From 94d1398293b560a6bf773275475dac90ebe9466b Mon Sep 17 00:00:00 2001 From: Gayatri-Digal Date: Tue, 28 Sep 2021 13:23:00 +0000 Subject: [PATCH] Edit 'en_tn_60-JAS.tsv' using 'tc-create-app' --- en_tn_60-JAS.tsv | 4 +++- 1 file changed, 3 insertions(+), 1 deletion(-) diff --git a/en_tn_60-JAS.tsv b/en_tn_60-JAS.tsv index 9a0307b..63a39da 100644 --- a/en_tn_60-JAS.tsv +++ b/en_tn_60-JAS.tsv @@ -558,4 +558,6 @@ JAS 3 10 j219 εὐλογία 1 blessing 3: 9 ରେ ଆପଣ “ଆଶୀର JAS 3 11 j220 figs-doublenegatives μήτι ἡ πηγὴ ἐκ τῆς αὐτῆς ὀπῆς βρύει τὸ γλυκὺ καὶ τὸ πικρόν 1 A spring does not gush the sweet and the bitter from the same opening, does it ଗ୍ରୀକ୍ ଭାଷାରେ ଏହି ବାକ୍ୟର ପ୍ରଥମ ଶବ୍ଦ ଏକ ନକାରାତ୍ମକ ଶବ୍ଦ ଅଟେ ଯାହା ଏକ ବିବୃତ୍ତିକୁ ଏକ ପ୍ରଶ୍ନରେ ପରିଣତ କରିବାରେ ବ୍ୟବହୃତ ହୋଇପାରେ ଯାହା ଏକ ନକାରାତ୍ମକ ଉତ୍ତର ପ୍ରଦାନ କରେ । “ଏହା କରେ କି?” ଯୋଗ କରି ULT ଏହାକୁ ଦର୍ଶାଏ । ଆପଣଙ୍କ ଭାଷାରେ ଏକ ପ୍ରଶ୍ନ ପଚାରିବାର ଅନ୍ୟ ଉପାୟ ଥାଇପାରେ ଯାହା ଏକ ନକାରାତ୍ମକ ଉତ୍ତର ଆଶା କରେ, ଉଦାହର ଣ ସ୍ୱରୂପ, ଏକ ସକାରାତ୍ମକ ବକ୍ତବ୍ୟର ଶବ୍ଦ କ୍ରମ ପରିବର୍ତ୍ତନ କରି । ବିକଳ୍ପ ଅନୁବାଦ: “ଏକ ନିର୍ଝର ମିଠା ଏବଂ ତିକ୍ତ ଜଳକୁ ପ୍ରବାହିତ କରେ କି?” (: [[rc://en/ta/man/translate/figs-doublenegatives]]ଦେଖନ୍ତୁ) JAS 3 11 j221 ἡ πηγὴ 1 A spring ଏହି ପ୍ରସଙ୍ଗରେ, ନିର୍ଝର ଶବ୍ଦ ଜଳର ଏକ ଝରଣାକୁ ଅର୍ଥାତ୍ ଭୂମିରୁ ଆସୁଥିବା ଜଳର ଉତ୍ସକୁ ବୁଝାଏ । ବିକଳ୍ପ ଅନୁବାଦ: “ଜଳର ଝରଣା” JAS 3 11 j222 figs-nominaladj τὸ γλυκὺ καὶ τὸ πικρόν 1 the sweet and the bitter ଯାକୁବ ଜଳର ପ୍ରକାରକୁ ସୂଚାଇବା ପାଇଁ ମିଠା ଏବଂ ତିକ୍ତ ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି । ଆପଣଙ୍କ ଭାଷା ବିଶେଷଣକୁ ସେହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ସମାନ ଅଭିବ୍ୟକ୍ତି ସହିତ ଏଗୁଡ଼ିକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମିଠା ଏବଂ ତିକ୍ତ ଜଳ” (: [[rc://en/ta/man/translate/figs-nominaladj]]ଦେଖନ୍ତୁ) -JAS 3 12 j223 figs-doublenegatives μὴ δύναται, ἀδελφοί μου, συκῆ ἐλαίας ποιῆσαι 1 A fig tree is not able to make olives, is it ଗ୍ରୀକ୍ ଭାଷାରେ ଏହି ବାକ୍ୟର ପ୍ରଥମ ଶବ୍ଦ ଏକ ନକାରାତ୍ମକ ଶବ୍ଦ ଅଟେ ଯାହା ଏକ ବିବୃତ୍ତିକୁ ଏକ ପ୍ରଶ୍ନରେ ପରିଣତ କରିବାରେ ବ୍ୟବହୃତ ହୋଇପାରେ ଯାହା ଏକ ନକାରାତ୍ମକ ଉତ୍ତର