Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-05 09:52:37 +00:00
parent 5b88694bed
commit 96aee44713
1 changed files with 1 additions and 1 deletions

View File

@ -116,7 +116,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 18 jec8 figs-metaphor τοὺς ὀλίγως ἀποφεύγοντας 1 people who try to escape
2PE 2 19 uyw6 figs-metaphor ἐλευθερίαν αὐτοῖς ἐπαγγελλόμενοι, αὐτοὶ δοῦλοι ὑπάρχοντες τῆς φθορᾶς 1 They promise freedom to them, but they themselves are slaves of corruption ଏଠାରେ, **ସ୍ୱାଧୀନତା** ଏକ ଇଚ୍ଛା ଅନୁସାରେ ବଞ୍ଚିବାର କ୍ଷମତା ପାଇଁ ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: “ସେମାନେ ଯେପରି ବଞ୍ଚିବାକୁ ଚାହାଁନ୍ତି ଠିକ୍ ସେହିପରି ବଞ୍ଚିବାର କ୍ଷମତା ଦେବାକୁ ପ୍ରତିଜ୍ଞା କରନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 2 19 v5tt figs-metaphor ἐλευθερίαν ... ἐπαγγελλόμενοι … δοῦλοι ...τῆς φθορᾶς 1 promise freedom ... slaves of corruption ଯେଉଁମାନେ ପାପପୂର୍ଣ୍ଣ ଭାବରେ ବଞ୍ଚନ୍ତି ଯେପରି ସେମାନେ ପାପର ** ଦାସତ୍ଵ **  କରନ୍ତି, ଯେଉଁମାନେ ସେମାନଙ୍କର ବନ୍ଦୀତ୍ୱରୁ ରକ୍ଷା ପାଇବାକୁ ଆବଶ୍ୟକ କରନ୍ତି ବୋଲି ପିତର ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ।
ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସରଳ ବାକ୍ୟରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଦାସମାନଙ୍କ ପରି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 2 19 b79v figs-metaphor ᾧ γάρ τις ἥττηται, τούτῳ δεδούλωται 1 For a man is a slave to whatever overcomes him ପିତର ଜଣେ ବ୍ୟକ୍ତିକୁ **କ୍ରୀତଦାସ**
ବୋଲି କହୁଛନ୍ତି ଯେତେବେଳେ ସେହି ବ୍ୟକ୍ତି ଉପରେ କୌଣସି ବିଷୟଷର ନିୟନ୍ତ୍ରଣ ଥାଏ

ସେ ସେହି ବ୍ୟକ୍ତିର ଗୁରୁ ଭାବରେ ସେହି ବିଷୟ ଚଳିତ କରେ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ଅଣ-ସାଙ୍କେତିକ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “କାରଣ ଯଦି କେହି କୌଣସି ବିଷୟ ଦ୍ୱାରା ଅଧିକ
ଶକ୍ତି ପ୍ରାପ୍ତ ହୁଏ

ତେବେ ସେହି ବ୍ୟକ୍ତି ସେହି ବିଷୟ ଦ୍ୱାରା ନିୟନ୍ତ୍ରିତ ହୋଇଯାଏ”
କିମ୍ବା “ଯଦି ଜଣେ ବ୍ୟକ୍ତି କୌଣସି ବିଷୟ ଦ୍ୱାରା ଅଧିକ ଶକ୍ତି ପ୍ରାପ୍ତ ହୁଏ

