Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 13:44:00 +00:00
parent 75c448beab
commit 9b726858a7
1 changed files with 3 additions and 3 deletions

View File

@ -87,9 +87,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 2 10 el68 μετὰ δόξης αἰωνίου 1 with eternal glory ଗୁଣ ବାଚକ ବିଶେଷ୍ୟ **ମହିମା** ଏକ ଅଦ୍ଭୁତ ସ୍ଥିତିକୁ ବୁଝାଏ ଯାହା ଲୋକମାନେ ଈଶ୍ଵରଙ୍କ ଉପସ୍ଥିତିରେ ଅନୁଭବ କରନ୍ତି। ଏହା ସ୍ଵୟଂ ଈଶ୍ଵରଙ୍କଠାରୁ ଆସିଥାଏ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଲୋକମାନଙ୍କ ସହିତ ସେ ଏହାକୁ ଅଂଶୀଦାର କରନ୍ତି, ଏବଂ ଏହି ଅବସ୍ଥା **ଅନନ୍ତ କାଳିନ** ଅଟେ। ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ଆପଣ ଏକ ଗୁଣ ବାଚକ ବିଶେଷଣ ସହ **ମହିମା**ର ଧାରଣାକୁ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: "ଏବଂ ଜାଣ ଈଶ୍ଵରଙ୍କ ସହିତ ସର୍ବଦା ରହିବା କେତେ ମହିମାପୂର୍ଣ୍ଣ ଅଟେ" କିମ୍ବା "ଏବଂ ଈଶ୍ଵରଙ୍କ ମହିମାର ଉପସ୍ଥିତିକୁ ସର୍ବଦା ଅନୁଭବ କରିବା।" [[rc://en/ta/man/translate/figs-abstractnouns]]) ଦେଖନ୍ତୁ
2TI 2 11 nr7u πιστὸς ὁ λόγος 1 This is a trustworthy saying ଏହି ପରିପ୍ରେକ୍ଷୀରେ, **ଶବ୍ଦଟି** ଅନୁସରଣ କରୁଥିବା ସିଦ୍ଧାନ୍ତର ବକ୍ତବ୍ୟକୁ ସୂଚିତ କରେ। <u>1</u> <u>ତୀମଥି</u> <u>1:15</u> ରେ ଆପଣ ଏହି ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ବିକଳ୍ପ ଅନୁବାଦ: "ଏହି ବିବୃତ୍ତି ନିର୍ଭରଯୋଗ୍ୟ ଅଟେ"
2TI 2 11 g6e4 writing-poetry εἰ γὰρ συναπεθάνομεν, καὶ συνζήσομε 1 If we have died with him, we will also live with him ଏହା ଏକ କବିତା ବା ଗୀତର ଆରମ୍ଭ ଯାହା ପାଉଲ ବୋଧହୁଏ ଉଦ୍ଧୃତ କରୁଛନ୍ତି। ଯଦି ଆପଣଙ୍କ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ଆପଣ ଏଠାରେ ତାହା ବ୍ୟବହାର କରିପାରିବେ I ଯେପରିକି ପୃଥକ ଧାଡିରେ ବ୍ୟକ୍ତିଗତ ବାକ୍ୟାଂଶ ଉଲ୍ଲେଖ କରି, ଆପଣ ଏହାକୁ ଏଠାରେ ଏବଂ <u>2:12</u> ଏବଂ <u>2:13</u> ରେ ବ୍ୟବହାର କରିପାରିବେ। ଯଦି ନୁହେଁ, ଏହାକୁ ଆପଣ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କରନ୍ତୁ I [[rc://en/ta/man/translate/writing-poetry]]) ଦେଖନ୍ତୁ
2TI 2 11 in38 συναπεθάνομεν 1 died with him ପାଉଲ ଏହି ଭାବଟି ବ୍ୟବହାର କରିବାର ଅର୍ଥ ହେଉଛି ଯେ ଯେତେବେଳେ ଲୋକମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ସେମାନେ ତାହାଙ୍କ ମୃତ୍ୟୁର ସହଭାଗୀ ହୁଅନ୍ତି, ସେମାନଙ୍କ ଅଭିଳାଷକୁ ଅଗ୍ରାହ୍ୟ କରନ୍ତି ଓ ତାହାଙ୍କର ବାଧ୍ୟ ହୁଅନ୍ତି I
2TI 2 13 y1wj writing-poetry εἰ ἀπιστοῦμεν ... ἀρνήσασθαι ... ἑαυτὸν οὐ δύναται 1 if we are unfaithful ... he cannot deny himself ଏହା ଅଧିକ ସମ୍ଭବ ଯେ ପାଉଲ ଗୋଟିଏ ଗୀତ ବା ପଦ୍ୟର ସମାପ୍ତିକୁ ଉଦ୍ଧୃତ କରୁଛନ୍ତି I ଯଦି ତୁମ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ତୁମେ ଏଠାରେ ତାହା ବ୍ୟବହାର କରିପାର I ଯଦି ନାହିଁ, ଏହାକୁ ତୁମେ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କର I (ଦେଖ: [[rc://en/ta/man/translate/writing-poetry]])
