Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 16:47:35 +00:00
parent b248c7eaee
commit 971d2a8d51
1 changed files with 11 additions and 0 deletions

View File

@ -327,3 +327,14 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 1 7 j030 writing-pronouns ὡς αὐτός ἐστιν ἐν τῷ φωτί 1 as he is in the light ସର୍ବନାମ **ସେ** ଈଶ୍ଵରଙ୍କୁ  ବୁଝାଏ।ବିକଳ୍ପ ଅନୁବାଦ: “ଯେପରି ଈଶ୍ଵର ଆଲୋକରେ ଅଛନ୍ତି”( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 7 j031 figs-metaphor ὡς αὐτός ἐστιν ἐν τῷ φωτί 1 as he is in the light ସର୍ବନାମ ସେ ଈଶ୍ଵରଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଯେପରି ଈଶ୍ଵର **ଆଲୋକ**ରେ ଅଛନ୍ତି” ( [[rc://en/ta/man/translate/writing-pronouns]] ଦେଖନ୍ତୁ)
1JN 1 7 j032 figs-abstractnouns κοινωνίαν ἔχομεν μετ’ ἀλλήλων 1 we have fellowship with one another ଯଦି ଆପଣଙ୍କ  ଭାଷା ଭାବ ବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ,  1:3 ରେ ଭାବ ବାଚକ ବିଶେଷ୍ୟ ସହଭାଗୀତା ପଛରେ ଥିବା ଧାରଣାକୁ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ  । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ପରସ୍ପର ଘନିଷ୍ଠ ବନ୍ଧୁ ଅଟୁ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 1 7 j033 figs-metaphor καθαρίζει ἡμᾶς ἀπὸ πάσης ἁμαρτίας 1 cleanses us from all sin ଯୋହନ ପାପ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି  ଯେପରି ଏହା ଜଣେ ବ୍ୟକ୍ତିକୁ ଅପରିଷ୍କାର କରିଛି ଏବଂ ଯୀଶୁଙ୍କ ରକ୍ତ ଯେପରି ଜଣେ ବ୍ୟକ୍ତିକୁ ପରିଷ୍କାର କରିଛି । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସମସ୍ତ ପାପକୁ ଦୂର କରିଦିଏ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 8 j034 figs-hypo ἐὰν εἴπωμεν ὅτι ἁμαρτίαν οὐκ ἔχομεν, ἑαυτοὺς πλανῶμεν καὶ ἡ ἀλήθεια οὐκ ἔστιν ἐν ἡμῖν 1 If we say that we have no sin, we are leading ourselves astray, and the truth is not in us ଯୋହନ  ଆଉ ଏକ ଉପକଳ୍ପିତ  ପରିସ୍ଥିତିକୁ ବ୍ୟବହାର କରି ତାହାଙ୍କ  ପାଠକମାନଙ୍କୁ ସେମାନଙ୍କ ବାକ୍ୟ ଏବଂ କାର୍ଯ୍ୟ ମଧ୍ୟରେ ସ୍ଥିରତାର ଗୁରୁତ୍ଵକୁ ଜାଣିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଯଦି ଆମ୍ଭମାନଙ୍କର   କୌଣସି ପାପ ନାହିଁ  ବୋଲି ଆମ୍ଭେମାନେ କହୁ। ତେବେ ଆମ୍ଭେମାନେ ନିଜକୁ ବିପଥଗାମୀ କରୁଛୁ, ଏବଂ ସତ୍ୟ ଆମ୍ଭମାନଙ୍କର  ଭିତରେ ନାହିଁ ” ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 1 8 j035 figs-abstractnouns ἡ ἀλήθεια οὐκ ἔστιν ἐν ἡμῖν 1 the truth is not in us ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ସତ୍ୟ” ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସତ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର  ଯାହା କହନ୍ତି ତାହା ସତ୍ୟ ଅଟେ ବୋଲି ଆମ୍ଭେମାନେ  ବିଶ୍ଵାସ କରୁନାହୁଁ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 1 9 j036 figs-hypo ἐὰν ὁμολογῶμεν τὰς ἁμαρτίας ἡμῶν, πιστός ἐστιν καὶ δίκαιος 1 If we confess our sins, he is faithful and righteous