From 8eede7b686854b973f0075d57e8c789e680b4a6b Mon Sep 17 00:00:00 2001 From: Gayatri-Digal Date: Fri, 8 Apr 2022 04:38:10 +0000 Subject: [PATCH] Edit 'en_tn_62-2PE.tsv' using 'tc-create-app' --- en_tn_62-2PE.tsv | 4 ++-- 1 file changed, 2 insertions(+), 2 deletions(-) diff --git a/en_tn_62-2PE.tsv b/en_tn_62-2PE.tsv index 025627c..d1a30e6 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -164,8 +164,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 3 12 v15i στοιχεῖα 1 the elements ଏଠାରେ, **ଉପାଦାନଗୁଡ଼ିକ** ସୂଚାଇପାରେ: (୧) ମୌଳିକ ଉପାଦାନ ଯାହା ସ୍ୱାଭାବିକ ବ୍ରହ୍ମାଣ୍ଡ ସୃଷ୍ଟି କରେ ।
ବିକଳ୍ପ ଅନୁବାଦ: “ପ୍ରକୃତିର ଉପାଦାନଗୁଡ଼ିକ ନଷ୍ଟ ହୋଇଯିବ” (୨) ସ୍ୱର୍ଗୀୟ ଶରୀର ଯେପରିକି ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରା । ବିକଳ୍ପ ଅନୁବାଦ: “ସ୍ୱର୍ଗୀୟ ଶରୀରଗୁଡ଼ିକ ନଷ୍ଟ ହୋଇଯିବ” ଆପଣ ଏହାକୁ କିପରି [୩:୧୦] (../୦୩/ ୧୦.md)ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । 2PE 3 13 df3v figs-personification ἐν οἷς δικαιοσύνη κατοικεῖ 1 where righteousness will dwell ଏଠାରେ, **ଧାର୍ମିକତା** ସାଙ୍କେତିକ ଭାବରେ ଉଲ୍ଲେଖିତ ଯେପରି ଏହା ଜଣେ ବ୍ୟକ୍ତି ଯିଏ କି କୌଣସି ସ୍ଥାନରେ ରହିପାରେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ, ଆପଣ ଏହି ଅର୍ଥକୁ ଏକ ସାଙ୍କେତିକ ଉପାୟରେ ପ୍ରକାଶ କରିପାରନ୍ତି । ବିକଳ୍ପ ଅନୁବାଦ: “ଯେଉଁଠାରେ
ଧାର୍ମିକତା ଅଛି” (ଦେଖନ୍ତୁ: [[rc://en/ta/man/translate/figs-personification]]) 2PE 3 14 fj1l figs-activepassive σπουδάσατε ἄσπιλοι καὶ ἀμώμητοι αὐτῷ εὑρεθῆναι ἐν εἰρήνῃ 1 do your best to be found spotless and blameless before him, in peace ଯଦି ଏହା ଆପଣଙ୍କ ଭାଷାରେ ଅଧିକସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  ।
ବିକଳ୍ପ ଅନୁବାଦ: “ସାବଧାନ ହୁଅ, ଯାହାଫଳରେ ଈଶ୍ଵର ତୁମ୍ଭମାନଙ୍କୁ   ନିଷ୍କଳଙ୍କ ଓ ଅନିନ୍ଦନୀୟ ପାଇବେ” (ଦେଖନ୍ତୁ: [[rc://en/ta/man/translate/figs-activepassive]]) -2PE 3 14 s141 figs-doublet ἄσπιλοι καὶ ἀμώμητοι 1 spotless and blameless **
ନିଷ୍କଳଙ୍କ** ଏବଂ **ଅନିନ୍ଦନୀୟ** ଶବ୍ଦଗୁଡ଼ିକ ସମାନ ଅର୍ଥକୁ
ପ୍ରକାଶ କରେ 


ଗୁରୁତ୍ୱ ଦେବା ପାଇଁ ପିତର ସେଗୁଡ଼ିକୁ ଏକାଠି ବ୍ୟବହାର କରନ୍ତି



ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତୁମେ ସେଗୁଡ଼ିକୁ ଗୋଟିଏ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବ


ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ଶୁଦ୍ଧ” (ଦେଖନ୍ତୁ:
[[rc://en/ta/man/translate/figs-doublet]]) -2PE 3 14 byr8 figs-metaphor ἄσπιλοι 1 spotless ଏଠାରେ
, **
ତାଙ୍କୁ** ସର୍ବନାମ ସୂଚାଇପାରେ: (୧
)
ଯୀଶୁ


