Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-05 06:59:21 +00:00
parent 414a5a4e1e
commit 944518a72e
1 changed files with 11 additions and 11 deletions

View File

@ -1886,17 +1886,17 @@ LUK 15 2 ec2r οὗτος 1 This man ଏଠାରେ ଏହି ଅଭିବ୍
LUK 15 2 he1l συνεσθίει αὐτοῖς 1 even eats with them
LUK 15 3 ill7 figs-parables 0 General Information: ବିକଳ୍ପ ଅନୁବାଦ: “ଯୀଶୁ ଫାରୂଶୀ ଏବଂ ଶାସ୍ତ୍ରୀମାନଙ୍କୁ ବୁଝିବାରେ ସାହାଯ୍ୟ କରିବାକୁ ଏହି ଦୃଷ୍ଟାନ୍ତ କହିଲେ” (ଦେଖନ୍ତୁ:<br>[[rc://en/ta/man/translate/figs-parables]])
LUK 15 3 mul2 πρὸς αὐτοὺς 1 to them
LUK 15 4 pxm3 figs-rquestion τίς ἄνθρωπος ἐξ ὑμῶν ... οὐ καταλείπει ... ἕως εὕρῃ αὐτό? 1 Which man among you ... will not leave ... until he finds it? ଲୋକମାନଙ୍କୁ ସ୍ମରଣ କରାଇ ଦେବାକୁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯେ ଯଦି ସେମାନଙ୍କ ମଧ୍ୟରୁ କାହାର ଗୋଟିଏ ମେଣ୍ଢା ହଜି ଯାଏ, ସେମାନେ ନିଶ୍ଚିତ ଭାବରେ ତାହାକୁ ଖୋଜିବାକୁ ଯିବେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ... ନିଶ୍ଚିତ ଭାବରେ ଛାଡିବ...ଯେପର୍ଯ୍ୟନ୍ତ ସେ ତାକୁ ନ ପାଇବ” (ଦେଖ: [[rc://or/ta/man/translate/figs-rquestion]])
LUK 15 4 c2qs figs-123person τίς ἄνθρωπος ἐξ ὑμῶν, ἔχων ἑκατὸν πρόβατα 1 Which man among you, having a hundred sheep ଯେହେତୁ ଦୃଷ୍ଟାନ୍ତଟି “ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି,” ବୋଲି ଆରମ୍ଭ କରାଯାଇଛି, ତେଣୁ କେତେକ ଭାଷା ଦ୍ୱିତୀୟ ପୁରୁଷରେ ଦୃଷ୍ଟାନ୍ତକୁ ଜାରି ରଖନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ କେଉଁ ବ୍ୟକ୍ତି, ଯଦି ତୁମର ଶହେଟି ମେଣ୍ତା ଅଛି” (ଦେଖ: [[rc://or/ta/man/translate/figs-123person]])
LUK 15 4 d8xi translate-numbers ἑκατὸν ... ἐνενήκοντα ἐννέα 1 hundred ... ninety-nine "100 ... 99 (ଦେଖ: [[rc://or/ta/man/translate/translate-numbers]])
LUK 15 5 xwa5 figs-explicit ἐπιτίθησιν ἐπὶ τοὺς ὤμους αὐτοῦ 1 lays it across his shoulders ଏପରି ଉପାୟରେ ଜଣେ ମେଷପାଳକ ଗୋଟିଏ ମେଣ୍ଢାକୁ ବୋହିନିଏ I ଏହାକୁ ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “ଆପଣା କାନ୍ଧରେ ତାହାକୁ ବହି ଘରକୁ ଆଣେ” (ଦେଖ: [[rc://or/ta/man/translate/figs-explicit]])
LUK 15 6 g3f3 καὶ ἐλθὼν εἰς τὸν οἶκον 1 When he comes to the house ଯେତେବେଳେ ମେଣ୍ଢାର ମୁନୀବ ଘରକୁ ଆସେ ବା “ଯେତେବେଳେ ତୁମ୍ଭେମାନେ ଘରକୁ ଆସ I” ମେଣ୍ଢାର ମୁନୀବ ବୋଲି ଉଲ୍ଲେଖ କର ଯେପରି ତୁମେ ପୂର୍ବବର୍ତ୍ତୀ ପଦରେ କରିଥିଲ I
LUK 15 7 k1l2 οὕτως 1 even so ସେହିପ୍ରକାରେ ବା “ଯେପରି ମେଷପାଳକ ଓ ତାହାର ବନ୍ଧୁମାନେ ଓ ପଡ଼ୋଶୀମାନେ ଆନନ୍ଦ କରିବେ”"
LUK 15 7 k8k6 χαρὰ ἐν τῷ οὐρανῷ ἔσται 1 there will be joy in heaven ସ୍ୱର୍ଗରେ ପ୍ରତ୍ୟେକେ ଆନନ୍ଦ କରିବେ
