Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-27 18:25:46 +00:00
parent 90d032a017
commit 9ebd52904c
1 changed files with 8 additions and 1 deletions

View File

@ -439,4 +439,11 @@ JAS 2 5 j100 figs-metonymy τῷ κόσμῳ 1 in the world ଯାକୁବ 1:27
JAS 2 5 j101 figs-explicit πλουσίους ἐν πίστει 1 to be rich in faith ଆପଣଙ୍କ ଭାଷାରେ ହୁଏତ **ବିଶ୍ୱାସ**ର ବସ୍ତୁ ନିର୍ଦ୍ଦିଷ୍ଟ କରିବାକୁ ଆବଶ୍ୟକ କରିପାରେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଉପରେ ଦୃଢ଼ବିଶ୍ୱାସ କରିବା” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 5 j102 figs-abstractnouns κληρονόμους τῆς βασιλείας ἧς 1 to be heirs of the kingdom that ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ତେବେ ଆପଣ “ଶାସନ” ପରି ଏକ କ୍ରିୟା ସହିତ ଭାବ ବାଚକ ବିଶେଷ୍ୟ ରାଜ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେତେବେଳେ ଈଶ୍ଵର ଶାସନ କରନ୍ତି, ସେତେବେଳେ ସୁବିଧା ଉପଭୋଗ କରିବାକୁ” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 2 6 j103 figs-nominaladj τὸν πτωχόν 1 the poor ଯାକୁବ ଏକ ଗୋଷ୍ଠୀକୁ ସୂଚାଇବା ପାଇଁ ଦରିଦ୍ର ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି । ଆପଣଙ୍କ ଭାଷା ବିଶେଷଣକୁ ସେହିପରି ବ୍ୟବହାର  କରିପାରେ । ଯଦି ନୁହେଁ, ଆପଣ ଏହି ଶବ୍ଦକୁ ଏକ ସମାନ ବାକ୍ୟାଂଶ ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଗରିବ” (: [[rc://en/ta/man/translate/figs-nominaladj]]ଦେଖନ୍ତୁ)
JAS 2 6 j104 writing-pronouns οὐχ οἱ πλούσιοι καταδυναστεύουσιν ὑμῶν, καὶ αὐτοὶ ἕλκουσιν ὑμᾶς εἰς κριτήρια 1 Do not the rich overpower you and themselves drag you into court ଏଠାରେ ସେମାନେ ନିଜେ ଶବ୍ଦକୁ ଅନୁବାଦ କରାଯାଇଥିବା ଶବ୍ଦ ସମାନ ଶବ୍ଦ ଅଟେ ଯାହା ପରବର୍ତ୍ତୀ ପଦରେ ଅନୁବାଦ କରାଯାଇଛି । ଏହା ଏକ ନୂତନ ମୁକ୍ତ ବାକ୍ୟାଂଶ ଭାବରେ ଏହାକୁ ଦୁଇଟି ବାକ୍ୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଧନୀମାନେ ତୁମ୍ଭମାନଙ୍କୁ ଉପଦ୍ରବ କରନ୍ତି ନାହିଁ? ସେମାନେ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ? ” (: [[rc://en/ta/man/translate/writing-pronouns]]ଦେଖନ୍ତୁ)