ତେବେ ସେହି ବ୍ୟକ୍ତି ସେହି ବିଷୟର ଦାସ ପରି ହୋଇଯାଏ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 2 19 b79v figs-metaphor ᾧ γάρ τις ἥττηται, τούτῳ δεδούλωται 1 For a man is a slave to whatever overcomes him ପିତର ଜଣେ ବ୍ୟକ୍ତିକୁ **କ୍ରୀତଦାସ**ବୋଲି କହୁଛନ୍ତି ଯେତେବେଳେ ସେହି ବ୍ୟକ୍ତି ଉପରେ କୌଣସି ବିଷୟଷର ନିୟନ୍ତ୍ରଣ ଥାଏ, ସେ ସେହି ବ୍ୟକ୍ତିର ଗୁରୁ ଭାବରେ ସେହି ବିଷୟ ଚଳିତ କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଅଣ-ସାଙ୍କେତିକ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ଯଦି କେହି କୌଣସି ବିଷୟ ଦ୍ୱାରା ଅଧିକ ଶକ୍ତି ପ୍ରାପ୍ତ ହୁଏ, ତେବେ ସେହି ବ୍ୟକ୍ତି ସେହି ବିଷୟ ଦ୍ୱାରା ନିୟନ୍ତ୍ରିତ ହୋଇଯାଏ” କିମ୍ବା “ଯଦି ଜଣେ ବ୍ୟକ୍ତି କୌଣସି ବିଷୟ ଦ୍ୱାରା ଅଧିକ ଶକ୍ତି ପ୍ରାପ୍ତ ହୁଏ, ତେବେ ସେହି ବ୍ୟକ୍ତି ସେହି ବିଷୟର ଦାସ ପରି ହୋଇଯାଏ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 2 20 d6ra 0 Connecting Statement: ଏଠାରେ

ସେମାନ** ସର୍ବନାମ [

୧

୦୧
.md)
ରେ ଉପସ୍ଥାପିତ ଏବଂ [

୧୨

୧୯

୧୨
.md)
ରେ ଆଲୋଚନା ହୋଇଥିବା ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ

ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 2 20 q96i εἰ ... ἀποφυγόντες … δὲ πάλιν ἐμπλακέντες ἡττῶνται, γέγονεν … τὰ ἔσχατα χείρονα τῶν πρώτων 1 If they have escaped ... and are again entangled ... and overcome, the last state has become worse ... than the first ପିତର ଏହାକୁ ଏକ ଅନୁମାନିକ ସମ୍ଭାବନା
ବୋଲି କହନ୍ତି

କିନ୍ତୁ ଏହାର ଅର୍ଥ ଏହା ସତ୍ୟ

ଯଦି ଆପଣଙ୍କ ଭାଷା କୌଣସି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବିଷୟକୁ
ଏହିପରି କରେ ନାହିଁ

ଏବଂ ଯଦି ଆପଣଙ୍କ ପାଠକମାନେ ଭୁଲ ବୁଝିପାରନ୍ତି ଏବଂ ପିତର ଯାହା
କହୁଛନ୍ତି ତାହା ନିଶ୍ଚିତ ନୁହେଁ ବୋଲି ଭାବିପାରନ୍ତି

ତେବେ ଆପଣ ତାଙ୍କ ବାକ୍ୟକୁ ଏକ ଦୃଢ଼ ବିବୃତ୍ତି ଭାବରେ ଅନୁବାଦ
କରିପାରିବେ

ବିକଳ୍ପ ଅନୁବାଦ: “ସେମାନେ ଆମ୍ଭମାନଙ୍କ ପ୍ରଭୁ ଏବଂ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ
ଦ୍ୱାରା ଜଗତର ଅଶୁଚିତାରୁ ରକ୍ଷା ପାଇଛନ୍ତି

କିନ୍ତୁ ସେମାନଙ୍କ ଦ୍ୱାରା ଜଡ଼ିତ
ହୋଇ ପୁନର୍ବାର ପରାଜିତ ହେଲେ

ଶେଷ ଦଶା ସେମାନଙ୍କ ପାଇଁ ପ୍ରଥମ
ଦଶା ଅପେକ୍ଷା ଅଧିକ ମନ୍ଦ ହୋଇଗଲାଣି” (ଦେଖନ୍ତୁ:
[[rc://en/ta/man/translate/grammar-connect-condition-fact]])
2PE 2 20 lu22 figs-metonymy τὰ μιάσματα τοῦ κόσμου 1 the corruption of the world ଏଠାରେ

ଜଗତ** ମାନବ ସମାଜକୁ ବୁଝାଏ

ଯାହା ପାପ ଦ୍ୱାରା ଭ୍ରଷ୍ଟ ହୋଇଯାଇଛି

ବିକଳ୍ପ ଅନୁବାଦ: “ପାପୀ ମାନବ ସମାଜର ଅପବିତ୍ର ଅଭ୍ୟାସ” (ଦେଖନ୍ତୁ:
[[rc://en/ta/man/translate/figs-metonymy]])

Can't render this file because it contains an unexpected character in line 2 and column 9170.