Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-06 19:01:24 +00:00
parent 476b970438
commit 97fc575bb4
1 changed files with 23 additions and 23 deletions

View File

@ -199,31 +199,31 @@ LUK 1 69 fb9f figs-metonymy ἐν οἴκῳ Δαυεὶδ, παιδὸς αὐ
LUK 1 70 w7sf καθὼς ἐλάλησεν 1 as he spoke ଠିକ ଯେପରି ଈଶ୍ୱର କହିଲେ
LUK 1 70 x1q1 figs-metonymy ἐλάλησεν διὰ στόματος τῶν ἁγίων ἀπ’ αἰῶνος προφητῶν αὐτοῦ 1 he spoke by the mouth of his holy prophets from long ago **ଭବିଷ୍ୟ‌ଦ୍‌ବକ୍ତାମାନଙ୍କ** **ମୁଖରେ** କଥାବାର୍ତ୍ତା ଈଶ୍ଵର କହିବାକୁ ଈଶ୍ଵର ସେମାନଙ୍କୁ ପ୍ରେରଣ କରିବାକୁ ବୁଝାଏ । ବିକଳ୍ପ ଅନୁବାଦ: “ସେ ତାଙ୍କର ପବିତ୍ର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ କହିବାକୁ ପ୍ରେରଣା ଦେଲେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
LUK 1 71 d13g figs-abstractnouns σωτηρίαν ἐξ‘ ἐχθρῶν ἡμῶν 1 salvation from our enemies ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ **ପରିତ୍ରାଣ** କିମ୍ବା “ଉଦ୍ଧାର” ଭଳି କ୍ରିୟା ସହ ଭାବ ବାଚକ ବିଶେଷ୍ୟ ପରିତ୍ରାଣର ଧାରଣାକୁ ପ୍ରକାଶ କରିପାରିବେ । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କୁ ଆମ୍ଭର ଶତ୍ରୁମାନଙ୍କଠାରୁ ରକ୍ଷା କରିବେ” କିମ୍ବା “ସେ ଆମ୍ଭମାନଙ୍କୁ ଶତ୍ରୁମାନଙ୍କଠାରୁ ଉଦ୍ଧାର କରିବେ” । (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
LUK 1 71 aye3 figs-parallelism ἐχθρῶν ἡμῶν ... πάντων τῶν μισούντων ἡμᾶς 1 our enemies ... of all those who hate us ଏହି ଦୁଇଟି ପଦର ଅର୍ଥ ମୂଳତଃ ସମାନ ବିଷୟ ଅଟେ ଏବଂ ଗୁରୁତ୍ଵ ଆରୋପ କରିବା ପାଇଁ ପୂନରୁକ୍ତି ହୋଇଛି ଯେ କେତେ ଦୃଢ ଭାବରେ ସେମାନଙ୍କ ଶତୃମାନେ ସେମାନଙ୍କ ବିରୁଦ୍ଧ ଅଟନ୍ତି (ଦେଖ: [[rc://or/ta/man/translate/figs-parallelism]])
LUK 1 71 c6n9 figs-metonymy χειρὸς 1 hand ହସ୍ତ କ୍ଷମତା ନିମନ୍ତେ ରୁଢ଼ୋକ୍ତି ଅଟେ, ଯାହା ପ୍ରୟୋଗ କରିବା ନିମନ୍ତେ ଜଣେ ବ୍ୟକ୍ତି ହସ୍ତ ବ୍ୟବହାର କରିଥାଏ I ବିକଳ୍ପ ଅନୁବାଦ: “କ୍ଷମତା” ବା “ନିୟନ୍ତ୍ରଣ” (ଦେଖ: [[rc://or/ta/man/translate/figs-metonymy]])
LUK 1 72 w97a ἔλεος μετὰ 1 to show mercy to ଦୟାଳୁ ହେବା ବା “ ତାଙ୍କ ଦୟା ଅନୁସାରେ ଜଣକ ପ୍ରତି କାର୍ଯ୍ୟ କରିବା”
LUK 1 72 z5wj μνησθῆναι 1 to remember ଏଠାରେ “ସ୍ମରଣ” ଶବ୍ଦର ଅର୍ଥ ଏକ ସମର୍ପଣର ପ୍ରତିଶ୍ରୁତିକୁ ରକ୍ଷା କରିବା ବା କିଛି ବିଷୟ ପୂର୍ଣ୍ଣ କରିବା I
