Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 10:38:18 +00:00
parent 1d206d8cd5
commit 99a273f606
1 changed files with 2 additions and 2 deletions

View File

@ -157,8 +157,8 @@ EPH 3 17 wg1v κατοικῆσαι τὸν Χριστὸν διὰ τῆς π
EPH 3 17 q6yy figs-metonymy κατοικῆσαι τὸν Χριστὸν διὰ τῆς πίστεως ἐν ταῖς καρδίαις ὑμῶν 1 that Christ may live in your hearts through faith ଏଠାରେ **ହୃଦୟ** ଜଣେ ଲୋକର ଆନ୍ତରିକ ପୁରୁଷକୁ ବୁଝାଏ ଏବଂ **ମାଧ୍ୟମକୁ** ବୁଝାଏ, ଯାହା ଦ୍ଵାରା ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ଅନ୍ତରରେ ବାସ କରନ୍ତି। ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ହୃଦୟରେ ବାସ କରନ୍ତି, କାରଣ ଈଶ୍ଵର ଅନୁଗ୍ରହରେ ସେମାନଙ୍କୁ ବିଶ୍ଵାସ ଦିଅନ୍ତି। ବିକଳ୍ପ ଅନୁବାଦ: “ଯେପରି ଖ୍ରୀଷ୍ଟ ତୁମ୍ଭମାନଙ୍କ ଅନ୍ତରରେ ବାସ କରିବେ, କାରଣ ତୁମ୍ଭେମାନେ ତାହାଙ୍କଠାରେ ବିଶ୍ଵାସ କରୁଅଛ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 3 17 g4g1 figs-metaphor ἐν ἀγάπῃ, ἐρριζωμένοι καὶ τεθεμελιωμένοι 1 that you will be rooted and grounded in his love ପାଉଲ ସେମାନଙ୍କ ବିଶ୍ଵାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଗଭୀର ମୂଳ ଥିବା ବୃକ୍ଷ ବା ଏକ ଦୃଢ଼ ଭିତ୍ତିମୂଳ ଉପରେ ସ୍ଥାପିତ ଗୋଟିଏ ଗୃହ। ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଦୃଢ଼ଭାବରେ ବଦ୍ଧମୂଳ ଗୋଟିଏ ବୃକ୍ଷ ବା ପ୍ରସ୍ତର ଉପରେ ସ୍ଥାପିତ ଗୋଟିଏ ଗୃହ ହେବ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 3 18 cja8 ἵνα ἐξισχύσητε καταλαβέσθαι 1 May you have strength so you can understand
EPH 3 18 bkk6 καταλαβέσθαι 1 so you can understand ଏହା ତୃତୀୟ ବିଷୟ, ଯେଉଁଥିପାଇଁ ପାଉଲ ଆଣ୍ଠୁ ପାତି ପ୍ରାର୍ଥନା କରୁଛନ୍ତି: ପ୍ରଥମ ବିଷୟଟି ହେଲା ଯେ ଈଶ୍ଵର ସେମାନଙ୍କୁ ବଳବାନ୍ ହେବାକୁ ଦେବେ ([ଏଫିସୀୟ ୩:୧୬](../03/16.md)) ଏବଂ ବିଶ୍ଵାସ ଦ୍ଵାରା ଖ୍ରୀଷ୍ଟ ଯେପରି ସେମାନଙ୍କ ହୃଦୟରେ ବାସ କରିବେ ([ଏଫିସୀୟ ୩:୧୭](../03/17.md))। ଆଉ ପାଉଲ ପ୍ରାର୍ଥନା କରୁଥିବା ପ୍ରଥମ ବିଷୟ ହେଉଛି “ବୁଝିବା,” ଯେପରି ଏଫିସୀୟମାନେ ନିଜେ ନିଜେ ବୁଝିବାକୁ ସମର୍ଥ ହେବେ I
EPH 3 18 uu6l πᾶσιν τοῖς ἁγίοις 1 all the believers “ଖ୍ରୀଷ୍ଟରେ ସମସ୍ତ ବିଶ୍ଵାସୀମାନେ”
