From 96d5dc3f6e07956f06bd06a4c5e5b82a18fe19e9 Mon Sep 17 00:00:00 2001 From: Gayatri-Digal Date: Fri, 8 Apr 2022 06:56:05 +0000 Subject: [PATCH] Edit 'en_tn_62-2PE.tsv' using 'tc-create-app' --- en_tn_62-2PE.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_62-2PE.tsv b/en_tn_62-2PE.tsv index 35a0c17..05ead32 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -190,7 +190,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 1 2 pmb9 figs-possession τοῦ Κυρίου ἡμῶν 1 ଏଠାରେ, **ଆମ୍ଭର ପ୍ରଭୁ** ର ଅର୍ଥ “ଯିଏ ଆମ୍ଭମାନଙ୍କ ଉପରେ ପ୍ରଭୁ” କିମ୍ବା “ଆମ୍ଭ ଉପରେ ଶାସନ କରେ” ।
(ଦେଖନ୍ତୁ: [[rc://en/ta/man/translate/figs-possession]]) 2PE 1 3 zwdo figs-exclusive ἡμῖν 1 ଏଠାରେ, **ଆମ୍ଭ** ପିତର ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ:[[rc://en/ta/man/translate/figs-exclusive]]) 2PE 1 3 rtxn writing-pronouns τῆς θείας δυνάμεως αὐτοῦ 1 **ତାଙ୍କର** ସର୍ବନାମ ସୂଚାଇପାରେ: (୧) ଈଶ୍ଵର । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଈଶ୍ୱରୀୟ ଶକ୍ତି” (୨) ଯୀଶୁ ।
ବିକଳ୍ପ ଅନୁବାଦ: “ଯୀଶୁ, ଈଶ୍ଵରଙ୍କ ଶକ୍ତି ଦ୍ୱାରା” (ଦେଖନ୍ତୁ: [[rc://en/ta/man/translate/writing-pronouns]]) -2PE 1 3 xdrw figs-abstractnouns τῆς θείας δυνάμεως αὐτοῦ 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଶକ୍ତି**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ଈଶ୍ଵର
,
କାରଣ ସେ ସମସ୍ତ ବିଷୟ କରିପାରିବେ
,” (
ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +2PE 1 3 xdrw figs-abstractnouns τῆς θείας δυνάμεως αὐτοῦ 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଶକ୍ତି** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର, କାରଣ ସେ ସମସ୍ତ ବିଷୟ କରିପାରିବେ,” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) 2PE 1 3 xz3s figs-personification τῆς θείας δυνάμεως αὐτοῦ…δεδωρημένης 1 ପିତର ସାଙ୍କେତିକ ଭାବରେ ଈଶ୍ଵରଙ୍କ
**ଈଶ୍ୱରୀୟ ଶକ୍ତି** ବିଷୟରେ କହୁଛନ୍ତି ଯେପରି ଏହା ଏକ ଜୀବନ୍ତ ବସ୍ତୁତେ ଯାହା ଲୋକମାନଙ୍କୁ କିଛି
ଦେଇପାରେ


ଈଶ୍ଵର ହିଁ ଏକମାତ୍ର ଈଶ୍ଵର ଅଟନ୍ତି ଯିଏ **ଈଶ୍ୱରୀୟ ଶକ୍ତିକୁ**
ବ୍ୟବହାର କରନ୍ତି ଏବଂ ପ୍ରଦାନ କରନ୍ତି


ବିକଳ୍ପ ଅନୁବାଦ: “ପ୍ରଦାନ କରିବାକୁ ଈଶ୍ଵର ଆପଣା

ଈଶ୍ୱରୀୟ ଶକ୍ତି ବ୍ୟବହାର କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-personification]]) 2PE 1 3 x8qv grammar-connect-logic-goal πρὸς ζωὴν καὶ εὐσέβειαν 1 ଏଠାରେ
, **
ପାଇଁ** ଶବ୍ଦ ଉଦ୍ଦେଶ୍ୟକୁ ସୂଚିତ କରେ ଯେଉଁଥିପାଇଁ ଈଶ୍ଵର ବିଶ୍ଵାସୀମାନଙ୍କୁ
ଏହି ସବୁ ବିଷୟ ଦେଇଛନ୍ତି


ବିକଳ୍ପ ଅନୁବାଦ: “ଜୀବନ ଏବଂ ଧାର୍ମିକତ ଉଦ୍ଦେଶ୍ୟରେ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-goal]]) 2PE 1 3 xr1r figs-abstractnouns εὐσέβειαν 1 ଏଠାରେ
, **
ଧାର୍ମିକତା** ଜୀବନ ** ଶବ୍ଦକୁ ବର୍ଣ୍ଣନା କରେ


ବିକଳ୍ପ ଅନୁବାଦ: “ଧାର୍ମିକ ଜୀବନ ପାଇଁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])