From 8df2879790ab98a0e616b10cfe0acee269d27839 Mon Sep 17 00:00:00 2001 From: Gayatri-Digal Date: Fri, 20 Aug 2021 16:46:15 +0000 Subject: [PATCH] Edit 'en_tn_50-EPH.tsv' using 'tc-create-app' --- en_tn_50-EPH.tsv | 4 ++-- 1 file changed, 2 insertions(+), 2 deletions(-) diff --git a/en_tn_50-EPH.tsv b/en_tn_50-EPH.tsv index 493c270..f6d3fbb 100644 --- a/en_tn_50-EPH.tsv +++ b/en_tn_50-EPH.tsv @@ -62,8 +62,8 @@ EPH 1 21 qw2x ἐν τῷ μέλλοντι 1 in the age to come "ଭବିଷ EPH 1 22 jm9i figs-metonymy πάντα ὑπέταξεν ὑπὸ τοὺς πόδας αὐτοῦ 1 all things under Christ's feet ଏଠାରେ “**ପାଦ**” ଖ୍ରୀଷ୍ଟଙ୍କର ପ୍ରଭୁତ୍ବ, ଅଧିକାର ଓ ଶକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଅଧୀନରେ ସମସ୍ତ ବିଷୟ”  [[rc://en/ta/man/translate/figs-metonymy]])ଦେଖନ୍ତୁ) EPH 1 22 pm4t figs-metaphor κεφαλὴν ὑπὲρ πάντα 1 head over all things ଏଠାରେ “**ମସ୍ତକ**” ନେତା ବା ଦାୟିତ୍ବରେ ରହିଥିବା ବ୍ୟକ୍ତିଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସମସ୍ତ ବିଷୟ ଉପରେ ଅଧିକାରୀ” [[rc://en/ta/man/translate/figs-metaphor]])ଦେଖନ୍ତୁ) EPH 1 23 ge2c figs-metaphor τὸ σῶμα αὐτοῦ 1 his body ମନୁଷ୍ୟର ଶରୀର ସମ୍ବନ୍ଧରେ ଯେପରି, ଯେ ମସ୍ତକ (ପଦ  22)) ଶରୀରର ସମସ୍ତ ବିଷୟ ଉପରେ ରାଜତ୍ବ କରେ, ଠିକ ସେହିପରି ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀରୂପ ଶରୀରର ମସ୍ତକ ଅଟନ୍ତି I  [[rc://en/ta/man/translate/figs-metaphor]])ଦେଖନ୍ତୁ) -EPH 1 23 w2kh τὸ πλήρωμα τοῦ τὰ πάντα ἐν πᾶσιν πληρουμένου 1 the fullness of him who fills all in all ଖ୍ରୀଷ୍ଟ ମଣ୍ଡଳୀକୁ ତାହାଙ୍କର ଜୀବନ ଓ ଶକ୍ତିରେ ପୂର୍ଣ୍ଣ କରନ୍ତି, ଠିକ୍ ଯେପରି ସେ ସମସ୍ତ ବିଷୟକୁ ଜୀବନ ଦିଅନ୍ତି -EPH 2 intro e7qn 0 # ଏଫିସୀୟ ୦୨ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ ସ୍ଥାପନ କରିବା ପୂର୍ବରୁ ଜଣେ ଖ୍ରୀଷ୍ଟିୟାନର ଜୀବନ କିପରିଥିଲା, ସେ ବିଷୟ ଉପରେ କେନ୍ଦ୍ରୀଭୂତ ଅଟେ I ତତ୍ପରେ ପାଉଲ “ଖ୍ରୀଷ୍ଟଙ୍କଠାରେ” ଜଣେ ଖ୍ରୀଷ୍ଟିୟାନର ନୂତନ ପରିଚୟଠାରୁ ତାହାର ପୂର୍ବ ଜୀବନଯାପନର ଧାରା କିପରି ଭିନ୍ନ ଅଟେ, ସେ ବିଷୟରେ ବୁଝାଇବାକୁ ଏହି ସୂଚନା ବ୍ୟବହାର କରୁଛନ୍ତି I (ଦେଖ: [[rc://en/tw/dict/bible/kt/faith]])

