Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 17:57:16 +00:00
parent 274c08e9cb
commit 89c67fc84a
1 changed files with 1 additions and 0 deletions

View File

@ -391,3 +391,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 14 j088 figs-verbs ἔγραψα ὑμῖν 1 I have written to you ମୁଁ ଲେଖୁଅଛି ବୋଲି କହି, ଯୋହନ [2:1213](https://create.translationcore.com/02/12.md),ତୁଳନାରେ ନିଜକୁ ସାମାନ୍ୟ ଭିନ୍ନ ଭାବରେ ପ୍ରକାଶ କରନ୍ତି , ଯେଉଁଠାରେ ସେ କୁହନ୍ତି, “ମୁଁ ଲେଖୁଛି।” ପାର୍ଥକ୍ୟ କେବଳ ଗୁରୁତ୍ଵ ଦେବା ପାଇଁ ଅଟେ, ଯେହେତୁ ଯୋହନ  ସେ ଯାହା କହିଛନ୍ତି ତାହା ସେ ପୁନର୍ବାର କହନ୍ତି  । ଯଦି ଆପଣଙ୍କ ଭାଷା ବର୍ତ୍ତମାନ ଏବଂ ବର୍ତ୍ତମାନ ସମ୍ପୂର୍ଣ୍ଣ ସମୟ ମଧ୍ୟରେ ପାର୍ଥକ୍ୟ କରେ, ତେବେ ଆପଣଙ୍କର ଅନୁବାଦରେ ପାର୍ଥକ୍ୟ ଦେଖାଇବା ଉଚିତ ହେବ । ( [[rc://en/ta/man/translate/figs-verbs]]ଦେଖନ୍ତୁ)
1JN 2 14 j089 figs-metaphor παιδία 1 young children ଏହା [2:12](https://create.translationcore.com/02/12.md) ରେ “**ଛୋଟ ପିଲାମାନଙ୍କ**” ଶବ୍ଦଠାରୁ ଏକ ଭିନ୍ନ ଶବ୍ଦ ହୋଇଥିବାବେଳେ ଆଳଙ୍କାରିକ ଭାବରେ ଏହାର ଅର୍ଥ ସମାନ ଅଟେ । ବିକଳ୍ପ ଅନୁବାଦ: “ନୂତନ ବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 j090 ἐγνώκατε 1 you know ଯେପରି, ଯୋହନ [2:4](https://create.translationcore.com/02/04.md) ରେ  ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣେ ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ [2:13](https://create.translationcore.com/02/13.md) କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”
1JN 2 14 j091 guidelines-sonofgodprinciples τὸν Πατέρα 1 the Father ଈଶ୍ଵରଙ୍କ ପାଇଁ **ପିତା** ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ  । ବିକଳ୍ପ ଅନୁବାଦ: “ପିତା ଈଶ୍ଵର” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.