Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-22 02:25:19 +00:00
parent dff99161d3
commit 951e8980b2
1 changed files with 3 additions and 3 deletions

View File

@ -59,9 +59,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 7 vz9w figs-explicit ἀπ’ ἀρχῆς 1 from the beginning ଯୋହନ ଏହି ପତ୍ରରେ **ଆଦ୍ୟରୁ** ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ସେହି ସମୟକୁ ସୂଚାଏ ଯେତେବେଳେ ସେ ଯେଉଁ ଲୋକମାନଙ୍କୁ ଲେଖୁଛନ୍ତି ସେମାନେ ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ । ବିକଳ୍ପ ଅନୁବାଦ: “ଯେବେଠାରୁ ତୁମ୍ଭେମାନେ ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ” [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 7 eia9 ἡ ἐντολὴ ἡ παλαιά ἐστιν ὁ λόγος ὃν ἠκούσατε 1 The old commandment is the word that you heard. ଯୋହନ ଆଳଙ୍କାରିକ ଭାବରେ **ବାକ୍ୟ** ଶବ୍ଦ ବ୍ୟବହାର କରନ୍ତି  ଯାହା ଏହି ବିଶ୍ଵାସୀମାନେ ଶୁଣିଛନ୍ତି, ଯାହା ବାକ୍ୟ ମାଧ୍ୟମରେ ପ୍ରକାଶ କରାଯାଇଥିଲା । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଶୁଣିଥିବା ବାର୍ତ୍ତା” [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 8 i1up πάλιν ἐντολὴν καινὴν γράφω ὑμῖν 1 Yet I am writing a new commandment to you ଯୋହନ [2:7](https://create.translationcore.com/02/07.md) ରେ ଥିବା ସେହି **ଆଜ୍ଞା**କୁ ସୂଚାଉଛନ୍ତି, ଯେଉଁ ଆଜ୍ଞାକୁ ଯୀଶୁ ପରସ୍ପରକୁ ପ୍ରେମ କରିବାକୁ ଦେଇଛନ୍ତି, ଯାହା ବିଶ୍ଵାସୀମାନେ ପାଳନ କରିଆସିଛନ୍ତି । ତେଣୁ ଏହାର ଅର୍ଥ ନୁହେଁ ଯେ ସେ ବର୍ତ୍ତମାନ ଏକ **ନୂତନ** ଏବଂ ଭିନ୍ନ ଆଜ୍ଞା ଲେଖୁଛନ୍ତି, ବରଂ ସେହି ଆଜ୍ଞାକୁ ସେଠାରେ “ପୁରାତନ” ବୋଲି ମଧ୍ୟ ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ନୂତନ** ଭାବରେ ବିବେଚନା କରାଯାଇପାରେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ କେଉଁ **ଆଜ୍ଞାକୁ** ସୂଚାଉଛନ୍ତି ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଏବଂ ଆପଣ ଏହାକୁ **ନୂତନ** ଭାବରେ ବିବେଚନା କରାଯିବାର ସମ୍ଭାବ୍ୟ କାରଣ ମଧ୍ୟ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କର ବୋଲି ମୁଁ ତୁମ୍ଭମାନଙ୍କୁ ଲେଖୁଥିବା ଆଜ୍ଞା,   ଏକ ଅର୍ଥରେ ଏକ ନୂତନ ଆଜ୍ଞା ଅଟେ, କାରଣ ଏହା ଏକ ନୂତନ ଜୀବନ ଧାରାର ଗୁଣ ଅଟେ”
1JN 2 8 c2fa 0 which is true in Christ and in you ଯାହା ସତ୍ୟ ଅଟେ, ଯେପରି ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଏବଂ ତୁମ୍ଭମାନଙ୍କ କାର୍ଯ୍ୟରେ ପ୍ରକାଶିତ ହୋଇଅଛି ।
