Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-22 02:47:56 +00:00
parent 66d8d34bec
commit 8e363b3282
1 changed files with 5 additions and 1 deletions

View File

@ -473,4 +473,8 @@ EPH 6 21 aber grammar-connect-logic-goal ἵνα 1 so that **ତେଣୁ ତା
EPH 6 21 abc2 figs-metaphor ἀδελφὸς 1 brother ପାଉଲ ତୁଖିକଙ୍କ ବିଷୟରେ କହନ୍ତି ଯେପରି ସେ ସମସ୍ତ ବିଶ୍ଵାସୀମାନଙ୍କ ଭାଇ ଯିଏ ଈଶ୍ଵରଙ୍କ ଆତ୍ମିକ ପରିବାରରେ ଥିଲେ । ବିକଳ୍ପ ଅନୁବାଦ: "ସହ ବିଶ୍ଵାସୀ" [[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 6 22 abes grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ଏଫିସୀୟମାନଙ୍କ ନିକଟକୁ ତୁଖିକଙ୍କୁ ପଠାଇବା ପାଉଲଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ସେମାନଙ୍କର ହୃଦୟକୁ ଉତ୍ସାହିତ କରିବା ଏବଂ ପାଉଲ ଏବଂ ତାଙ୍କ ସାଥୀମାନଙ୍କ ସହିତ କ’ଣ ଘଟୁଛି ସେମାନଙ୍କୁ ଜଣାଇବା । [[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 6 23 ab33 figs-abstractnouns εἰρήνη τοῖς ἀδελφοῖς 1 Peace to the brothers **ଶାନ୍ତି** ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ଭାଇମାନଙ୍କ ଆତ୍ମା ​​ଶାନ୍ତିରେ ବିଶ୍ରାମ କରୁ" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 6 23 abc3 figs-metaphor τοῖς ἀδελφοῖς 1 to the brothers ପାଉଲ ଅନ୍ୟ ବିଶ୍ୱାସୀମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେମାନେ ଅନ୍ୟ ସମସ୍ତ **ବିଶ୍ୱାସୀମାନଙ୍କ ଭାଇ**, ଯେଉଁମାନେ ଈଶ୍ଵରଙ୍କ ଆତ୍ମିକ ପରିବାରରେ ଥିଲେ । ବିକଳ୍ପ ଅନୁବାଦ: "ସାଥୀ ବିଶ୍ୱାସୀମାନଙ୍କ ପାଇଁ"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 6 23 abc3 figs-metaphor τοῖς ἀδελφοῖς 1 to the brothers ପାଉଲ ଅନ୍ୟ ବିଶ୍ୱାସୀମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେମାନେ ଅନ୍ୟ ସମସ୍ତ **ବିଶ୍ୱାସୀମାନଙ୍କ ଭାଇ**, ଯେଉଁମାନେ ଈଶ୍ଵରଙ୍କ ଆତ୍ମିକ ପରିବାରରେ ଥିଲେ । ବିକଳ୍ପ ଅନୁବାଦ: "ସାଥୀ ବିଶ୍ୱାସୀମାନଙ୍କ ପାଇଁ"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 6 23 ab44 figs-abstractnouns ἀγάπη 1 love **ପ୍ରେମ** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ତୁମ୍ଭେ ପରସ୍ପରକୁ ପ୍ରେମ କର" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 6 23 ab55 figs-abstractnouns μετὰ πίστεως 1 with faith **ବିଶ୍ୱାସ** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ ଯାହା ଏକ କ୍ରିୟା ସହିତ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: "ଯେପରି ତୁମ୍ଭେ ପ୍ରଭୁଙ୍କ ଉପରେ ଭରସା କର" UST ଦେଖନ୍ତୁ । [[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 6 24 cd55 figs-abstractnouns ἡ χάρις μετὰ 1 Grace be with **ଅନୁଗ୍ରହ** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ ଯାହା ଏକ କ୍ରିୟା ବିଶେଷଣ ସହିତ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: "ଈଶ୍ଵର ଦୟା  ବର୍ତ୍ତାନ୍ତୁ" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 6 24 ef55 figs-abstractnouns ἐν ἀφθαρσίᾳ 1 with incorruptability **ଅଭ୍ରୋଷ୍ଟତା** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ଏପରି ଭାବରେ ଯେ କେହି ଭ୍ରୋଷ୍ଟ କରି ପାରିବେ ନାହିଁ" କିମ୍ବା "ଯାହା ଦ୍ଵାରା କେହି ତାଙ୍କୁ ପ୍ରେମ କରିବାଠାରୁ ବନ୍ଦ କରିପାରିବେ ନାହିଁ" UST ଦେଖନ୍ତୁ [[rc://en/ta/man/translate/figs-abstractnouns]])ଦେଖନ୍ତୁ)
Can't render this file because it contains an unexpected character in line 2 and column 4496.