Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 14:32:50 +00:00
parent 7cea276b6a
commit 9119c7342d
1 changed files with 3 additions and 2 deletions

View File

@ -66,14 +66,14 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 10 q2x1 figs-metaphor σκάνδαλον ἐν αὐτῷ οὐκ ἔστιν 1 there is no occasion for stumbling in him ଯୋହନ  **ଝୁଣ୍ଟିବାର କାରଣ** ବାକ୍ୟାଂଶକୁ  ବ୍ୟବହାର କରନ୍ତି , ଯାହାର ଅର୍ଥ ଜଣେ ବ୍ୟକ୍ତି କୌଣସି ବସ୍ତୁ ଉପରେ ପଡିବାକୁ ବୁଝାଏ ଯାହା ଆଳଙ୍କାରିକ ଭାବରେ ଜଣେ ବ୍ୟକ୍ତିକୁ ପାପ କରିବାକୁ ପ୍ରବର୍ତ୍ତାଇକୁ ବୁଝାଏ । ବିକଳ୍ପ ଅନୁବାଦ: “କୌଣସି ବିଷୟ ତାହାର ପାପର କାରଣ ହେବ ନାହିଁ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 11 u44x figs-metaphor ἐν τῇ σκοτίᾳ ἐστὶν, καὶ ἐν τῇ σκοτίᾳ περιπατεῖ 1 is in the darkness and walks in the darkness ଜଣେ ବ୍ୟକ୍ତି କିପରି **ଜୀବନଯାପନ** କରେ ତାହା ବୁଝାଇବାକୁ, ଯୋହନ ଆଳଙ୍କାରିକ ଭାବରେ ଆଚରଣ କରିବା ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ନିଜ ଜୀବନକୁ ଭୁଲ ମାର୍ଗରେ ପରିଚାଳନା କରେ”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 11 y5cs figs-metaphor οὐκ οἶδεν ποῦ ὑπάγει 1 he does not know where he is going ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ତାହାର ଏହା ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ବିକଳ୍ପ ଅନୁବାଦ: “ସେ ଜୀବନଯାପନ କରିବାର ସଠିକ୍ ପଥ ଜାଣେ ନାହିଁ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 11 w4r2 figs-metaphor ἡ σκοτία ἐτύφλωσεν τοὺς ὀφθαλμοὺς αὐτοῦ 1 the darkness has blinded his eyes [1:5](https://create.translationcore.com/01/05.md) ପରି, ଯୋହନ ଅନ୍ଧକାର ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି ଯାହା ଭୁଲ ବା ମନ୍ଦ ବିଷୟକୁ ବୁଝାଏ । ବିକଳ୍ପ ଅନୁବାଦ: “ଯାହା ମନ୍ଦ ତାହା କରେ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 11 w4r2 figs-metaphor ἡ σκοτία ἐτύφλωσεν τοὺς ὀφθαλμοὺς αὐτοῦ 1 the darkness has blinded his eyes [1:5](https://create.translationcore.com/01/05.md) ପରି, ଯୋହନ **ଅନ୍ଧକାର** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି ଯାହା ଭୁଲ ବା ମନ୍ଦ ବିଷୟକୁ ବୁଝାଏ । ବିକଳ୍ପ ଅନୁବାଦ: “ଯାହା ମନ୍ଦ ତାହା କରେ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 12 k1w9 0 General Information:
1JN 2 12 in8n figs-metaphor 0 you, dear children ଯୋହନ **ବତ୍ସଗଣ** ଶବ୍ଦକୁ [2:1](https://create.translationcore.com/02/01.md) ରେ ବ୍ୟବହାର କରନ୍ତି ଏବଂ ଏହି ପତ୍ରର  ଅନ୍ୟାନ୍ୟ ସ୍ଥାନରେ ସେ ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଇବାକୁ ବ୍ୟବହାର କରନ୍ତି । [2:1](https://create.translationcore.com/02/01.md)ରେ ଏହାର ଦୁଇଟି ଟିପ୍ପଣୀର ବ୍ୟାଖ୍ୟା ଦେଖନ୍ତୁ । UST ଏହି କ୍ଷେତ୍ରରେ ମଧ୍ୟ ବୋଲି ଉଲ୍ଲେଖ କରିବାକୁ ଶବ୍ଦର ଅର୍ଥକୁ ବ୍ୟବହାର କରେ । ହୁଏତ ଏହି କ୍ଷେତ୍ରରେ ଏହି ଶବ୍ଦର ଏକ ବିଶେଷ ଅର୍ଥ ଥାଇପାରେ ଏବଂ ଏହା କେବଳ କେତେକ ବିଶ୍ଵାସୀମାନଙ୍କୁ ବୁଝାଏ, ଯେହେତୁ ଯୋହନ [2:12-14](https://create.translationcore.com/02/12.md) ରେ ଦୁଇଥର ସମ୍ବୋଧିତ କରନ୍ତି ତେଣୁ ଏହା ବିଶ୍ଵାସୀମାନଙ୍କ ତିନି ଗୋଷ୍ଠୀ ମଧ୍ୟରୁ କେବଳ ଗୋଟିଏ ଗୋଷ୍ଠୀକୁ ସୂଚାଉଥିବା ପରି ମନେହୁଏ । କିନ୍ତି, ପରବର୍ତ୍ତୀ ସମୟରେ ଯୋହନ ଏହି ପ୍ରଥମ ଗୋଷ୍ଠୀକୁ [2:14](https://create.translationcore.com/02/14.md) ରେ ସମ୍ବୋଧିତ କରନ୍ତି, ସେ ଏକ ଭିନ୍ନ ଶବ୍ଦ ବ୍ୟବହାର କରନ୍ତି ଯାହାର ଅର୍ଥ “ଛୋଟ ପିଲାମାନେ” ଅଟେ। ତେଣୁ ଏହି ପରିପ୍ରେକ୍ଷୀରେ, ଏହି ଶବ୍ଦଟି ଆଳଙ୍କାରିକ ଭାବରେ ନୂତନ ବିଶ୍ଵାସୀମାନଙ୍କୁ ସୂଚାଇପାରେ, ଅର୍ଥାତ୍ ଯେଉଁମାନେ ନିଜ ପାପ କ୍ଷମା ପାଇଁ ଯୀଶୁଙ୍କ ଉପରେ ନୂତନ ଭାବେ ବିଶ୍ଵାସ କରିଛନ୍ତି । ବିକଳ୍ପ ଅନୁବାଦ: “ନୂତନ ବିଶ୍ଵାସୀମାନେ”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 12 ed41 figs-activepassive ἀφέωνται ὑμῖν αἱ ἁμαρτίαι 1 your sins are forgiven ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି ଏହି କାର୍ଯ୍ୟ କିଏ  ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କର ପାପ କ୍ଷମା କରିଅଛନ୍ତି”[[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 2 12 yjy8 figs-metonymy διὰ τὸ ὄνομα αὐτοῦ 1 because of his name ଯୀଶୁ କିଏ ଏବଂ ସେ କ’ଣ କରିଛନ୍ତି ତାହା ଦର୍ଶାଇବାକୁ ଯୋହନ ଯୀଶୁଙ୍କ **ନାମ**କୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯେହେତୁ ଯୀଶୁ ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି” [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 13 kue2 figs-metaphor γράφω ὑμῖν, πατέρες 1 I am writing to you, fathers ଯଦି “ବତ୍ସଗଣ” ଆଳଙ୍କାରିକ ଭାବରେ [2:12](https://create.translationcore.com/02/12.md),ରେ “ନୂତନ ବିଶ୍ଵାସୀମାନଙ୍କୁ” ବୁଝାଏ, ତେବେ **ପିତାଗଣ** ଶବ୍ଦ ହୁଏତ  ଅନ୍ୟ  ବିଶ୍ଵାସୀମାନଙ୍କର ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ହୋଇପାରେ । ବିକଳ୍ପ ଅନୁବାଦ: (1) “ପରିପକ୍ୱ ବିଶ୍ଵାସୀମାନେ ” (2 ) “ମଣ୍ଡଳୀ  ନେତାଗଣ” ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 13 y1vm ἐγνώκατε 1 you know [2:4](https://create.translationcore.com/02/04.md) ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”
1JN 2 13 wmt8 τὸν ἀπ’ ἀρχῆς 1 the one who is from the beginning ଯୋହନ ଏହି ପତ୍ରରେ **ଆରମ୍ଭରୁ**  ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଈଶ୍ଵରଙ୍କ ଅନନ୍ତ ଅସ୍ତିତ୍ୱକୁ ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵର, ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି” [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 13 wmt8 τὸν ἀπ’ ἀρχῆς 1 the one who is from the beginning
