Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-12 11:39:27 +00:00
parent 762b518e98
commit 8a27aa0f7e
1 changed files with 2 additions and 0 deletions

View File

@ -121,3 +121,5 @@ JUD 1 12 diqd figs-activepassive νεφέλαι ἄνυδροι ὑπὸ ἀνέ
JUD 1 12 gs99 figs-metaphor δένδρα φθινοπωρινὰ ἄκαρπα 1 ଏଠାରେ ଯିହୂଦା ପୁନର୍ବାର ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ସାଙ୍କେତିକ ଭାବରେ ସେମାନଙ୍କର ଅଦରକାରୀତାକୁ ବର୍ଣ୍ଣନା କରନ୍ତି । ଲୋକମାନେ ଶରତ କାଳରେ ବୃକ୍ଷ ଫଳ ଯୋଗାଏ ବୋଲି ଆଶା କରନ୍ତି, କିନ୍ତୁ **ଫଳହୀନ ଶରତ ବୃକ୍ଷ** ସେମାନଙ୍କୁ ନିରାଶ କରେ । ଠିକ୍ ସେହିପରି ଭାବରେ, ମିଥ୍ୟା ଶିକ୍ଷକମାନେ, ଯଦିଓ ସେମାନେ ଅନେକ ବିଷୟରେ ପ୍ରତିଜ୍ଞା କରନ୍ତି, ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଯାହା ପ୍ରତିଜ୍ଞା କରନ୍ତି ତାହା କେବେ ଦିଅନ୍ତି ନାହିଁ” କିମ୍ବା “ଫଳହୀନ ବୃକ୍ଷ ପରି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
JUD 1 12 doxh figs-pastforfuture δὶς ἀποθανόντα ἐκριζωθέντα 1 ଏଠାରେ ଭବିଷ୍ୟତରେ ଘଟିବାକୁ ଥିବା ବିଷୟରେ ସୂଚାଇବା ପାଇଁ ଏଠାରେ ଯିହୂଦା ସାଙ୍କେତିକ ଭାବରେ ଅତୀତ କାଳକୁ ବ୍ୟବହାର କରନ୍ତି। ଏହା ନିଶ୍ଚିତ ଭାବରେ ଘଟିବ ବୋଲି ଦର୍ଶାଇବାକୁ ସେ ଏହା କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଭବିଷ୍ୟତ କାଳ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଭାବରେ ଦୁଇଥର ମରିବେ, ସେମାନେ ନିଶ୍ଚିତ ଭାବରେ ଉଚ୍ଛେଦ ହେବେ” (ଦେଖନ୍ତୁ: [[rc://en/ta/man/translate/figs-pastforfuture]])
JUD 1 12 g76g figs-activepassive ἐκριζωθέντα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ ଏବଂ କାର୍ଯ୍ୟ
କିଏ କରିଛନ୍ତି ତାହା ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ଉଚ୍ଛେଦ କଲେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
JUD 1 13 n4oc writing-pronouns οἷς 1 ଏଠାରେ

ଯାହାକୁ** ଶବ୍ଦ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ ଯାହାକୁ ଯିହୂଦା
ପୂର୍ବ ବାକ୍ୟରେ “ଭ୍ରମଣକାରୀ ତାରା” ବୋଲି କହିଥିଲେ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ

ତେବେ ଆପଣ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯେ ଏହା ମିଥ୍ୟା ଶିକ୍ଷକମାନଙ୍କୁ
ସୂଚିତ କରେ

ବିକଳ୍ପ ଅନୁବାଦ: “ମିଥ୍ୟା ଶିକ୍ଷକ କାହା ପାଇଁ” (ଦେଖନ୍ତୁ:
JUD 1 13 iast ὁ ζόφος τοῦ σκότους 1 ଏଠାରେ, **ଘୋର ଅନ୍ଧକାର** ବାକ୍ୟାଂଶର ଅର୍ଥ ହୋଇପାରେ: (୧) ଘୋରତା ଅନ୍ଧକାର ଦ୍ୱାରା ବର୍ଣ୍ଣିତ ଅଟେ । ବିକଳ୍ପ ଅନୁବାଦ: “ଘୋର ଅନ୍ଧକାର” () ଘୋରତା ଅନ୍ଧକାର ସହ ସମାନ ଅଟେ । ବିକଳ୍ପ ଅନୁବାଦ: “ଘୋର, ଯାହା ଅନ୍ଧକାର ଅଟେ ।”

