Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-28 11:32:53 +00:00
parent 56bc8ebf92
commit 919c4f09af
1 changed files with 25 additions and 25 deletions

View File

@ -2899,31 +2899,31 @@ LUK 23 18 v7pf ἀνέκραγον ... πανπληθεὶ 1 they cried out all
LUK 23 18 ib9q figs-explicit αἶρε τοῦτον, ἀπόλυσον δὲ 1 Away with this man, but release ଏହା ଏକ ଆଦେଶ ସୂଚକ ବାଚ୍ୟ ଅଟେ, କିନ୍ତୁ ଲୋକସମୂହ ପୀଲାତଙ୍କୁ ଏହା କରିବାକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ,
ତେଣୁ ସେମାନେ ଯାହା ଚାହାଁନ୍ତି ତାହାର ଅଭିବ୍ୟକ୍ତି ଭାବରେ ଆପଣ ଏହାକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଆପଣ ଏହି ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦିଅ ବୋଲି ଆମ୍ଭେମାନେ ଇଚ୍ଛାକରୁଛୁ” (ଦେଖନ୍ତୁ:
[[rc://en/ta/man/translate/figs-imperative]])
LUK 23 18 i6pj figs-exclusive ἀπόλυσον ... ἡμῖν 1 release to us ଯେବେ ଭିଡ଼ରେ ଥିବା ଲୋକମାନେ **ଆମ୍ଭେମାନେ** କୁହନ୍ତି, ସେମାନେ କେବଳ ସେମାନଙ୍କୁ ବୁଝାନ୍ତି, ପୀଲାତ ଏବଂ ତାଙ୍କ ସୈନିକମାନଙ୍କୁ ନୁହେଁ । ତେଣୁ ଯଦି ଆପଣଙ୍କ ଭାଷା ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ସଂସ୍ଥା ପାଇଁ ଅଭିପ୍ରେତ ଶବ୍ଦ ବ୍ୟବହାର କରେ ତେବେ
**ଆମ୍ଭେମାନେ** ଶବ୍ଦକୁ  ପୃର୍ଥକ କରି ବ୍ୟବହାର କରନ୍ତୁ । (ଦେଖନ୍ତୁ: [[rc://en/ta/man/translate/figs-exclusive]])
LUK 23 19 vd6b writing-background ὅστις ἦν ... φόνον, βληθεὶς ἐν τῇ φυλακῇ 1 He was put into prison ... for murder ବାରବ୍ବା କିଏ ବୋଲି ତାଙ୍କ ପାଠକମାନଙ୍କୁ ବୁଝାଇବା ପାଇଁ ଲୂକ  ଏହି ପୃଷ୍ଠଭୂମି ସୂଚନା ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ବର୍ତ୍ତମାନ ବାରବ୍ବା ଜଣେ ବ୍ୟକ୍ତି ଯାହାକୁ ରୋମୀୟମାନେ କାରାଗାରରେ ରଖିଥିଲେ କାରଣ ସେ ଯିରୂଶାଲମରେ ଏକ ବିଦ୍ରୋହର ନେତୃତ୍ୱ ନେଇଥିଲା ଏବଂ ସେ ଲୋକମାନଙ୍କୁ ହତ୍ୟା କରିଥିଲା” (ଦେଖନ୍ତୁ:
[[rc://en/ta/man/translate/writing-background]])
LUK 23 19 qdv7 figs-activepassive ὅστις ἦν ... βληθεὶς ἐν τῇ φυλακῇ 1 He was put into prison ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ରୋମୀୟମାନେ କାରାଗାରରେ ପକାଇଥିଲେ” (ଦେଖ: [[rc://or/ta/man/translate/figs-activepassive]])
LUK 23 19 zl1f στάσιν τινὰ γενομένην ἐν τῇ πόλει 1 a certain rebellion that happened in the city ରୋମୀୟ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ନିମନ୍ତେ ଲୋକମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଚେଷ୍ଟା କରୁଥିଲା"
