Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-04 13:55:12 +00:00
parent 4572eeb141
commit 8caee3b643
1 changed files with 2 additions and 2 deletions

View File

@ -5,8 +5,8 @@ LUK 1 1 br8r 0
LUK 1 1 qhd9 περὶ τῶν πεπληροφορημένων ἐν ἡμῖν πραγμάτων 1 ଆମ୍ଭମାନଙ୍କ ମଧ୍ୟରେ ଘଟିଥିବା ଘଟଣାବଳୀର ବିବରଣ ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ
ଏହାକୁ ଏକ ସକ୍ରିୟ କ୍ରିୟାପଦରେ ପ୍ରକାଶ କରିପାରିବେ । ବିକଳ୍ପ
ଅନୁବାଦ: “ସେହି ଘଟଣାଗୁଡ଼ିକ ବିଷୟରେ ଯାହା ଆମ୍ଭମାନଙ୍କ ମଧ୍ୟରେ ଘଟିଛି।” (ଦେଖନ୍ତୁ: [[rc://en/ta/man/translate/figs-activepassive]])
LUK 1 1 hyp6 figs-inclusive ἐν ἡμῖν 1 ଆମ୍ଭମାନଙ୍କ ମଧ୍ୟରେ ଥୀୟଫିଳ ନାମକ ଜଣେ ବ୍ୟକ୍ତିଙ୍କୁ ଏହି ପୁସ୍ତକ ଲୂକ ଉତ୍ସର୍ଗ କରନ୍ତି
। ସେ କିଏ ଥିଲେ
ତାହା ପ୍ରକୃତରେ ଅଜ୍ଞାତ ଅଟେ । ଯେହେତୁ ଲୂକ 1:4 ରେ କହନ୍ତି ଯେ ସେ ଥୀୟଫିଳଙ୍କୁ ଯାହା ଶିକ୍ଷା ଦେଇଛନ୍ତି ତାହା ବିଶ୍ଵାସଯୋଗ୍ୟ
ବୋଲି ସେ ଜାଣୁ ବୋଲି ସେ ଇଚ୍ଛା କରନ୍ତି, ସେ ଯୀଶୁଙ୍କ ଅନୁଗାମୀ ଥିଲେ ବୋଲି ମନେ ହୁଏ । ତେଣୁ
ଏଠାରେ ଆମ୍ଭେମାନେ ଶବ୍ଦ ତାହାକୁ ଅନ୍ତର୍ଭୁକ୍ତ କରେ । (ଦେଖନ୍ତୁ: [[rc://en/ta/man/translate/figs-exclusive]])
LUK 1 2 hud2 figs-explicit αὐτόπται καὶ ὑπηρέται γενόμενοι τοῦ λόγου 1 ଯେଉଁମାନେ… ଚାକ୍ଷୁଷ ସାକ୍ଷୀ ଥିଲେ ଚାକ୍ଷୁଷ ସାକ୍ଷୀ ଶବ୍ଦ ଏକ
ବ୍ୟକ୍ତିକୁ ବର୍ଣ୍ଣନା କରେ ଯିଏ ବ୍ୟକ୍ତିଗତ ଭାବରେ ଏଖ ଘଟଣାକୁ, “ନିଜ
ଆଖିରେ” ଦେଖେ । ଏହି ଶବ୍ଦଟି ଏପରି ବ୍ୟକ୍ତିକୁ ସାଙ୍କେତିକ ଭାବରେ ବର୍ଣ୍ଣନା କରେ । ବିକଳ୍ପ
ଅନୁବାଦ: “ଯେଉଁମାନେ… ବ୍ୟକ୍ତିଗତ ଭାବରେ ଏହି ଘଟଣାଗୁଡ଼ିକୁ ଦେଖିଲେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
LUK 1 2 z9dq figs-synecdoche ὑπηρέται ... τοῦ λόγου 1 servants of the word “ବାକ୍ୟ” ଶବ୍ଦ ଗୋଟିଏ ସମ୍ବାଦ ନିମନ୍ତେ ଅନେକ ବାକ୍ୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ବାକ୍ ଶୈଳୀ I ବିକଳ୍ପ ଅନୁବାଦ : “ସମ୍ବାଦର ସେବକଗଣ” ବା “ଈଶ୍ୱରଙ୍କ ସମ୍ବାଦର ସେବକଗଣ” (ଦେଖ: [[rc://or/ta/man/translate/figs-synecdoche]] )
