diff --git a/en_tn_63-1JN.tsv b/en_tn_63-1JN.tsv index 6eb75d5..e0b363f 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -378,3 +378,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 2 10 j076 figs-metaphor ἐν τῷ φωτὶ μένει 1 remains in the light 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ ଅନୁବାଦ: “ପ୍ରକୃତରେ ଯାହା ଉଚିତ୍  ତାହା କରୁଛି” ( [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 2 10 j077 figs-explicit σκάνδαλον ἐν αὐτῷ οὐκ ἔστιν 1 a stumbling-block is not in him ଯୋହନ  ଏହି **ଝୁଣ୍ଟିବା କାରଣ** ବିଷୟରେ ଜଣେ ବ୍ୟକ୍ତିଙ୍କ ଭିତରେ ଥିବା ବିଷୟରେ ଉଲ୍ଲେଖ କରନ୍ତି କାରଣ ଏହା ଜଣେ ସହବିଶ୍ଵାସୀଙ୍କ ପ୍ରତି ଘୃଣାକୁ ଦର୍ଶାଏ ଯାହାକୁ ସେ 2:9 ରେ ବର୍ଣ୍ଣନା କରିଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ତାହା ଭିତରେ ତାହାର ଘୃଣାଭାବ ନାହିଁ ଯାହା ତାହା ପାପର କାରଣ ହେବ” ( [[rc://en/ta/man/translate/figs-explicit]]ଦେଖନ୍ତୁ) 1JN 2 11 j078 figs-metaphor τὸν ἀδελφὸν αὐτοῦ 1 his brother  [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ) +1JN 2 11 j079 figs-parallelism ἐν τῇ σκοτίᾳ ἐστὶν, καὶ ἐν τῇ σκοτίᾳ περιπατεῖ 1 is in the darkness and walks in the darkness ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ  ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ମନ୍ଦ କାର୍ଯ୍ୟ ନିରନ୍ତର କରେ” ( [[rc://en/ta/man/translate/figs-parallelism]]ଦେଖନ୍ତୁ)