From 89cfe17a89c6193b3ad3ac8c6129fe9c8350fe20 Mon Sep 17 00:00:00 2001 From: Gayatri-Digal Date: Wed, 18 Aug 2021 14:45:31 +0000 Subject: [PATCH] Edit 'en_tn_55-1TI.tsv' using 'tc-create-app' --- en_tn_55-1TI.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_55-1TI.tsv b/en_tn_55-1TI.tsv index cfcdb9f..5d345a3 100644 --- a/en_tn_55-1TI.tsv +++ b/en_tn_55-1TI.tsv @@ -158,7 +158,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1TI 3 16 rqp6 figs-metonymy ἐν σαρκί 1 in the flesh ପାଉଲ ଏଠାରେ **ଶରୀର** ଶବ୍ଦକୁ  “ମନୁଷ୍ୟ ଶରୀରରେ” ବୋଲି ପ୍ରକାଶ କରିବାକୁ ସାଙ୍କେତିକ ଭାବରେ ବ୍ୟବହାର କରିଥିଲେ । ସେ ମନୁଷ୍ୟ ଶରୀରକୁ ଏଥିରେ ସଲଗ୍ନ ଥିବା କେତେକ ବିଷୟରେ ବର୍ଣ୍ଣନା କରୁଛନ୍ତି ଏବଂ ଶରୀର ଏଥିରେ ଅନ୍ତର୍ଭୁକ ଅଟେ । ବିକଳ୍ପ ଅନୁବାଦ: "ଜଣେ ପ୍ରକୃତ ମନୁଷ୍ୟ ଭାବରେ" [[rc://en/ta/man/translate/figs-metonymy]])ଦେଖନ୍ତୁ) 1TI 3 16 gm36 figs-activepassive ἐδικαιώθη ἐν Πνεύματι 1 was vindicated by the Spirit ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ପବିତ୍ର ଆତ୍ମା ​​ପ୍ରମାଣ କଲେ ଯେ ସେ ଯିଏ ବୋଲି କହିଥିଲେ ସେ, ସେ ହିଁ ଥିଲେ।" [[rc://en/ta/man/translate/figs-activepassive]])ଦେଖନ୍ତୁ) 1TI 3 16 fn1k figs-activepassive ὤφθη ἀγγέλοις 1 was seen by angels ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ଦୂତମାନେ ତାଙ୍କୁ ଦେଖିଲେ"[[rc://en/ta/man/translate/figs-activepassive]])ଦେଖନ୍ତୁ) -1TI 3 16 c3wx figs-activepassive ἐκηρύχθη ἐν ἔθνεσιν 1 was proclaimed among nations ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅନେକ ଜାତିର ଲୋକମାନେ ଅନ୍ୟମାନଙ୍କୁ ତାହାଙ୍କ ବିଷୟରେ କହିଲେ” (ଦେଖ: [[rc://en/ta/man/translate/figs-activepassive]]) +1TI 3 16 c3wx figs-activepassive ἐκηρύχθη ἐν ἔθνεσιν 1 was proclaimed among nations ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ କରେ ତାହା ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଅନେକ ଦେଶରେ ଲୋକମାନେ ଅନ୍ୟମାନଙ୍କୁ ତାଙ୍କ ବିଷୟରେ କହିଲେ" [[rc://en/ta/man/translate/figs-activepassive]])ଦେଖନ୍ତୁ) 1TI 3 16 h9mb figs-activepassive ἐπιστεύθη ἐν κόσμῳ 1 was believed on in the world ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଜଗତର ଅନେକ ଅଂଶରେ ଲୋକମାନେ ତାହାଙ୍କଠାରେ ବିଶ୍ବାସ କଲେ” (ଦେଖ: [[rc://en/ta/man/translate/figs-activepassive]]) 1TI 3 16 jz11 figs-activepassive ἀνελήμφθη ἐν δόξῃ 1 was taken up in glory ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପିତା ଈଶ୍ବର ତାହାଙ୍କୁ ଗୌରବରେ ସ୍ବର୍ଗକୁ ନେଲେ” (ଦେଖ: [[rc://en/ta/man/translate/figs-activepassive]]) 1TI 3 16 mr3a ἐν δόξῃ 1 in glory ଏହାର ଅର୍ଥ ହେଉଛି ସେ ପିତା ଈଶ୍ବରଙ୍କଠାରୁ ପରାକ୍ରମ ଗ୍ରହଣ କଲେ ଓ ସେ ସମ୍ମାନର ଯୋଗ୍ୟ ଅଟନ୍ତି I