Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 07:24:53 +00:00
parent c0830fcf5b
commit 943c0dda78
1 changed files with 1 additions and 0 deletions

View File

@ -523,3 +523,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 20 j213 figs-hypo ὅτι ἐὰν καταγινώσκῃ ἡμῶν ἡ καρδία, ὅτι μείζων ἐστὶν ὁ Θεὸς τῆς καρδίας ἡμῶν, καὶ γινώσκει πάντα 1 that if our heart condemns us, that God is greater than our heart and knows everything ଯୋହନ  ତାହାଙ୍କ   ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଏକ ଉପକଳ୍ପିତ  ପରିସ୍ଥିତି ବିଷୟରେ ଆଲୋଚନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି ଆମ୍ଭମାନଙ୍କର ହୃଦୟ ଆମ୍ଭମାନଙ୍କୁ ନିନ୍ଦା କରେ । ତେବେ ଆମ୍ଭେମାନେ  ମନେ ରଖିବା ଉଚିତ୍ ଯେ ଈଶ୍ଵର  ଆମ୍ଭମାନଙ୍କର  ହୃଦୟଠାରୁ ମହାନ୍ ଏବଂ ସମସ୍ତ ବିଷୟ ଜାଣନ୍ତି । ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 3 20 j214 figs-explicit ἐὰν καταγινώσκῃ ἡμῶν ἡ καρδία 1 if our heart condemns us ଏଠାରେ ଉଲ୍ଲେଖ ଥିବା ବିଷୟ, [3:19](https://create.translationcore.com/03/19.md) ରୁ ଜାରିରହେ, “ଆମ୍ଭେମାନେ  ସତ୍ୟର ଅଟୁ,” ଏହା ହୁଏତ  ଏହି ବିଷୟରେ ଆଶ୍ୱାସନା ପାଇବା ବିଷୟରେ ଜାଣିବାକୁ ବୁଝାଏ  । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ  ଈଶ୍ଵରଙ୍କର ନୁହଁ ବୋଲି ମନେକରୁ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 20 j215 figs-possession ἡμῶν ἡ καρδία…τῆς καρδίας ἡμῶν 1 our heart … our heart ଯଦି ଗୋଟିଏ **ହୃଦୟ** ଅନେକ ଲୋକଙ୍କର ଅଟେ ବୋଲି କହିବା ଆପଣଙ୍କ ଭାଷାରେ ଅସ୍ୱାଭାବିକ ହେବ ଏବଂ ଯଦି ଆପଣ  **ହୃଦୟ** ଶବ୍ଦକୁ ଆପଣଙ୍କ ଅନୁବାଦରେ ରୂପକ ଭାବରେ ଅନୁବାଦ କରିପାରିବେ, ଆପଣ ଏହାକୁ ବହୁବଚନ କରିପାରିବେ। ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ହୃଦୟ… ଆମ୍ଭମାନଙ୍କର ହୃଦୟ”<br><br>( [[rc://en/ta/man/translate/figs-possession]]ଦେଖନ୍ତୁ)
1JN 3 20 j216 figs-parallelism μείζων ἐστὶν ὁ Θεὸς τῆς καρδίας ἡμῶν, καὶ γινώσκει πάντα 1 God is greater than our heart and knows everything କାରଣ ଯୋହନ  ଭାବନା ଏବଂ ଅନୁଭବକୁ ପ୍ରକାଶ ଲାରିବକୁ **ହୃଦୟ** ଶବ୍ଦକୁ ରୂପକ ଭାବରେ ବ୍ୟବହାର କରନ୍ତି , **ଈଶ୍ଵର ଆମ୍ଭମାନଙ୍କର  ହୃଦୟଠାରୁ ମହାନ** ବାକ୍ୟାଂଶର ଅର୍ଥ  ଈଶ୍ଵର  ଆମ୍ଭମାନଙ୍କର  ଅପେକ୍ଷା ଅଧିକ ଜାଣନ୍ତି ଏବଂ ବୁଝନ୍ତି ଏବଂ ଆମ୍ଭମାନଙ୍କ ପାଇଁ ଈଶ୍ଵର ଅଧିକ ଦୟା ଦେଖାନ୍ତି । ସେହି କ୍ଷେତ୍ରରେ, **ଆମ୍ଭମାନଙ୍କର  ହୃଦୟଠାରୁ ମହାନ ଏବଂ ସମସ୍ତ ବିଷୟ ଜାଣନ୍ତି ବା**କ୍ୟାଂଶଗୁଡ଼ିକ ଗୋଟିଏ ଅର୍ଥକୁ ପ୍ରକାଶ କରେ । ଆପଣ  ଏହି ବାକ୍ୟାଂଶଗୁଡ଼ିକୁ  ଏକ ଗୁତୁତ୍ଵ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ ଯଦି ତାହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ଈଶ୍ଵର  ନିଶ୍ଚିତ ଭାବରେ  ଜାଣନ୍ତି ଯେ ଆମ୍ଭେମାନେ  ତାହାଙ୍କର ଅଟୁ” ( [[rc://en/ta/man/translate/figs-parallelism]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.