Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 09:44:36 +00:00
parent 4c0696f059
commit 92889b9ac8
1 changed files with 3 additions and 3 deletions

View File

@ -13,7 +13,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 1 2 itv8 ἥτις ἦν πρὸς τὸν Πατέρα 1 which was with the Father **ପିତା** ଆଖ୍ୟା ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । ବିକଳ୍ପ ଅନୁବାଦ: "ପିତା ଈଶ୍ଵର" (: [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 1 2 fru2 figs-activepassive καὶ ... ἐφανερώθη ... ἡμῖν 1 and which has been made known to us ଏହି ପଦରେ ଆପଣ **ପ୍ରକାଶ ହେଲେ** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଏବଂ ଆମ୍ଭମାନଙ୍କ ପାଖକୁ ଆସିଲେ" କିମ୍ବା "ଏବଂ ଆମ୍ଭମାନଙ୍କୁ ପ୍ରକାଶ କରାଗଲା" କିମ୍ବା "ଏବଂ ଈଶ୍ଵର ଯାହାଙ୍କୁ ଆମ୍ଭମାନଙ୍କୁ ପ୍ରକାଶ କଲେ" । (: [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 1 3 vw2w ὃ ἑωράκαμεν, καὶ ἀκηκόαμεν, ἀπαγγέλλομεν καὶ ὑμῖν 1 That which we have seen and heard we declare also to you ଯୋହନ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କୁ ପୃଥିବୀରେ ଜୀବିତ ଥିବାବେଳେ କିପରି **ଦେଖିଥିଲେ ଓ ଶୁଣିଥିଲେ** ସେବିଷୟରେ ସେ ସଂପୂର୍ଣ୍ଣ ଭାବରେ କହୁଛନ୍ତି । ବିକଳ୍ପ ଅନୁବାଦ: "ଯେତେବେଳେ ଯୀଶୁ ପୃଥିବୀରେ ଜୀବିତ ଥିଲେ, ଆମ୍ଭେମାନେ ଯାହା ଦେଖିଲୁ ଏବଂ ଶୁଣିଲୁ" (: [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 1 3 dw7l 0 have fellowship with us. Our fellowship is with the Father ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ତେବେ ଆପଣ ଗୁଣ ବାଚକ ଶବ୍ଦ “**ସହଭାଗିତା**” ପଛରେ ଥିବା ଧାରଣାକୁ ଏକ ବିଶେଷ୍ୟ ଶବ୍ଦ “ ବନ୍ଧୁ” ସହ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତୁମ୍ଭେମାନ ଆମ୍ଭମାନଙ୍କ ସହିତ ଘନିଷ୍ଠ ବନ୍ଧୁ ହୋଇପାରିବ ... ଆମ୍ଭେମାନେ ସମସ୍ତେ ପିତା ଈଶ୍ଵର ଏବଂ ତାହାଙ୍କ ପୁତ୍ର ଯୀଶୁଙ୍କର ଘନିଷ୍ଠ ବନ୍ଧୁ ହୋଇପାରିବା" (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 1 3 dw7l 0 have fellowship with us. Our fellowship is with the Father ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ତେବେ ଆପଣ ଗୁଣ ବାଚକ ଶବ୍ଦ “**ସହଭାଗିତା**” ପଛରେ ଥିବା ଧାରଣାକୁ ଏକ ବିଶେଷ୍ୟ ଶବ୍ଦ “ ବନ୍ଧୁ” ସହ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତୁମ୍ଭେମାନ ଆମ୍ଭମାନଙ୍କ ସହିତ ଘନିଷ୍ଠ ବନ୍ଧୁ ହୋଇପାରିବ ଆମ୍ଭେମାନେ ସମସ୍ତେ ପିତା ଈଶ୍ଵର ଏବଂ ତାହାଙ୍କ ପୁତ୍ର ଯୀଶୁଙ୍କର ଘନିଷ୍ଠ ବନ୍ଧୁ ହୋଇପାରିବା" (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 1 3 tf4m ἡ κοινωνία ... ἡ ἡμετέρα 1 Our