1JN 2 8 i8gr figs-metaphor ἡ σκοτία παράγεται, καὶ τὸ φῶς τὸ ἀληθινὸν ἤδη φαίνει 1 the darkness is passing away, and the true light is already shining ଏଠାରେ “ଅନ୍ଧକାର” ଶଦ୍ଦ “ମନ୍ଦତା” ନିମନ୍ତେ ଏକ ରୂପକ ଅଟେ ଏବଂ “ଆଲୋକ” “ଉତ୍ତମତା” ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ମନ୍ଦ କର୍ମ କରିବା ବନ୍ଦ କରିଅଛ ଏବଂ ତୁମ୍ଭେମାନେ ଅଧିକରୁ ଅଧିକ ଉତ୍ତମ କର୍ମ କରୁଅଛ” (ଦେଖ: [[rc://en/ta/man/translate/figs-metaphor]])
1JN 2 9 j4f7 0 General Information: ଏଠାରେ “ଭ୍ରାତା” ଶବ୍ଦ ଜଣେ ସହ-ଖ୍ରୀଷ୍ଟିୟାନ ବିଶ୍ବାସୀକୁ ସୂଚିତ କରେ ।
1JN 2 8 c2fa 0 which is true in Christ and in you ଯୋହନ ଆଳଙ୍କାରିକ ଭାବରେ କହନ୍ତି  ଯେପରି ଏହି ଆଜ୍ଞା ଯୀଶୁ ଏବଂ ଏହି ବିଶ୍ଵାସୀମାନଙ୍କ ଭିତରେ **ସତ୍ୟ** ଅଟେ । ବିକଳ୍ପ ଅନୁବାଦ: “ଯୀଶୁ ଏହି ଆଜ୍ଞାକୁ ପ୍ରକୃତରେ ପାଳନ କଲେ ଏବଂ ତୁମ୍ଭେମାନେ ମଧ୍ୟ ବର୍ତ୍ତମାନ ତାହା ପାଳନ କରୁଅଛ”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 8 i8gr figs-metaphor ἡ σκοτία παράγεται, καὶ τὸ φῶς τὸ ἀληθινὸν ἤδη φαίνει 1 the darkness is passing away, and the true light is already shining [1:5](https://create.translationcore.com/01/05.md) ପରି, ଯୋହନ **ଅନ୍ଧକାର** ଶବ୍ଦକୁ ଆଳଙ୍କାରିକ ଭାବରେ ମନ୍ଦ ଅର୍ଥରେ ଏବଂ **ଆଲୋକ** ଶବ୍ଦକୁ ଆଳଙ୍କାରିକ ଭାବରେ ଯାହା ପବିତ୍ର, ସଠିକ୍ ଏବଂ ଉତ୍ତମ ଅଟେ ବ୍ୟବହାର କରନ୍ତି  । **ଜ୍ୟୋତିଃ** ପ୍ରକାଶ ଏହାର ପ୍ରଭାବକୁ ପ୍ରତିପାଦିତ କରେ । ବିକଳ୍ପ ଅନୁବାଦ: “ଯାହା ମନ୍ଦ  ଚାଲିଯାଉଛି ଏବଂ ପ୍ରକୃତରେ ଯାହା ଉତ୍ତମ ତାହା ପ୍ରଭାବଶାଳୀ ହେବାକୁ ଲାଗୁଛି” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 9 j4f7 0 General Information: ସହ ବିଶ୍ୱାସୀକୁ ସୂଚାଇବା ନିମନ୍ତେ ଯୋହନ **ଭାଇ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଜଣେ ସହ ବିଶ୍ୱାସୀ”
1JN 2 9 a3jt ὁ λέγων 1 The one who says "କେହିଜଣେ ଯେ କହନ୍ତି କିମ୍ବା “କେହି ଜଣେ ଯେ ଦାବି କରେ.” ଏହା କୌଣସି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତିକୁ ସୂଚିତ ନାହିଁ ।
1JN 2 9 srl7 figs-metaphor ἐν τῷ φωτὶ εἶναι 1 he is in the light ଏଠାରେ “ଆଲୋକରେ” ରହିବା ଯାହା ଉପଯୁକ୍ତ ଅଟେ ତାହା କରିବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଯାହା ଉତ୍ତମ ସେ ତାହା କରନ୍ତି” (ଦେଖ: [[rc://en/ta/man/translate/figs-metaphor]])
1JN 2 9 mp9f figs-metaphor ἐν ... τῇ σκοτίᾳ ἐστὶν 1 is in the darkness ଏଠାରେ “ଅନ୍ଧକାରରେ” ରହିବା ଏକ ରୂପକ ଅଟେ ଯାହା ମନ୍ଦ ତାହା କରିବା ଅର୍ଥକୁ ପ୍ରକାଶ କରେ। ଅନ୍ୟ ଏକ ଅନୁବାଦରେ: “ଯାହା ମନ୍ଦ ସେ ତାହା କରନ୍ତି” (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 3715.