ଆଶା କରେ । “ଏହା କି?” ଯୋଗ କରି ULT ଏହାକୁ ଦର୍ଶାଏ । ଆପଣଙ୍କ ଭାଷାରେ ଏକ ପ୍ରଶ୍ନ ପଚାରିବାର ଅନ୍ୟ ଉପାୟ ଥାଇପାରେ ଯାହା ଏକ ନକାରାତ୍ମକ ଉତ୍ତର ଆଶା କରେ, ଉଦାହରଣ ସ୍ୱରୂପ, ଏକ ସକାରାତ୍ମକ ବକ୍ତବ୍ୟର ଶବ୍ଦ କ୍ରମ ପରିବର୍ତ୍ତନ କରି । ବିକଳ୍ପ ଅନୁବାଦ: “ଏକ ଡିମ୍ବିରି ଗଛ ଜୀତଫଳ ଉତ୍ପନ୍ନ କରିବାରେ ସକ୍ଷମ” \ No newline at end of file +JAS 3 12 j223 figs-doublenegatives μὴ δύναται, ἀδελφοί μου, συκῆ ἐλαίας ποιῆσαι 1 A fig tree is not able to make olives, is it ଗ୍ରୀକ୍ ଭାଷାରେ ଏହି ବାକ୍ୟର ପ୍ରଥମ ଶବ୍ଦ ଏକ ନକାରାତ୍ମକ ଶବ୍ଦ ଅଟେ ଯାହା ଏକ ବିବୃତ୍ତିକୁ ଏକ ପ୍ରଶ୍ନରେ ପରିଣତ କରିବାରେ ବ୍ୟବହୃତ ହୋଇପାରେ ଯାହା ଏକ ନକାରାତ୍ମକ ଉତ୍ତର ଆଶା କରେ । “ଏହା କି?” ଯୋଗ କରି ULT ଏହାକୁ ଦର୍ଶାଏ । ଆପଣଙ୍କ ଭାଷାରେ ଏକ ପ୍ରଶ୍ନ ପଚାରିବାର ଅନ୍ୟ ଉପାୟ ଥାଇପାରେ ଯାହା ଏକ ନକାରାତ୍ମକ ଉତ୍ତର ଆଶା କରେ, ଉଦାହରଣ ସ୍ୱରୂପ, ଏକ ସକାରାତ୍ମକ ବକ୍ତବ୍ୟର ଶବ୍ଦ କ୍ରମ ପରିବର୍ତ୍ତନ କରି । ବିକଳ୍ପ ଅନୁବାଦ: “ଏକ ଡିମ୍ବିରି ଗଛ ଜୀତଫଳ ଉତ୍ପନ୍ନ କରିବାରେ ସକ୍ଷମ” (: [[rc://en/ta/man/translate/figs-doublenegatives]]ଦେଖନ୍ତୁ) +JAS 3 12 j224 translate-unknown μὴ δύναται, ἀδελφοί μου, συκῆ ἐλαίας ποιῆσαι 1 A fig tree is not able to make olives, is it ଡିମ୍ବିରି ଗଛ ଏକ ଗଛ ଅଟେ ଯାହା ଛୋଟ, ମିଠା ଫଳ ଉତ୍ପନ୍ନ କରେ । ଜୀତବୃକ୍ଷରେ ମଧ୍ୟ ବଡ଼େ, ତେଣୁ ସେଗୁଡ଼ିକ ଫଳ ଅଟେ, କିନ୍ତୁ ସେଗୁଡ଼ିକ ତେଲିଆ ଏବଂ ତୀବ୍ର ସ୍ୱାଦଯୁକ୍ତ ଅଟେ। ଯଦି ଆପଣଙ୍କର ପାଠକମାନେ ଏହି ପ୍ରକାରର ଫଳ ବିଷୟରେ ଅପରିଚିତ ଅଟନ୍ତି, ତେବେ ଆପଣ ଅନ୍ୟ ଦୁଇଟି ବିପରୀତ ପ୍ରକାରର ଫଳକୁ ଉଦାହରଣ ଭାବରେ ବ୍ୟବହାର କରିପାରିବେ, କିମ୍ବା ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ (ଏକ ବିବୃତ୍ତି ଭାବରେ): “ଏକ ପ୍ରକାର ବୃକ୍ଷ ଯାହା ଫଳ ଉତ୍ପାଦନ କରିବାରେ ସକ୍ଷମ ନୁହେଁ ଯାହା ଏକ ଭିନ୍ନ ପ୍ରକାରର ଗଛରେ ଉତ୍ପନ୍ନ ହୁଏ” (: [[rc://en/ta/man/translate/translate-unknown]]ଦେଖନ୍ତୁ) +JAS 3 12 j225 figs-rquestion ἢ ἄμπελος σῦκα 1 or a grapevine, figs ଯାକୁବ ପ୍ରଶ୍ନକୁ ଏକ ଶିକ୍ଷା ଦେବା ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଯଦି ଆପଣ ବାକ୍ୟର ପୂର୍ବ ଭାଗରେ ପ୍ରଶ୍ନକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିଛନ୍ତି ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଏକ ଦ୍ରାକ୍ଷାଲତା ଡିମ୍ବିରି ତିଆରି କରିବାରେ ସକ୍ଷମ ନୁହେଁ” (: [[rc://en/ta/man/translate/figs-rquestion]]

ଦେଖନ୍ତୁ) \ No newline at end of file