JAS 2 6 j104 writing-pronouns οὐχ οἱ πλούσιοι καταδυναστεύουσιν ὑμῶν, καὶ αὐτοὶ ἕλκουσιν ὑμᾶς εἰς κριτήρια 1 Do not the rich overpower you and themselves drag you into court ଏଠାରେ ସେମାନେ ନିଜେ ଶବ୍ଦକୁ ଅନୁବାଦ କରାଯାଇଥିବା ଶବ୍ଦ ସମାନ ଶବ୍ଦ ଅଟେ ଯାହା ପରବର୍ତ୍ତୀ ପଦରେ ଅନୁବାଦ କରାଯାଇଛି । ଏହା ଏକ ନୂତନ ମୁକ୍ତ ବାକ୍ୟାଂଶ ଭାବରେ ଏହାକୁ ଦୁଇଟି ବାକ୍ୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଧନୀମାନେ ତୁମ୍ଭମାନଙ୍କୁ ଉପଦ୍ରବ କରନ୍ତି ନାହିଁ? ସେମାନେ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ? ” (: [[rc://en/ta/man/translate/writing-pronouns]]ଦେଖନ୍ତୁ)
JAS 2 6 j105 figs-explicit οὐχ οἱ πλούσιοι καταδυναστεύουσιν ὑμῶν, καὶ αὐτοὶ ἕλκουσιν ὑμᾶς εἰς κριτήρια? 1 Do not the rich overpower you and themselves drag you into court? ଯାକୁବ ସୂଚାଉନ୍ତି ଯେ ଧନୀ ଲୋକମାନେ ବିଶ୍ଵାସୀମାନଙ୍କ ଦ୍ଵାରା ଉତ୍ତମ ବ୍ୟବହାର ପାଇବାକୁ ଯୋଗ୍ୟ ନୁହଁନ୍ତି, କାରଣ ଧନୀ ଲୋକମାନେ ପ୍ରକୃତରେ ସେମାନଙ୍କ ପ୍ରତି ଖରାପ ବ୍ୟବହାର କରିଥିଲେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁଲୋକମାନେ ଧନୀ ଅଟନ୍ତି, ସେହି ଲୋକମାନଙ୍କୁ ତୁମ୍ଭମାଣେ ଉତ୍ତମ ବ୍ୟବହାର ଦେଖାଅ ନାହିଁ । ସେମାନେ ହିଁ ତୁମ୍ଭମାନଙ୍କୁ ଉପଦ୍ରବ କରୀ ବିଚାର-ସ୍ଥାନକୁ ଟାଣିନିଅନ୍ତି! ” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 7 j106 οὐκ αὐτοὶ βλασφημοῦσιν τὸ καλὸν ὄνομα 1 Do they not blaspheme the good name ନିନ୍ଦା ଶବ୍ଦର ଅନ୍ୟ ଅର୍ଥ ଥାଇ ପାରେ । ଏହା ମନୁଷ୍ୟ ଈଶ୍ଵରତାକୁ ଅସ୍ୱୀକାର କରେ ବୋଲି ଭୁଲ ଭାବରେ ପ୍ରକାଶ କରେପାରେ । କିନ୍ତୁ ଏହାର ସାଧାରଣ ଅର୍ଥ“ଅପମାନ” ମଧ୍ୟ ହେଇପାରେ, ଏବଂ ବୋଧହୁଏ ସେହି ଅର୍ଥରେ ଯାକୁବ ଏହି ଶବ୍ଦକୁ ଏଠାରେ ବ୍ୟବହାର କରନ୍ତି । (ତଥାପି, ଯୀଶୁଙ୍କ ନାମକୁ ଅପମାନିତ କରି, ଏହି ଧନୀ ଲୋକମାନେ ମଧ୍ୟ ଏହି ଅର୍ଥରେ ନିନ୍ଦା କରିବାରେ ଦୋଷୀ ହୋଇଥିଲେ, ଯେହେତୁ ଯୀଶୁ ଈଶ୍ୱର ଅଟନ୍ତି ଏବଂ ତାଙ୍କ **ନାମକୁ** ସମ୍ମାନ କରାଯିବା ଉଚିତ) ବିକଳ୍ପ ଅନୁବାଦ: “ସେମାନେ କ’ଣ ଉତ୍ତମ ନାମକୁ ଅପମାନ କରନ୍ତି ନାହିଁ କି?”
