Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-21 09:18:32 +00:00
parent e15231c902
commit 8de24c775a
1 changed files with 4 additions and 4 deletions

View File

@ -77,10 +77,10 @@ EPH 2 4 hrx9 διὰ τὴν πολλὴν ἀγάπην αὐτοῦ, ἣν
EPH 2 5 h6km figs-activepassive χάριτί ἐστε σεσῳσμένοι 1 by grace you have been saved ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭକୁ ଅତି ଦୟାଳୁ ହୋଇ ଉଦ୍ଧାର କଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 2 6 na2n figs-pastforfuture συνήγειρεν 1 God raised us up together with Christ ଏଠାରେ **ଉଠାଇବା/ଉତ୍ଥିତ** ହେଉଛି ଗୋଟିଏ ରୂଢ଼ି ଯାହା ମୃତ ହୋଇଥିବା ଲୋକକୁ ଜୀବିତ କରିବାକୁ ବୁଝାଏ। (ଦେଖନ୍ତୁ: [[rc://en/ta/man/translate/figs-idiom]])
EPH 2 6 b499 ἐν τοῖς ἐπουρανίοις 1 in the heavenly places ବାକ୍ୟାଂଶ “ସ୍ଵର୍ଗୀୟ ସ୍ଥାନଗୁଡ଼ିକ” ଈଶ୍ଵର ରହୁଥିବା ସ୍ଥାନକୁ ବୁଝାଏ। ଏହାକୁ [ଏଫିସୀୟ 1:3](../01/03.md) ରେ କିପରି ଅନୁବାଦ କରାଯାଇଅଛି ଦେଖ। ବିକଳ୍ପ ଅନୁବାଦ: “ଅଲୌକିକ ଜଗତରେ”
EPH 2 6 m6pq ἐν Χριστῷ Ἰησοῦ 1 in Christ Jesus **ଖ୍ରୀଷ୍ଟ ଯୀଶୁଙ୍କଠାରେ** ଏବଂ ସେହିପରି ଅଭିବ୍ୟକ୍ତି  ଗୁଡ଼ିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡ଼ିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡ଼ିକ ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I
EPH 2 7 y6cf ἐν τοῖς αἰῶσιν, τοῖς ἐπερχομένοις 1 in the ages to come "ଭବିଷ୍ୟତରେ"
EPH 2 8 t9pc figs-activepassive τῇ γὰρ χάριτί ἐστε σεσῳσμένοι διὰ πίστεως 1 For by grace you have been saved through faith ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ତାହାଙ୍କ ଉପରେ ତୁମ୍ଭମାନଙ୍କର ବିଶ୍ଵାସ ହେତୁ ଈଶ୍ଵର ତୁମ୍ଭମାନଙ୍କୁ ଅନୁଗ୍ରହ ଦ୍ୱାରା ଉଦ୍ଧାର କଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 2 8 r8u8 τοῦτο οὐκ 1 this did not **ଏହା/ଏହି** ଶବ୍ଦଟି ଅନୁଗ୍ରହରେ **ବିଶ୍ଵାସ ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ” କୁ ବୁଝାଏ।**
EPH 2 6 m6pq ἐν Χριστῷ Ἰησοῦ 1 in Christ Jesus ବାକ୍ୟାଂଶ **ଖ୍ରୀଷ୍ଟ ଯୀଶୁଙ୍କଠାରେ** ଏବଂ ସମାନ ଅଭିବ୍ୟକ୍ତି ଗୁଡ଼ିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡ଼ିକରେ ବାରମ୍ବାର ଦେଖିବାକୁ ମିଳେ ସେଗୁଡ଼ିକ ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥା ସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ
EPH 2 7 y6cf ἐν τοῖς αἰῶσιν, τοῖς ἐπερχομένοις 1 in the ages to come ବିକଳ୍ପ ଅନୁବାଦ: “ଭବିଷ୍ୟତରେ”
EPH 2 8 t9pc figs-activepassive τῇ γὰρ χάριτί ἐστε σεσῳσμένοι διὰ πίστεως 1 For by grace you have been saved through faith ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ତାହାଙ୍କ ଉପରେ ତୁମ୍ଭମାନଙ୍କର ବିଶ୍ଵାସ ହେତୁ ଈଶ୍ଵର ତୁମ୍ଭମାନଙ୍କୁ ଅନୁଗ୍ରହ ଦ୍ୱାରା ଉଦ୍ଧାର କଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 2 8 r8u8 τοῦτο οὐκ 1 this did not **ଏହି** ଶବ୍ଦଟି ଅନୁଗ୍ରହରେ **ବିଶ୍ଵାସ ଦ୍ଵାରା ତୁମ୍ଭେମାନେ ପରିତ୍ରାଣ/ଉଦ୍ଧାର ପାଇଅଛ”କୁ ବୁଝାଏ।**
EPH 2 9 al4s οὐκ ἐξ ἔργων, ἵνα μή τις καυχήσηται 1 not from works, so that no one may boast ଏଠାରେ ଆପଣ ଗୋଟିଏ ନୂଆ ବାକ୍ୟ ଆରମ୍ଭ କରିବାକୁ ଇଚ୍ଛା କରିପାରନ୍ତି। ବିକଳ୍ପ ଅନୁବାଦ: “ପରିତ୍ରାଣ କ୍ରିୟାକର୍ମରୁ ହୁଏ ନାହିଁ, ଯେପରି କେହି ଦର୍ପ ନ କରେ” କିମ୍ବା “ଜଣେ ଲୋକର କର୍ମ ସକାଶୁ ଈଶ୍ଵର ତାହାକୁ ଉଦ୍ଧାର/ପରିତ୍ରାଣ କରନ୍ତି ନାହିଁ, ଏଣୁ କେହି ଦର୍ପକରି କହିପାରିବ ନାହିଁ ଯେ ସେ ତାହାର ପରିତ୍ରାଣ ଅର୍ଜନ କରିଅଛି”
EPH 2 10 fa4l ἐν Χριστῷ Ἰησοῦ 1 in Christ Jesus **ଖ୍ରୀଷ୍ଟ ଯୀଶୁଙ୍କଠାରେ** ଓ ସେହିପରି ଭାବଗୁଡ଼ିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡ଼ିକରେ ବାରମ୍ବାର ଦେଖିବାକୁ ମିଳେ। ସେଗୁଡ଼ିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ।
EPH 2 10 lws4 ἐν αὐτοῖς περιπατήσωμεν 1 we would walk in them **ଆଚରଣ** କରିବା ବିଷୟଟି ହେଉଛି ଗୋଟିଏ ରୂପକ ଯାହା ଜଣେ ଲୋକ କିପରି ଜୀବନ ଯାପନ କରୁଛି, ତା’କୁ ବୁଝାଏ। ଏଠାରେ **ସେହିସବୁରେ** “ସତ୍କର୍ମ”କୁ ବୁଝାଏ। ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ନିରନ୍ତର ସେହି ସତ୍କର୍ମସବୁ କରିବା” (ଦେଖନ୍ତୁ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 4525.