LUK 1 71 aye3 figs-parallelism ἐχθρῶν ἡμῶν ... πάντων τῶν μισούντων ἡμᾶς 1 our enemies ... of all those who hate us ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ। ଜିଖରୀୟ
ଗୁରୁତ୍ୱ ପାଇଁ ପୁନରାବୃତ୍ତି ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ
ଆପଣ ଏହି ବାକ୍ୟାଂଶ ଏକତ୍ର ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭର ଶତ୍ରୁମାନଙ୍କର ଆଧିପତ୍ୟରୁ ଯେଉଁମାନେ ଆମ୍ଭମାନଙ୍କୁ
ଘୃଣା କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-doublet]])
LUK 1 71 c6n9 figs-metonymy χειρὸς 1 hand ହସ୍ତ ସାଙ୍କେତିକ ଭାବରେ ଶକ୍ତିକୁ ପ୍ରତିପାଦିତ କରେ ଯାହା ଜଣେ
ବ୍ୟବହାର କରେ । ବିକଳ୍ପ
ଅନୁବାଦ: “ପ୍ରାଧାନ୍ୟ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
LUK 1 72 w97a ἔλεος μετὰ 1 to show mercy to ଏହି ପଦର ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଏବ୍ରୀୟ
କବିତା ଏହି ପ୍ରକାରର ପୁନରାବୃତ୍ତି ଉପରେ ଆଧାରିତ, ଏବଂ ଆପଣଙ୍କ ଅନୁବାଦରେ ଉଭୟ ବାକ୍ୟାଂଶର ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ
କରି ଏହାକୁ ଆପଣଙ୍କ ପାଠକମାନଙ୍କୁ ଦେଖାଇବା ଉତ୍ତମ ହେବ । ବିକଳ୍ପ
ଅନୁବାଦ: “ସେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହ କରିଥିବା ସ୍ୱତନ୍ତ୍ର ପ୍ରତିଜ୍ଞା ପୂରଣ କରି
ଆମ୍ଭର ପୂର୍ବପୁରୁଷମାନଙ୍କୁ ଦୟା ଦେଖାଇଲେ” (ଦେଖନ୍ତୁ: [[rc://en/ta/man/translate/figs-parallelism]])
LUK 1 72 z5wj μνησθῆναι 1 to remember ଏହି ପରିପ୍ରେକ୍ଷୀରେ, ସ୍ମରଣୀୟ ଶବ୍ଦଟି ଈଶ୍ଵରଙ୍କୁ
ଇସ୍ରାଏଲୀୟମାନଙ୍କ ବିଷୟରେ ଚିନ୍ତା କରୁଥିବା ଏବଂ ସେ ସେମାନଙ୍କ ପାଇଁ କ’ଣ ପଦକ୍ଷେପ ଗ୍ରହଣ
କରିପାରନ୍ତି ତାହା ବର୍ଣ୍ଣନା କରେ । ଈଶ୍ଵର ସେମାନଙ୍କ
ବିଷୟରେ ଭୁଲି ଯାଇଥିଲେ ବୋଲି ଏହା ବୁଝାଏ ନାହିଁ । ବିକଳ୍ପ ଅନୁବାଦ: “ସେ କରିଥିବା ବିଶେଷ ପ୍ରତିଜ୍ଞାକୁ ପୂରଣ କରି” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 73 fv4b ὅρκον ὃν ὤμοσεν 1 the oath that he swore ଏହି ଶବ୍ଦଗୁଡିକ ତାଙ୍କର ପବିତ୍ର ନିୟମକୁ ଉଲ୍ଲେଖ କରେ (ପଦ 72 )
LUK 1 73 sk92 τοῦ δοῦναι ἡμῖν 1 to grant to us ଯେପରି ଆମ୍ଭମାନଙ୍କ ନିମନ୍ତେ ଏହାକୁ ସମ୍ଭବପର କରିବେ
LUK 1 74 f4e4 figs-activepassive ἀφόβως, ἐκ χειρὸς ἐχθρῶν ῥυσθέντας, λατρεύειν αὐτῷ 1 that we, having been delivered out of the hand of our enemies, would serve him without fear ଏହାକୁ ସକ୍ରିୟ ପଦରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଆମକୁ ରକ୍ଷା କରିବା ପରେ ଆମ୍ଭେମାନେ ଯେପରି ନିର୍ଭୟରେ ତାଙ୍କ ଉପାସନା କରିବୁ” (ଦେଖ: [[rc://or/ta/man/translate/figs-activepassive]])
