Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-06 17:21:05 +00:00
parent 09c213ceb1
commit 8cfae2dec5
1 changed files with 1 additions and 1 deletions

View File

@ -82,7 +82,7 @@ LUK 1 27 tzh2 ἐξ οἴκου Δαυεὶδ 1 of the house of David ଏହି
LUK 1 27 w9tm writing-participants τὸ ὄνομα τῆς παρθένου Μαριάμ 1 the name of the virgin was Mary ଏହା ମରୀୟମଙ୍କୁ କାହାଣୀର ଏକ ନୂତନ ଚରିତ୍ର ଭାବରେ ପରିଚିତ କରାଏ । ଯଦି ଆପଣଙ୍କର ଭାଷାର ଏହି ଅର୍ଥକୁ ପ୍ରକାଶ କରୁଥିବା ଏକ ଅଭିବ୍ୟକ୍ତି ଅଛି, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । (ଦେଖନ୍ତୁ: [[rc://en/ta/man/translate/writing-participants]])
LUK 1 28 i7h4 χαῖρε 1 Greetings ଏହି ଶବ୍ଦକୁ ଅଭିବାଦନ ଭାବରେ ବ୍ୟବହୃତ କରାଯାଇଥିଲା । ବିକଳ୍ପ ଅନୁବାଦ: “ଅଭିନନ୍ଦନ” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 28 bp2n κεχαριτωμένη! 1 favored one! ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯିଏ ମହାନ ଅନୁଗ୍ରହ ପ୍ରାପ୍ତ କରିଛ” କିମ୍ବା “ତୁମ୍ଭେମାନେ ଯିଏ ବିଶେଷ ଦୟା ପ୍ରାପ୍ତ କରିଛ”
LUK 1 28 jmq9 figs-idiom ὁ Κύριος μετὰ σοῦ 1 The Lord is with you ତୁମ୍ଭମାନଙ୍କ ସହ ଅଭିବ୍ୟକ୍ତି ଏକ ରୂଢ଼ି ଅଟେ ଯାହା ଅନୁଗ୍ରହ ଏବଂ ଗ୍ରହଣୀୟତାକୁ ସୂଚାଏ । ବିକଳ୍ପ ଅନୁବାଦ: “ପ୍ରଭୁ ତୁମ୍ଭ ଉପରେ ସନ୍ତୁଷ୍ଟ ଅଟନ୍ତି” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 28 jmq9 figs-idiom ὁ Κύριος μετὰ σοῦ 1 The Lord is with you **ତୁମ୍ଭମାନଙ୍କ ସହ** ଅଭିବ୍ୟକ୍ତି ଏକ ରୂଢ଼ି ଅଟେ ଯାହା ଅନୁଗ୍ରହ ଏବଂ ଗ୍ରହଣୀୟତାକୁ ସୂଚାଏ । ବିକଳ୍ପ ଅନୁବାଦ: “ପ୍ରଭୁ ତୁମ୍ଭ ଉପରେ ସନ୍ତୁଷ୍ଟ ଅଟନ୍ତି” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 29 ytx7 ἡ δὲ ἐπὶ τῷ λόγῳ διεταράχθη, καὶ διελογίζετο ποταπὸς εἴη ὁ ἀσπασμὸς οὗτος 1 But she was troubled by his words and she was considering what kind of greeting this might be ମରିୟମ ସେହି ନିର୍ଦ୍ଧିଷ୍ଟ ଶବ୍ଦଗୁଡିକର ଅର୍ଥ ବୁଝିଲେ, କିନ୍ତୁ ସେ ବୁଝିପାରିଲେ ନାହିଁ ଯେ ଦୂତ କାହିଁକି ତାଙ୍କୁ ଏହି ଆଶ୍ଚର୍ଯ୍ୟଜନକ ଅଭିବାଦନ କହିଲେ I
LUK 1 30 d3rx μὴ φοβοῦ, Μαριάμ 1 Do not be afraid, Mary ଦୂତ ଆପଣାର ଆବିର୍ଭାବ ହେତୁ ମରିୟମ ଭୟଭୀତ ହେଉନ୍ତୁ ବୋଲି ଚାହିଁଲେ ନାହିଁ, କାରଣ ଈଶ୍ୱର ତାଙ୍କୁ ଏକ ଆସ୍ତିସୂଚକ ସମ୍ବାଦ ସହିତ ପ୍ରେରଣ କରିଥିଲେ I
LUK 1 30 a3eb figs-idiom εὗρες ... χάριν παρὰ τῷ Θεῷ 1 you have found favor with God “ଅନୁଗ୍ରହ ପ୍ରାପ୍ତ ହେବା” ଏକ ରୁଢି ଯାହାର ଅର୍ଥ ଜଣକ ଦ୍ୱାରା ଆସ୍ତିସୂଚକ ଭାବରେ ଗୃହୀତ ହେବା I ବାକ୍ୟଟିକୁ ବଦଳାଯାଇ ଈଶ୍ୱରଙ୍କୁ ନାୟକ ଭାବରେ ଦର୍ଶାଯାଇ ପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମକୁ ଆପଣା ଅନୁଗ୍ରହ ଦେବା ନିମନ୍ତେ ସିଦ୍ଧାନ୍ତ କରିଛନ୍ତି” ବା ଈଶ୍ୱର ତୁମକୁ ଆପଣା ଦୟା ପ୍ରଦର୍ଶନ କରୁଛନ୍ତି” (ଦେଖ: [[rc://or/ta/man/translate/figs-idiom]] )

Can't render this file because it is too large.