Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 10:00:28 +00:00
parent 7345848db9
commit 90148fc02c
1 changed files with 2 additions and 2 deletions

View File

@ -55,7 +55,7 @@ RUT 1 18 rsq2 וַ⁠תֶּחְדַּ֖ל לְ⁠דַבֵּ֥ר אֵלֶֽי⁠
RUT 1 19 j9wa writing-newevent וַ⁠יְהִ֗י 1 So the two of them traveled until they came to Bethlehem କାହାଣୀରେ ଏହି ବାକ୍ୟଟି ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ । [[rc://en/ta/man/translate/writing-newevent]] ଦେଖନ୍ତୁ)
RUT 1 19 jdr1 grammar-connect-time-background כְּ⁠בֹאָ֨⁠נָה֙ בֵּ֣ית לֶ֔חֶם 1 when they came to Bethlehem ଏହା ଏକ ବାକ୍ୟାଂଶର ପୃଷ୍ଠଭୂମି ଅଟେ ଯାହା ନୟମୀ ରୂତଙ୍କ ସହ ବେଥଲିହିମକୁ ଫେରିବା ପରେ ଏହି ନୂତନ ଘଟଣା ଘଟିଛି ବୋଲି ଏହି ବାକ୍ୟରେ ସ୍ପଷ୍ଟ କରେ । [[rc://en/ta/man/translate/grammar-connect-time-background]]ଦେଖନ୍ତୁ)
RUT 1 19 y3us figs-metonymy כָּל־הָ⁠עִיר֙ 1 the entire town **ନଗର** ସେଠାରେ ରହୁଥିବା ଲୋକମାନଙ୍କୁ ବୁଝାଏ। ବିକଳ୍ପ  ଅନୁବାଦ: “ନଗରର ସମସ୍ତ ଲୋକ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 1 19 abc3 figs-hyperbole כָּל־הָ⁠עִיר֙ 1 the entire town ଏଠାରେ **ସମସ୍ତ** ଅତିରଞ୍ଜନ ଅଳଙ୍କାର ଅଟେ ।  ନଗରର ଅନେକ ଲୋକ ଉତ୍ସାହିତ ଥିଲେ, କିନ୍ତୁ ନଗରର କେତେକ ଲୋକ ଏହି ଖବର ଶୁଣି  ହୁଏତ ଉତ୍ସାହିତ ହୋଇ ନ ପାରନ୍ତି। [[rc://en/ta/man/translate/figs-hyperbole]]ଦେଖନ୍ତୁ)
RUT 1 19 abc3 figs-hyperbole כָּל־הָ⁠עִיר֙ 1 the entire town ଏଠାରେ **ସମସ୍ତ** ଅତିରଞ୍ଜନ ଅଳଙ୍କାର ଅଟେ।  ନଗରର ଅନେକ ଲୋକ ଉତ୍ସାହିତ ଥିଲେ, କିନ୍ତୁ ନଗରର କେତେକ ଲୋକ ଏହି ଖବର ଶୁଣି  ହୁଏତ ଉତ୍ସାହିତ ହୋଇ ନ ପାରନ୍ତି। (ଦେଖନ୍ତୁ: [[rc://en/ta/man/translate/figs-hyperbole]])