LUK 1 74 gm55 figs-metonymy ἐκ χειρὸς ἐχθρῶν 1 out of the hand of our enemies ଏଠାରେ “ହସ୍ତ” ଜଣେ ବ୍ୟକ୍ତିର ନିୟନ୍ତ୍ରଣ ବା ଶକ୍ତିକୁ ବୁଝାଏ I ଏହାକୁ ସ୍ପଷ୍ଟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ଆମର ଶତୃମାନଙ୍କ ନିୟନ୍ତ୍ରଣଠାରୁ” (ଦେଖ: [[rc://or/ta/man/translate/figs-metonymy]])
LUK 1 74 v55j figs-ellipsis ἀφόβως 1 without fear ଏହା ପୂନର୍ବାର ସେମାନଙ୍କ ଶତୃମାନଙ୍କ ଭୟକୁ ସୂଚାଏ I ବିକଳ୍ପ ଅନୁବାଦ: ଆମର ଶତୃମାନଙ୍କଠାରୁ ଭୟଭୀତ ନ ହୋଇ” (ଦେଖ: [[rc://or/ta/man/translate/figs-ellipsis]])
LUK 1 75 l5n2 figs-abstractnouns ἐν ὁσιότητι καὶ δικαιοσύνῃ 1 in holiness and righteousness ଗୁଣବାଚକ ବିଶେଷ୍ୟ “ପବିତ୍ରତା” ଓ “ଧାର୍ମିକତା”କୁ ହଟାଇବା ନିମନ୍ତେ ଏହାକୁ ପୂନର୍ବାର ଉଦ୍ଧୃତ କରାଯାଇପାରିବ I” ସମ୍ଭାବ୍ୟ ଅର୍ଥଗୁଡିକ 1) ଆମେ ପବିତ୍ର ଓ ଧାର୍ମିକ ଭାବରେ ଈଶ୍ୱରଙ୍କ ଉପାସନା କରିବୁ I ବିକଳ୍ପ ଅନୁବାଦ: “ଯାହା ପବିତ୍ର ଓ ଧାର୍ମିକ ତାହା କରିବା” ବା 2) ଆମେ ପବିତ୍ର ଓ ଧାର୍ମିକ ହେବୁ I ବିକଳ୍ପ ଅନୁବାଦ: ପବିତ୍ର ଓ ଧାର୍ମିକ ହେବା” (ଦେଖ: [[rc://or/ta/man/translate/figs-abstractnouns]] )
LUK 1 75 tn5i figs-idiom ἐνώπιον αὐτοῦ 1 before him ଏହା ଏକ ଋଢ଼ୋକ୍ତି, ଯାହାର ଅର୍ଥ “ତାଙ୍କ ଉପସ୍ଥିତିରେ” (ଦେଖ: [[rc://or/ta/man/translate/figs-idiom]] )
LUK 1 76 f6r1 καὶ σὺ δέ 1 And indeed, you ଆପଣାର ପୁତ୍ରକୁ ସିଧାସଳଖ ଭାବରେ ସମ୍ବୋଧନ କରିବା ନିମନ୍ତେ ଜିଖରିୟ ଏହି ପଦକୁ ବ୍ୟବହାର କଲେ I ହୁଏତ ତୁମର ନିଜ ଭାଷାରେ ଏଭଳି ସମାନ ଧରଣର ସିଧାସଳଖ ବଚନ ରହିଥାଇପାରେ I
LUK 1 76 h2vh figs-activepassive σὺ ... παιδίον, προφήτης ... κληθήσῃ 1 you, child, will be called a prophet ଲୋକମାନେ ଦୃଦୟଙ୍ଗମ କରିବେ ଯେ ସେ ଜଣେ ଭାବବାଦୀ ଅଟନ୍ତି I ଏହାକୁ କ୍ରୀୟାଶୀଳ ପଦରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଲୋକେ ଜାଣିବେ ଯେ ତୁମେ ଜଣେ ଭାବବାଦୀ ଅଟ I” (ଦେଖ: [[rc://or/ta/man/translate/figs-activepassive]] )
LUK 1 76 bb3g figs-euphemism Ὑψίστου 1 of the Most High ଏହି ଶବ୍ଦଗୁଡିକ ଈଶ୍ୱରଙ୍କ ନିମନ୍ତେ ଶବ୍ଦ-ବହୁଳ ଭାବରେ ବର୍ଣ୍ଣନା କରିବାର ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଯିଏ ସର୍ବୋପରିସ୍ଥଙ୍କ ସେବା କରେ” ବା “ ଯିଏ ସର୍ବୋପରିସ୍ଥଙ୍କ ନିମନ୍ତେ କଥା କୁହେ” (ଦେଖ: [[rc://or/ta/man/translate/figs-euphemism]] )