LUK 23 20 vbp4 πάλιν ... προσεφώνησεν αὐτοῖς 1 again addressed them ସେମାନଙ୍କୁ ଆଉ ଥରେ କହିଲେ ବା “ଭିଡ ଭିତରେ ଥିବା ଲୋକମାନଙ୍କୁ ଏବଂ ଧର୍ମନେତାମାନଙ୍କୁ ପୂନର୍ବାର କହିଲେ”
LUK 23 20 t1i2 θέλων ἀπολῦσαι τὸν Ἰησοῦν 1 desiring to release Jesus କାରଣ ସେ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରୁଥିଲେ
LUK 23 22 iz5v translate-ordinal ὁ δὲ τρίτον εἶπεν πρὸς αὐτούς 1 Then he said to them a third time "ପିଲାତ ତୃତୀୟ ଥର ଜନତାଙ୍କୁ ପୁନର୍ବାର କହିଲେ (ଦେଖ: [[rc://or/ta/man/translate/translate-ordinal]])
LUK 23 22 ck75 figs-rquestion τί ... κακὸν ἐποίησεν οὗτος? 1 what evil has this man done? ଯୀଶୁ ଯେ ନିର୍ଦ୍ଦୋଷ ଅଟନ୍ତି, ଏହା ଲୋକମାନଙ୍କ ଭିଡକୁ ବୁଝାଇବା ନିମନ୍ତେ ପିଲାତ ଏହି ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଏହି ବ୍ୟକ୍ତି କୌଣସି ଭୁଲ୍ କାର୍ଯ୍ୟ କରି ନାହାନ୍ତି” (ଦେଖ: [[rc://or/ta/man/translate/figs-rquestion]])
LUK 23 22 de5a οὐδὲν αἴτιον θανάτου εὗρον ἐν αὐτῷ 1 I have found no fault deserving death in him ସେ ପ୍ରାଣଦଣ୍ଡର ଯୋଗ୍ୟ ଏପରି କୋଣସି କାର୍ଯ୍ୟ କରିନାହାନ୍ତି"
LUK 23 22 mij1 παιδεύσας ... αὐτὸν, ἀπολύσω 1 after punishing him, I will release him ଯେପରି [ଲୂକ 23: 16](../23/16.ମଝି )ରେ ଅଛି ତଦନୁସାରେ ପିଲାତ ତାଙ୍କୁ କୌଣସି ଦଣ୍ଡ ନ ଦେଇ ମୁକ୍ତ କରି ଦେଇପାରିଥାନ୍ତେ କାରଣ ସେ ନିର୍ଦ୍ଦୋଷ ଥିଲେ I କିନ୍ତୁ ସେ ଭିଡକୁ ସନ୍ତୁଷ୍ଟ କରିବା ନିମନ୍ତେ ଯୀଶୁଙ୍କୁ ଦଣ୍ଡ ଦେବା ପାଇଁ ସମର୍ପଣ କଲେ I
LUK 23 22 z7ax ἀπολύσω 1 I will release him ମୁଁ ତାହାକୁ ମୁକ୍ତ କରି ଦେବି
LUK 23 23 k1hh οἱ ... ἐπέκειντο 1 they were insistent ଜନତା ଦାବୀ କଲେ
LUK 23 23 sni4 φωναῖς μεγάλαις 1 with loud voices ଚିତ୍କାର ସହିତ
LUK 23 23 pst8 figs-activepassive αὐτὸν σταυρωθῆναι 1 for him to be crucified "ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିଲାତ ତାଙ୍କ ସୈନ୍ୟମାନଙ୍କ ଦ୍ୱାରା ଯୀଶୁଙ୍କୁ କୃଶାର୍ପିତ କରିବା ପାଇଁ ସମର୍ପଣ କଲେ"" (ଦେଖ: [[rc://or/ta/man/translate/figs-activepassive]])"
LUK 23 23 pgz9 κατίσχυον αἱ φωναὶ αὐτῶν 1 their voices prevailed ପିଲାତଙ୍କୁ ରାଜି କରିବା ପର୍ଯ୍ୟନ୍ତ ଭିଡ ଚିତ୍କାର କରିବାକୁ ଲାଗି ରହିଲେ
LUK 23 24 tfw2 γενέσθαι τὸ αἴτημα αὐτῶν 1 to grant their demand ଭିଡ ଯାହା ଅନୁରୋଧ କଲେ ତାହା କରିବା ପାଇଁ