RUT 1 19 xnb3 הֲ⁠זֹ֥את נָעֳמִֽי 1 Is this Naomi?  ଯେହେତୁ ନୟମୀର ବେଥଲିହିମରେ ବାସ କରିବାର ବହୁ ବର୍ଷ ହେଇଗଲାଣି ଏବଂ ବର୍ତ୍ତମାନ ତାଙ୍କର ଆଉ ସ୍ୱାମୀ କିମ୍ଭା ଦୁଇ ପୁତ୍ର ମଧ୍ୟ ନାହାଁନ୍ତି,  ତେଣୁ ସେହି ସ୍ତ୍ରୀମାନେ ସମ୍ଭବତ ଏହା ସନ୍ଦେହ ପ୍ରକଟ କରୁଥିଲେ ଯେ ଏହି ସ୍ତ୍ରୀ କ'ଣ ପ୍ରକୃତରେ ନୟମୀ ନା ଅଉ କିଏ । ଏହାକୁ ଏକ ପ୍ରକୃତ ପ୍ରଶ୍ନ ଭାବରେ ବ୍ୟବହାର କରନ୍ତୁ, ଅତିରଞ୍ଜନ ପ୍ରଶ୍ନ ଭାବରେ ନୁହେଁ ।
RUT 1 20 stw5 אַל־תִּקְרֶ֥אנָה לִ֖⁠י נָעֳמִ֑י 1 Do not call me Naomi **ନୟମୀ** ନାମର ଅର୍ଥ ହେଉଛି **ମୋର ମଧୁର** ଅଟେ। ନୟମୀ ଯେହେତୁ ତାଙ୍କ ସ୍ୱାମୀ ଏବଂ ପୁତ୍ରମାନଙ୍କୁ ହରାଇଛନ୍ତି, ସେଇଥି ପାଇଁ ସେ  ଯେ ତାଙ୍କ ଜୀବନ ସହିତ ତାଙ୍କର ନାମ  ମେଳ ଖାଉନାହିଁ ବୋଲି ଅନୁଭବ କରୁଛନ୍ତି ।
RUT 1 20 swe9 translate-names מָרָ֔א 1 Mara ଏହା ଏକ ଏବ୍ରୀୟ ନାମର ଆକ୍ଷରିକ ଅନୁବାଦ ଯାହାର ଅର୍ଥ “ତିକ୍ତ” ଅଟେ। ଯେହେତୁ ଏହା ଏକ ନାମ ଅଟେ, ତେଣୁ ଆପଣ ଇଂରାଜୀର ଆକୃତି ବ୍ୟବହାର କରିବାକୁ ପସନ୍ଧ କରିପାରନ୍ତି, ଯାହାର ଅର୍ଥ **ତିକ୍ତ** ଅଟେ, ଏବଂ ଇଂରାଜୀ ଶବ୍ଦଟି ଏବ୍ରୀୟ ନାମର ଅର୍ଥ ପ୍ରକାଶ କରେ ବୋଲି ବ୍ୟାଖ୍ୟା କରିବାକୁ ଏକ ପାଦଟିକା ବ୍ୟବହାର କରିପାରନ୍ତି। (ଦେଖନ୍ତୁ: [[rc://en/ta/man/translate/translate-names]])
@ -229,7 +229,7 @@ RUT 4 7 wga9 writing-background וְ⁠זֹאת֩ 1 Now … this is how **ବର
RUT 4 7 lgf5 writing-background לְ⁠פָנִ֨ים 1 in earlier times **ପୂର୍ବକାଳରେ** କିମ୍ବା **ବହୁ ପୂର୍ବରୁ।** ଏହାର ଅର୍ଥ ଯେତେବେଳେ ରୂତଙ୍କ ପୁସ୍ତକ ଲେଖାଯାଇଥିଲା ସେତେବେଳେ ଏହି ରୀତିକୁ ଅଭ୍ୟାସ କରାଯାଉ ନ ଥିଲା। (ଦେଖନ୍ତୁ: [[rc://en/ta/man/translate/writing-background]])
RUT 4 7 d46w לְ⁠רֵעֵ֑⁠הוּ 1 to his friend **ଅନ୍ୟ** **ବନ୍ଧୁକୁ** - ଏହା ସେ ଚୁକ୍ତି କରୁଥିବା ବ୍ୟକ୍ତିଙ୍କୁ ସୂଚାଏ । ଏହି ପରିସ୍ଥିତିରେ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ବୋୟଜଙ୍କୁ ତାଙ୍କ ପାଦୁକା କାଢ଼ି ଦେଲେ। [[rc://en/ta/man/translate/figs-idiom]]) ଦେଖନ୍ତୁ)
RUT 4 8 ab44 וַ⁠יֹּ֧אמֶר הַ⁠גֹּאֵ֛ל 1 So the kinsman-redeemer said ପଦ 7 ର ପୃଷ୍ଠଭୂମି ସୂଚନା ପରେ କାହାଣୀ ଏଠାରେ ପୁଣି ଆରମ୍ଭ ହୁଏ ।  ଆପଣଙ୍କର ଭାଷା ଶୈଳୀରେ କାହାଣୀକୁ ପୁଣି ଆରମ୍ଭ କରନ୍ତୁ ।