JAS 2 7 j107 figs-idiom τὸ ἐπικληθὲν ἐφ’ ὑμᾶς 1 that has been called upon you ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଯାହା ଦ୍ୱାରା ତୁମ୍ଭମାନଙ୍କୁ  ଡକାଯାଇଅଛି” କିମ୍ବା “ଯାହା ଦ୍ୱାରା ତୁମ୍ଭେମାନେ ଖ୍ୟାତ” (: [[rc://en/ta/man/translate/figs-idiom]]ଦେଖନ୍ତୁ)
JAS 2 7 j108 figs-activepassive τὸ ἐπικληθὲν ἐφ’ ὑμᾶς 1 that has been called upon you ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ୱାରା ଲୋକମାନେ ତୁମ୍ଭମାନଙ୍କୁ ଡାକନ୍ତି” (: [[rc://en/ta/man/translate/figs-activepassive]]ଦେଖନ୍ତୁ)
JAS 2 8 j109 grammar-connect-logic-contrast εἰ μέντοι 1 If, however ଯାକୁବ କରି [2:6](https://create.translationcore.com/02/06.md) ରେ ଯାହା କହିଛନ୍ତି, “ତୁମ୍ଭେମାନେ ଗରିବ ଲୋକମାନଙ୍କୁ  ଅସମ୍ମାନ କରିଛ,” ଅର୍ଥାତ୍ “ତୁମ୍ଭେମାନେ ଗରିବ ଲୋକମାନଙ୍କ ଅପେକ୍ଷା ଧନୀ ଲୋକମାନଙ୍କ ପ୍ରତି ବ୍ୟବହାରଉତ୍ତମ ବ୍ୟବହାର କରିଛ” ବୋଲି କହିବାକୁ ଏହି ଶବ୍ଦଗୁଡ଼ିକ ବ୍ୟବହାର କରନ୍ତି ।  ବିକଳ୍ପ ଅନୁବାଦ: “କିନ୍ତୁ ଯଦି ଧନୀ ଲୋକମାନଙ୍କୁ ଅନୁଗ୍ରହ କରିବା ପରିବର୍ତ୍ତେ” (: [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)
JAS 2 8 j110 τελεῖτε 1 you fulfill ପୂରଣ କ୍ରିୟା “ସିଦ୍ଧ” ବିଶେଷଣ ସମାନ ମୂଳରୁ ଆସିଥାଏ ଯାହା ଯାକୁବ ଏହି ପତ୍ରରେ ପୂର୍ବରୁ ଅନେକ ଥର ବ୍ୟବହାର କରିଛନ୍ତି । ଏହାର ଅର୍ଥ କୌଣସି ବିଷୟକୁ କରିବା ଏହାର ଉଦ୍ଦେଶ୍ୟ ପୂରଣ କରିବା କିମ୍ବା ଏହାର ଲକ୍ଷ୍ୟରେ ପହଞ୍ଚିବା ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସଂପୂର୍ଣ୍ଣ ପାଳନ କର”
JAS 2 8 j111 figs-youcrowd ἀγαπήσεις τὸν πλησίον σου ὡς σεαυτόν 1 You will love your neighbor as yourself ଏହି ଉଦ୍ଧୃତିରେ ତୁମ୍ଭେ ଏବଂ ନିଜେ ଏକକ, କାରଣ ଯଦିଓ ମୋଶା ଏହି ବ୍ୟବସ୍ଥାକୁ ଇସ୍ରାଏଲୀୟମାନଙ୍କୁ ଗୋଷ୍ଠୀ ଭାବରେ ଦେଇଥିଲେ, ପ୍ରତ୍ୟେକ ବ୍ୟକ୍ତି ଏହାକୁ ପାଳନ କରିବେ ବୋଲି ଆଶା କରାଯାଇଥିଲା । ତେଣୁ ଆପଣଙ୍କ ଅନୁବାଦରେ, ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ “ତୁମ୍ଭେ” ଏବଂ “ନିଜେ” ର ଏକକ ଫର୍ମ ବ୍ୟବହାର କରନ୍ତୁ ।(: [[rc://en/ta/man/translate/figs-youcrowd]] ଦେଖନ୍ତୁ)
Can't render this file because it contains an unexpected character in line 2 and column 3842.