LUK 15 7 yn3h figs-hyperbole ἐνενήκοντα ἐννέα δικαίοις, οἵτινες οὐ χρείαν ἔχουσιν μετανοίας 1 ninety-nine righteous people who have no need of repentance ଯୀଶୁ ବ୍ୟଙ୍ଗପୂର୍ଣ୍ଣ କଟୁକ୍ତି ବ୍ୟବହାର କରି କହିବାକୁ ଇଚ୍ଛା କରନ୍ତି ଯେ ଫାରୂଶୀମାନେ ଏଭଳି ଚିନ୍ତା କରିବା ଭୁଲ ଯେ ସେମାନଙ୍କର ମନପରିବର୍ତ୍ତନ କରିବା ଆବଶ୍ୟକ ନୁହେଁ I ଏହି ଚିନ୍ତାଧାରାକୁ ପ୍ରକାଶ କରିବା ପାଇଁ ତୁମର ଭାଷାରେ ହୁଏତ ଭିନ୍ନ ଉପାୟ ଥାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପରି ଅନେଶ୍ୱତ ଲୋକମାନେ, ସେମାନେ ଭାବନ୍ତି ଯେ ସେମାନେ ଧାର୍ମିକ ଅଟନ୍ତି ଏବଂ ମନପରିବର୍ତ୍ତନ କରିବା ପାଇଁ ଆବଶ୍ୟକ ମନେ କରନ୍ତି ନାହିଁ” (ଦେଖ: [[rc://or/ta/man/translate/figs-hyperbole]])
LUK 15 7 rd5r translate-numbers ἐνενήκοντα ἐννέα 1 ninety-nine "99 (ଦେଖ: [[rc://or/ta/man/translate/translate-numbers]])
LUK 15 8 pi6f 0 Connecting Statement: ଯୀଶୁ ଆଉ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I ଏହା ଜଣେ ସ୍ତ୍ରୀଲୋକ ବିଷୟରେ ଅଟେ ଯାହା ପାଖରେ 10 ଟି ରୌପ୍ୟ ମୁଦ୍ରା ଥିଲା I
LUK 15 8 ly5c figs-rquestion ἢ τίς γυνὴ ... οὐχὶ ἅπτει λύχνον ... καὶ ζητεῖ ἐπιμελῶς, ἕως οὗ εὕρῃ? 1 Or what woman ... would not light a lamp ... and seek diligently until she has found it? ଯୀଶୁ ଲୋକମାନଙ୍କୁ ସ୍ମରଣ କରାଇବାକୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯେ ଯଦି ସେମାନେ ଗୋଟିଏ ରୌପ୍ୟ ମୁଦ୍ରା ହଜାଇ ଦିଅନ୍ତି, ସେମାନେ ନିଶ୍ଚିତ ଭାବରେ ଏହାକୁ ଯତ୍ନର ସହିତ ଖୋଜିବେ I ବିକଳ୍ପ ଅନୁବାଦ: “ଯେକୌଣସି ସ୍ତ୍ରୀଲୋକ ...ନିଶ୍ଚୟ ଏକ ପ୍ରଦୀପ ଜାଳିବ...ଓ ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନର ସହିତ ଖୋଜିବ I”(ଦେଖ: [[rc://or/ta/man/translate/figs-rquestion]])
LUK 15 4 pxm3 figs-rquestion τίς ἄνθρωπος ἐξ ὑμῶν ... οὐ καταλείπει ... ἕως εὕρῃ αὐτό? 1 Which man among you ... will not leave ... until he finds it? ଏଠାରେ ଯୀଶୁ ଏହି ପ୍ରଶ୍ନକୁ ଏକ ଶିକ୍ଷଣ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ  ଅନୁବାଦ: "ଯଦି ତୁମ୍ଭମାନଙ୍କ ମଧ୍ୟରୁ କାହାର ୧୦୦ ମେଷ ଥିଲା ଏବଂ ସେଥିରୁ ଗୋଟିଏ ହରାଇଲା, ସେ ନିଶ୍ଚିତ ଭାବରେ ଅନ୍ୟ ୯୯ ମେଷକୁ ନିର୍ଜନ ସ୍ଥାନରେ ଛାଡ଼ି ହଜିଥିବା ମେଷକୁ ଖୋଜିବାକୁ ଯିବ ।" (ଦେଖନ୍ତୁ: [[rc://or/ta/man/translate/figs-rquestion]])
LUK 15 4 c2qs figs-123person τίς ἄνθρωπος ἐξ ὑμῶν, ἔχων ἑκατὸν πρόβατα 1 Which man among you, having a hundred sheep
LUK 15 4 d8xi translate-numbers ἑκατὸν ... ἐνενήκοντα ἐννέα 1 hundred ... ninety-nine
LUK 15 5 xwa5 figs-explicit ἐπιτίθησιν ἐπὶ τοὺς ὤμους αὐτοῦ 1 lays it across his shoulders ଏହିପରି ଏକ ମେଷପାଳକ ଏକ ମେଷଗଣର ଯତ୍ନରଖେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ  । ବିକଳ୍ପ  ଅନୁବାଦ: “ତାହାକୁ ଗୃହକୁ ନେବା ପାଇଁ ସେ ଏହାକୁ କାନ୍ଧେଇ ନିଏ” (ଦେଖନ୍ତୁ: [[rc://or/ta/man/translate/figs-explicit]])
LUK 15 6 g3f3 καὶ ἐλθὼν εἰς τὸν οἶκον 1 When he comes to the house ଯଦି ଆପଣଙ୍କ ଭାଷାରେ ଦ୍ୱିତୀୟ ପୁରୁଷରେ ଏହି ଦୃଷ୍ଟାନ୍ତକୁ ଉଲ୍ଲେଖ କରିବେ, ଦ୍ୱିତୀୟ ପୁରୁଷକୁ ମଧ୍ୟ ଏଠାରେ ବ୍ୟବହାର କରନ୍ତୁ <br>। ବିକଳ୍ପ ଅନୁବାଦ: “ଏବଂ ଯେବେ ତୁମ୍ଭେ ତୁମ୍ଭ ଗୃହକୁ ଫେରିବ, ତୁମ୍ଭେ ତୁମ୍ଭର ବନ୍ଧୁ ଏବଂ ପଡ଼ୋଶୀମାନଙ୍କୁ ଏକାଠି ଡାକିବ” (ଦେଖନ୍ତୁ: <br>[[rc://en/ta/man/translate/figs-123person]])
LUK 15 7 k1l2 οὕτως 1 even so ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ ତେବେ ଆପଣ ଏଠାରେ ନିହିତ ଅର୍ଥ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଯେପରି ମେଷପାଳକ ଏବଂ ତାଙ୍କର ବନ୍ଧୁ ଏବଂ ପଡ଼ୋଶୀମାନେ ଆନନ୍ଦ କରିବେ” (ଦେଖନ୍ତୁ: <br>[[rc://en/ta/man/translate/figs-explicit]])
LUK 15 7 k8k6 χαρὰ ἐν τῷ οὐρανῷ ἔσται 1 there will be joy in heaven ଏଠାରେ ଯୀଶୁ ସ୍ୱର୍ଗର ଅଧିବାସୀମାନଙ୍କୁ ବୁଝାଇବା ପାଇଁ **ସ୍ୱର୍ଗ ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ସ୍ୱର୍ଗରେ ସମସ୍ତେ ଆନନ୍ଦ କରିବେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
LUK 15 7 yn3h figs-hyperbole ἐνενήκοντα ἐννέα δικαίοις, οἵτινες οὐ χρείαν ἔχουσιν μετανοίας 1 ninety-nine righteous people who have no need of repentance
LUK 15 7 rd5r translate-numbers ἐνενήκοντα ἐννέα 1 ninety-nine
LUK 15 8 pi6f 0 Connecting Statement:
LUK 15 8 ly5c figs-rquestion ἢ τίς γυνὴ ... οὐχὶ ἅπτει λύχνον ... καὶ ζητεῖ ἐπιμελῶς, ἕως οὗ εὕρῃ? 1 Or what woman ... would not light a lamp ... and seek diligently until she has found it? ଏଠାରେ ଯୀଶୁ ଏହି ପ୍ରଶ୍ନକୁ ଏକ ଶିକ୍ଷଣ ଉପକରଣ ଭାବରେ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ  ଅନୁବାଦ: "ଯଦି ଜଣେ ସ୍ତ୍ରୀଲୋକର ଦଶଟି ରୌପ୍ୟ-ମୁଦ୍ରା ଥାଏ ଏବଂ ସେ ସେଥିରୁ ଗୋଟିଏ ହରାଇଲେ, ସେ ନିଶ୍ଚିତ ଭାବରେ ଏକ ଦୀପ ଜାଳିବ, ଗୃହ ସଫା କରିବ ଏବଂ ସେ ଏହା ପାଇବା ପର୍ଯ୍ୟନ୍ତ ଖୋଜିବାକୁ ଚେଷ୍ଟା କରିବ ।" (ଦେଖନ୍ତୁ:[[rc://en/ta/man/translate/figs-rquestion]])
LUK 15 8 qr36 figs-hypo ἐὰν ἀπολέσῃ 1 if she would lose ଏହା ପରିକଳ୍ପନା ଉପରେ ଆଧାରିତ ଏକ ପରିସ୍ଥିତି ଅଟେ ଏବଂ ଜଣେ ବାସ୍ତବ ସ୍ତ୍ରୀଲୋକର କାହାଣୀ ନୁହେଁ I କେତେକ ଭାଷାରେ ଏହାକୁ ଦର୍ଶାଇବା ପାଇଁ ଉପାୟଗୁଡ଼ିକ ରହିଛି I (ଦେଖ: [[rc://or/ta/man/translate/figs-hypo]])
LUK 15 10 wrs9 οὕτως 1 In the same way ସେହି ପ୍ରକାରେ ବା “ଠିକ୍ ଯେପରି ଲୋକମାନେ ସ୍ତ୍ରୀଲୋକଟି ସହିତ ଆନନ୍ଦ କରିବେ”"
LUK 15 10 m8zl ἐπὶ ἑνὶ ἁμαρτωλῷ μετανοοῦντι 1 over one sinner who repents ଯେତେବେଳେ ଜଣେ ପାପୀ ମନପରିବର୍ତ୍ତନ କରେ

Can't render this file because it is too large.