EPH 3 18 bkk6 καταλαβέσθαι 1 so you can understand ଏହା ତୃତୀୟ ବିଷୟ, ଯେଉଁଥିପାଇଁ ପାଉଲ ଆଣ୍ଠୁ ପାତି ପ୍ରାର୍ଥନା କରୁଛନ୍ତି: ପ୍ରଥମ ବିଷୟଟି ହେଲା ଯେ ଈଶ୍ଵର ସେମାନଙ୍କୁ ବଳବାନ୍ ହେବାକୁ ଦେବେ ([ଏଫିସୀୟ ୩:୧୬](../03/16.md)) ଏବଂ ବିଶ୍ଵାସ ଦ୍ଵାରା ଖ୍ରୀଷ୍ଟ ଯେପରି ସେମାନଙ୍କ ହୃଦୟରେ ବାସ କରିବେ ([ଏଫିସୀୟ ୩:୧୭](../03/17.md))।
EPH 3 18 uu6l πᾶσιν τοῖς ἁγίοις 1 all the believers ବିକଳ୍ପ ଅନୁବାଦ: “ଖ୍ରୀଷ୍ଟରେ ସମସ୍ତ ବିଶ୍ଵାସୀମାନେ”
EPH 3 18 ef4t figs-metaphor τὸ πλάτος, καὶ μῆκος, καὶ ὕψος, καὶ βάθος 1 the width, the length, the height, and the depth ଏହି ଶବ୍ଦଗୁଡିକ କ’ଣ ଦର୍ଶାଏ ତାହା ସ୍ପଷ୍ଟ ଭାବରେ ପ୍ରକାଶ କରିବା ଆବଶ୍ୟକ ହୋଇପାରେ I ଯଦି ଏହା ହୁଏ, ଆପଣ ଏହାକୁ ପରବର୍ତ୍ତୀ ପଦରେ ଥିବା ବାକ୍ୟାଂଶ ସହିତ ମିଶାଇ ପ୍ରକାଶ କରି ପାରିବେ: “ପ୍ରସ୍ଥ ଏବଂ ଦୈର୍ଘ୍ୟ, ଉଚ୍ଚତା ଏବଂ ଗଭୀରତା, ଏବଂ ପ୍ରକୃତରେ ଖ୍ରୀଷ୍ଟଙ୍କ ପ୍ରେମକୁ ଜାଣିବା” କିମ୍ବା “ପ୍ରସ୍ଥ ଏବଂ ଦୈର୍ଘ୍ୟ, ଉଚ୍ଚତା ଏବଂ ଖ୍ରୀଷ୍ଟଙ୍କ ପ୍ରେମର ଗଭୀରତା I” ଏବଂ ପ୍ରକୃତରେ ଏହା ଜାଣ ” ”(See: [[rc://en/ta/man/translate/figs-explicit]]ଦେଖନ୍ତୁ)
EPH 3 19 rev9 γνῶναί ... ἀγάπην τοῦ Χριστοῦ 1 that you may know the love of Christ ଏହା ପୂର୍ବ ପଦରୁ ଧାରଣା ଜାରିରଖେ I ସେଦୁହେଁ ଖ୍ରୀଷ୍ଟଙ୍କ ପ୍ରେମର ମହାନତା ଜାଣିବାକୁ ସୂଚିତ କରନ୍ତି I” ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବୁଝିପାରିବ ଯେ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ପ୍ରେମ କେତେ ମହାନ୍”
EPH 3 19 px4z ἵνα πληρωθῆτε εἰς πᾶν τὸ πλήρωμα τοῦ Θεοῦ 1 that you may be filled with all the fullness of God ଏହା ଚତୁର୍ଥ ବିଷୟ, ଯେଉଁଥିପାଇଁ ପାଉଲ ଜାନୁ ପାତି ପ୍ରାର୍ଥନା କରୁଛନ୍ତି ([ଏଫିସୀୟ 3:14](https://create.translationcore.com/03/14.md))I ପ୍ରଥମଟି ହେଉଛି ଯେ ସେମାନେ “ବଳବାନ୍ ହେବେ” ([ଏଫିସୀୟ 3:16](https://create.translationcore.com/03/16.md)), ଏବଂ ଦ୍ଵିତୀୟଟି ହେଉଛି “ଖ୍ରୀଷ୍ଟ ବିଶ୍ୱାସ ଦ୍ୱାରା ସେମାନଙ୍କ ହୃଦୟରେ ବାସ କରିବେ” ([ଏଫିସୀୟ](https://create.translationcore.com/03/14.md) [3:17](https://create.translationcore.com/03/17.md))) ଏବଂ ତୃତୀୟଟି ହେଉଛି ଯେ ସେମାନେ "ଖ୍ରୀଷ୍ଟଙ୍କ ପ୍ରେମ ବୁଝିପାରିବେ" ([ଏଫିସୀୟ](https://create.translationcore.com/03/14.md) [3:18](https://create.translationcore.com/03/18.md))I

Can't render this file because it contains an unexpected character in line 2 and column 4525.