## ଏହି ଅଧ୍ୟାୟର ବିଶେଷ ଧାରଣା

### ଏକ ଶରୀର
ଏହି ଅଧ୍ୟାୟରେ ପାଉଲ ମଣ୍ଡଳୀ ବିଷୟରେ ଶିକ୍ଷା ଦେଉଛନ୍ତି I ମଣ୍ଡଳୀ ଦୁଇଟି ଭିନ୍ନ ଭିନ୍ନ ଲୋକଦଳ (ଯିହୂଦୀ ଓ ବିଜାତି)କୁ ନେଇ ଗଠିତ ହୋଇଥିଲା I ସେମାନେ ବର୍ତ୍ତମାନ ଗୋଟିଏ “ଶରୀର” ଅଟନ୍ତି I ମଣ୍ଡଳୀକୁ ଖ୍ରୀଷ୍ଟଙ୍କର ଶରୀର ବୋଲି ମଧ୍ୟ କୁହାଯାଏ I ଯିହୂଦୀ ଓ ବିଜାତିମାନେ ଖ୍ରୀଷ୍ଟଙ୍କଠାରେ ସମ୍ମିଳିତ ଅଟନ୍ତି I

## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

### “ଅପରାଧ ଓ ପାପରେ ମୃତ”
ପାଉଲ ଶିକ୍ଷା ଦେଉଛନ୍ତି ଯେ ଯେଉଁମାନେ ଖ୍ରୀଷ୍ଟିୟାନ ନୁହନ୍ତି, ସେମାନେ ସେମାନଙ୍କର ପାପରେ “ମୃତ” ଅଟନ୍ତି I ପାପ ସେମାନଙ୍କୁ ବନ୍ଧନରେ ରଖେ ଅବା ଦାସ କରି ରଖେ I ଏହା ସେମାନଙ୍କୁ ଆତ୍ମିକଭାବରେ “ମୃତ’ କରିଦିଏ I ପାଉଲ ଲେଖୁଛନ୍ତି ଯେ ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଜୀବିତ କରନ୍ତି I (ଦେଖ: [[rc://en/tw/dict/bible/other/death]], [[rc://en/tw/dict/bible/kt/sin]] ଓ [[rc://en/tw/dict/bible/kt/faith]] ଓ [[rc://en/ta/man/translate/figs-metaphor]])

### ଜାଗତିକ ଜୀବନର ବର୍ଣ୍ଣନା
ଅଣ ଖ୍ରୀଷ୍ଟିୟାନମାନେ କିପରି କାର୍ଯ୍ୟ କରନ୍ତି, ସେ ବିଷୟ ବୁଝାଇବାକୁ ପାଉଲ ବିଭିନ୍ନ ଉପାୟ ବ୍ୟବହାର କରୁଛନ୍ତି I ସେମାନେ “ଏହି ଜଗତର ମାର୍ଗ ଅନୁଯାୟୀ ଜୀବନଯାପନ କରିଅଛନ୍ତି” ଓ “ଆକାଶ ମଣ୍ଡଳର ଅଧିପତିର ବଶରେ ଜୀବନଯାପନ କରୁଅଛନ୍ତି,”ଆପଣା ଆପଣାର ମନ୍ଦ ଅଭିଳାଷକୁ ପୂର୍ଣ୍ଣ କରୁଅଛନ୍ତି” ଓ “ଶରୀର ଓ ମନର କାମନାକୁ ପୂର୍ଣ୍ଣ କରୁଅଛନ୍ତି I”

## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

### “ଏହା ଈଶ୍ବରଙ୍କ ଦାନ”
କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ଏଠାରେ “ଏହା” ପରିତ୍ରାଣ ପ୍ରାପ୍ତ ହେବା ବିଷୟକୁ ବୁଝାଏ I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ବିଶ୍ବାସ ହେଉଛି ଈଶ୍ବରଙ୍କ ଦାନ I ଗ୍ରୀକ୍ ଭାଷାର କାଳର ପ୍ରୟୋଗ ଅନୁସାରେ, ଏଠାରେ “ଏହା” ଅଧିକ ଭାବରେ ବିଶ୍ବାସଦ୍ବାରା ଈଶ୍ବରଙ୍କ ଅନୁଗ୍ରହରେ ପରିତ୍ରାଣ ପ୍ରାପ୍ତ ହେବା ବିଷୟକୁ ବୁଝାଏ I

### ଶରୀର

ଏହା ଗୋଟିଏ ଜଟିଳ ସମସ୍ୟା I “ଶରୀର” ସମ୍ଭବତଃ ଗୋଟିଏ ରୂପକ ଯାହା ଜଣେ ବ୍ୟକ୍ତିର ପାପପୂର୍ଣ୍ଣ ସ୍ବଭାବକୁ ବୁଝାଏ I “ଶରୀର ସମ୍ବନ୍ଧରେ ବିଜାତି” ବାକ୍ୟାଂଶଟି ସୂଚାଇଦିଏ ଯେ ଏଫିସୀୟମାନେ ପୂର୍ବରେ ଈଶ୍ବରବିହୀନ ହୋଇ ଜୀବନ ଯାପନ କରୁଥିଲେ I ଏହି ପଦରେ “ଶରୀର” ମନୁଷ୍ୟର ପାର୍ଥିବ ଅଙ୍ଗ ପ୍ରତ୍ୟଙ୍ଗକୁ ମଧ୍ୟ ବୁଝାଏ I (ଦେଖ: [[rc://en/tw/dict/bible/kt/flesh]])
+EPH 1 23 w2kh τὸ πλήρωμα τοῦ τὰ πάντα ἐν πᾶσιν πληρουμένου 1 the fullness of him who fills all in all "ଖ୍ରୀଷ୍ଟ ମଣ୍ଡଳୀକୁ ତାହାଙ୍କର ଜୀବନ ଓ ଶକ୍ତିରେ ପୂର୍ଣ୍ଣ କରନ୍ତି, ଠିକ୍ ଯେପରି ସେ ସମସ୍ତ ବିଷୟକୁ ଜୀବନ ଦିଅନ୍ତି" +EPH 2 intro e7qn 0 # ଏଫିସୀୟ 02 ସାଧାରଣ ଟିପ୍ପଣୀଗୁଡ଼ିକ

