From 8f507d917091034fc30236853ad511c2f67ccdd4 Mon Sep 17 00:00:00 2001 From: Gayatri-Digal Date: Tue, 2 Nov 2021 17:32:53 +0000 Subject: [PATCH] Edit 'en_tn_63-1JN.tsv' using 'tc-create-app' --- en_tn_63-1JN.tsv | 1 + 1 file changed, 1 insertion(+) diff --git a/en_tn_63-1JN.tsv b/en_tn_63-1JN.tsv index 2911520..3ef48bb 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -351,3 +351,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 2 4 j052 figs-hypo ὁ λέγων, ὅτι ἔγνωκα αὐτὸν, καὶ τὰς ἐντολὰς αὐτοῦ μὴ τηρῶν, ψεύστης ἐστίν 1 The one who says, “I know him,” and does not keep his commandments is a liar ଯୋହନ  ତାହାଙ୍କ  ପାଠକମାନଙ୍କୁ ଆହ୍ୱାନ  କରିବା ପାଇଁ ଏକ ଉପକଳ୍ପିତ  ପରିସ୍ଥିତିକୁ ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି କେହି କହେ,‘ ମୋର ଈଶ୍ଵରଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ଅଛି, ’କିନ୍ତୁ ସେ ଈଶ୍ଵର  ଯାହା ଆଜ୍ଞା ଦେଇଛନ୍ତି ତାହା ପାଳନ କରେ ନାହିଁ । ତେବେ ସେହି ବ୍ୟକ୍ତି ମିଥ୍ୟାବାଦୀ ଅଟେ” ( [[rc://en/ta/man/translate/figs-hypo]]ଦେଖନ୍ତୁ) 1JN 2 4 j053 writing-pronouns αὐτὸν…αὐτοῦ 1 him … his ଏହି ପଦରେ, ତାଙ୍କୁ ଏବଂ ତାହାଙ୍କ ସର୍ବନାମ  ଈଶ୍ଵରଙ୍କୁ  ସୂଚାଏ , ଯିଏ ଆଜ୍ଞାଗୁଡ଼ିକୁ ପ୍ରଦାନ କରିଛନ୍ତି ଯାହାକୁ ଲୋକମାନେ ନିଶ୍ଚିତ ପାଳନ କରିବା ଉଚିତ୍  । ବିକଳ୍ପ ଅନୁବାଦ: “ଈଶ୍ଵର … ଈଶ୍ଵରଙ୍କର ” ( [[rc://en/ta/man/translate/writing-pronouns]]ଦେଖନ୍ତୁ) 1JN 2 4 j054 grammar-connect-logic-contrast καὶ 1 and ଏପରି ଜଣେ ବ୍ୟକ୍ତି କ’ଣ କହିପାରେ **ଏବଂ** ପ୍ରକୃତରେ ତାହାର ଆଚରଣ ସତ୍ୟ ବୋଲି କ’ଣ ସୂଚାଏ  ତାହା ଦର୍ଶାଇବାକୁ ଯୋହନ ଏହି ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ” ( [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ) +1JN 2 4 j055 figs-parallelism ψεύστης ἐστίν, καὶ ἐν τούτῳ ἡ ἀλήθεια οὐκ ἔστιν 1 is a liar, and the truth is not in this one ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ  ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ନିଶ୍ଚିତ ଭାବରେ ସତ୍ୟ କହୁନାହିଁ” ( [[rc://en/ta/man/translate/figs-parallelism]]ଦେଖନ୍ତୁ)