Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-09 15:37:14 +00:00
parent c5a058ad6b
commit 8d1fdfd877
1 changed files with 1 additions and 1 deletions

View File

@ -263,7 +263,7 @@ LUK 2 9 x1y4 ἄγγελος Κυρίου 1 An angel of the Lord ବିକଳ
LUK 2 9 u2di ἐπέστη αὐτοῖς 1 appeared to them ବିକଳ୍ପ ଅନୁବାଦ: “ମେଷପାଳକମାନଙ୍କ ନିକଟକୁ ଆସିଲେ”
LUK 2 9 ca2k δόξα Κυρίου 1 the glory of the Lord ଏହାର ଅର୍ଥ ଏହା ଯେ ଏକ ଉଜ୍ଜ୍ୱଳ ଆଲୋକ ଦୂତଙ୍କ ସହ ସେହି ସମୟରେ ପ୍ରକାଶହେଲା, ଯାହା ତାଙ୍କ ଦୂତଙ୍କ ସହ ଯାଉଥିବା ଈଶ୍ଵରଙ୍କ ଚମତ୍କାର ଉପସ୍ଥିତିକୁ ବୁଝାଏ । ଈଶ୍ଵରଙ୍କ ଗୌରବ ବାଇବେଲରେ ଆଲୋକ ସହ ଜଡିତ ଅଟେ, ଉଦାହରଣ ସ୍ୱରୂପ,“ଉଠ, ଜ୍ୟୋତି ପ୍ରକାଶ କର; କାରଣ ତୁମ୍ଭର ଆଲୋକ ଉପସ୍ଥିତ ଓ ଯିହୋବାଙ୍କ ମହିମା ତୁମ୍ଭ ଉପରେ ଅଛି।<br>”ଯିଶାଇୟ ୬୦:୧ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ ଈଶ୍ଵରଙ୍କ ଗୌରବମୟ ଉପସ୍ଥିତି ଦର୍ଶାଇ ସେମାନଙ୍କ ଚାରିପାଖରେ ଏକ ଉଜ୍ଜ୍ୱଳ ଆଲୋକ ଝଲସି ଉଠିଲା” । (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 2 10 hnr7 μὴ φοβεῖσθε 1 Do not be afraid ୧:୧୩ ରେ ଯେପରି, ଦୂତ ଏହି ଶବ୍ଦଗୁଡ଼ିକୁ ଏକ ଆଦେଶ ଆକାରରେ ପ୍ରକାଶ କରନ୍ତି, ସେ ପ୍ରକୃତରେ ମେଷପାଳକମାନଙ୍କୁ ସେମାନଙ୍କୁ ସାହାଯ୍ୟ ଏବଂ ଉତ୍ସାହିତ<br>କରିବାକୁ ଏହା କହୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭକୁ ଭୟ କରିବାର ଆବଶ୍ୟକ ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-imperative]])
LUK 2 10 pw8t χαρὰν μεγάλην, ἥτις ἔσται παντὶ τῷ λαῷ 1 great joy, which will be to all the people ତାହା ସମସ୍ତ ଲୋକମାନଙ୍କୁ ଅତିଶୟ ଆନନ୍ଦିତ କରିବ
LUK 2 10 pw8t χαρὰν μεγάλην, ἥτις ἔσται παντὶ τῷ λαῷ 1 great joy, which will be to all the people ବିକଳ୍ପ ଅନୁବାଦ: “ମୁଁ ଏକ ଉତ୍ତମ ଖବର ଘୋଷଣା କରିବାକୁ ଆସିଛି ଯାହା<br>ସମସ୍ତ ଲୋକମାନଙ୍କୁ  ବହୁତ ଖୁସି କରିବ”
LUK 2 10 adz8 παντὶ τῷ λαῷ 1 all the people କେତେକେ ଏହାକୁ ଯିହୂଦୀୟ ଲୋକମାନଙ୍କ ପ୍ରତି ଉଲ୍ଲେଖ ହୋଇଛି ବୋଲି ବୁଝନ୍ତି I ଅନ୍ୟମାନେ ଏହାକୁ ସମସ୍ତ ଲୋକମାନଙ୍କ ପ୍ରତି ଉଲ୍ଲେଖ ହୋଇଛି ବୋଲି ବୁଝନ୍ତି I
LUK 2 11 z9m2 πόλει Δαυείδ 1 the city of David ଏହା ବେଥଲିହିମକୁ ବୁଝାଏ I
LUK 2 12 yj15 figs-activepassive καὶ τοῦτο ὑμῖν τὸ σημεῖον 1 This will be the sign to you ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭକୁ ଏହି ଚିହ୍ନ ଦେବେ” ବା “ତୁମେ ଈଶ୍ୱରଙ୍କଠାରୁ ଏହି ଚିହ୍ନ ଦେଖିବ” (ଦେଖ: [[rc://or/ta/man/translate/figs-activepassive]] )

Can't render this file because it is too large.