LUK 1 76 i1z5 προπορεύσῃ‘ ... ἐνώπιον Κυρίου 1 you will go before the Lord ପ୍ରଭୁ ଆସିବା ପୂର୍ବରୁ, ସେ ଯିବେ ଓ ଲୋକମାନଙ୍କ ନିକଟରେ ଘୋଷଣା କରିବେ ଯେ ପ୍ରଭୁ ସେମାନଙ୍କ ନିକଟକୁ ଆସିବେ I ଦେଖ ତୁମେ କିପରି ଏହାକୁ [ଲୂକ 1:17 ରେ ] (../01/17. ମଝି)ରେ ଅନୁବାଦ କରିଛ I
LUK 1 76 de7t figs-idiom ἐνώπιον Κυρίου 1 before the Lord "ଜଣକର ମୁଖ ଏକ ରୂପକ ହୋଇପାରିବ ଯାହା ସେହି ବ୍ୟକ୍ତିଙ୍କର ଉପସ୍ଥିତିକୁ ସୂଚାଏ I ଏହା ବେଳେବେଳେ ଅନୁବାଦରେ ଅନ୍ତର୍ଭୁକ୍ତ ହୋଇ ନ ଥାଏ I ବିକଳ୍ପ ଅନୁବାଦ: “ପ୍ରଭୁ” ଦେଖ ତୁମେ କିପରି ଏହାକୁ [ଲୂକ 1:17 ରେ ](../01/17. ମଝି)ରେ ଅନୁବାଦ କରିଛ I(ଦେଖ: [[rc://or/ta/man/translate/figs-idiom]] )
LUK 1 76 z5fg figs-metaphor ἑτοιμάσαι ὁδοὺς αὐτοῦ 1 to prepare his paths ଏହା ଏକ ରୂପକ ଅଟେ ଯାହାର ଅର୍ଥ ପ୍ରଭୁଙ୍କ ସମ୍ବାଦ ଶୁଣିବାକୁ ଓ ବିଶ୍ୱାସ କରିବାକୁ ଯୋହନ ଲୋକମାନଙ୍କୁ ପ୍ରସ୍ତୁତ କରିବେ I (ଦେଖ: [[rc://or/ta/man/translate/figs-metaphor]] )
LUK 1 77 t6d3 figs-metonymy τοῦ δοῦναι γνῶσιν σωτηρίας ... ἐν ἀφέσει ἁμαρτιῶν αὐτῶν 1 to give knowledge of salvation ... by the forgiveness of their sins “ଜ୍ଞାନ ଦେବା” ବାକ୍ୟାଂଶ ଶିକ୍ଷାଦାନର ଏକ ରୂପକ ଅଟେ I ଗୁଣବାଚକ ବିଶେଷ୍ୟ “ପରିତ୍ରାଣ” ଏବଂ “ପାପକ୍ଷମା”କୁ “ଉଦ୍ଧାର କରିବା” ଓ “କ୍ଷମା ଦେବା” କ୍ରିୟାପଦଗୁଡିକ ଦ୍ୱାରା ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କର ପାପର କ୍ଷମା ମାଧ୍ୟମରେ ତାଙ୍କର ଲୋକମାନଙ୍କୁ ପରିତ୍ରାଣ ସମ୍ବନ୍ଧରେ ଶିକ୍ଷା ଦେବା” ବା “ଈଶ୍ୱର କିପରି ଲୋକମାନଙ୍କର ପାପର କ୍ଷମା କରିବା ଦ୍ୱାରା ସେମାନଙ୍କର ପରିତ୍ରାଣ କରନ୍ତି ତାହା ତାଙ୍କ ଲୋକମାନଙ୍କୁ ଶିକ୍ଷା ଦେବା” (ଦେଖ: [[rc://or/ta/man/translate/figs-metonymy]] ଏବଂ [[rc://or/ta/man/translate/figs-abstractnouns]])
LUK 1 78 vnp1 figs-explicit διὰ σπλάγχνα ἐλέους Θεοῦ ἡμῶν 1 because of the tender mercy of our God ଈଶ୍ୱରଙ୍କ ଦୟା ଲୋକମାନଙ୍କୁ ସାହାଯ୍ୟ କରିଥାଏ ବୋଲି ଉଲ୍ଲେଖ କରିବା ହୁଏତ ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “କାରଣ ଈଶ୍ୱର ଦୟାମୟ ଏବଂ କୃପାରେ ପରିପୂର୍ଣ୍ଣ ଅଟନ୍ତି” (ଦେଖ: [[rc://or/ta/man/translate/figs-explicit]] )
