Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-11 10:20:09 +00:00
parent 2643a57b5f
commit 8e763aad10
1 changed files with 2 additions and 2 deletions

View File

@ -53,8 +53,8 @@ JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας
JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏଠାରେ, **କୁଅଭିଳାଷା** ପାପପୂର୍ଣ୍ଣ ଇଚ୍ଛାକୁ ବୁଝାଏ ଯାହା ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ ଥାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ନିଜ ପାପପୂର୍ଣ୍ଣ ଏବଂ ଅଧାର୍ମିକ ଇଚ୍ଛା ଅନୁଯାୟୀ ବାସ କରନ୍ତି” [[rc://or/ta/man/translate/figs-metaphor]])
JUD 1 19 r28j οὗτοί εἰσιν 1 It is these ଏଠାରେ, **ସେମାନେ** ପୂର୍ବ ପଦରେ ଯିହୂଦା ଦର୍ଶାଯାଇଥିବା ଉପହାସକାରୀମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । UST ପରି ବିକଳ୍ପ ଅନୁବାଦ: “ଏହି ଉପହାସକାରୀ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
JUD 1 19 ba6u figs-metaphor ψυχικοί 1 are worldly ଯିହୂଦା ସାଙ୍କେତିକ ଭାବରେ ମନୁଷ୍ୟର ଗୋଟିଏ ଅଂଶ ଆତ୍ମାକୁ, ଅନ୍ୟ ଅଂଶ, ଆତ୍ମା ​​ବିରୁଦ୍ଧରେ, “ଅଆତ୍ମିକ” ଅର୍ଥରେ ବ୍ୟବହାର କରନ୍ତି । **ସାଂସାରିକମନା​​** ଶବ୍ଦ ଈଶ୍ଵରଙ୍କ ବାକ୍ୟ ଏବଂ ଆତ୍ମା ​​ଅନୁଯାୟୀ ଜୀବନଯାପନ କରିବା ବଦଳରେ ସେମାନଙ୍କର ପ୍ରାକୃତିକ ପ୍ରବୃତ୍ତି ଅନୁଯାୟୀ ଜୀବନଯାପନ କରନ୍ତି । ଏହା ପ୍ରକୃତରେ ମିଥ୍ୟା ବିଶ୍ଵାସୀମାନଙ୍କୁ ସୂଚାଇବା ପାଇଁ ବ୍ୟବହୃତ କରାଯାଇଛି । ବିକଳ୍ପ ଅନୁବାଦ: “ଅଆତ୍ମିକ” କିମ୍ବା “ସାଂସାରିକ” (ଦେଖନ୍ତୁ: [[rc://or/ta/man/translate/figs-metaphor]])
JUD 1 19 qn4p Πνεῦμα μὴ ἔχοντες 1 they do not have the Spirit ପବିତ୍ରଆତ୍ମାଙ୍କ ବିଷୟରେ କୁହାଯାଏ ଯେପରି ସେ ଏପରି ଏକ ବିଷୟ ଅଟନ୍ତି ଯାହାଙ୍କୁ ଲୋକେ ଅଧିକାର କରି ପାରିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଆତ୍ମା ନାହାନ୍ତି”
JUD 1 20 e3ga 0 Connecting Statement: ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ କିପରି ଜୀବନଯାପନ କରିବା ଉଚିତ ଓ ସେମାନେ କିପରି ଅନ୍ୟମାନଙ୍କୁ ବ୍ୟବହାର କରିବା ଉଚିତ I
JUD 1 19 qn4p Πνεῦμα μὴ ἔχοντες 1 they do not have the Spirit
JUD 1 20 e3ga 0 Connecting Statement:
JUD 1 20 xm93 ὑμεῖς δέ, ἀγαπητοί 1 But you, beloved ସେମାନଙ୍କ ପରି ହୁଅ ନାହିଁ, ହେ ପ୍ରିୟମାନେ I ତା’ ପରିବର୍ତ୍ତେ
JUD 1 20 cc68 figs-metaphor ἐποικοδομοῦντες ἑαυτοὺς 1 build yourselves up ଈଶ୍ବରଙ୍କଠାରେ ଭରସା କରିବା ନିମନ୍ତେ ସମର୍ଥ ହୋଇ ବୃଦ୍ଧି ହୁଅ ଓ ତାହାଙ୍କ ଅଜ୍ଞାବହ ହେବା ବିଷୟରେ କୁହାଯାଏ ଯେପରି ଏହା ଏକ ଗୃହ ନିର୍ମାଣ କରିବାର ପ୍ରକ୍ରିୟା ଥିଲା I (ଦେଖ: [[rc://or/ta/man/translate/figs-metaphor]])
JUD 1 21 zd2c figs-metaphor ἑαυτοὺς ἐν ἀγάπῃ Θεοῦ τηρήσατε 1 Keep yourselves in God's love ଈଶ୍ବରଙ୍କ ପ୍ରେମ ପ୍ରାପ୍ତ କରିବାକୁ ସକ୍ଷମ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଆପଣାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପନ କରେ I (ଦେଖ: [[rc://or/ta/man/translate/figs-metaphor]])

