Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 07:35:54 +00:00
parent 6f3d5182d6
commit 8d59464dd6
1 changed files with 1 additions and 1 deletions

View File

@ -425,7 +425,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 3 2 p4i5 figs-metonymy τῶν προειρημένων ῥημάτων 1 ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାଙ୍କ ଭବିଷ୍ୟବାଣୀକୁ ବର୍ଣ୍ଣନା କରିବା ପାଇଁ ପିତର ଏଠାରେ **ବାକ୍ୟ** ବ୍ୟବହାର କରୁଛନ୍ତି, ବିଶେଷକରି ଖ୍ରୀଷ୍ଟଙ୍କ ଭବିଷ୍ୟତର ପ୍ରତ୍ୟାବର୍ତ୍ତନ ବିଷୟରେ ବାକ୍ୟ ବ୍ୟବହାର କରି ପଠାଯାଇଥିଲା ।
ବିକଳ୍ପ ଅନୁବାଦ: “ପୂର୍ବରୁ କରାଯାଇଥିବା ଭବିଷ୍ୟବାଣୀ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
2PE 3 2 ijnq figs-explicit ὑπὸ τῶν ἁγίων προφητῶν 1 ଏଠାରେ, **ଭବିଷ୍ୟ‌ଦ୍‌ବକ୍ତାମାନେ** ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁବୁଝାଏ  ଯାହାକୁ ପିତର ମଧ୍ୟ [୧:୧୯–୨୧] (../୦୧/୧୯.md) ରେ ଉଲ୍ଲେଖ କରିଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଦ୍ୱାରା” (ଦେଖନ୍ତୁ: [[rc://en/ta/man/translate/figs-explicit]])
2PE 3 2 jnq2 figs-abstractnouns τῆς…ἐντολῆς τοῦ Κυρίου καὶ Σωτῆρος 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି ସହ ଗୁଣବାଚକ ବିଶେଷ୍ୟ **ଆଜ୍ଞା** ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର  ପ୍ରଭୁ ଏବଂ ତ୍ରାଣକର୍ତ୍ତା ଯାହା ଆଜ୍ଞା ଦେଇଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 3 2 jx0u figs-genericnoun τῆς…ἐντολῆς τοῦ Κυρίου καὶ Σωτῆρος 1 ସାଧାରଣତଃ

ଯୀଶୁଙ୍କ ଆଜ୍ଞା ବିଷୟରେ ପିତର ଏଠାରେ **ଆଜ୍ଞା** ଶବ୍ଦ ବ୍ୟବହାର
କରନ୍ତି

ସେ ଗୋଟିଏ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶକୁ ସୂଚାଉ ନାହାଁନ୍ତି

ଏହି ଆଜ୍ଞାଗୁଡ଼ିକ ପ୍ରେରିତମାନଙ୍କ ଦ୍ୱାରା ବିଶ୍ୱାସୀମାନଙ୍କୁ
ପ୍ରଦାନ କରାଯାଇଥିଲା

ବିକଳ୍ପ ଅନୁବାଦ: “ପ୍ରଭୁ ଏବଂ ତ୍ରାଣକର୍ତ୍ତାଙ୍କ ଆଜ୍ଞା” (ଦେଖନ୍ତୁ:
[[rc://en/ta/man/translate/figs-genericnoun]])
2PE 3 2 jx0u figs-genericnoun τῆς…ἐντολῆς τοῦ Κυρίου καὶ Σωτῆρος 1 ସାଧାରଣତଃ ଯୀଶୁଙ୍କ ଆଜ୍ଞା ବିଷୟରେ ପିତର ଏଠାରେ **ଆଜ୍ଞା** ଶବ୍ଦ ବ୍ୟବହାର କରନ୍ତି । ସେ ଗୋଟିଏ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶକୁ ସୂଚାଉ ନାହାଁନ୍ତି । ଏହି ଆଜ୍ଞାଗୁଡ଼ିକ ପ୍ରେରିତମାନଙ୍କ ଦ୍ୱାରା ବିଶ୍ୱାସୀମାନଙ୍କୁ ପ୍ରଦାନ କରାଯାଇଥିଲା ।
ବିକଳ୍ପ ଅନୁବାଦ: “ପ୍ରଭୁ ଏବଂ ତ୍ରାଣକର୍ତ୍ତାଙ୍କ ଆଜ୍ଞା” (ଦେଖନ୍ତୁ: [[rc://en/ta/man/translate/figs-genericnoun]])
2PE 3 2 vusd figs-abstractnouns τοῦ Κυρίου 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ପ୍ରଭୁ**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ ଅନୁବାଦ: “ଶାସନ କରୁଥିବା ବ୍ୟକ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 3 2 x9rg figs-abstractnouns Σωτῆρος 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ତ୍ରାଣକର୍ତ୍ତା**
ପଛରେ ଥିବା ଧାରଣା ପ୍ରକାଶ କରିପାରିବେ

ବିକଳ୍ପ ଅନୁବାଦ: “ରକ୍ଷା କରୁଥିବା ବ୍ୟକ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 3 2 tsn4 τῶν ἀποστόλων ὑμῶν 1 ଏହି ବାକ୍ୟାଂଶଟି ସୂଚିତ କରେ
ଯାହା ଦ୍ଵାରା **ପ୍ରଭୁ ଏବଂ ତ୍ରାଣକର୍ତ୍ତାଙ୍କ ଆଜ୍ଞା** ପିତରଙ୍କ ପାଠକମାନଙ୍କୁ ଦିଆଯାଇଥିଲା

ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର  ପ୍ରେରିତମାନଙ୍କ ମାଧ୍ୟମରେ”

Can't render this file because it contains an unexpected character in line 2 and column 9170.