diff --git a/en_tn_66-JUD.tsv b/en_tn_66-JUD.tsv index 453cd88..82ddaf4 100644 --- a/en_tn_66-JUD.tsv +++ b/en_tn_66-JUD.tsv @@ -75,3 +75,4 @@ JUD 1 1 din3 figs-explicit τοῖς…κλητοῖς 1 ଏହି ଲୋକମ JUD 1 1 gorg figs-activepassive ἐν Θεῷ Πατρὶ ἠγαπημένοις 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ପିତା ଈଶ୍ୱର ପ୍ରେମ କରନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-activepassive]]) JUD 1 1 rih9 guidelines-sonofgodprinciples Θεῷ Πατρὶ 1 **ପିତା** ଶବ୍ଦ ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ। (ଦେଖନ୍ତୁ:
[[rc://en/ta/man/translate/guidelines-sonofgodprinciples]]) JUD 1 1 s3oh figs-activepassive Ἰησοῦ Χριστῷ τετηρημένοις 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଯୀଶୁ ଖ୍ରୀଷ୍ଟ ସୁରକ୍ଷିତ ରଖନ୍ତି” (ଦେଖନ୍ତୁ: +JUD 1 2 wjsn translate-blessing ἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη. 1 ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ପତ୍ରର ମୁଖ୍ୟ ବିଷୟକୁ ଆରମ୍ଭ କରିବା ପୂର୍ବରୁ ପ୍ରାପ୍ତକର୍ତ୍ତାମାନଙ୍କ ପାଇଁ ଏକ ଶୁଭେଚ୍ଛାକୁ ଦର୍ଶାନ୍ତି । ଆପଣଙ୍କ ଭାଷାରେ ଏକ ଉପାୟକୁ ବ୍ୟବହାର କରନ୍ତୁ ଯାହା ଏହା ଏକ ଅଭିବାଦନ ଏବଂ ଆଶୀର୍ବାଦ ଅଟେ ବୋଲି ବୁଝାଇବ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କ ପ୍ରତି ଆପଣା ଦୟା, ଶାନ୍ତି ଏବଂ ପ୍ରେମ ବର୍ତ୍ତାନ୍ତୁ” (ଦେଖନ୍ତୁ:
[[rc://en/ta/man/translate/translate-blessing]])