LUK 1 3 fud1 παρηκολουθηκότι 1 having investigated "ଯତ୍ନର ସହ ଗବେଷଣା କରାଯାଇଛି I ସଠିକ୍ ଭାବରେ କ’ଣ ସବୁ ଘଟିଥିଲା, ସେ ସମ୍ପର୍କରେ ଅନୁସନ୍ଧାନ କରିବାରେ ଲୂକ ଯତ୍ନଶୀଳ ଥିଲେ I ସେ ହୁଏତ ବିଭିନ୍ନ ଲୋକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଯେଉଁମାନେ ଯାହା ସବୁ ଘଟିଥିଲା ସେସବୁ ଦେଖିଥିଲେ ଯେପରି ସେ ନିଶ୍ଚିତ ହେବେ ଯେ ସେ ଏହି ଘଟଣାଗୁଡିକ ସମ୍ପର୍କରେ ଯାହା ଲେଖିଛନ୍ତି, ତାହା ସଠିକ୍ ଅଟେ I
LUK 1 2 z9dq figs-synecdoche ὑπηρέται ... τοῦ λόγου 1 ବାକ୍ୟର ପରିଚାରକ ଏଠାରେ, ବାକ୍ୟ ଶବ୍ଦଟି ସାଙ୍କେତିକ ଭାବରେ ସେହି ବିଷୟଗୁଡ଼ିକୁ ବର୍ଣ୍ଣନା
କରେ ଯାହା ଶବ୍ଦ ବ୍ୟବହାର କରି ବାର୍ତ୍ତା ଆଣିଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ
ଅନୁବାଦ: “ବାର୍ତ୍ତାର ସେବକଗଣ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
LUK 1 3 fud1 παρηκολουθηκότι 1 ଆରମ୍ଭରୁ ଘଟଣାବଳୀର
ବିବରଣ ଅନେକେ ଶୃଙ୍ଖଳିତ ରୂପେ ଲିପିବଦ୍ଧ କରି "ଯତ୍ନର ସହ ଗବେଷଣା କରାଯାଇଛି I ସଠିକ୍ ଭାବରେ କ’ଣ ସବୁ ଘଟିଥିଲା, ସେ ସମ୍ପର୍କରେ ଅନୁସନ୍ଧାନ କରିବାରେ ଲୂକ ଯତ୍ନଶୀଳ ଥିଲେ I ସେ ହୁଏତ ବିଭିନ୍ନ ଲୋକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଯେଉଁମାନେ ଯାହା ସବୁ ଘଟିଥିଲା ସେସବୁ ଦେଖିଥିଲେ ଯେପରି ସେ ନିଶ୍ଚିତ ହେବେ ଯେ ସେ ଏହି ଘଟଣାଗୁଡିକ ସମ୍ପର୍କରେ ଯାହା ଲେଖିଛନ୍ତି, ତାହା ସଠିକ୍ ଅଟେ I
LUK 1 3 nr63 κράτιστε Θεόφιλε 1 most excellent Theophilus ଥିୟଫିଲଙ୍କ ନିମନ୍ତେ ସମ୍ମାନ ଓ ସମାଦର ପ୍ରଦର୍ଶନ କରିବା ନିମନ୍ତେ ଲୂକ ଏହା କହିଲେ I ଏହାର ଅର୍ଥ ଏପରି ହୋଇପାରେ ଯେ ଥିୟଫିଲ ଜଣେ ମହତ୍ତ୍ଵପୂର୍ଣ୍ଣ ସରକାରୀ ପଦାଧିକାରୀ ଥିଲେ I ଏହି ବିଭାଗ ସେହି ଶୈଳୀ ବ୍ୟବହାର କରିବା ଉଚିତ ଯାହା ତୁମର ସଂସ୍କୃତି ଉଚ୍ଚ ପଦବୀରେ ଥିବା ଲୋକମାନଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହାର କରେ I କିଛି ଲୋକ ମଧ୍ୟ ଏହି ସମ୍ବୋଧନକୁ ଆରମ୍ଭରେ ରଖିବା ନିମନ୍ତେ ପସନ୍ଦ କରି ଏପରି କହି ପାରନ୍ତି,” ଥିୟଫିଲଙ୍କ ପ୍ରତି” କିମ୍ବା ପ୍ରିୟ... ଥିୟଫିଲ I”"
LUK 1 3 vhj8 κράτιστε 1 most excellent ସମ୍ମାନୀୟ ବା “ସମ୍ଭ୍ରାନ୍ତ”
LUK 1 3 h7q1 translate-names Θεόφιλε 1 Theophilus ଏହି ନାମର ଅର୍ଥ “ଈଶ୍ୱରଙ୍କ ବନ୍ଧୁ I” ଏହା ଏହି ବ୍ୟକ୍ତିଙ୍କର ଚରିତ୍ରକୁ ବର୍ଣ୍ଣନା କରିପାରେ ବା ଏହା ହୁଏତ ତାହାଙ୍କ ପ୍ରକୃତ ନାମ ଥିଲା I ଅନେକ ଅନୁବାଦକ ଏହା ତାଙ୍କର ନାମ ବୋଲି କହନ୍ତି I (ଦେଖ: [[rc://or/ta/man/translate/translate-names]])

Can't render this file because it is too large.