From 9a7a69a89d7c39238ad7b3666cb7ac2f41f92bba Mon Sep 17 00:00:00 2001 From: Gayatri-Digal Date: Fri, 8 Apr 2022 07:26:37 +0000 Subject: [PATCH] Edit 'en_tn_62-2PE.tsv' using 'tc-create-app' --- en_tn_62-2PE.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_62-2PE.tsv b/en_tn_62-2PE.tsv index 08cd4ea..bb0f20c 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -417,7 +417,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 2 21 xwid figs-abstractnouns τῆς…ἁγίας ἐντολῆς 2 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଆଜ୍ଞା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) 2PE 2 22 pc36 writing-pronouns αὐτοῖς 1 This has happened to them according to the true proverb ଏଠାରେ, **ସେମାନେ** ସର୍ବନାମ [୨:୧] (../୦୨/୦୧.md) ରେ ଉଲ୍ଲେଖ ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ ।
ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନଙ୍କ ପାଇଁ” (ଦେଖନ୍ତୁ:
[[rc://en/ta/man/translate/writing-pronouns]]) 2PE 2 22 xgjp translate-unknown κύων 1 **କୁକୁର** ଏକ ପଶୁ ଅଟେ ଯାହା ଯିହୂଦୀ ତଥା ପ୍ରାଚୀନ ନିକଟ ପୂର୍ବର ଅନେକ ସଂସ୍କୃତି ଦ୍ୱାରା ଅପରିଷ୍କାର ଏବଂ ଘୃଣ୍ୟ ବୋଲି ବିବେଚନା କରାଯାଏ । ତେଣୁ, କାହାକୁ **କୁକୁର** ବୋଲି କହିବା ଏକ ଅପମାନ ଥିଲା । ଯଦି କୁକୁରମାନେ ଆପଣଙ୍କ ସଂସ୍କୃତି ପାଇଁ ଅପରିଚିତ ଏବଂ ଆପଣଙ୍କ ଏକ ଭିନ୍ନ ପ୍ରାଣୀ ଅଛି ଯାହା ଅଶୁଦ୍ଧ ଏବଂ ଘୃଣ୍ୟ ବୋଲି ବିବେଚନା କରାଯାଏ କିମ୍ବା ଯାହାର ନାମ ଅପମାନ ଭାବରେ ବ୍ୟବହୃତ ହୁଏ, ଆପଣ ଏହା ବଦଳରେ ଏହି ପଶୁର ନାମ ବ୍ୟବହାର କରିପାରିବେ । (ଦେଖନ୍ତୁ: [[rc://en/ta/man/translate/translate-unknown]]) -2PE 2 22 xycp translate-unknown ὗς 1 **ଘୁଷୁରି** ଏକ ପ୍ରାଣୀ ଯାହା
ଯିହୂଦୀ ତଥା ପ୍ରାଚୀନ ନିକଟ ପୂର୍ବର ଅନେକ ସଂସ୍କୃତି ଦ୍ୱାରା ଅପରିଷ୍କାର ଏବଂ ଘୃଣ୍ୟ ବୋଲି ବିବେଚନା
କରାଯାଏ


ତେଣୁ
,
କାହାକୁ **ଘୁଷୁରୀ** କହିବା ଏକ
ଅପମାନ ଅଟେ


ଯଦି ଘୁଷୁରିମାନେ ଆପଣଙ୍କ ସଂସ୍କୃତି ପାଇଁ ଅପରିଚିତ ଏବଂ ଆପଣଙ୍କ
ଏକ ଭିନ୍ନ ପ୍ରାଣୀ ଅଛି ଯାହା ଅପରିଷ୍କାର ଏବଂ ଘୃଣ୍ୟ ବୋଲି ବିବେଚନା କରାଯାଏ କିମ୍ବା ଯାହାର ନାମ
ଅପମାନ ଭାବରେ ବ୍ୟବହୃତ ହୁଏ
,
ଆପଣ ଏହା ବଦଳରେ ଏହି ପଶୁର ନାମ
ବ୍ୟବହାର କରିପାରିବେ

