diff --git a/en_tn_08-RUT.tsv b/en_tn_08-RUT.tsv index c2aea8c..c120263 100644 --- a/en_tn_08-RUT.tsv +++ b/en_tn_08-RUT.tsv @@ -74,10 +74,10 @@ RUT 2 2 am6a ר֨וּת הַ⁠מּוֹאֲבִיָּ֜ה 1 Ruth, the Moabite w RUT 2 2 c7rk הַ⁠מּוֹאֲבִיָּ֜ה 1 the Moabite woman ସେହି ସ୍ତ୍ରୀ ଜଣକ ମୋୟାବ ଦେଶୀୟା କିମ୍ବା ମୋୟାବ ଗୋଷ୍ଠୀରୁ ଥିଲେ ବୋଲି ଏହି ଉପାୟରେ ମଧ୍ୟ ପ୍ରକାଶ କରାଯାଇପାରେ। RUT 2 2 qt4q וַ⁠אֲלַקֳטָּ֣ה בַ⁠שִׁבֳּלִ֔ים 1 and glean heads of grain **ଶସ୍ୟକଟାଳିମାନଙ୍କ** **ଦ୍ୱାରା ଛାଡାଯାଇଥିବା ବଳକା ଶସ୍ୟ** **ସାଉଣ୍ଟିବି** କିମ୍ବା **ଶସ୍ୟକଟାଳିମାନଙ୍କ** **ଦ୍ୱାରା** **ଛାଡାଯାଇଥିବା** **ବଳକା ଶସ୍ୟ ସଂଗ୍ରହ କରିବି****।** RUT 2 2 j59b figs-idiom אֶמְצָא־חֵ֖ן בְּ⁠עֵינָ֑י⁠ו 1 In whose eyes I find favor **ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି** ଏହି ବାକ୍ୟାଂଶଟି ଏକ ରୂଢ଼ି ଅଟେ ଯାହାର ଅର୍ଥ “ଯେଉଁ ବ୍ୟକ୍ତି ମୋତେ ମଞ୍ଜୁରି ଦେବେ” ଅଟେ । ଅନୁମତି କିମ୍ବା ଅନୁମୋଦନ ପାଇବା ଭଳି କାହାର ଅନୁଗ୍ରହ ପାଇବା ବିଷୟରେ ରୂତ କହନ୍ତି। ବିକଳ୍ପ ଅନୁବାଦ: “ଯିଏ ମୋ ପ୍ରତି ଦୟା ଦେଖାଇବ” [[rc://en/ta/man/translate/figs-idiom]])ଦେଖନ୍ତୁ) -RUT 2 2 abc5 figs-metaphor בְּ⁠עֵינָ֑י⁠ו 1 in whose eyes **ଆଖି** ହେଉଛି ଏକ ଲକ୍ଷଣାତ୍ମକ ଶବ୍ଦ  ଯାହା ଦେଖିବା ପାଇଁ ପ୍ରତିନିଧିତ୍ୱ କରେ, ଓ ଦେଖିବା ହେଉଛି ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ବିକଳ୍ପ ଅନୁବାଦ: “ ମୋ ପ୍ରତି ଦୟାଳୁ ହେବାକୁ କିଏ ସ୍ଥିର କରିବ” [[rc://en/ta/man/translate/figs-metaphor]])ଦେଖନ୍ତୁ) -RUT 2 2 ed93 בִתִּֽ⁠י 1 my daughter ରୂତ ନୟମୀଙ୍କୁ ନିଜ ମାତା ପରି ଯତ୍ନ ନେଉଥିଲେ, ଏବଂ ନୟମୀ ମଧ୍ୟ ରୂତଙ୍କୁ  ନିଜ ଝିଅ ଭଳି ସ୍ନେହ କରୁଥିଲେ। ଯଦି ଏହି ବିଷୟ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଏହିପରି ଶବ୍ଦକୁ  ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଦୁଇ ମହିଳାଙ୍କ ମଧ୍ୟରେ ଥିବା  ଘନିଷ୍ଠ ସମ୍ପର୍କକୁ ପ୍ରକାସ କରେ। -RUT 2 3 ht73 וַ⁠יִּ֣קֶר מִקְרֶ֔⁠הָ 1 by chance ଏହାର ଅର୍ଥ ଯେ ରୂତ ଯେଉଁ କ୍ଷେତ୍ରରେ ଜବ ସଂଗ୍ରହ କରିବା ପାଇଁ ଯାଉଥିଲେ, ତାହା ନୟମୀଙ୍କ ସମ୍ପର୍କୀୟ ବୋୟଜଙ୍କର ଅଟେ ବୋଲି ସେ ଜାଣି ନଥିଲେ । -RUT 2 3 ab11 מִ⁠מִּשְׁפַּ֥חַת אֱלִימֶֽלֶךְ 1 from the clan