LUK 23 25 nwd3 ἀπέλυσεν δὲ τὸν ... ὃν ᾐτοῦντο 1 He released the one whom they asked for ପିଲାତ ବାରବବାକୁ କାରାଗାରରୁ ମୁକ୍ତ କଲେ I ବିକଳ୍ପ ଅନୁବାଦ: “ଯାହାକୁ ମୁକ୍ତ କରିବା ନିମନ୍ତେ ଭିଡ ଦାବୀ କରୁଥିଲେ ପିଲାତ ସେହି ବାରବବାକୁ କାରାଗାରରୁ ମୁକ୍ତ କଲେ”
LUK 23 25 t66f writing-background διὰ στάσιν καὶ φόνον βεβλημένον εἰς φυλακὴν 1 who had been put in prison for rioting and murder ବାରବବା ସେହି ସମୟରେ କେଉଁଠାରେ ଥିଲା ବୋଲି ଏହା ପୃଷ୍ଠଭୂମି ଜନିତ ତଥ୍ୟ ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ରୋମୀୟମାନେ କାରାଗାରରେ ପକାଇଥିଲେ ... ନରହତ୍ୟା” (ଦେଖ: [[rc://or/ta/man/translate/writing-background]])
LUK 23 25 z8v8 τὸν δὲ Ἰησοῦν παρέδωκεν τῷ θελήματι αὐτῶν 1 but he handed over Jesus to their will “ପିଲାତ ସେମାନଙ୍କ ନିକଟକୁ ଯୀଶୁଙ୍କୁ ଆଣିବା ନିମନ୍ତେ ତାଙ୍କ ସୈନ୍ୟମାନଙ୍କୁ ଆଜ୍ଞା ଦେଲେ ଯେପରି ଭିଡ ଆପଣାମାନଙ୍କର ଇଚ୍ଛାନୁସାରେ ଯାହା ଚାହିବେ ତାହା କରିପାରିବେ
LUK 23 26 s9kc ὡς ἀπήγαγον αὐτόν 1 As they led him away ପିଲାତ ଯେଉଁ ସ୍ଥାନରେ ଥିଲେ ସେହି ସ୍ଥାନରୁ ଯୀଶୁଙ୍କୁ ସୈନ୍ୟମାନେ ନେଇଯାଉଥିବାବେଳେ
LUK 23 26 ysu3 ἐπιλαβόμενοι 1 they seized ରୋମୀୟ ସୈନ୍ୟମାନଙ୍କର ଅଧିକାର ଥିଲା ଯେ ସେମାନେ ଲୋକମାନଙ୍କୁ ସେମାନଙ୍କ ନିଜର ଭାର ବହନ କରିବା ପାଇଁ ବାଧ୍ୟ କରିପାରିବେ I ଏହାକୁ ଏଭଳି ଭାବରେ ଅନୁବାଦ କର ନାହିଁ ଯାହା ସୂଚାଇବ ଯେ ଶିମୋନ ଗିରଫ ହୋଇଥିଲା ବା ସେ କୌଣସି ଭୁଲ୍ କାର୍ଯ୍ୟ କରିଥିଲା
LUK 23 26 x5qz translate-names Σίμωνά, τινα Κυρηναῖον 1 a certain Simon of Cyrene "ଶିମୋନ ନାମକ ଜଣେ ଲୋକ, କୁରୀଣୀୟ ପଲ୍ଲୀଗ୍ରାମରୁ ଆସିଥିଲେ (ଦେଖ: [[rc://or/ta/man/translate/translate-names]])
LUK 23 26 i5ua ἐρχόμενον ἀπ’ ἀγροῦ 1 coming from the country ସେ ଯିରୁଶାଲମର ବାହାରୁ ପଲ୍ଲୀଗ୍ରାମରୁ ଆସିଥିଲେ"
LUK 23 26 fub3 ἐπέθηκαν αὐτῷ τὸν σταυρὸν 1 putting the cross on him ତାଙ୍କର କାନ୍ଧରେ କୃଶ ବୋହିଲେ
LUK 23 26 y3p6 ὄπισθεν τοῦ Ἰησοῦ 1 behind Jesus ଏବଂ ସେ ଯୀଶୁଙ୍କର ପଛେ ପଛେ ଅନୁସରଣ କଲେ
LUK 23 27 nvg3 πολὺ πλῆθος 1 A great crowd ଏକ ବୃହତ୍ ଜନତା
LUK 23 27 ad9f πολὺ πλῆθος τοῦ λαοῦ, καὶ γυναικῶν 1 a great crowd of the people, and of women ସ୍ତ୍ରୀ ଲୋକମାନେ ବିରାଟ ଜନତାଙ୍କ ଅଂଶବିଶେଷ ଥିଲେ, ଏବଂ ଅନ୍ୟ କୌଣସି ପୃଥକ୍ ଜନତାଙ୍କ ମଧ୍ୟରେ ନ ଥିଲେ I
LUK 23 19 qdv7 figs-activepassive ὅστις ἦν ... βληθεὶς ἐν τῇ φυλακῇ 1 He was put into prison ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ

ଆପଣ ଏହାକୁ ଏକ କର୍ତ୍ତୃବାଚ୍ୟରେ
ଅନୁବାଦ କରି ପାରିବେ

ଏବଂ କିଏ କାର୍ଯ୍ୟ କଫରେ
ତାହା ଆପଣ ଉଲ୍ଲେଖ କରି ପାରିବେ

ବିକଳ୍ପ ଅନୁବାଦ: “ରୋମୀୟମାନେ ତାଙ୍କୁ କାରାଗାରରେ ରଖିଥିଲେ”
(ଦେଖନ୍ତୁ:
[[rc://en/ta/man/translate/figs-activepassive]])
LUK 23 19 zl1f στάσιν τινὰ γενομένην ἐν τῇ πόλει 1 a certain rebellion that happened in the city ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ

ତେବେ ଆପଣ ସ୍ପଷ୍ଟ ଭାବରେ
ଅନୁବାଦ କରି ପାରିବେ ଯେ
ବାରବ୍ବା
ରୋମୀୟ ସରକାର ବିରୁଦ୍ଧରେ ଏହି
ବିଦ୍ରୋହର ନେତୃତ୍ୱ ନେଇଥିଲା

ବିକଳ୍ପ ଅନୁବାଦ: “କାରଣ ସେ ରୋମୀୟ ସରକାର ବିରୁଦ୍ଧରେ ଯିରୂଶାଲମରେ
ଏକ ବିଦ୍ରୋହର ନେତୃତ୍ୱ ନେଇଥିଲା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
LUK 23 20 vbp4 πάλιν ... προσεφώνησεν αὐτοῖς 1 again addressed them ଏଠାରେ

ସେମାନଙ୍କୁ** ସର୍ବନାମ ଧାର୍ମିକ
ନେତାମାନଙ୍କୁ

ଯେଉଁମାନେ ଯୀଶୁଙ୍କୁ ଦୋଷୀ ସାବ୍ୟସ୍ତ
କରିଥିଲେ ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଚିତ୍କାର କରୀଥିବା ଲୋକସମୂହକୁ ବୁଝାଏ

ବିକଳ୍ପ ଅନୁବାଦ: “ପୁନର୍ବାର ଧାର୍ମିକ ନେତା ଏବଂ ଲୋକସମୂହ ସହ
କଥାହେଲେ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
LUK 23 20 t1i2 θέλων ἀπολῦσαι τὸν Ἰησοῦν 1 desiring to release Jesus ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ

ଆପଣ
UST
ପରି ଏହି ବାକ୍ୟାଂଶକୁ ପୂର୍ବ
ଶବ୍ଦ ପୂର୍ବରୁ ଉଲ୍ଲେଖ କରି ପାରିବେ

ଯେହେତୁ ଏହା ପୀଲାତ ନେତା ଏବଂ ଲୋକସମୂହ ସହ ପୁନର୍ବାର କଥା ହେବାର କାରଣ ପ୍ରଦାନ କରେ

ଦେଖନ୍ତୁ:
[[rc://en/ta/man/translate/grammar-connect-logic-result]])
LUK 23 22 iz5v translate-ordinal ὁ δὲ τρίτον εἶπεν πρὸς αὐτούς 1 Then he said to them a third time ଯଦି ଆପଣଙ୍କର ଭାଷା କ୍ରମାଗତ ସଂଖ୍ୟା ବ୍ୟବହାର କରେ ନାହିଁ

ତେବେ ଆପଣ ଏଠାରେ ଏକ ଅଙ୍କବାଚକସଂଖ୍ୟା
ବ୍ୟବହାର କରିପାରିବେ

ବିକଳ୍ପ  ଅନୁବାଦ:
“ତୃତୀୟ ଥର ପାଇଁ ପୀଲାତ ପୁନର୍ବାର ଲୋକସମୂହ ସହ କଥା ହେଲେ” (ଦେଖନ୍ତୁ:
[[rc://en/ta/man/translate/translate-ordinal]])
LUK 23 22 ck75 figs-rquestion τί ... κακὸν ἐποίησεν οὗτος? 1 what evil has this man done? ଯୀଶୁ କ

ଣ ଆପରାଧ କରିଛନ୍ତି ତାହା ପୀଲାତ
ଲୋକମାନଙ୍କଠାରୁ ଜାଣିବାକୁ ଆଶା କରନ୍ତି ନାହିଁ। ବରଂ

ସେ ପ୍ରଶ୍ନ ବ୍ୟବହାର କରି ଲୋକସମୂହକୁ
ଜୋର ଦେବା ପାଇଁ ଯୀଶୁ ନିର୍ଦ୍ଦୋଷ ବୋଲି କହନ୍ତି

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ

ତେବେ ଆପଣ ଏହାକୁ ଏକ ବିବୃତ୍ତି
କିମ୍ବା ଏକ ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଏହି ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେବାର କୌଣସି
କାରଣ ନାହିଁ

କାରଣ ସେ କିଛି ଦୋଷ କରିନାହାଁନ୍ତି!”
(ଦେଖନ୍ତୁ:
[[rc://en/ta/man/translate/figs-rquestion]])
LUK 23 22 de5a οὐδὲν αἴτιον θανάτου εὗρον ἐν αὐτῷ 1 I have found no fault deserving death in him ବିକଳ୍ପ ଅନୁବାଦ:

“ମୁଁ ତାଙ୍କୁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ କରିବାର କୌଣସି କାରଣ ପାଇଲି ନାହିଁ ଯେଉଁଥିପାଇଁ
ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ”

LUK 23 22 mij1 παιδεύσας ... αὐτὸν, ἀπολύσω 1 after punishing him, I will release him

