Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 06:19:38 +00:00
parent 418c979111
commit 94717eec84
1 changed files with 1 additions and 1 deletions

View File

@ -101,7 +101,7 @@ RUT 2 10 abc7 figs-idiom מָצָ֨אתִי חֵ֤ן בְּ⁠עֵינֶ֨י⁠
RUT 2 10 abc8 figs-metaphor בְּ⁠עֵינֶ֨י⁠ךָ֙ 1 in your eyes **ଚକ୍ଷୁ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ। ବିକଳ୍ପ ଅନୁବାଦ: “ଆପଣଙ୍କ ବିଚାରରେ” କିମ୍ବା “ଆପଣ ନିଷ୍ପତ୍ତି ନେଇଅଛନ୍ତି।” (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 2 10 x6f8 נָכְרִיָּֽה 1 foreigner ଜଣେ **ବିଦେଶୀ** ଅନ୍ୟ ଦେଶର ବ୍ୟକ୍ତି ଅଟନ୍ତି। ଯଦିଓ ରୂତ ବ୍ୟକ୍ତିଗତ ଭାବରେ ଇସ୍ରାଏଲର ଈଶ୍ଵରଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତା ପ୍ରତିଜ୍ଞା କରିଥିଲେ କିନ୍ତୁ ସେ ମୋୟାବ ଦେଶୀୟା ବୋଲି ସମସ୍ତେ ଜାଣିଥିଲେ। ପ୍ରାୟତଃ ଇସ୍ରାଏଲୀୟମାନେ ବିଦେଶୀମାନଙ୍କ ପ୍ରତି ଦୟାଳୁ ନଥିଲେ, ଯଦିଓ  ସେମାନଙ୍କ ପ୍ରତି ସେମାନେ ଦୟାଳୁ ହୁଅନ୍ତୁ ବୋଲି ଈଶ୍ଵର ଇଚ୍ଛା କରୁଥିଲେ । ବୋୟଜ ଈଶ୍ଵରଙ୍କୁ ପ୍ରସନ୍ନ କରୁଥିବା ଜୀବନଯାପନ କରୁଥିଲେ ବୋଲି ଏହା ଦର୍ଶାଏ।
RUT 2 11 ab14 figs-doublet וַ⁠יַּ֤עַן בֹּ֨עַז֙ וַ⁠יֹּ֣אמֶר 1 Boaz answered and said ଉଭୟ **ଉତ୍ତର ଦେଲେ** ଆଉ **କହିଲେ** ସମାନ କାର୍ଯ୍ୟକୁ ବର୍ଣ୍ଣନା କର। ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ, UST ପରି ଆପଣ ଏଥିପାଇଁ କେବଳ ଗୋଟିଏ କ୍ରିୟା ବ୍ୟବହାର କରିପାରନ୍ତି। (ଦେଖନ୍ତୁ: [[rc://en/ta/man/translate/figs-doublet]])
RUT 2 11 app6 figs-activepassive הֻגֵּ֨ד הֻגַּ֜ד לִ֗⁠י 1 Everything … has fully been reported to me ଏହାକୁ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: **ଲୋକମାନେ ମୋତେ** **ଜଣାଇଛନ୍ତି** କିମ୍ବା **ଲୋକମାନେ ମୋତେ କହିଛନ୍ତି** [[rc://en/ta/man/translate/figs-activepassive]]ଦେଖନ୍ତୁ)
RUT 2 11 app6 figs-activepassive הֻגֵּ֨ד הֻגַּ֜ד לִ֗⁠י 1 Everything … has fully been reported to me ଏହାକୁ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: **ଲୋକମାନେ ମୋତେ ଜଣାଇଛନ୍ତି** କିମ୍ବା **ଲୋକମାନେ ମୋତେ କହିଛନ୍ତି** (ଦେଖନ୍ତୁ: [[rc://en/ta/man/translate/figs-activepassive]])
RUT 2 11 abc9 figs-idiom הֻגֵּ֨ד הֻגַּ֜ד 1 Everything … has fully been reported ଏଠାରେ ବାକ୍ୟର ନିଶ୍ଚିତତା କିମ୍ବା ପରିମାଣକୁ ଗୁରୁତ୍ୱ ଦେବା ପାଇଁ ମୂଳ ଏବ୍ରୀୟ ପାଠ୍ୟରେ **ଅବଗତ କରାଯାଇଅଛି** ଶବ୍ଦର ଦୁଇଟି ରୂପ ପୁନରାବୃତ୍ତି ହୋଇଅଛି। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 2 11 r44n figs-metonymy וַ⁠תֵּ֣לְכִ֔י אֶל־עַ֕ם 1 and you came to a people ବୋୟଜ ଏକ ଗ୍ରାମ ତଥା ସମ୍ପ୍ରଦାୟ, ଏକ ଦେଶ ଏବଂ ଧର୍ମରେ ନୟମୀଙ୍କ ସହ ବାସ କରିବାକୁ ଆସିଥିବା ବିଷୟରେ ରୂତଙ୍କୁ କହନ୍ତି ଯେଉଁ ବିଷୟରେ ରୂତ ଅଜ୍ଞାତ ଥିଲେ।  (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 2 11 ab60 figs-idiom תְּמ֥וֹל שִׁלְשֽׁוֹם׃ 1 the day before yesterday ଏହା ଏକ ରୂଢ଼ି  ଅଟେ ଯାହାର ଅର୍ଥ “ନିକଟରେ” କିମ୍ବା “ପୂର୍ବରୁ।” (ଦେଖନ୍ତୁ: [[rc://en/ta/man/translate/figs-idiom]])

Can't render this file because it contains an unexpected character in line 36 and column 916.