RUT 4 9 zz42 figs-hyperbole לַ⁠זְּקֵנִ֜ים וְ⁠כָל־הָ⁠עָ֗ם 1 to the elders and to all the people ଏହା ନଗରର ସମସ୍ତ ଲୋକମାନଙ୍କୁ ସୂଚାଏ ନାହିଁ କିନ୍ତୁ ଯେଉଁମାନେ ସଭାସ୍ଥଳରେ ଉପସ୍ଥିତ ଥିଲେ ସେସମସ୍ତ ଲୋକମାନଙ୍କୁ ଏହା ସୂଚାଏ । ([[rc://en/ta/man/translate/figs-hyperbole]] ଦେଖନ୍ତୁ)
RUT 4 9 zz42 figs-hyperbole לַ⁠זְּקֵנִ֜ים וְ⁠כָל־הָ⁠עָ֗ם 1 to the elders and to all the people ଏହା ନଗରର ସମସ୍ତ ଲୋକମାନଙ୍କୁ ସୂଚାଏ ନାହିଁ କିନ୍ତୁ ଯେଉଁମାନେ ସଭାସ୍ଥଳରେ ଉପସ୍ଥିତ ଥିଲେ ସେସମସ୍ତ ଲୋକମାନଙ୍କୁ ଏହା ସୂଚାଏ। (ଦେଖନ୍ତୁ: [[rc://en/ta/man/translate/figs-hyperbole]])
RUT 4 9 lwx9 figs-synecdoche מִ⁠יַּ֖ד נָעֳמִֽי 1 from the hand of Naomi ନୟମୀଙ୍କ ହସ୍ତ ନୟମୀଙ୍କୁ ପ୍ରତିପାଦିତ କରେ। ଯେହେତୁ ତାଙ୍କ ସ୍ୱାମୀ ଏବଂ ପୁତ୍ରମାନେ ମୃତ୍ୟୁବରଣ ଥିଲେ, ସମ୍ପତ୍ତି ଉପରେ ଅଧିକାର ତାଙ୍କର ଥିଲା। ବିକଳ୍ପ ଅନୁବାଦ: “ନୟମୀଙ୍କଠାରୁ” (ଦେଖନ୍ତୁ: [[rc://en/ta/man/translate/figs-synecdoche]])
RUT 4 9 img5 כָּל־אֲשֶׁ֣ר לֶֽ⁠אֱלִימֶ֔לֶךְ וְ⁠אֵ֛ת כָּל־אֲשֶׁ֥ר לְ⁠כִלְי֖וֹן וּ⁠מַחְל֑וֹן 1 everything that belonged to Elimelek and everything that belonged to Kilion and Mahlon ଏହା ନୟମୀଙ୍କର ମୃତ ସ୍ୱାମୀ ଏବଂ ପୁତ୍ରମାନଙ୍କର ସମସ୍ତ ଜମି ଏବଂ ସମ୍ପତ୍ତିକୁ ସୂଚାଏ ।
RUT 4 10 jdr0 grammar-connect-words-phrases וְ⁠גַ֣ם 1 Connecting Statement: ଏହି ସମ୍ପୃକ୍ତ ବାକ୍ୟାଂଶ ସୂଚିତ କରେ ଯେ ଫାଟକରେ ବସିଥିବା ଲୋକମାନେ ବୋୟଜ ନୟମୀଙ୍କ (4: 9) ପାଇଁ ଏଲିମେଲକଙ୍କ ପରିବାର ଜମି କ୍ରୟ କରିବା ଏବଂ ବୋୟଜ ରୂତଙ୍କୁ ତାଙ୍କ ପତ୍ନୀ ବୋଲି ସ୍ୱୀକାର କରିବା ବିଷୟର ସାକ୍ଷୀ ଅଟନ୍ତି । (4:10) [[rc://en/ta/man/translate/grammar-connect-words-phrases]]) ଦେଖନ୍ତୁ)

Can't render this file because it contains an unexpected character in line 36 and column 916.