[୨୩:୧୬] (../23/16.md) ରେ ଏହି ବାକ୍ୟର ଟିପ୍ପଣୀ ଦେଖନ୍ତୁ ।  ପୀଲାତ ଯୀଶୁଙ୍କୁ ବିନା ଦଣ୍ଡରେ ମୁକ୍ତ କରିବା ଉଚିତ
ଥିଲା, କାରଣ ସେ ନିର୍ଦ୍ଦୋଷ ଥିଲେ। ଏଥିରୁ ଜଣାପଡେ ଯେ ଯିହୂଦୀ ନେତାମାନଙ୍କୁ
ସନ୍ତୁଷ୍ଟ କରିବାକୁ ଚେଷ୍ଟା କରି ପୀଲାତ ଯୀଶୁଙ୍କୁ ଦଣ୍ଡ ଦେବାକୁ ସ୍ଥିର କଲେ ।  ତଥାପି, ଲୂକ  ତାଙ୍କ ପୁସ୍ତକରେ
ଏହି ବ୍ୟାଖ୍ୟା ପ୍ରଦାନ କରୁନାହାଁନ୍ତି, ଆପଣ ଏହାକୁ ଆପଣଙ୍କର
ଅନୁବାଦରେ ଯୋଡିବା ଉଚିତ ନୁହେଁ ।  କିନ୍ତୁ ଆପଣ ସ୍ପଷ୍ଟ କରି ପାରିବେ ଯେ ପୀଲାତ ଯୀଶୁଙ୍କୁ
ମୃତ୍ୟୁଦଣ୍ଡ ଦେବେ ନାହିଁ। ବିକଳ୍ପ ଅନୁବାଦ: “ତେଣୁ ମୁଁ ତାଙ୍କୁ ମୃତ୍ୟୁଦଣ୍ଡ ଦେବି ନାହିଁ, କିନ୍ତୁ ତାଙ୍କୁ କୋରଡ଼ା ପ୍ରହାର ଦେଇ ଛାଡିଦେବି” (ଦେଖନ୍ତୁ:
[[rc://en/ta/man/translate/figs-explicit]])
LUK 23 22 z7ax ἀπολύσω 1 I will release him
LUK 23 23 k1hh οἱ ... ἐπέκειντο 1 they were insistent
LUK 23 23 sni4 φωναῖς μεγάλαις 1 with loud voices ଲୋକମାନେ ଚିତ୍କାର କରୁଥିବା **୍ୱର** କୁ ସୂଚାଇ ଲୂକ  ସାଙ୍କେତିକ ଭାବରେ ଲୋକସମୂର ଚିତ୍କାରକୁ ବର୍ଣ୍ଣନା କରନ୍ତି

ବିକଳ୍ପ ଅନୁବାଦ: “ଉଚ୍ଚ ସ୍ୱରରେ”
(ଦେଖନ୍ତୁ:

[[rc://en/ta/man/translate/figs-metonymy]])
LUK 23 23 pst8 figs-activepassive αὐτὸν σταυρωθῆναι 1 for him to be crucified

ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଏକ କର୍ତ୍ତୃବାଚ୍ୟରେ ଅନୁବାଦ କରି ପାରିବେ , ଏବଂ କ୍ରିୟା କିଏ କରେ ତାହା ଆପଣ ସ୍ପଷ୍ଟଭାବେ ଅନୁବାଦ କରିପାରିବେ
।  ବିକଳ୍ପ ଅନୁବାଦ: “ସେହି ପୀଲାତ ତାଙ୍କର ସୈନିକମାନଙ୍କୁ
ଯୀଶୁଙ୍କୁ କ୍ରୁଶରେ ବିଦ୍ଧ କରିବାକୁ ଆଜ୍ଞା ଦେଲେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
LUK 23 23 pgz9 κατίσχυον αἱ φωναὶ αὐτῶν 1 their voices prevailed ଲୂକ  ସାଙ୍କେତିକ ଭାବରେ **ସ୍ୱର** ବିଷୟରେ କୁହନ୍ତି
ଯେପରି ଏହା ଏକ ଜୀବନ୍ତ ବିଷୟ ଯାହା ପୀଲାତଙ୍କ ଅନିଚ୍ଛାକୁ ସକ୍ରିୟ ଭାବରେ ଅତିକ୍ରମ କଲା

ବିକଳ୍ପ  ଅନୁବାଦ:
“ପୀଲାତଙ୍କୁ ରାଜି ନକରିବା ପର୍ଯ୍ୟନ୍ତ ଲୋକସମୂହ ଚିତ୍କାର କଲେ” (ଦେଖନ୍ତୁ:
[[rc://en/ta/man/translate/figs-personification]])
LUK 23 24 tfw2 γενέσθαι τὸ αἴτημα αὐτῶν 1 to grant their demand

ବିକଳ୍ପ ଅନୁବାଦ:
“ଲୋକସମୂହ ଯାହା ଚାହୁଁଥିଲା ତାହା କରିବାକୁ”

LUK 23 25 nwd3 ἀπέλυσεν δὲ τὸν ... ὃν ᾐτοῦντο 1 He released the one whom they asked for