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
53 JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏଠାରେ, **କୁଅଭିଳାଷା** ପାପପୂର୍ଣ୍ଣ ଇଚ୍ଛାକୁ ବୁଝାଏ ଯାହା ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ ଥାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ନିଜ ପାପପୂର୍ଣ୍ଣ ଏବଂ ଅଧାର୍ମିକ ଇଚ୍ଛା ଅନୁଯାୟୀ ବାସ କରନ୍ତି” [[rc://or/ta/man/translate/figs-metaphor]])
54 JUD 1 19 r28j οὗτοί εἰσιν 1 It is these ଏଠାରେ, **ସେମାନେ** ପୂର୍ବ ପଦରେ ଯିହୂଦା ଦର୍ଶାଯାଇଥିବା ଉପହାସକାରୀମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । UST ପରି ବିକଳ୍ପ ଅନୁବାଦ: “ଏହି ଉପହାସକାରୀ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
55 JUD 1 19 ba6u figs-metaphor ψυχικοί 1 are worldly ଯିହୂଦା ସାଙ୍କେତିକ ଭାବରେ ମନୁଷ୍ୟର ଗୋଟିଏ ଅଂଶ ଆତ୍ମାକୁ, ଅନ୍ୟ ଅଂଶ, ଆତ୍ମା ​​ବିରୁଦ୍ଧରେ, “ଅଆତ୍ମିକ” ଅର୍ଥରେ ବ୍ୟବହାର କରନ୍ତି । **ସାଂସାରିକମନା​​** ଶବ୍ଦ ଈଶ୍ଵରଙ୍କ ବାକ୍ୟ ଏବଂ ଆତ୍ମା ​​ଅନୁଯାୟୀ ଜୀବନଯାପନ କରିବା ବଦଳରେ ସେମାନଙ୍କର ପ୍ରାକୃତିକ ପ୍ରବୃତ୍ତି ଅନୁଯାୟୀ ଜୀବନଯାପନ କରନ୍ତି । ଏହା ପ୍ରକୃତରେ ମିଥ୍ୟା ବିଶ୍ଵାସୀମାନଙ୍କୁ ସୂଚାଇବା ପାଇଁ ବ୍ୟବହୃତ କରାଯାଇଛି । ବିକଳ୍ପ ଅନୁବାଦ: “ଅଆତ୍ମିକ” କିମ୍ବା “ସାଂସାରିକ” (ଦେଖନ୍ତୁ: [[rc://or/ta/man/translate/figs-metaphor]])
56 JUD 1 19 qn4p Πνεῦμα μὴ ἔχοντες 1 they do not have the Spirit ପବିତ୍ରଆତ୍ମାଙ୍କ ବିଷୟରେ କୁହାଯାଏ ଯେପରି ସେ ଏପରି ଏକ ବିଷୟ ଅଟନ୍ତି ଯାହାଙ୍କୁ ଲୋକେ ଅଧିକାର କରି ପାରିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଆତ୍ମା ନାହାନ୍ତି”
57 JUD 1 20 e3ga 0 Connecting Statement: ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ କିପରି ଜୀବନଯାପନ କରିବା ଉଚିତ ଓ ସେମାନେ କିପରି ଅନ୍ୟମାନଙ୍କୁ ବ୍ୟବହାର କରିବା ଉଚିତ I
58 JUD 1 20 xm93 ὑμεῖς δέ, ἀγαπητοί 1 But you, beloved ସେମାନଙ୍କ ପରି ହୁଅ ନାହିଁ, ହେ ପ୍ରିୟମାନେ I ତା’ ପରିବର୍ତ୍ତେ
59 JUD 1 20 cc68 figs-metaphor ἐποικοδομοῦντες ἑαυτοὺς 1 build yourselves up ଈଶ୍ବରଙ୍କଠାରେ ଭରସା କରିବା ନିମନ୍ତେ ସମର୍ଥ ହୋଇ ବୃଦ୍ଧି ହୁଅ ଓ ତାହାଙ୍କ ଅଜ୍ଞାବହ ହେବା ବିଷୟରେ କୁହାଯାଏ ଯେପରି ଏହା ଏକ ଗୃହ ନିର୍ମାଣ କରିବାର ପ୍ରକ୍ରିୟା ଥିଲା I (ଦେଖ: [[rc://or/ta/man/translate/figs-metaphor]])
60 JUD 1 21 zd2c figs-metaphor ἑαυτοὺς ἐν ἀγάπῃ Θεοῦ τηρήσατε 1 Keep yourselves in God's love ଈଶ୍ବରଙ୍କ ପ୍ରେମ ପ୍ରାପ୍ତ କରିବାକୁ ସକ୍ଷମ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଆପଣାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପନ କରେ I (ଦେଖ: [[rc://or/ta/man/translate/figs-metaphor]])