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
121 JUD 1 12 gs99 figs-metaphor δένδρα φθινοπωρινὰ ἄκαρπα 1 ଏଠାରେ ଯିହୂଦା ପୁନର୍ବାର ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ସାଙ୍କେତିକ ଭାବରେ ସେମାନଙ୍କର ଅଦରକାରୀତାକୁ ବର୍ଣ୍ଣନା କରନ୍ତି । ଲୋକମାନେ ଶରତ କାଳରେ ବୃକ୍ଷ ଫଳ ଯୋଗାଏ ବୋଲି ଆଶା କରନ୍ତି, କିନ୍ତୁ **ଫଳହୀନ ଶରତ ବୃକ୍ଷ** ସେମାନଙ୍କୁ ନିରାଶ କରେ । ଠିକ୍ ସେହିପରି ଭାବରେ, ମିଥ୍ୟା ଶିକ୍ଷକମାନେ, ଯଦିଓ ସେମାନେ ଅନେକ ବିଷୟରେ ପ୍ରତିଜ୍ଞା କରନ୍ତି, ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଯାହା ପ୍ରତିଜ୍ଞା କରନ୍ତି ତାହା କେବେ ଦିଅନ୍ତି ନାହିଁ” କିମ୍ବା “ଫଳହୀନ ବୃକ୍ଷ ପରି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
122 JUD 1 12 doxh figs-pastforfuture δὶς ἀποθανόντα ἐκριζωθέντα 1 ଏଠାରେ ଭବିଷ୍ୟତରେ ଘଟିବାକୁ ଥିବା ବିଷୟରେ ସୂଚାଇବା ପାଇଁ ଏଠାରେ ଯିହୂଦା ସାଙ୍କେତିକ ଭାବରେ ଅତୀତ କାଳକୁ ବ୍ୟବହାର କରନ୍ତି। ଏହା ନିଶ୍ଚିତ ଭାବରେ ଘଟିବ ବୋଲି ଦର୍ଶାଇବାକୁ ସେ ଏହା କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଭବିଷ୍ୟତ କାଳ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଭାବରେ ଦୁଇଥର ମରିବେ, ସେମାନେ ନିଶ୍ଚିତ ଭାବରେ ଉଚ୍ଛେଦ ହେବେ” (ଦେଖନ୍ତୁ: [[rc://en/ta/man/translate/figs-pastforfuture]])
123 JUD 1 12 g76g figs-activepassive ἐκριζωθέντα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ ଏବଂ କାର୍ଯ୍ୟ
କିଏ କରିଛନ୍ତି ତାହା ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ଉଚ୍ଛେଦ କଲେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
124 JUD 1 13 n4oc writing-pronouns οἷς 1 ଏଠାରେ

ଯାହାକୁ** ଶବ୍ଦ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ ଯାହାକୁ ଯିହୂଦା
ପୂର୍ବ ବାକ୍ୟରେ “ଭ୍ରମଣକାରୀ ତାରା” ବୋଲି କହିଥିଲେ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ

ତେବେ ଆପଣ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯେ ଏହା ମିଥ୍ୟା ଶିକ୍ଷକମାନଙ୍କୁ
ସୂଚିତ କରେ

ବିକଳ୍ପ ଅନୁବାଦ: “ମିଥ୍ୟା ଶିକ୍ଷକ କାହା ପାଇଁ” (ଦେଖନ୍ତୁ:
125 JUD 1 13 iast ὁ ζόφος τοῦ σκότους 1 ଏଠାରେ, **ଘୋର ଅନ୍ଧକାର** ବାକ୍ୟାଂଶର ଅର୍ଥ ହୋଇପାରେ: (୧) ଘୋରତା ଅନ୍ଧକାର ଦ୍ୱାରା ବର୍ଣ୍ଣିତ ଅଟେ । ବିକଳ୍ପ ଅନୁବାଦ: “ଘୋର ଅନ୍ଧକାର” (୨) ଘୋରତା ଅନ୍ଧକାର ସହ ସମାନ ଅଟେ । ବିକଳ୍ପ ଅନୁବାଦ: “ଘୋର, ଯାହା ଅନ୍ଧକାର ଅଟେ ।”