהִי֙ דְּבַר־יְהוָ֔ה 1 Now the word of Yahweh came ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ସଦାପ୍ରଭୁ ତାଙ୍କ ବାର୍ତ୍ତାକୁ କୌଣସି ପ୍ରକାରେ କହିଥିଲେ କିମ୍ବା ପ୍ରକାଶ କରିଥିଲେ । ବିକଳ୍ପ ଅନୁବାଦ: “ସଦାପ୍ରଭୁ ଆପଣା ବାର୍ତ୍ତା କହିଲେ” [[rc://en/ta/man/translate/figs-idiom]])ଦେଖନ୍ତୁ) JON 1 1 qa3z דְּבַר־יְהוָ֔ה 1 the word of Yahweh ସଦାପ୍ରଭୁଙ୍କ ବାର୍ତ୍ତା JON 1 1 s6av יְהוָ֔ה 1 Yahweh ଏହା ଈଶ୍ଵରଙ୍କ ନାମ ଯାହା ସେ ନିଜ ଲୋକଙ୍କୁ ପୁରାତନ ନିୟମରେ ପ୍ରକାଶ କରିଥିଲେ।