ଯଦି ଏହା ଆପଣଙ୍କ
ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ବାରବ୍ବା ବୋଲି ଅନୁବାଦ କରି
ପାରିବେ ।
ବିକଳ୍ପ ଅନୁବାଦ: “ବାରବ୍ବା, ଯାହାଙ୍କୁ ରୋମୀୟମାନେ କାରାଗାରରେ ରଖିଥିଲେ” (ଦେଖନ୍ତୁ:

[[rc://en/ta/man/translate/figs-explicit]])
LUK 23 25 t66f writing-background διὰ στάσιν καὶ φόνον βεβλημένον εἰς φυλακὴν 1 who had been put in prison for rioting and murder

ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଏକ
କର୍ତ୍ତୃବାଚ୍ୟରେ ଅନୁବାଦ କରି ପାରିବେ , ଏବଂ କିଏ କାର୍ଯ୍ୟ
କରେ ତାହ ଆପଣ ଉଲ୍ଲେଖ କରିପାରିବେ ।  ବିକଳ୍ପ ଅନୁବାଦ: “ଯାହାକୁ ରୋମୀୟମାନେ କାରାଗାରରେ ରଖିଥିଲେ”
(ଦେଖନ୍ତୁ:
[[rc://en/ta/man/translate/figs-activepassive]])
LUK 23 25 z8v8 τὸν δὲ Ἰησοῦν παρέδωκεν τῷ θελήματι αὐτῶν 1 but he handed over Jesus to their will

ଏଠାରେ ଲୋକମାନଙ୍କର
**ଇଚ୍ଛା** ବିଷୟରେ ଲୂକ  ସାଙ୍କେତିକ ଭାବରେ ଉଲ୍ଲେଖ
କରନ୍ତି ଯେପରି ଏହା ଏକ ଜୀବନ୍ତ ବିଷୟ ଅଟେ ଯାହାଙ୍କ ଅଧୀନରେ ପୀଲାତ ଯୀଶୁଙ୍କୁ ପ୍ରଦାନ କରିଥିଲେ
।  ବିକଳ୍ପ ଅନୁବାଦ:
“କିନ୍ତୁ ଲୋକସମୂହ ଯୀଶୁଙ୍କ ସହ ଯାହା କରିବାକୁ ଚାହୁଁଥିଲେ ତାହା କରିବାକୁ ସେ ଆପଣା ସୈନିକମାନଙ୍କୁ
ଆଦେଶ ଦେଲେ” (ଦେଖନ୍ତୁ:
[[rc://en/ta/man/translate/figs-personification]])
LUK 23 26 s9kc ὡς ἀπήγαγον αὐτόν 1 As they led him away

ବିକଳ୍ପ ଅନୁବାଦ:
“ଯେବେ ସୈନିକମାନେ ଯୀଶୁଙ୍କୁ ସେହି ସ୍ଥାନରୁ ନେଇ ଯାଉଥିଲେ ଯେଉଁଠାରେ ପୀଲାତ ତାଙ୍କର ବିଚାର
କରିଥିଲେ”

LUK 23 26 ysu3 ἐπιλαβόμενοι 1 they seized

ରୋମୀୟ ସୈନିକମାନେ
ଲୋକମାନଙ୍କୁ ସେମାନଙ୍କର ଭାର ବହନ କରିବାକୁ ବାଧ୍ୟ କରୁଥିଲେ ବୋଲି ଏଠାରେ ଲୂକ ଅନୁମାନ କରନ୍ତି
ଯେ ତାଙ୍କ ପାଠକମାନେ ଜାଣିବେ ।  ଆପଣଙ୍କ ଅନୁବାଦ ଯେପରି ସୈନିକମାନେ ଶିମୋନଙ୍କୁ ଗିରଫ
କଲେ କିମ୍ବା ସେ କିଛି ଅପରାଧ କରିଛି ବୋଲି ଅର୍ଥ ପ୍ରକାଶ ନ କରେ ତାହା ନିଶ୍ଚିତ କରନ୍ତୁ ।  ବିକଳ୍ପ ଅନୁବାଦ:
“ସେମାନଙ୍କର ଅଧିକାରର ବ୍ୟବହାର କରି, ସେମାନେ ଶିମୋନକୁ ଧରି ରଖିଲେ” (ଦେଖନ୍ତୁ:

[[rc://en/ta/man/translate/figs-explicit]])
LUK 23 26 x5qz translate-names Σίμωνά, τινα Κυρηναῖον 1 a certain Simon of Cyrene

**ଶିମୋନ** ଜଣେ ବ୍ୟକ୍ତିଙ୍କର
ନାମ ଅଟେ । ଆପଣ [୪:୩୮](../04/38.md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।  (ଏହା ସେହି ନାମ
ଅଟେ, ଯଦିଓ ଏହା ଏକ ଭିନ୍ନ ବ୍ୟକ୍ତିର ନାମ ଅଟେ । ) (ଦେଖନ୍ତୁ:
[[rc://en/ta/man/translate/translate-names]])
LUK 23 26 i5ua ἐρχόμενον ἀπ’ ἀγροῦ 1 coming from the country

ବିକଳ୍ପ ଅନୁବାଦ:
“ଯିଏ ଗ୍ରାମାଞ୍ଚଳରୁ ଯିରୂଶାଲମକୁ ଆସୁଥିଲା”

LUK 23 26 fub3 ἐπέθηκαν αὐτῷ τὸν σταυρὸν 1 putting the cross on him

ବିକଳ୍ପ ଅନୁବାଦ:
“ସୈନିକମାନେ ତାଙ୍କ କାନ୍ଧରେ କ୍ରୁଶ ଥୋଇଲେ”

LUK 23 26 y3p6 ὄπισθεν τοῦ Ἰησοῦ 1 behind Jesus

ବିକଳ୍ପ  ଅନୁବାଦ: “ଏବଂ ତାଙ୍କ କାନ୍ଧରେ ଥୋଇ ଯୀଶୁଙ୍କ ପଛରେ ଚାଲିବା
ପାଇଁ”

LUK 23 27 nvg3 πολὺ πλῆθος 1 A great crowd
LUK 23 27 ad9f πολὺ πλῆθος τοῦ λαοῦ, καὶ γυναικῶν 1 a great crowd of the people, and of women ସ୍ତ୍ରୀମାନେ ଲୋକସମୂହର

ଏକ ଅଂଶ ଥିଲେ। ସେମାନେ ସେମାନଙ୍କର ଅଲଗା ଭିଡ଼ରେ ନଥିଲେ ।  ବିକଳ୍ପ  ଅନୁବାଦ: “ଲୋକମାନଙ୍କର ଏକ ଦଳ, ସ୍ତ୍ରୀମାନେ ମଧ୍ୟ ତାଙ୍କୁ
ଅନୁସରଣ କରୁଥିଲେ”

LUK 23 27 s7gx ἐθρήνουν αὐτόν 1 mourned for him ଯୀଶୁଙ୍କ ନିମନ୍ତେ ବିଳାପ କଲେ
LUK 23 27 bp3x ἠκολούθει ... αὐτῷ 1 were following him ଏହାର ଅର୍ଥ ନୁହେଁ ଯେ ସେମାନେ ଯୀଶୁଙ୍କର ଶିଷ୍ୟା ଥିଲେ I ଏହା ସରଳ ଭାବରେ ବୁଝାଏ ଯେ ସେମାନେ ଯୀଶୁଙ୍କ ସହିତ ପଛେ ପଛେ ଚାଲୁଥିଲେ I
LUK 23 28 s3ka στραφεὶς ... πρὸς αὐτὰς 1 turning to them ଏହା ସୂଚାଏ ଯେ ଯୀଶୁ ସ୍ତ୍ରୀଲୋକମାନଙ୍କ ଆଡକୁ ଆପଣା ମୁଖ ଫେରାଇଲେ ଓ ସିଧାସଳଖ ଭାବରେ ସେମାନଙ୍କୁ ସମ୍ବୋଧନ କଲେ I

Can't render this file because it is too large.