1JN 2 13 wg4v figs-metaphor νεανίσκοι 1 young men ବିଶ୍ଵାସୀମାନଙ୍କ ତୃତୀୟ ଦଳର ଏହା ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ | ଏହା ବୋଧହୁଏ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ନିଜ ବିଶ୍ୱାସରେ ଦୃଢ଼ ଅଛନ୍ତି, ଯଦିଓ ସେମାନେ ଦ୍ୱିତୀୟ ଦଳ  ପରି ପରିପକ୍ୱ ନାହାଁନ୍ତି, ଯେହେତୁ ଯୁବକମାନେ ଜୀବନ ସମୟରେ ଅଛନ୍ତି ସେତେବେଳେ ସେମାନେ ଶକ୍ତିଶାଳୀ ଏବଂ ବଳବାନ ଅଟନ୍ତି | ବିକଳ୍ପ ଅନୁବାଦ: “ଦୃଢ଼ ବିଶ୍ଵାସୀମାନେ”
1JN 2 13 tfh1 figs-metaphor νενικήκατε 1 overcome ଯୋହନ ଏହି ଦୃଢ଼ ବିଶ୍ଵାସୀମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେଉଁମାନେ ଶୟତାନକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି । ବିକଳ୍ପ  ଅନୁବାଦ: “ଶୟତାନ ଯାହା କରିବାକୁ ଚାହେଁ ତୁମ୍ଭେମାନେ ତାହା କରିବାକୁ ଆଗ୍ରାହ୍ୟ କରିଅଛ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 l74j figs-metaphor ἰσχυροί ἐστε 1 you are strong ବିଶ୍ଵାସୀମାନଙ୍କ ଶାରୀରିକ **ଶକ୍ତି** ବର୍ଣ୍ଣନା କରିବା ପାଇଁ ଯୋହନ ଶକ୍ତିଶାଳୀ ଶବ୍ଦ ବ୍ୟବହାର କରୁ ନାହାନ୍ତି, କିନ୍ତୁ ଯୀଶୁଙ୍କ ପ୍ରତି ସେମାନଙ୍କର ବିଶ୍ୱସ୍ତତାକୁ ବର୍ଣ୍ଣନା କରିବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ”  [[rc://en/ta/man/translate/figs-metaphor]]ଦେଖନ୍ତୁ)
@ -612,3 +612,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 18 j288 figs-metaphor φόβος οὐκ ἔστιν ἐν τῇ ἀγάπῃ 1 Fear is not in love ଯୋହନ  ଆଳଙ୍କାରିକ ଭାବରେ ଯେପରି ପ୍ରେମ ଭିତରେ ଭୟ ରହିପାରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଯିଏ ପ୍ରକୃତରେ ଈଶ୍ଵର ତାହାକୁ କେତେ ପ୍ରେମ କରନ୍ତି ବୁଝିପାରେ, ଭୟଭିତ ହୁଏ ନାହିଁ  । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 17 j285 ὅτι 1 that
1JN 4 17 j281 grammar-connect-logic-result ἵνα παρρησίαν ἔχωμεν ἐν τῇ ἡμέρᾳ τῆς κρίσεως 1 In this love has been perfected with us so that we may have confidence in the day of judgment
1JN 5 21 j361 figs-metaphor τῶν εἰδώλων 1 idols ଏଠାରେ, ପ୍ରତିମାଗୁଡ଼ିକର ଅର୍ଥ ହୋଇପାରେ: (1) ସାଙ୍କେତିକ ପ୍ରତିମା, ଅର୍ଥାତ୍, କୌଣସି ବିଷୟ ଯାହା ଜଣେ ବ୍ୟକ୍ତିର ଜୀବନରେ ପ୍ରକୃତ ଈଶ୍ଵରଙ୍କ ସ୍ଥାନ ଅଧିକାର କରେ | ବିକଳ୍ପ ଅନୁବାଦ: “ସେସମସ୍ତ ବିଷୟ ଯାହା ତୁମ୍ଭମାନଙ୍କ ଜୀବନରେରେ ଈଶ୍ଵରଙ୍କ ସ୍ଥାନ ନେଇପାରେ” (2) ଆକ୍ଷରିକ ପ୍ରତିମା, ଅର୍ଥାତ୍ ପ୍ରତିମୂର୍ତ୍ତି ଭାବେ ଯାହା ପୂଜା କରାଯାଏ ଯେପରି ସେଗୁଡ଼ିକ ଏକ ଈଶ୍ଵରଙ୍କୁ ପ୍ରକାଶ କରନ୍ତି | (See: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 3771.