#  ଗଠନ ଏବଂ ଆକାର

ଏହି ଅଧ୍ୟାୟ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ସ୍ଥାପନ କରିବା ପୂର୍ବରୁ ଜଣେ ଖ୍ରୀଷ୍ଟିୟାନର ଜୀବନ କିପରିଥିଲା, ସେ ବିଷୟ ଉପରେ କେନ୍ଦ୍ରୀଭୂତ ଅଟେ I ତତ୍ପରେ ପାଉଲ “ଖ୍ରୀଷ୍ଟଙ୍କଠାରେ” ଜଣେ ଖ୍ରୀଷ୍ଟିୟାନର ନୂତନ ପରିଚୟଠାରୁ ତାହାର ପୂର୍ବ ଜୀବନଯାପନର ଧାରା କିପରି ଭିନ୍ନ ଅଟେ, ସେ ବିଷୟରେ ବୁଝାଇବାକୁ ଏହି ସୂଚନା ବ୍ୟବହାର କରୁଛନ୍ତି I ([[rc://en/tw/dict/bible/kt/faith]]ଦେଖନ୍ତୁ)

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଏକ ଶରୀର

ଏହି ଅଧ୍ୟାୟରେ ପାଉଲ ମଣ୍ଡଳୀ ବିଷୟରେ ଶିକ୍ଷା ଦେଉଛନ୍ତି I ମଣ୍ଡଳୀ ଦୁଇଟି ଭିନ୍ନ ଭିନ୍ନ ଲୋକଦଳ (ଯିହୂଦୀ ଏବଂ ବିଜାତି)କୁ ନେଇ ଗଠିତ ହୋଇଥିଲା I ସେମାନେ ବର୍ତ୍ତମାନ ଗୋଟିଏ “ଶରୀର” ଅଟନ୍ତି I ମଣ୍ଡଳୀକୁ ଖ୍ରୀଷ୍ଟଙ୍କର ଶରୀର ବୋଲି ମଧ୍ୟ କୁହାଯାଏ I ଯିହୂଦୀ ଏବଂ ବିଜାତିମାନେ ଖ୍ରୀଷ୍ଟଙ୍କଠାରେ ସମ୍ମିଳିତ ଅଟନ୍ତି I

## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ

### “ଅପରାଧ ଏବଂ ପାପରେ ମୃତ”

ପାଉଲ ଶିକ୍ଷା ଦେଉଛନ୍ତି ଯେ ଯେଉଁମାନେ ଖ୍ରୀଷ୍ଟିୟାନ ନୁହନ୍ତି, ସେମାନେ ସେମାନଙ୍କର ପାପରେ “ମୃତ” ଅଟନ୍ତି I ପାପ ସେମାନଙ୍କୁ ବନ୍ଧନରେ ରଖେ ଅବା ଦାସକରି ରଖେ I ଏହା ସେମାନଙ୍କୁ ଆତ୍ମିକଭାବରେ “ମୃତ’ କରିଦିଏ I ପାଉଲ ଉଲ୍ଲେଖ କରନ୍ତି ଯେ ଈଶ୍ଵର ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଜୀବିତ କରନ୍ତି I ([[rc://en/tw/dict/bible/other/death]], [[rc://en/tw/dict/bible/kt/sin]] ଏବଂ [[rc://en/tw/dict/bible/kt/faith]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)