2TI 2 13 ke4w εἰ ἀπιστοῦμεν 1 if we are unfaithful ଯଦିଓ ଆମ୍ଭେମାନେ ଈଶ୍ବରଙ୍କୁ ଅସ୍ବୀକାର କରୁ କିମ୍ବା “ଯଦିଓ ଆମ୍ଭେମାନେ ତାହା କରି ନ ଥାଉ ଯାହା ଆମ୍ଭେମାନେ ବିଶ୍ବାସ କରୁ ଯେ ଆମେ ତାହା କରୁ ବୋଲି ଈଶ୍ବର ଚାହାନ୍ତି”
2TI 2 11 in38 συναπεθάνομεν 1 died with him ପାଉଲ ସାଙ୍କେତିକ ଭାବରେ କହୁଛନ୍ତି କାରଣ ସେ ଏବଂ ତୀମଥି ଏବଂ ଅନ୍ୟ ବିଶ୍ଵାସୀ ଯେଉଁମାନେ ଏହି ବିବୃତ୍ତି ଉପରେ ନିର୍ଭର କରିବାକୁ ପଡିବ ସେମାନେ ପ୍ରକୃତରେ ମରି ନାହାଁନ୍ତି। ଏହାର ଅର୍ଥ: (1) ପାଉଲ ସେହି ଉପାୟକୁ ସୂଚାଇ ପାରନ୍ତି ଯେଉଁଥିରେ ବିଶ୍ଵାସୀମାନେ ଯୀଶୁଙ୍କ ମୃତ୍ୟୁକୁ ନିଜର ପାପ ପାଇଁ ଗ୍ରହଣ କରନ୍ତି ଯେତେବେଳେ ସେମାନେ ପରିତ୍ରାଣ ପାଇଁ ତାଙ୍କ ଉପରେ ନିର୍ଭର କରନ୍ତି। ଏହାର ଅର୍ଥ ସେମାନେ ସାଙ୍କେତିକ ଭାବରେ ସେମାନଙ୍କର ପୁରୁଣା ପାପର ଜୀବନ ପାଇଁ “ମରିଛନ୍ତି”। ବିକଳ୍ପ ଅନୁବାଦ: "ଯଦି ଆମେ ନିଜ ପାଇଁ ଯୀଶୁଙ୍କ ମୃତ୍ୟୁକୁ ଗ୍ରହଣ କରି ଆମର ପୁରୁଣା ଜୀବନ ଶୈଳୀକୁ ଶେଷ କରିଦେଇଛୁ" (2) ପାଉଲ ହୁଏତ ସୂଚାଇ ପାରନ୍ତି ଯେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସ କରନ୍ତି ସେମାନେ ତାଙ୍କ ପାଇଁ ଯନ୍ତ୍ରଣା ଭୋଗିପାରନ୍ତି, ସମ୍ଭବତଃ ତାଙ୍କ ପାଇଁ ମରିବା ପର୍ଯ୍ୟନ୍ତ । ବିକଳ୍ପ ଅନୁବାଦ: "ଯଦି ଆମ୍ଭେମାନେ ଯୀଶୁଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ"[[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 2 13 y1wj writing-poetry εἰ ἀπιστοῦμεν ... ἀρνήσασθαι ... ἑαυτὸν οὐ δύναται 1 if we are unfaithful ... he cannot deny himself
2TI 2 13 ke4w εἰ ἀπιστοῦμεν 1 if we are unfaithful ବିଶ୍ଵାସୀମାନଙ୍କ ସ୍ଥିତିକୁ ପ୍ରକାଶ କରିବାକୁ ପାଉଲ **ଅବିଶ୍ୱାସୀ** ଶବ୍ଦ ବ୍ୟବହାର କରନ୍ତି, ଯେଉଁମାନେ ଯୀଶୁଙ୍କ ଆଜ୍ଞା ପାଳନ କରନ୍ତି ନାହିଁ। ବିକଳ୍ପ ଅନୁବାଦ: "ଯଦି ଆମ୍ଭେମାନେ ଯୀଶୁଙ୍କୁ ଅବମାନନା କରୁ" କିମ୍ବା "ଯଦି ଯୀଶୁ ଯାହା କରିବାକୁ ଚାହାଁନ୍ତି ତାହା ଆମ୍ଭେମାନେ ନ କରୁ"
2TI 2 13 ihd4 ἀρνήσασθαι ... ἑαυτὸν οὐ δύναται 1 he cannot deny himself ସେ ନିଶ୍ଚୟ ଆପଣାର ଚରିତ୍ର ଅନୁସାରେ ସର୍ବଦା କାର୍ଯ୍ୟ କରିବେ କିମ୍ବା “ସେ ଆପଣା ପ୍ରକୃତ ଚରିତ୍ରର ବିପରୀତ ମାର୍ଗରେ କୌଣସି କାର୍ଯ୍ୟ କରିପାରିବେ ନାହିଁ”
2TI 2 14 u661 0 General Information: “ସେମାନଙ୍କୁ” ହୁଏତ “ଶିକ୍ଷକ” ବା “ମଣ୍ଡଳୀର ଲୋକମାନଙ୍କୁ” ବୁଝାଏ I
2TI 2 14 r5lq figs-metaphor ἐνώπιον τοῦ Θεοῦ 1 before God ପାଉଲଙ୍କ ବିଷୟରେ ଈଶ୍ବରଙ୍କ ସଚେତନତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଈଶ୍ବରଙ୍କ ସାକ୍ଷାତ ଉପସ୍ଥିତିରେ ଅଛନ୍ତି I ଏହା ସୂଚିତ କରେ ଯେ ଈଶ୍ବର ତୀମଥିଙ୍କର ସାକ୍ଷୀ ହେବେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଉପସ୍ଥିତିରେ” କିମ୍ବା “ଈଶ୍ବର ତୁମ୍ଭର ସାକ୍ଷୀ ଭାବରେ” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-explicit]])

Can't render this file because it contains an unexpected character in line 2 and column 8087.