fellowship **ଆମ୍ଭମାନଙ୍କର** ଶବ୍ଦ ସମଷ୍ଟିଗତ ଶବ୍ଦ ଅଟେ, କାରଣ ଯୋହନ କହନ୍ତି  ଯେ ସେ ଯେଉଁ ବିଶ୍ଵାସୀମାନଙ୍କୁ ଏହି ପତ୍ର ଲେଖୁଛନ୍ତି, ତାହାଙ୍କ   ସହ ଏବଂ ଅନ୍ୟମାନଙ୍କ ସହ ଯାହା ବଦଳରେ ସେ ଏହି ପତ୍ର ଲେଖୁଛନ୍ତି ସେମାନଙ୍କ ସହ ସହଭାଗିତା କିପରି ହେବ ସେ ବିଷୟରେ କହନ୍ତି  । ତେଣୁ ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ଆପଣ ଏହି ଶବ୍ଦକୁ ସମଷ୍ଟିଗତ ଭାବରେ ଅନୁବାଦ କରିବା ଉଚିତ୍ । ଯଦିଓ ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ ନାହିଁ, ଏହି ଶବ୍ଦ ଯୋହନ ଏବଂ ସେ ଲେଖୁଥିବା ଲୋକଙ୍କ ପାଇଁ ପ୍ରଯୁଜ୍ୟ ଅଟେ ବୋଲି ଆପଣ ଆପଣଙ୍କ ଅନୁବାଦରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: "ଆମ୍ଭେମାନେ ସମସ୍ତେ ଘନିଷ୍ଠ ବନ୍ଧୁ ଅଟୁ" (: [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 1 3 rxq7 guidelines-sonofgodprinciples 0 Father ... Son ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । ବିକଳ୍ପ ଅନୁବାଦ: "ପିତା ଈଶ୍ଵର … ତାହାଙ୍କର ପୁତ୍ର ଯୀଶୁ" (: [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 1 4 xn9d ἵνα ἡ χαρὰ ἡμῶν ᾖ πεπληρωμένη 1 so that our joy will be complete ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ “**ଖୁସି**” ଶବ୍ଦ ପରି ଏକ ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ **ଆନନ୍ଦ** ପଛରେ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ଆମ୍ଭେମାନେ ସମ୍ପୂର୍ଣ୍ଣ ଖୁସି ହୋଇପାରିବା" (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
@ -22,8 +22,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 1 5 cd6f figs-metonymy ὁ Θεὸς φῶς ἐστιν 1 God is light ଯାହା ପବିତ୍ର, ଉପଯୁକ୍ତ ଏବଂ ଉତ୍ତମ ଅଟେ ସେହି ବିଷୟକୁ ବୁଝାଇବାକୁ ଯୋହନ ପ୍ରାୟତଃ ଏହି ପତ୍ରରେ **ଜ୍ୟୋତିଃ** ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ, ଈଶ୍ଵରଙ୍କ ସମ୍ବନ୍ଧରେ, ଏହା ପବିତ୍ରତାକୁ ସୂଚିତ କରେ । ବିକଳ୍ପ ଅନୁବାଦ: "ଈଶ୍ଵର ପବିତ୍ର ଅଟନ୍ତି" (: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 5 e9m2 figs-metaphor σκοτία ἐν αὐτῷ, οὐκ ἔστιν οὐδεμία 1 in him there is no darkness at all ଯୋହନ ପ୍ରାୟତଃ ଏହି ପତ୍ରରେ **ଅନ୍ଧକାର** ଶବ୍ଦକୁ ସାଙ୍କେତିକ ଭାବରେ ମନ୍ଦ ଅର୍ଥକୁ ବୁଝାଇବାକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଈଶ୍ଵର ଆଦୌ ମନ୍ଦ ନୁହଁନ୍ତି।” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 6 f958 figs-metaphor ἐν τῷ σκότει περιπατῶμεν 1 walk in darkness ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ଏବଂ **ଆଚରଣ** କରେ, ତାହା ବୁଝାଇବାକୁ ଯୋହନ ସାଙ୍କେତିକ ଭାବରେ ଆଚରଣ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଯାହା ଖରାପ ତାହା କରିବା" (: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 7 lpr3 figs-metaphor ἐν τῷ φωτὶ περιπατῶμεν, ὡς αὐτός ἐστιν ἐν τῷ φωτί 1 walk in the light as he is in the light ଜଣେ ବ୍ୟକ୍ତି କିପରି **ଜୀବନଯାପନ** କରେ ଏବଂ **ଆଚରଣ** କରେ, ତାହା ବୁଝାଇବାକୁ ଯୋହନ ସାଙ୍କେତିକ ଭାବରେ ଆଚରଣ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯାହା ଠିକ୍ ତାହା ଆମ୍ଭେମାନେ କରୁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 7 d7d8 figs-metonymy τὸ αἷμα Ἰησοῦ 1 the blood of Jesus ଏହାର ଅର୍ଥ ହୋଇପାରେ: (1) ଯୋହନ ହୁଏତ, ଯୀଶୁ ପାପ ପାଇଁ ବଳି ରୂପେ ଉତ୍ସର୍ଗ କରିଥିବା **ରକ୍ତ**କୁ ଆକ୍ଷରିକ ଭାବରେ ଦର୍ଶାଉଛନ୍ତି । (2) ଯୋହନ ହୁଏତ **ରକ୍ତ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରି ଯୀଶୁଙ୍କ ବଳି ରୂପ ମୃତ୍ୟୁକୁ ଦର୍ଶାଉଛନ୍ତି, ଯେଉଁ ରକ୍ତକୁ ଯୀଶୁ ମୃତ୍ୟୁ ସମୟରେ ବୋହାଇଥିଲେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ମୃତ୍ୟୁ” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 1 7 lpr3 figs-metaphor ἐν τῷ φωτὶ περιπατῶμεν, ὡς αὐτός ἐστιν ἐν τῷ φωτί 1 walk in the light as he is in the light ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ଏବଂ **ଆଚରଣ** କରେ, ତାହା ବୁଝାଇବାକୁ ଯୋହନ ସାଙ୍କେତିକ ଭାବରେ ଆଚରଣ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯାହା ଠିକ୍ ତାହା ଆମ୍ଭେମାନେ କରୁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 7 d7d8 figs-metonymy τὸ αἷμα Ἰησοῦ 1 the blood of Jesus ଯୋହନ ହୁଏତ **ରକ୍ତ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରି ଯୀଶୁଙ୍କ ବଳି ରୂପ ମୃତ୍ୟୁକୁ ଦର୍ଶାଉଛନ୍ତି, ଯେଉଁ ରକ୍ତକୁ ଯୀଶୁ ମୃତ୍ୟୁ ସମୟରେ ବୋହାଇଥିଲେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ମୃତ୍ୟୁ” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 1 7 jb3e guidelines-sonofgodprinciples τοῦ Υἱοῦ 1 Son ଈଶ୍ଵରଙ୍କ **ପୁତ୍ର** ଯୀଶୁଙ୍କ ପାଇଁ ପୁତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । (: [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 1 8 enu7 ἁμαρτίαν οὐκ ἔχομεν 1 have no sin ବିକଳ୍ପ ଅନୁବାଦ: “ଆମ୍ଭେମାନେ କଦାପି  ପାପ କରିନାହୁଁ”
1JN 1 8 m8hf πλανῶμεν 1 are deceiving ଯୋହନ ସାଙ୍କେତିକ ଭାବରେ କହନ୍ତି ଯେଉଁମାନେ ଏହା କହନ୍ତି ଯେପରି ସେମାନେ ମାର୍ଗଦର୍ଶକ ଅଟନ୍ତି ଯେଉଁମାନେ ଲୋକମାନଙ୍କୁ - ନିଜେ, ଭୁଲ୍ ଦିଗରେ ଆଗେଇ ନେଉଥିଲେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆପଣାକୁ ପ୍ରତାରଣା କରୁଅଛୁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it is too large.