### ଜାଗତିକ ଜୀବନର ବର୍ଣ୍ଣନାଗୁଡ଼ିକ

ଅଣ ଖ୍ରୀଷ୍ଟିୟାନମାନେ କିପରି କାର୍ଯ୍ୟ କରନ୍ତି, ସେ ବିଷୟ ବୁଝାଇବାକୁ ପାଉଲ ବିଭିନ୍ନ ଉପାୟ ବ୍ୟବହାର କରୁଛନ୍ତି I ସେମାନେ “ଏହି ଜଗତର ମାର୍ଗ ଅନୁଯାୟୀ ଜୀବନଯାପନ କରିଅଛନ୍ତି” ଓ “ଆକାଶ ମଣ୍ଡଳର ଅଧିପତିର ବଶରେ ଜୀବନଯାପନ କରୁଅଛନ୍ତି,”ଆପଣା ଆପଣାର ମନ୍ଦ ଅଭିଳାଷକୁ ପୂର୍ଣ୍ଣ କରୁଅଛନ୍ତି” ଓ “ଶରୀର ଓ ମନର କାମନାକୁ ପୂର୍ଣ୍ଣ କରୁଅଛନ୍ତି I”

## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

### “ଏହା ଈଶ୍ବରଙ୍କ ଦାନ”

କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ଏଠାରେ “ଏହା” ପରିତ୍ରାଣ ପ୍ରାପ୍ତ ହେବା ବିଷୟକୁ ବୁଝାଏ I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ବିଶ୍ବାସ ହେଉଛି ଈଶ୍ବରଙ୍କ ଦାନ I ଗ୍ରୀକ୍ ଭାଷାର କାଳର ପ୍ରୟୋଗ ଅନୁସାରେ, ଏଠାରେ “ଏହା” ଅଧିକ ଭାବରେ ବିଶ୍ବାସଦ୍ବାରା ଈଶ୍ବରଙ୍କ ଅନୁଗ୍ରହରେ ପରିତ୍ରାଣ ପ୍ରାପ୍ତ ହେବା ବିଷୟକୁ ବୁଝାଏ I

### ଶରୀର

ଏହା ଗୋଟିଏ ଜଟିଳ ସମସ୍ୟା I “ଶରୀର” ସମ୍ଭବତଃ ଗୋଟିଏ ରୂପକ ଯାହା ଜଣେ ବ୍ୟକ୍ତିର ପାପପୂର୍ଣ୍ଣ ସ୍ବଭାବକୁ ବୁଝାଏ I “ଶରୀର ସମ୍ବନ୍ଧରେ ବିଜାତି” ବାକ୍ୟାଂଶଟି ସୂଚାଇଦିଏ ଯେ ଏଫିସୀୟମାନେ ପୂର୍ବରେ ଈଶ୍ବରବିହୀନ ହୋଇ ଜୀବନ ଯାପନ କରୁଥିଲେ I ଏହି ପଦରେ “ଶରୀର” ମନୁଷ୍ୟର ପାର୍ଥିବ ଅଙ୍ଗ ପ୍ରତ୍ୟଙ୍ଗକୁ ମଧ୍ୟ ବୁଝାଏ I (ଦେଖ: [[rc://en/tw/dict/bible/kt/flesh]]) EPH 2 1 xf5s 0 Connecting Statement: ପାଉଲ ବିଶ୍ବାସୀମାନଙ୍କୁ ସେମାନଙ୍କର ପୂର୍ବ ଜୀବନକୁ ଓ ବର୍ତ୍ତମାନ ଈଶ୍ବରଙ୍କ ସମ୍ମୁଖରେ ସେମାନେ କିପରି ଅଛନ୍ତି, ସେ ବିଷୟକୁ ସ୍ମରଣ କରାଇ ଦେଉଛନ୍ତି I EPH 2 1 dxx8 figs-metaphor ὑμᾶς ὄντας νεκροὺς τοῖς παραπτώμασιν καὶ ταῖς ἁμαρτίαις ὑμῶν 1 you were dead in your trespasses and sins ଏହା ଦେଖାଉଅଛି ଯେ ଜଣେ ଶାରୀରିକଭାବେ ମୃତ ଲୋକ ଯେପରି କିଛି ପ୍ରତ୍ୟୁତ୍ତର ଦିଏ ନାହିଁ , ଠିକ୍ ସେପରି ପାପରେ ପରିପୂର୍ଣ୍ଣ ଲୋକମାନେ ଈଶ୍ବରଙ୍କର ବାଧ୍ୟ ହେବାକୁ ଅକ୍ଷମ ଅଟନ୍ତି I EPH 2 1 lp32 figs-doublet τοῖς παραπτώμασιν καὶ ταῖς ἁμαρτίαις ὑμῶν 1 your trespasses and sins “ଅପରାଧ” ଓ “ପାପ” ସମାନ ଅର୍ଥବୋଧକ ଅଟନ୍ତି I ପାଉଲ ଲୋକମାନଙ୍କ ପାପର ଭୟାନକତାକୁ ଜୋର୍ ଦେବାପାଇଁ ସେଗୁଡିକ ବ୍ୟବହାର କରୁଛନ୍ତି I (ଦେଖ: [[rc://en/ta/man/translate/figs-doublet]])