Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-07 19:24:41 +00:00
parent d98c2662bd
commit 8a9ec2732f
1 changed files with 2 additions and 2 deletions

View File

@ -390,8 +390,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 16 xspp figs-abstractnouns τὴν τοῦ προφήτου παραφρονίαν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ଅଯୌକ୍ତିକ” କିମ୍ବା “ମୂର୍ଖ” ଭଳି ଏକ ବିଶେଷଣ ସହ ଗୁଣବାଚକ ବିଶେଷ୍ୟ **ଅଯୌକ୍ତିକ** ର ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଭବିଷ୍ୟ‌ଦ୍‌ବକ୍ତାଙ୍କ ଅଯୌକ୍ତିକ କାର୍ଯ୍ୟ” କିମ୍ବା “ଭବିଷ୍ୟ‌ଦ୍‌ବକ୍ତାଙ୍କ ମୂର୍ଖ କାର୍ଯ୍ୟ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 2 17 x5rj writing-pronouns οὗτοί 1 **ଏହି ମନୁଷ୍ୟମାନେ [:୧] (..//୦୧.md) ରେ ଉଲ୍ଲେଖ ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
2PE 2 17 von6 figs-doublet οὗτοί εἰσιν πηγαὶ ἄνυδροι, καὶ ὁμίχλαι ὑπὸ λαίλαπος ἐλαυνόμεναι 1 mists driven by a storm ଏହି ଦୁଇଟି ରୂପକରର ଅର୍ଥ ସମାନ ଅଟେ । ଗୁରୁତ୍ୱ ଦେବା ପାଇଁ ପିତର ସେଗୁଡ଼ିକୁ ଏକାଠି ବ୍ୟବହାର କରନ୍ତି ।
ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ସେଗୁଡ଼ିକୁ ଗୋଟିଏ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏହି ମନୁଷ୍ୟମାନେ ଯେଉଁମାନେ ନିଶ୍ଚିତ ଭାବରେ ଯାହା ପ୍ରତିଜ୍ଞା କରନ୍ତି ତାହା ଦିଅନ୍ତି ନାହିଁ” କିମ୍ବା “ଏ ଲୋକମାନେ ଯେଉଁମାନେ ନିଶ୍ଚିତ ଭାବରେ ନିରାଶ କରନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-doublet]])
2PE 2 17 v90z ὁ ζόφος τοῦ σκότους 1 ଏହାର ଅର୍ଥ ହୋଇପାରେ: (୧

ଘୋର** **ଅନ୍ଧକାର** ଦ୍ୱାରା ବର୍ଣ୍ଣିତ

ବିକଳ୍ପ ଅନୁବାଦ: “ଘୋର ଅନ୍ଧକାର” (

ଘୋର ** **ଅନ୍ଧକାର** ସହ ସମାନ

ବିକଳ୍ପ ଅନୁବାଦ: “ଘୋର

ଯାହା ଅନ୍ଧକାର ଅଟେ

2PE 2 17 xrpf figs-metaphor ὁ ζόφος τοῦ σκότους 1 ଏଠାରେ

ପିତର ନର୍କକୁ ସୂଚାଇବା ପାଇଁ ସାଙ୍କେତିକ ଭାବରେ ** ଘୋର** ଏବଂ
**ଅନ୍ଧକାର** ଶବ୍ଦ ବ୍ୟବହାର କରନ୍ତି

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ

ଆପଣ ଏହାକୁ ସିଧାସଳଖ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଯାହାଙ୍କ ପାଇଁ ଈଶ୍ଵର ନର୍କର ଘୋର ଅନ୍ଧକାରକୁ
ସଂରକ୍ଷିତ କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 2 17 v90z ὁ ζόφος τοῦ σκότους 1 ଏହାର ଅର୍ଥ ହୋଇପାରେ: (୧) **ଘୋର** **ଅନ୍ଧକାର** ଦ୍ୱାରା ବର୍ଣ୍ଣିତ । ବିକଳ୍ପ ଅନୁବାଦ: “ଘୋର ଅନ୍ଧକାର” () ** ଘୋର ** **ଅନ୍ଧକାର** ସହ ସମାନ । ବିକଳ୍ପ ଅନୁବାଦ: “ଘୋର, ଯାହା ଅନ୍ଧକାର ଅଟେ।”
2PE 2 17 xrpf figs-metaphor ὁ ζόφος τοῦ σκότους 1 ଏଠାରେ, ପିତର ନର୍କକୁ ସୂଚାଇବା ପାଇଁ ସାଙ୍କେତିକ ଭାବରେ ** ଘୋର** ଏବଂ **ଅନ୍ଧକାର** ଶବ୍ଦ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସିଧାସଳଖ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାହାଙ୍କ ପାଇଁ ଈଶ୍ଵର ନର୍କର ଘୋର ଅନ୍ଧକାରକୁ
ସଂରକ୍ଷିତ କରିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 2 18 xgoc grammar-connect-logic-result γὰρ 1 ଏଠାରେ

କାରଣ** ପୂର୍ବର ପଦରେ ଉଲ୍ଲେଖ କରାଯାଇଥିବା ପରି

ଘୋର ଅନ୍ଧକାରରେ ଭଣ୍ଡ ଶିକ୍ଷକମାନେ କାହିଁକି ଦଣ୍ଡ ପାଇଁ ସଂରକ୍ଷିତ
ଅଛନ୍ତି ତାହାର କାରଣ ଦର୍ଶାଏ

ବିକଳ୍ପ ଅନୁବାଦ: “ଏହି କାରଣରୁ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-result]])
2PE 2 18 x2by figs-possession ὑπέρογκα…ματαιότητος 1 speaking arrogant things of vanity **
ଅହଂକାରୀ** ବକ୍ତବ୍ୟକୁ ବର୍ଣ୍ଣନା କରିବା ପାଇଁ ପିତର ସ୍ୱତ୍ୱାଧିକାରୀ
ଶବ୍ଦ ବ୍ୟବହାର କରନ୍ତି ଯାହା **ଅସାରତା** ଦ୍ୱାରା
ବର୍ଣ୍ଣିତ

ବିକଳ୍ପ ଅନୁବାଦ: “ବୃଥା

ଅହଂକାରୀ ବିଷୟ” କିମ୍ବା “ବୃଥା ଏବଂ ଅହଂକାରୀ ବିଷୟ” (ଦେଖନ୍ତୁ:
[[rc://en/ta/man/translate/figs-possession]])
2PE 2 18 n2pr figs-abstractnouns ματαιότητος 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ

ତେବେ ଆପଣ “ବ୍ୟର୍ଥ” ଭଳି ଏକ ବିଶେଷଣ ସହ ଗୁଣବାଚକ ବିଶେଷ୍ୟ **ଅସାରତା**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ

ଦେଖନ୍ତୁ:
[[rc://en/ta/man/translate/figs-abstractnouns]])

Can't render this file because it contains an unexpected character in line 2 and column 9170.