(
ଦେଖନ୍ତୁ:
[[rc://en/ta/man/translate/translate-unknown]]) +2PE 2 22 xycp translate-unknown ὗς 1 **ଘୁଷୁରି** ଏକ ପ୍ରାଣୀ ଯାହା ଯିହୂଦୀ ତଥା ପ୍ରାଚୀନ ନିକଟ ପୂର୍ବର ଅନେକ ସଂସ୍କୃତି ଦ୍ୱାରା ଅପରିଷ୍କାର ଏବଂ ଘୃଣ୍ୟ ବୋଲି ବିବେଚନା କରାଯାଏ । ତେଣୁ, କାହାକୁ **ଘୁଷୁରୀ** କହିବା ଏକ ଅପମାନ ଅଟେ । ଯଦି ଘୁଷୁରିମାନେ ଆପଣଙ୍କ ସଂସ୍କୃତି ପାଇଁ ଅପରିଚିତ ଏବଂ ଆପଣଙ୍କ ଏକ ଭିନ୍ନ ପ୍ରାଣୀ ଅଛି ଯାହା ଅପରିଷ୍କାର ଏବଂ ଘୃଣ୍ୟ ବୋଲି ବିବେଚନା କରାଯାଏ କିମ୍ବା ଯାହାର ନାମ ଅପମାନ ଭାବରେ ବ୍ୟବହୃତ ହୁଏ, ଆପଣ ଏହା ବଦଳରେ ଏହି ପଶୁର ନାମ ବ୍ୟବହାର କରିପାରିବେ । (ଦେଖନ୍ତୁ:
[[rc://en/ta/man/translate/translate-unknown]]) 2PE 3 1 aah9 writing-pronouns ἐν αἷς 1 General Information: ଏଠାରେ
, **
ଯାହା ** ଉଭୟ ଏହି ପତ୍ରକୁ ଏବଂ ପିତର ଏହି ବିଶ୍ଵାସୀ ଦଳକୁ ଲେଖିଥିବା
ପୂର୍ବ ପତ୍ରକୁ ବୁଝାଏ


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ
,
ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିବାକୁ ଏକ ନୂତନ ବାକ୍ୟ
ଆରମ୍ଭ କରିପାରିବେ


ବିକଳ୍ପ ଅନୁବାଦ: “ଏହି ଦୁଇଟି ପତ୍ରରେ” (ଦେଖନ୍ତୁ:
[[rc://en/ta/man/translate/writing-pronouns]]) 2PE 3 1 deoa figs-abstractnouns ἐν ὑπομνήσει 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ ଏହି ବାକ୍ୟାଂଶରେ ଗୁଣବାଚକ  ବିଶେଷ୍ୟ **ସ୍ମରଣ କରାଇବା** ଶବ୍ଦ ପଛରେ ଥିବା ଧାରଣାକୁ
ଏକ କ୍ରିୟା ସହ ପ୍ରକାଶ କରିପାରିବେ


[୧
:
୧୩
](../
୦୧
/
୧୩
.md)
ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ


ବିକଳ୍ପ ଅନୁବାଦ: “ମନେରଖିବାକୁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) 2PE 3 1 qxt2 figs-metaphor ὑμῶν…τὴν εἰλικρινῆ διάνοιαν 1 ଯଦିଓ **ଶୁଚି** ଶବ୍ଦଟି ସାଧାରଣତଃ
କୌଣସି ଅପରିଷ୍କାର ଜିନିଷ କିମ୍ବା ଅନ୍ୟ କୌଣସି ଜିନିଷ ସହ ମିଶ୍ରିତ ନହେବାକୁ ବୁଝାଏ
,
ପିତର ଏହାକୁ ସାଙ୍କେତିକ ଭାବରେ ଏଠାରେ ବ୍ୟବହାର କରନ୍ତି ଯେ ତାଙ୍କ
ପାଠକମାନଙ୍କ ମନ ଅଛି ଯାହା ଭଣ୍ଡ ଶିକ୍ଷକମାନଙ୍କ ଦ୍ୱାରା ପ୍ରତାରିତ ହୋଇନାହିଁ


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ଏକ ସାଙ୍କେତିକ ଅର୍ଥରେ ଅନୁବାଦ କରିପାରିବେ
 


ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଅଜ୍ଞାତ ମନ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])