diff --git a/tn_GAL.tsv b/tn_GAL.tsv index e5107e9..d71c6ba 100644 --- a/tn_GAL.tsv +++ b/tn_GAL.tsv @@ -443,4 +443,16 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ 2:6 rfvs rc://*/ta/man/translate/figs-explicit τῶν δοκούντων εἶναί τι 1 **ଯେଉଁମାନେ ଗଣ୍ୟମାନ୍ୟ ମନେହେଉଥିବା** ବାକ୍ୟଟି “ଗୁରୁତ୍ୱପୂର୍ଣ୍ଣ” ଶବ୍ଦକୁ ସୂଚାଏ ଏବଂ ଏହି ପଦର ଶେଷରେ **ଗଣ୍ୟମାନ୍ୟ ମନେହେଉଥିବା** ବାକ୍ୟାଂଶ ସହ ସମାନ ଅର୍ଥ ପ୍ରକାଶ କରେ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ସୂଚିତ ଶବ୍ଦକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ କିଛି ଗଣ୍ୟମାନ୍ୟ ଥିଲେ” 2:6 flz3 ὁποῖοί ποτε ἦσαν, οὐδέν μοι διαφέρει, πρόσωπον ὁ Θεὸς ἀνθρώπου οὐ λαμβάνει 1 **ସେମାନେ କି ପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ; ଈଶ୍ବର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ** ଏକ ଅନ୍ତର୍ନିବିଷ୍ଟ ବାକ୍ୟ ଅଟେ । ଏକ ବକ୍ତବ୍ୟର ପରିଚୟ ଏବଂ / କିମ୍ବା ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଅକ୍ୟଂଶ ବ୍ୟବହାର କରନ୍ତୁ । 2:6 zrw5 rc://*/ta/man/translate/figs-explicit ὁποῖοί 1 **କି ପ୍ରକାରର** ଶବ୍ଦ “ଲୋକମାନଙ୍କର” ଶବ୍ଦକୁ ବୁଝାଏ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “କେଉଁ ପ୍ରକାରର ଲୋକ” -2:6 st6l rc://*/ta/man/translate/figs-explicit ὁποῖοί ποτε ἦσαν, οὐδέν μοι διαφέρει 1 +2:6 st6l rc://*/ta/man/translate/figs-explicit ὁποῖοί ποτε ἦσαν, οὐδέν μοι διαφέρει 1 **ସେମାନେ କି ପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ** ବାକ୍ୟାଂଶର ଅର୍ଥ ପାଉଲ ଏହି ଲୋକମାନଙ୍କ ଚରିତ୍ରକୁ ଗୁରୁତ୍ୱପୂର୍ଣ୍ଣ ମନେ କରୁନାହାଁନ୍ତି ନୁହେଁ, ବରଂ ଏହାର ଅର୍ଥ ସେ ସେମାନଙ୍କର ସ୍ଥିତିକୁ ତାଙ୍କ ନିଷ୍ପତ୍ତି ଉପରେ ପ୍ରଭାବ ପକାଇବାକୁ ଦେଲେ ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । +2:6 c9xx rc://*/ta/man/translate/figs-idiom πρόσωπον ὁ Θεὸς ἀνθρώπου οὐ λαμβάνει 1 ଏଠାରେ, **ମୁଖାପେକ୍ଷା** ଶବ୍ଦର ଅର୍ଥ “ବାହ୍ୟ ପଦମର୍ଯ୍ୟାଦା ଏବଂ ସ୍ଥିତି” । **ଈଶ୍ବର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ**, ଏହା ଏକ ବିଶିଷ୍ଟାର୍ଥକ ବାକ୍ୟାଂଶ ଅଟେ, ଯାହାର ଅର୍ଥ ଈଶ୍ବର ତାଙ୍କର ବିଚାର ଏବଂ ନିଷ୍ପତ୍ତିକୁ ଚେହେରା କିମ୍ବା ବାହ୍ୟ କାରଣ ଉପରେ ଆଧାର କରନ୍ତି ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ବିଶିଷ୍ଟାର୍ଥକ ବାକ୍ୟାଂଶ ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଆଂଶିକ ଭାବରେ ବିଚାର କରନ୍ତି ନାହିଁ” କିମ୍ବା “ଈଶ୍ବର ନିଷ୍ପତ୍ତି ନେବାବେଳେ ବାହ୍ୟ କାରଣଗୁଡ଼ିକୁ ଦେଖନ୍ତି ନାହିଁ” କିମ୍ବା “ଈଶ୍ଵର ଆଂଶିକତା ପ୍ରକାଶ କରନ୍ତି ନାହିଁ” +2:6 nm0b rc://*/ta/man/translate/figs-gendernotations ἀνθρώπου 1 ଯଦିଓ **ମନୁଷ୍ୟ** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଏହି ଶବ୍ଦକୁ ସାଧାରଣ ଅର୍ଥରେ ମହିଳାମାନଙ୍କ ସମେତ ସାଧାରଣ ଭାବରେ ସମସ୍ତ ଲୋକମାନଙ୍କୁ ବ୍ୟବହାର କରୁଛନ୍ତି । ବିକଳ୍ପ ଅନୁବାଦ: “ଜଣେ ବ୍ୟକ୍ତି” +front:intro ku3t οἱ δοκοῦντες 1 ଆପଣ [2:2](../02/02.md). ରେ କିପରି ସମାନ “ଗଣ୍ୟମାନ୍ୟ ଥିଲେ” ବାକ୍ୟାଂଶକୁ ଅନୁବାଦ କରିଛନ୍ତି, ଦେଖନ୍ତୁ । +2:7 visz rc://*/ta/man/translate/grammar-connect-logic-contrast ἀλλὰ τοὐναντίον 1 ପାଉଲ **ବରଂ** ବାକ୍ୟକୁ ବ୍ୟବହାର କରନ୍ତି କିନ୍ତୁ ବିପରୀତରେ, ଯିରୂଶାଲମର ନେତାମାନେ ତାଙ୍କ ବାର୍ତ୍ତାରେ କିଛି ଯୋଗ କରିଥାଇ ପାରନ୍ତି । ଏକ ବିପରୀତ ବିଷୟର ପରିଚୟ ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ବରଂ” +2:7 l5m5 rc://*/ta/man/translate/figs-explicit ἰδόντες 1 ଏଠାରେ, **ଦେଖି** ବାକ୍ୟର ଅର୍ଥ “ବୁଝିବା” ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । +2:7 vlpz rc://*/ta/man/translate/figs-activepassive πεπίστευμαι 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ବର ମୋତେ ଦାୟିତ୍ୱ ଦେଇଥିଲେ” +2:7 m5e5 rc://*/ta/man/translate/figs-metonymy ἀκροβυστίας, καθὼς Πέτρος τῆς περιτομῆς 1 ପାଉଲ ଅଣ-ଯିହୁଦୀ ଲୋକମାନଙ୍କୁ ବର୍ଣ୍ଣନା କରୁଛନ୍ତି ଯାହାକି ସେମାନେ ସେମାନଙ୍କ ସହ କରି ନଥାନ୍ତେ, ସୁନ୍ନତ ହୋଇଥାନ୍ତେ, ଏବଂ ସେ ଯିହୁଦୀ ଲୋକମାନଙ୍କୁ ବର୍ଣ୍ଣନା କରନ୍ତି ଯାହା ସେମାନେ ସେମାନଙ୍କ ସହ କରିଥାନ୍ତେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ସରଳ ଭାଷା ବ୍ୟବହାର କରିପାରିବେ । +2:8 tmva rc://*/ta/man/translate/figs-infostructure ὁ γὰρ ἐνεργήσας Πέτρῳ εἰς ἀποστολὴν τῆς περιτομῆς, ἐνήργησεν καὶ ἐμοὶ εἰς τὰ ἔθνη 1 ଏହି ପଦଟି ଏକ ନିକ୍ଷିପ୍ତ ବାକ୍ୟ ଅଟେ । ଏହି ପଦରେ ପାଉଲ କାହିଁକି ଅଣ-ଯିହୁଦୀମାନଙ୍କ ପାଇଁ ସୁସମାଚାର ଆଣିବା ପାଇଁ ଈଶ୍ବରଙ୍କ ଦ୍ବାରା କ୍ଷମତାପ୍ରାପ୍ତ ଏବଂ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା, ସେହି ବିଷୟରେ ଯିରୂଶାଲମ ମଣ୍ଡଳୀର ନେତାମାନେ ସ୍ଥିର କରିବାର କାରଣ ଦର୍ଶାନ୍ତି । ଏକ ବନ୍ଧନୀ ବକ୍ତବ୍ୟର ପରିଚୟ ଏବଂ / କିମ୍ବା ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଗଠନ ବ୍ୟବହାର କରନ୍ତୁ । +2:8 yh9s rc://*/ta/man/translate/figs-explicit ὁ 1 ଏଠାରେ, **ଯେ** ଈଶ୍ବରଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର” +2:8 e5wv rc://*/ta/man/translate/figs-metonymy τῆς περιτομῆς 1 ଆପଣ [2:7](../02/07.md) ରେ **ସୁନ୍ନତ** ବାକ୍ୟକୁ ଆପଣ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । +2:8 n1b6 rc://*/ta/man/translate/figs-ellipsis ἐνήργησεν καὶ ἐμοὶ εἰς τὰ ἔθνη 1 ଏଠାରେ ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ଏକ ବାକ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଅଣଯିହୂଦୀମାନଙ୍କ ପାଇଁ ମୋର ପ୍ରେରିତତା ପାଇଁ ମଧ୍ୟ ମୋ ମାଧ୍ୟମରେ କାମ କଲେ” କିମ୍ବା “ଅଣଯିହୂଦୀମାନଙ୍କ ପାଇଁ ପ୍ରେରିତ ହେବା ପାଇଁ ମଧ୍ୟ ମୋ ଦ୍ବାରା କାର୍ଯ୍ୟ କଲେ” +2:9 qfp1 rc://*/ta/man/translate/figs-abstractnouns γνόντες τὴν χάριν τὴν δοθεῖσάν μοι 1