LUK 1 78 z861 figs-metaphor ἀνατολὴ ἐξ ὕψους 1 the sunrise from on high ଅନେକ ସମୟରେ ଆଲୋକ ସତ୍ୟର ଏକ ରୂପକ ଅଟେ I ଏ ସ୍ଥାନରେ, ପରିତ୍ରାଣକର୍ତ୍ତା ଆତ୍ମିକ ସତ୍ୟ ଯୋଗାଇବେ ବୋଲି କହିବା ଅର୍ଥ ସତେ ଯେପରି ଏହା ଏକ ସୂର୍ଯ୍ୟୋଦୟ ଅଟେ, ଯାହା ପୃଥିବୀକୁ ଆଲୋକିତ କରେ I (ଦେଖ: [[rc://or/ta/man/translate/figs-metaphor]] )
LUK 1 79 sh2q figs-metaphor ἐπιφᾶναι 1 to shine ଅନେକ ସମୟରେ ଆଲୋକ ସତ୍ୟର ଏକ ରୂପକ ଅଟେ I ଏ ସ୍ଥାନରେ, ପରିତ୍ରାଣକର୍ତ୍ତା ଆତ୍ମିକ ସତ୍ୟ ଯୋଗାଇବେ ବୋଲି କହିବା ଅର୍ଥ ସତେ ଯେପରି ଏହା ଏକ ସୂର୍ଯ୍ୟୋଦୟ ଅଟେ, ଯାହା ପୃଥିବୀକୁ ଆଲୋକିତ କରେ I (ପଦ 78) I (ଦେଖ: [[rc://or/ta/man/translate/figs-metaphor]] )
LUK 1 73 sk92 τοῦ δοῦναι ἡμῖν 1 to grant to us ଜିଖରୀୟ ମଞ୍ଜୁର ଶବ୍ଦ ବ୍ୟବହାର କରନ୍ତି, ଯାହାର
ଅର୍ଥ “ଦେବା” ଅଟେ’ । ବିକଳ୍ପ
ଅନୁବାଦ: “ଏହା ଆମ୍ଭମାନଙ୍କ ପାଇଁ ସମ୍ଭବ କରିବାକୁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 74 f4e4 figs-activepassive ἀφόβως, ἐκ χειρὸς ἐχθρῶν ῥυσθέντας, λατρεύειν αὐτῷ 1 that we, having been delivered out of the hand of our enemies, would serve him without fear ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ
ଆପଣ ଏହାକୁ ଏକ ସକ୍ରିୟ ପଦରେ ପ୍ରକାଶ କରିପାରିବେ, ଏବଂ କ୍ରିୟା କିଏ କରେ ତାହା ଆପଣ ସ୍ପଷ୍ଟଭାବେ ପ୍ରକାଶ କରିପାରିବେ। ବିକଳ୍ପ
ଅନୁବାଦ: “ସେ ଆମ୍ଭମାନଙ୍କୁ ଶତ୍ରୁମାନଙ୍କ ଶକ୍ତିରୁ ଉଦ୍ଧାର କରିବା ପରେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
LUK 1 74 gm55 figs-metonymy ἐκ χειρὸς ἐχθρῶν 1 out of the hand of our enemies ହସ୍ତ ଶବ୍ଦ ସାଙ୍କେତିକ ଭାବରେ ଶକ୍ତିକୁ ପ୍ରତିପାଦିତ କରେ ଯାହା ଜଣେ
ବ୍ୟକ୍ତି ବ୍ୟବହାର କରେ । ବିକଳ୍ପ
ଅନୁବାଦ: “ଆମ୍ଭମାନଙ୍କ ଶତ୍ରୁମାନଙ୍କର ଆଧିପତ୍ୟରୁ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
LUK 1 74 v55j figs-ellipsis ἀφόβως 1 without fear ଏହାର ଅର୍ଥ ଯଦି ଇସ୍ରାଏଲୀୟମାନେ ଶତ୍ରୁମାନଙ୍କ ଅଧୀନରେ ରହନ୍ତି, ତେବେ
ସେମାନେ ଭୟଭୀତ ହେବେ ଯଦି ସେମାନେ ପ୍ରଭୁଙ୍କୁ ଉପାସନା କରନ୍ତି ଓ ପାଳନ କରନ୍ତି ତେବେ
ସେମାନଙ୍କର ଶତ୍ରୁମାନେ ସେମାନଙ୍କ ପାଇଁ କ’ଣ କରିପାରିବେ।  ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଶତ୍ରୁମାନେ ଆମ୍ଭମାନଙ୍କ ପାଇଁ କ’ଣ
କରିପାରନ୍ତି ଭୟ ନକରି” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 75 l5n2 figs-abstractnouns ἐν ὁσιότητι καὶ δικαιοσύνῃ 1 in holiness and righteousness ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ
ବିଶେଷଣ ସହ ଭାବ ବାଚକ ବିଶେଷ୍ୟର ପବିତ୍ରତା ଏବଂ ଧାର୍ମିକତା ପଛରେ ଥିବା ଧାରଣାକୁ ପ୍ରକାଶ
କରିପାରିବେ । ବିକଳ୍ପ
ଅନୁବାଦ: “ପବିତ୍ର ଏବଂ ଧାର୍ମିକ କାର୍ଯ୍ୟ କରି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
LUK 1 75 tn5i figs-idiom ἐνώπιον αὐτοῦ 1 before him ଏହା ଏକ ରୂଢ଼ି ଅଟେ  ଯାହାର ଅର୍ଥ “ତାଙ୍କ ଉପସ୍ଥିତିରେ”, ଏବଂ ଏହା
ଈଶ୍ଵରଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ସୂଚାଏ। ବିକଳ୍ପ ଅନୁବାଦ: “ତାଙ୍କ ସଂପର୍କରେ” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 76 f6r1 καὶ σὺ δέ 1 And indeed, you ଜିଖରୀୟ ଏହି ବାକ୍ୟକୁ ତାଙ୍କ ପୁତ୍ରକୁ ସିଧାସଳଖ ବୁଝାଇବାକୁ
ବ୍ୟବହାର କରନ୍ତି । ଆପଣଙ୍କ
ଅନୁବାଦରେ, ଆପଣ ଜିଖରୀୟଙ୍କଠାରୁ
ଈଶ୍ଵରଙ୍କ ବିଷୟରେ ବାର୍ତ୍ତାଳାପ କରୁଥିବା ଜିଖରୀୟଙ୍କ ପରିବର୍ତ୍ତନକୁ
ସୂଚାଇ ପାରିବେ ଯଦି ଏହା  ଆପଣଙ୍କ ଭାଷାରେ
ଉପଯୁକ୍ତ । ଏହି
ପରିବର୍ତ୍ତନକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ । ବିକଳ୍ପ ଅନୁବାଦ: “ତା’ପରେ ଜିଖରୀୟ ତାଙ୍କ ପୁତ୍ର ଯୋହନଙ୍କୁ କହିଲେ,“ ଏବଂ ତୁମ୍ଭ
ପାଇଁ, ମୋ ପୁତ୍ର””
(ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 76 h2vh figs-activepassive σὺ ... παιδίον, προφήτης ... κληθήσῃ 1 you, child, will be called a prophet ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ଆପଣ
ଏହାକୁ ଏକ ସକ୍ରିୟ ପଦରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେ… ଜଣେ ଭବିଷ୍ୟ‌ଦ୍‌ବକ୍ତା ହେବ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
LUK 1 76 bb3g figs-euphemism Ὑψίστου 1 of the Most High ଆପଣ ୧:୩୨ ରେ
ସର୍ବୋପରିସ୍ଥ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଯଦି
ତାହା ସହାୟକ ହେବ ତେବେ ସେଠାରେ ଟିପ୍ପଣୀ ସମୀକ୍ଷା କରନ୍ତୁ । ବିକଳ୍ପ
ଅନୁବାଦ: “ସର୍ବୋପରିସ୍ଥ ଈଶ୍ୱରଙ୍କ”(ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 76 i1z5 προπορεύσῃ‘ ... ἐνώπιον Κυρίου 1 you will go before the Lord
LUK 1 76 de7t figs-idiom ἐνώπιον Κυρίου 1 before the Lord ୧:୧୭ ପରି, ଆଗରେ ଯିବା ଏକ ରୂଢ଼ି ଅଟେ ଯାହା ସୂଚାଇଥାଏ ଯେ ପ୍ରଭୁ ଆସିବା
ପୂର୍ବରୁ, ଯୋହନ
ଲୋକମାନଙ୍କୁ ଘୋଷଣା କରିବେ ଯେ ପ୍ରଭୁ ସେମାନଙ୍କ ନିକଟକୁ ଆସିବେ । ବିକଳ୍ପ
ଅନୁବାଦ: “ପ୍ରଭୁ ଆସୁଛନ୍ତି ବୋଲି ତୁମ୍ଭେ ପ୍ରଚାର କରିବ” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 76 z5fg figs-metaphor ἑτοιμάσαι ὁδοὺς αὐτοῦ 1 to prepare his paths

