diff --git a/en_tn_63-1JN.tsv b/en_tn_63-1JN.tsv index 8324b14..5de361d 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -303,3 +303,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 1 2 j008 figs-you ὑμῖν 1 you ଯେପରି ସାଧାରଣ ପରିଚୟ ବ୍ୟାଖ୍ୟା କରେ, ଯୋହନ  ବିଭିନ୍ନ ମଣ୍ଡଳୀଗୁଡ଼ିକର ବିଶ୍ଵାସୀମାନଙ୍କୁ ଏହି ପତ୍ର ଲେଖୁଛନ୍ତି, ତେଣୁ ସର୍ବନାମ “ତୁମ୍ଭେମାନେ” , “ତୁମ୍ଭମାନଙ୍କର ” ଏବଂ “**ତୁମ୍ଭେ**” ଏହି ପତ୍ରରେ ବହୁବଚନ ଅଟେ। ( [[rc://en/ta/man/translate/figs-you]]ଦେଖନ୍ତୁ) 1JN 1 3 j009 grammar-connect-logic-result ὃ ἑωράκαμεν, καὶ ἀκηκόαμεν, ἀπαγγέλλομεν καὶ ὑμῖν, ἵνα καὶ ὑμεῖς κοινωνίαν ἔχητε μεθ’ ἡμῶν 1 what we have seen and heard, we declare also to you, so you also will have fellowship with us ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଶେଷ ବାକ୍ୟାଂଶକୁ ଏହି ପଦର ଆରମ୍ଭରେ ଉଲ୍ଲେଖ କରିପାରିବେ, ଯେହେତୁ ସେହି ବାକ୍ୟାଂଶଟି କାର୍ଯ୍ୟର କାରଣ ପ୍ରଦାନ କରେ ଯାହାକି ବାକି ପଦଗୁଡ଼ିକକୁ ବର୍ଣ୍ଣନା କରେ । ସ୍ପଷ୍ଟତା ପାଇଁ, ଆପଣ ସିଧାସଳଖ-ଅବ୍ୟୟ ପଦ ବାକ୍ୟାଂଶ **ଯାହା ଆ****ମ୍ଭେମାନେ ଦେଖିଅଛୁ ଏବ ଶୁଣିଅଛୁ**କୁ କର୍ତ୍ତା ଏବଂ କ୍ରିୟା ପରେ **ଆମ୍ଭେମାନେ ତୁମ୍ଭମାନଙ୍କୁ** **ଜଣାଉଅଛୁ** ବୋଲି ମଧ୍ୟ ଉଲ୍ଲେଖ କରିପାରିବେ । ସେହି କ୍ଷେତ୍ରରେ, **ଜଣାଉଅଛୁ** ପରେ ଆପଣଙ୍କୁ **ମଧ୍ୟ** ଶବ୍ଦକୁ ଅନୁବାଦ କରିବାକୁ ପଡିବ ନାହିଁ । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ ଯେପରି ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀ ସୂଚାଏ  । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେମାନେ  ମଧ୍ୟ ଆମ୍ଭମାନଙ୍କ  ସହିତ ସହଭାଗିତା କରିପାରିବ, ଆମ୍ଭେମାନେ  ଯାହା ଦେଖିଅଛୁ ଏବଂ ଶୁଣିଅଛୁ ତାହା ତୁମ୍ଭମାନଙ୍କୁ  ଜଣାଉଅଛୁ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ) 1JN 1 3 j010 figs-exclusive ἑωράκαμεν, καὶ ἀκηκόαμεν, ἀπαγγέλλομεν…ἡμῶν 1 we have seen and heard, we declare … us ଯୋହନ ନିଜ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଳରେ ଯୀଶୁଙ୍କ ପାର୍ଥିବ ଜୀବନ ବିଷୟରେ କହନ୍ତି , ତେଣୁ ଏଠାରେ ସର୍ବନାମ **ଆମ୍ଭେମାନେ**  ଏବଂ **ଆମ୍ଭମାନଙ୍କର** ସ୍ୱତନ୍ତ୍ର ଅଟେ। ( [[rc://en/ta/man/translate/figs-exclusive]]ଦେଖନ୍ତୁ) +1JN 1 4 j011 writing-pronouns ταῦτα γράφομεν ἡμεῖς 1 we are writing these things ଯେପରି ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀ ବ୍ୟାଖ୍ୟା କରେ , ଏଠାରେ ଯୋହନ ଏହି ପତ୍ର ଲେଖିବାର ଉଦ୍ଦେଶ୍ୟକୁ ଔପଚାରିକ ଭାବରେ ଦର୍ଶାଉଛନ୍ତି । ଯଦି ଆପଣ [1:1](https://create.translationcore.com/01/01.md) ରେ ସ୍ଥିର କରିଛନ୍ତି ଯେ ଆପଣଙ୍କ ଭାଷାରେ ସେ ଏପରି ଏକ ପ୍ରସଙ୍ଗରେ ଏକକ ସର୍ବନାମ  ସହିତ ନିଜକୁ ସୂଚାଇବା ଅଧିକ ସ୍ୱାଭାବିକ ହେବ, ତେବେ ଆପଣ ଏଠାରେ ସେହିପରି ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ, ଯୋହନ, ଏହି ବିଷୟସବୁ ଲେଖୁଛି” ( [[rc://en/ta/man/translate/writing-pronouns]]ଦେଖନ୍ତୁ) +1JN 1 4 j012 figs-exclusive ἡμεῖς…ἡμῶν 1 we … our ଯଦି ଆପଣ ବହୁବଚନ ସର୍ବନାମ **ଆମ୍ଭେମାନେ** ବ୍ୟବହାର କରନ୍ତି, ତେବେ ଏହା ସ୍ୱତନ୍ତ୍ର ହେବ, ଯେହେତୁ ଯୋହନ  ନିଜ ବିଷୟରେ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବିଷୟରେ କହନ୍ତି  ଯାହାଙ୍କ ବଦଳରେ ସେ ଲେଖୁଛନ୍ତି । ତଥାପି, **ଆମ୍ଭମାନଙ୍କର**  ଶବ୍ଦଟି ହୁଏତ ଅନ୍ତର୍ଭୂକ୍ତ ଅଟେ, ଯେହେତୁ ଯୋହନ  ବୋଧହୁଏ ଚାହାଁନ୍ତି ଯେ ସେ ନିଜେ ଏବଂ ତାହାଙ୍କ  ପାଠକମାନେ ପରସ୍ପର ସହ ସହଭାଗୀତା ଏବଂ ପିତା ଏବଂ ପୁତ୍ରଙ୍କ ସହ ସମ୍ପୃକ୍ତ ହୁଅନ୍ତୁ ଯାହା ସେ ପୂର୍ବ ପଦରେ ବର୍ଣ୍ଣନା କରିଛନ୍ତି । ( [[rc://en/ta/man/translate/figs-exclusive]]ଦେଖନ୍ତୁ)