of Elimelek ଏଠାରେ ବଂଶ ଶବ୍ଦର ବ୍ୟବହାର ଅର୍ଥ ହେଉଛି ଯେ ବୋୟାଜ ଏଲିମେଲେକ ସହିତ ଜଡିତ ଥିଲେ କିନ୍ତୁ ଏଲିମେଲେକଙ୍କ ପରି ସମାନ ପିତାମାତା ନଥିଲେ। ପାଠଟି କହୁନାହିଁ ଯେ ଏହି ବଂଶର ନାମ ଏଲିମେଲକ ନାମରେ ନାମିତ ହୋଇଛି କିମ୍ବା ଏଲିମେଲେକ ପରିବାରର ପିତୃପୁରୁଷ କିମ୍ବା ନେତା ଥିଲେ। +RUT 2 2 abc5 figs-metaphor בְּ⁠עֵינָ֑י⁠ו 1 in whose eyes **ଦୃଷ୍ଟିରେ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ । ବିକଳ୍ପ ଅନୁବାଦ: “ମୋ ପ୍ରତି ଦୟାଳୁ ହେବାକୁ ଯିଏ ନିର୍ଣ୍ଣୟ କରିବ” [[rc://en/ta/man/translate/figs-metaphor]])ଦେଖନ୍ତୁ) +RUT 2 2 ed93 בִתִּֽ⁠י 1 my daughter ରୂତ ନୟମୀଙ୍କର ନିଜ ମାତା ପରି ଯତ୍ନ ନେଉଥିଲେ, ଏବଂ ନୟମୀ ମଧ୍ୟ ରୂତଙ୍କୁ  ନିଜ ଝିଅ ଭଳି ସ୍ନେହ କରୁଥିଲେ। ଯଦି ଏହି ବିଷୟ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଏହିପରି ଶବ୍ଦକୁ  ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଦୁଇ ମହିଳାଙ୍କ ମଧ୍ୟରେ ଥିବା  ଘନିଷ୍ଠ ସମ୍ପର୍କକୁ ପ୍ରକାଶ କରେ। +RUT 2 3 ht73 וַ⁠יִּ֣קֶר מִקְרֶ֔⁠הָ 1 by chance ଏହାର ଅର୍ଥ ଏହା ଯେ ରୂତ ଯେଉଁ କ୍ଷେତ୍ରରେ ଶସ୍ୟ ସଂଗ୍ରହ କରିବା ପାଇଁ ଯାଉଥିଲେ, ତାହା ନୟମୀଙ୍କ ସମ୍ପର୍କୀୟ ବୋୟଜଙ୍କର ଅଟେ ବୋଲି ସେ ଜାଣି ନଥିଲେ । +RUT 2 3 ab11 מִ⁠מִּשְׁפַּ֥חַת אֱלִימֶֽלֶךְ 1 from the clan of Elimelek ଏଠାରେ ବଂଶୀୟ ଶବ୍ଦର ଅର୍ଥ ହେ ବୋୟାଜ ଏଲିମେଲେକ ସହିତ ଜଡିତ ଥିଲେ କିନ୍ତୁ ଏଲିମେଲେକଙ୍କ ପରି ସମାନ ପିତାମାତା ନଥିଲେ। ପାଠଟି କହୁନାହିଁ ଯେ ଏହି ବଂଶର ନାମ ଏଲିମେଲକ ନାମରେ ନାମିତ ହୋଇଛି କିମ୍ବା ଏଲିମେଲେକ ପରିବାରର ପିତୃପୁରୁଷ କିମ୍ବା ନେତା ଥିଲେ। RUT 2 4 vys2 figs-distinguish וְ⁠הִנֵּה 1 Then behold, ବୋୟଜ କ୍ଷେତରେ ପହଞ୍ଚିବା ଏବଂ ପ୍ରଥମ ଥର ପାଇଁ ରୂତଙ୍କୁ ଦେଖିବାର ଶବ୍ଦ ଆମକୁ ଦେଖେ। କାହାଣୀରେ ପରବର୍ତ୍ତୀ କ’ଣ ଘଟେ ସେଥିପ୍ରତି ଧ୍ୟାନ ଦେବା ପାଇଁ ତୁମର ଭାଷାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। [[rc://en/ta/man/translate/figs-distinguish]])ଦେଖନ୍ତୁ) RUT 2 4 q1lv בָּ֚א מִ⁠בֵּ֣ית לֶ֔חֶם 1 coming from Bethlehem ବେଥଲିହିମ ବାହାରେ କ୍ଷେତ୍ରଗୁଡ଼ିକ ଅନିର୍ଦ୍ଦିଷ୍ଟ ଦୂରତାରେ ଥିଲା । RUT 2 4 r4bl יְבָרֶכְ⁠ךָ֥ יְהוָֽה 1 May Yahweh bless you **ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ।** ଏହା ଏକ ସାଧାରଣ ଆଶୀର୍ବାଦ ।