LUK 1 77 t6d3 figs-metonymy τοῦ δοῦναι γνῶσιν σωτηρίας ... ἐν ἀφέσει ἁμαρτιῶν αὐτῶν 1 to give knowledge of salvation ... by the forgiveness of their sins ଜ୍ଞାନ ଦେବା ପାଇଁ ବାକ୍ୟାଂଶ ଶିକ୍ଷାର ଏକ ସାଙ୍କେତିକ ବର୍ଣ୍ଣନା ଅଟେ। ବିକଳ୍ପ
ଅନୁବାଦ: “ଈଶ୍ଵରଙ୍କ ଲୋକମାନଙ୍କୁ ଈଶ୍ଵର ସେମାନଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି
ବୋଲି ଶିକ୍ଷା ଦେବାକୁ” । (ଦେଖନ୍ତୁ: [[rc://en/ta/man/translate/figs-metonymy]])
LUK 1 78 vnp1 figs-explicit διὰ σπλάγχνα ἐλέους Θεοῦ ἡμῶν 1 because of the tender mercy of our God
LUK 1 78 z861 figs-metaphor ἀνατολὴ ἐξ ὕψους 1 the sunrise from on high ଜିଖରୀୟ ତ୍ରାଣକର୍ତ୍ତାର ଆଗମନ ବିଷୟରେ କହନ୍ତି ଏହା ସତେ ଯେପରି
ସୂର୍ଯ୍ୟୋଦୟ ହେବ ଯାହା ପୃଥିବୀକୁ ଆଲୋକିତ କରିବ । ବିକଳ୍ପ ଅନୁବାଦ: “ତ୍ରାଣକର୍ତ୍ତା ଯିଏ ଈଶ୍ଵରଙ୍କଠାରୁ ଆସନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 79 sh2q figs-metaphor ἐπιφᾶναι 1 to shine ୧:୭୮ ପରି, ଆଲୋକ ସାଙ୍କେତିକ ଭାବରେ ସତ୍ୟକୁ ପ୍ରତିପାଦିତ କରେ । ଯେପରି ଜିଖରୀୟ
ତ୍ରାଣକର୍ତ୍ତାଙ୍କୁ ସେହି ପଦରେ ସୂର୍ଯ୍ୟୋଦୟ ପରି ବର୍ଣ୍ଣନା କରନ୍ତି, ଏଠାରେ
ସେ ଆତ୍ମିକ ସତ୍ୟକୁ ବର୍ଣ୍ଣନା କରନ୍ତି ଯେପରି ତ୍ରାଣକର୍ତ୍ତା ପୃଥିବୀକୁ ଆଲୋକିତ କରିବେ । ବିକଳ୍ପ
ଅନୁବାଦ: “ଲୋକମାନଙ୍କୁ ସତ୍ୟ ଦେଖାଇବା ପାଇଁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 79 bdp4 ἐπιφᾶναι 1 to shine ଜଣକୁ ଜ୍ଞାନ ଦେବା ବା “ ଜଣକୁ ଆତ୍ମିକ ଆଲୋକ ପ୍ରଦାନ କରିବା”"
LUK 1 79 fu3r figs-metaphor τοῖς ἐν σκότει ... καθημένοις 1 those who sit in darkness ଏହି ସ୍ଥାନରେ ଅନ୍ଧକାର ଆତ୍ମିକ ସତ୍ୟର ଅନୁପସ୍ଥିତିର ଏକ ରୂପକ ଅଟେ I ଏଠାରେ, ଆତ୍ମିକ ସତ୍ୟର ଅଭାବରେ ଥିବା ଲୋକମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଅନ୍ଧକାରରେ ବସିଛନ୍ତି I ବିକଳ୍ପ ଅନୁବାଦ: “ସତ୍ୟ ଜାଣି ନ ଥିବା ଲୋକମାନେ” (ଦେଖ: [[rc://or/ta/man/translate/figs-metaphor]])
LUK 1 79 cnh7 figs-doublet ἐν σκότει καὶ σκιᾷ θανάτου 1 in darkness and in the shadow of death ଲୋକମାନଙ୍କୁ ଈଶ୍ୱର ଦୟା ପ୍ରଦର୍ଶନ କରିବା ପୂର୍ବରୁ ସେମାନଙ୍କ ଗଭୀର ଆତ୍ମିକ ଅନ୍ଧକାରକୁ ଗୁରୁତ୍ଵ ଆରୋପ କରିବା ନିମନ୍ତେ ଏହି ଦୁଇଟି ବାକ୍ୟାଂଶ ଏକତ୍ର ମିଶି କାର୍ଯ୍ୟ କରିଥାଏ I (ଦେଖ: [[rc://or/ta/man/translate/figs-doublet]] )