ବିକଳ୍ପ ଅନୁବାଦ: “ଯୀଶୁଙ୍କ ଦ୍ଵାରା ”(୨) ଈଶ୍ଵର


ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଦ୍ଵାରା ”(ଦେଖନ୍ତୁ:
[[rc://en/ta/man/translate/writing-pronouns]]) +2PE 3 14 s141 figs-doublet ἄσπιλοι καὶ ἀμώμητοι 1 spotless and blameless **ନିଷ୍କଳଙ୍କ** ଏବଂ **ଅନିନ୍ଦନୀୟ** ଶବ୍ଦଗୁଡ଼ିକ ସମାନ ଅର୍ଥକୁ ପ୍ରକାଶ କରେ । ଗୁରୁତ୍ୱ ଦେବା ପାଇଁ ପିତର ସେଗୁଡ଼ିକୁ ଏକାଠି ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତୁମେ ସେଗୁଡ଼ିକୁ ଗୋଟିଏ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବ । ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ଶୁଦ୍ଧ” (ଦେଖନ୍ତୁ:
[[rc://en/ta/man/translate/figs-doublet]]) +2PE 3 14 byr8 figs-metaphor ἄσπιλοι 1 spotless ଏଠାରେ, **ତାଙ୍କୁ** ସର୍ବନାମ ସୂଚାଇପାରେ: (୧) ଯୀଶୁ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଦ୍ଵାରା ”(୨) ଈଶ୍ଵର ।
ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଦ୍ଵାରା ”(ଦେଖନ୍ତୁ: [[rc://en/ta/man/translate/writing-pronouns]]) 2PE 3 15 g35u figs-explicit τὴν τοῦ Κυρίου ἡμῶν μακροθυμίαν, σωτηρίαν ἡγεῖσθε 1 consider the patience of our Lord to be salvation ପ୍ରଭୁ ଦୀର୍ଘସହିଷ୍ଣୁ
ଥିବାରୁ ବିଚାର ଦିନ ଏପର୍ଯ୍ୟନ୍ତ ହୋଇ ନାହିଁ। ଏହା ଲୋକମାନଙ୍କୁ ଅନୁତାପ କରିବାକୁ ଏବଂ ଉଦ୍ଧାର
କରିବାକୁ ଏକ ସୁଯୋଗ ପ୍ରଦାନ କରେ
,
ଯେପରି ପିତର [୩
:

] (../
୦୩
/
୦୯
.md)
ରେ ବ୍ୟାଖ୍ୟା କରିଥିଲେ


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର  ପ୍ରଭୁଙ୍କ ଦୀର୍ଘସହିଷ୍ଣୁତାକୁ ଅନୁତାପ କରିବା ଏବଂ ପରିତ୍ରାଣର
ଏକ ସୁଯୋଗ ଭାବରେ ବିବେଚନା କର” (ଦେଖନ୍ତୁ:
[[rc://en/ta/man/translate/figs-explicit]]) 2PE 3 15 nnd7 figs-activepassive κατὰ τὴν δοθεῖσαν αὐτῷ σοφίαν 1 according to the wisdom that was given to him ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ
,
ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  ଏବଂ  କିଏ
ଏହି କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ


ବିକଳ୍ପ ଅନୁବାଦ: “ଈଶ୍ଵର ତାଙ୍କୁ ଦେଇଥିବା ଜ୍ଞାନ ଅନୁଯାୟୀ”
(ଦେଖନ୍ତୁ:
[[rc://en/ta/man/translate/figs-activepassive]]) 2PE 3 16 wil1 ἐν πάσαις ταῖς ἐπιστολαῖς, λαλῶν ... περὶ τούτων 1 Paul speaks of these things in all his letters ଏଠାରେ
, **
ଏହି ବିଷୟଗୁଡ଼ିକ** 
ସୂଚିତ କରିପାରେ: (୧) ପ୍ରଭୁଙ୍କ ଦିନ ସହ ଜଡିତ ଘଟଣାଗୁଡ଼ିକ ବିଷୟରେ ଆଲୋଚନା [୩
:
୧୪
] (../
୦୩
/
୧୪
.md)
ରେ କରାଯାଇଥିଲା


ବିକଳ୍ପ ଅନୁବାଦ: “ଏହିସବୁ ଘଟଣା ଯାହା ପ୍ରଭୁଙ୍କ ଦିନରେ ଘଟିବ”
(୨) ଧାର୍ମିକଜୀବନଯାପନ କରିବାର ଆବଶ୍ୟକତା ଏବଂ ଧ୍ୟାନ ଦେବା ଯେ ଈଶ୍ଵରଙ୍କ ଧୈର୍ଯ୍ୟ ଲୋକମାନଙ୍କୁ
ବଞ୍ଚାଇବା ପାଇଁ ଅଟେ
,
ଯେପରି [୩
:
୧୪
-
୧୫
] (../
୦୩
/
୧୪
.md) 
ରେ ଆଲୋଚନା କରାଯାଇଛି


ବିକଳ୍ପ ଅନୁବାଦ: “ଏହିସବୁ ବିଷୟ ମୁଁ ନିର୍ଦ୍ଦୋଷ ଭାବରେ ବଞ୍ଚିବା
ଏବଂ ଈଶ୍ଵରଙ୍କ ଧୈର୍ଯ୍ୟ ବିଷୟରେ କହିଛି” (ଦେଖନ୍ତୁ:
[[rc://en/ta/man/translate/writing-pronouns]])