Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 04:07:48 +00:00
parent 4d220cba8c
commit 98b8ace19f
1 changed files with 1 additions and 0 deletions

View File

@ -459,3 +459,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 1 j362 figs-metaphor τέκνα Θεοῦ 1 children of God Here John expresses the same metaphor as in [2:29](https://create.translationcore.com/02/29.md) in a slightly different way. See whether you decided to indicate the figurative meaning there. If you translate **children** using a literal term, choose a word that can refer to people of any age in relation to their father. Alternate translation: “spiritual children of God” (See: [[rc://en/ta/man/translate/figs-metaphor]])
1JN 3 1 j152 translate-textvariants καὶ ἐσμέν 1 and we are ULT ଅନୁସରଣ କରି ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରିବେ କି ନାହିଁ  କିମ୍ବା ଅନ୍ୟ କେତେକ ସଂସ୍କରଣକୁ  ଅନୁସରଣ କରିବେ  ତାହା ସ୍ଥିର କରିବାକୁ ଏହି ଅଧ୍ୟାୟରେ ଶେଷରେ ସାଧାରଣ ଟିପ୍ପଣୀଗୁଡ଼ିକର ପାଠ୍ୟ ପ୍ରସଙ୍ଗୀୟ ଆଲୋଚନା ଦେଖନ୍ତୁ । ( [[rc://en/ta/man/translate/translate-textvariants]]ଦେଖନ୍ତୁ)
1JN 3 1 j155 οὐ γινώσκει ἡμᾶς…οὐκ ἔγνω αὐτόν 1 does not know us … it did not know him ଯୋହନ  ଦୁଇଟି ଭିନ୍ନ ଅର୍ଥରେ  **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି  । 1 ଯୋହନ ପରିଚୟର ଭାଗ 3 ରେ “ଜାଣ” ଶବ୍ଦର ଆଲୋଚନା ଦେଖନ୍ତୁ । ଯଦି ଆପଣଙ୍କର ଭାଷାର ଭିନ୍ନ ଅର୍ଥ ପାଇଁ ଭିନ୍ନ ଶବ୍ଦ ଅଛି, ତେବେ ଏହାକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  କିଏ  ଚିହ୍ନିପାର ନାହିଁ… ଏହା ତାହାଙ୍କ  ସହ ପରିଚିତ ହୋଇନଥିଲା”
1JN 3 1 j156 figs-explicit οὐ γινώσκει ἡμᾶς 1 does not know us ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ଯୀଶୁଙ୍କଠାରେ ଥିବା ବିଶ୍ଵାସୀମାନଙ୍କ ବିଷୟରେ **ଜାଗତ ଜାଣେ ନାହିଁ** ବୋଲି  ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ପ୍ରକୃତରେ ଈଶ୍ଵରଙ୍କ ସନ୍ତାନ ବୋଲି ଜାଣେ ନାହିଁ” ( [[rc://en/ta/man/translate/figs-explicit]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.