LUK 1 79 k46q figs-idiom σκιᾷ θανάτου 1 in the shadow of death ଛାୟା ଅନେକ ସମୟରେ କିଛି ଗୋଟିଏ ବିଷୟ ଘଟିବାକୁ ଯାଉଥିବା ବିଷୟକୁ ସୂଚିତ କରେ I ଏହି ସ୍ଥାନରେ, ଏହା ମୃତ୍ୟୁର ସମ୍ମୁଖିନ ହେବା ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: “ଯେଉଁମାନେ ମୃତ୍ୟୁବରଣ କରିବା ଅବସ୍ଥାରେ ଅଛନ୍ତି” (ଦେଖ: [[rc://or/ta/man/translate/figs-idiom]])
LUK 1 79 fu3r figs-metaphor τοῖς ἐν σκότει ... καθημένοις 1 those who sit in darkness
LUK 1 79 cnh7 figs-doublet ἐν σκότει καὶ σκιᾷ θανάτου 1 in darkness and in the shadow of death ଈଶ୍ଵର ଲୋକମାନଙ୍କୁ ଦୟା ଦେଖାଇବା ପୂର୍ବରୁ ଗଭୀର ଆତ୍ମିକ ଅନ୍ଧକାରକୁ
ଗୁରୁତ୍ୱ ଦେବା ପାଇଁ ଏହି ଦୁଇଟି ବାକ୍ୟାଂଶ ଏକତ୍ର କାର୍ଯ୍ୟ କରେ । ଯଦି ଏହା
ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ବାକ୍ୟାଂଶଗୁଡ଼ିକୁ ଏକତ୍ର ଉଲ୍ଲେଖ କରିପାରିବେ । ବିକଳ୍ପ
ଅନୁବାଦ: “ଯେଉଁ ଲୋକମାନେ ଆଦୌ ସତ୍ୟ ଜାଣନ୍ତି ନାହିଁ ସେମାନଙ୍କ ଉପରେ” (ଦେଖନ୍ତୁ: [[rc://en/ta/man/translate/figs-doublet]])
LUK 1 79 k46q figs-idiom σκιᾷ θανάτου 1 in the shadow of death ମୃତ୍ୟୁର ଛାୟା ହେଉଛି ଏକ ରୂଢ଼ି  ଯାହା ଗଭୀର ଅନ୍ଧକାରକୁ ବର୍ଣ୍ଣନା କରେ । ବିକଳ୍ପ
ଅନୁବାଦ: “ଅନ୍ଧକାରରେ ଥିବା ଲୋକମାନଙ୍କ ଉପରେ, ହଁ, ଗଭୀର ଅନ୍ଧକାରରେ ମଧ୍ୟ” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 79 s3eb figs-metaphor κατευθῦναι τοὺς πόδας ἡμῶν εἰς ὁδὸν εἰρήνης 1 to guide our feet into the path of peace ଏହି ସ୍ଥାନରେ “ଅଗ୍ରଗାମୀ ହେବା” ଶିକ୍ଷାଦାନ ନିମନ୍ତେ ଏକ ରୂପକ ଓ “ଶାନ୍ତିର ପଥ” ଈଶ୍ୱରଙ୍କ ସହିତ ଶାନ୍ତିରେ ବାସ କରିବା ବିଷୟର ଏକ ରୂପକ ଅଟେ I “ଆମ୍ଭମାନଙ୍କର ପାଦ” ଜଣେ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: ଈଶ୍ୱରଙ୍କ ସହିତ ଶାନ୍ତିରେ କିପରି ବାସ କରିବାକୁ ହେବ ତାହା ଆମ୍ଭମାନଙ୍କୁ ଶିକ୍ଷା ଦିଅ”(ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-synecdoche]])
LUK 1 80 a324 0 General Information: ଏହା ସଂକ୍ଷେପରେ ଯୋହନଙ୍କ ବୃଦ୍ଧି ପାଇବା ବର୍ଷଗୁଡିକ ବିଷୟରେ କୁହେ I
LUK 1 80 q2ax δὲ 1 Now ମୁଖ୍ୟ କାହାଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦ ଏଠାରେ ବ୍ୟବହୃତ ହୋଇଛି I ଯୋହନଙ୍କ ଜନ୍ମଠାରୁ ଜଣେ ବୟସ୍କ ଭାବରେ ତାଙ୍କର ସେବାକାର୍ଯ୍ୟ ଆରମ୍ଭ କରିବା ସମୟକୁ ଲୂକ ଖୁବ୍ ଶୀଘ୍ର ଗତି କରୁଛନ୍ତି I

Can't render this file because it is too large.