ଯୋହନ  ଆଉ ଏକ ଉପକଳ୍ପିତ  ପରିସ୍ଥିତି ବ୍ୟବହାର କରି ତାହାଙ୍କ  ପାଠକମାନଙ୍କୁ ପବିତ୍ରତାରେ ଜୀବନଯାପନ କରିବାର ମୂଲ୍ୟ ଏବଂ ଉପକାରଗୁଡ଼ିକୁ ଜାଣିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ  ଆମ୍ଭମାନଙ୍କର ପାପ ସ୍ୱୀକାର କରୁ । ତେବେ ସେ ବିଶ୍ୱସ୍ତ ଓ ଧାର୍ମିକ ଅଟନ୍ତି ” ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 1 9 gb5l writing-pronouns πιστός ἐστιν…ἵνα ἀφῇ 1 he is faithful … that he should forgive ଏହି ପଦରେ **ସେ** ସର୍ବନାମ ଉଭୟ କ୍ଷେତ୍ରରେ ଈଶ୍ଵରଙ୍କୁ  ସୂଚାଏ। ବିକଳ୍ପ ଅନୁବାଦ: “ଈଶ୍ଵର  ବିଶ୍ୱସ୍ତ ଅଟନ୍ତି… ଏବଂ ଈଶ୍ଵର  କ୍ଷମା କରିବେ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 9 agve figs-explicit ἐὰν ὁμολογῶμεν τὰς ἁμαρτίας ἡμῶν 1 Part of confessing sin to God is rejecting them. If it would be helpful to your readers, you could say that explicitly. Alternate translation: “If we confess our sins to God and turn away from them” (See: [[rc://en/ta/man/translate/figs-explicit]])
1JN 1 9 j038 figs-metaphor καθαρίσῃ ἡμᾶς ἀπὸ πάσης ἀδικίας 1 cleanse us from all unrighteousness 1: 7 ପରି, ଯୋହନ ଆଳଙ୍କାରିକ ଭାବରେ **ପାପ** ବିଷୟରେ କହନ୍ତି  ଯେପରି ଏହା ଜଣେ ବ୍ୟକ୍ତିକୁ ଅପରିଷ୍କାର କରିଛି ଏବଂ ଈଶ୍ଵରଙ୍କ କ୍ଷମା ଜଣେ ବ୍ୟକ୍ତିକୁ ପରିଷ୍କାର କରିଛି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅପରାଧ କରିଅଛୁ ବୋଲି ସେ  ଆମ୍ଭମାନଙ୍କ ବିରୁଦ୍ଧରେ ବିଚାର ନ କରିବା ଉଚିତ୍ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 9 j039 figs-abstractnouns πάσης ἀδικίας 1 all unrighteousness ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ  ଏକ ସମାନ ବାକ୍ୟାଂଶ ସହିତ ଭାବ ବାଚକ ବିଶେଷ୍ୟ ଅନ୍ୟାୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁ ସବୁ ଅପରାଧ ଆମ୍ଭେମାନେ କରିଅଛୁ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 1 10 j040 figs-hypo ἐὰν εἴπωμεν ὅτι οὐχ ἡμαρτήκαμεν, ψεύστην ποιοῦμεν αὐτὸν 1 If we say that we have not sinned, we make him a liar ଯୋହନ  ଆଉ ଏକ ଉପକଳ୍ପିତ  ପରିସ୍ଥିତିକୁ   ବ୍ୟବହାର କରି ତାହାଙ୍କ  ପାଠକମାନଙ୍କୁ ପବିତ୍ରତାରେ ନ ରହିବାର ଗମ୍ଭୀର ପ୍ରଭାବକୁ ଜାଣିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ  ପାପ କରିନାହୁଁ ବୋଲି କହୁ । ତେବେ ଆମ୍ଭେମାନେ  ଈଶ୍ଵରଙ୍କୁ  ମିଥ୍ୟାବାଦୀ ବୋଲି କହୁ” ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 1 10 j041 writing-pronouns αὐτὸν…αὐτοῦ 1 him … his ଏହି ପଦରେ ତାଙ୍କୁ ସର୍ବନାମ ଈଶ୍ଵରଙ୍କୁ  ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵର … ଈଶ୍ଵରଙ୍କର ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 10 j042 figs-metonymy ὁ λόγος αὐτοῦ οὐκ ἔστιν ἐν ἡμῖν 1 his word is not in us ଈଶ୍ଵର **ବାକ୍ୟ** ଦ୍ଵାରା ଯାହା କହିଛନ୍ତି ତାହା ପ୍ରକାଶ କରିବାକୁ ଯୋହନ ବାକ୍ୟ ବ୍ୟବହାର କରି ଆଳଙ୍କାରିକ ଭାବରେ ପ୍ରକାଶ କରନ୍ତି। ବିକଳ୍ପ ଅନୁବାଦ: “ଈଶ୍ଵର  ଯାହା କହିଛନ୍ତି ତାହା ଆମ୍ଭେମାନେ  ବିଶ୍ୱାସ କରୁନାହୁଁ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.