Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-23 05:30:35 +00:00
parent bf688670cd
commit 8793865d59
1 changed files with 22 additions and 22 deletions

View File

@ -52,7 +52,7 @@ RUT 1 17 sje3 figs-idiom יַעֲשֶׂ֨ה יְהוָ֥ה לִ⁠י֙ וְ⁠כ
RUT 1 17 abc2 כִּ֣י הַ⁠מָּ֔וֶת יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 if death separates between me and between you **ଯଦି ମୃତ୍ୟୁ ବ୍ୟତୀତ ଅନ୍ୟ କିଛି ଆମକୁ ପରସ୍ପରଠାରୁ** **ବିଚ୍ଛେଦ କରଇ** କିମ୍ବା **ଯଦି ତୁମେ ଏବଂ ମୁଁ ଦୁହେଁ ଜୀବିତ ଥିବାବେଳେ ମୁଁ ତୁମ୍କୁଭ ଛାଡିଦିଏ**
RUT 1 17 ab05 figs-idiom יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 separates between me and between you ଏହି ରୂଢ଼ି ଦୁଇ ଜଣଙ୍କ ମଧ୍ୟରେ ଥିବା ଦୂରତାକୁ ବୁଝାଏ । ବିକଳ୍ପ ଅନୁବାଦ: “ଆମ ଦୁହିଁଙ୍କୁ ବିଚ୍ଛେଦ କରେ” କିମ୍ବା “ଆମ୍ଭ ମଧ୍ୟରେ ଆସେ।”  [[rc://en/ta/man/translate/figs-idiom]]ଦେଖନ୍ତୁ)
RUT 1 18 rsq2 וַ⁠תֶּחְדַּ֖ל לְ⁠דַבֵּ֥ר אֵלֶֽי⁠הָ 1 she refrained from speaking to her **ନୟମୀ ରୂତଙ୍କ ସହ ତର୍କକଲେ ନାହିଁ**
RUT 1 19 j9wa writing-newevent וַ⁠יְהִ֗י 1 So the two of them traveled until they came to Bethlehem କାହାଣୀରେ ଏହି ବାକ୍ୟଟି ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ । [[rc://en/ta/man/translate/writing-newevent]]ଦେଖନ୍ତୁ)
RUT 1 19 j9wa writing-newevent וַ⁠יְהִ֗י 1 So the two of them traveled until they came to Bethlehem କାହାଣୀରେ ଏହି ବାକ୍ୟଟି ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ । [[rc://en/ta/man/translate/writing-newevent]] ଦେଖନ୍ତୁ)
RUT 1 19 jdr1 grammar-connect-time-background כְּ⁠בֹאָ֨⁠נָה֙ בֵּ֣ית לֶ֔חֶם 1 when they came to Bethlehem ଏହା ଏକ ବାକ୍ୟାଂଶର ପୃଷ୍ଠଭୂମି ଅଟେ ଯାହା ନୟମୀ ରୂତଙ୍କ ସହ ବେଥଲିହିମକୁ ଫେରିବା ପରେ ଏହି ନୂତନ ଘଟଣା ଘଟିଛି ବୋଲି ଏହି ବାକ୍ୟରେ ସ୍ପଷ୍ଟ କରେ । [[rc://en/ta/man/translate/grammar-connect-time-background]]ଦେଖନ୍ତୁ)
RUT 1 19 y3us figs-metonymy כָּל־הָ⁠עִיר֙ 1 the entire town **ନଗର** ସେଠାରେ ରହୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ  ଅନୁବାଦ: “ନଗରର ସମସ୍ତ ଲୋକ”  [[rc://en/ta/man/translate/figs-metonymy]]ଦେଖନ୍ତୁ)
RUT 1 19 abc3 figs-hyperbole כָּל־הָ⁠עִיר֙ 1 the entire town ଏଠାରେ **ସମସ୍ତ** ଅତିରଞ୍ଜନ ଅଳଙ୍କାର ଅଟେ ।  ନଗରର ଅନେକ ଲୋକ ଉତ୍ସାହିତ ଥିଲେ, କିନ୍ତୁ ନଗରର କେତେକ ଲୋକ ଏହି ଖବର ଶୁଣି  ହୁଏତ ଉତ୍ସାହିତ ହୋଇ ନ ପାରନ୍ତି। [[rc://en/ta/man/translate/figs-hyperbole]]ଦେଖନ୍ତୁ)
@ -224,28 +224,28 @@ RUT 4 5 b3ps אֵֽשֶׁת־הַ⁠מֵּת֙ 1 the wife of the dead man **ଅ
RUT 4 5 b3sy לְ⁠הָקִ֥ים שֵׁם־הַ⁠מֵּ֖ת עַל־נַחֲלָתֽ⁠וֹ׃ 1 In order to raise up the name of the dead over his inheritance **ଯାହାଫଳରେ ସମ୍ପତ୍ତିର ଉତ୍ତରାଧିକାରୀ ହେବା ନିମନ୍ତେ  ଏବଂ ତାଙ୍କ ମୃତ ସ୍ୱାମୀଙ୍କ ପାରିବାରିକ ନାମ ରକ୍ଷା କରିବା ନିମନ୍ତେ ସେ ଏକ ପୁତ୍ର ସନ୍ତାନ ପାଇପାରିବ**
RUT 4 5 ab43 figs-nominaladj הַ⁠מֵּ֖ת 1 the dead ରୂତଙ୍କ ସ୍ୱାମୀ **ମୃତ ବରଣ** କରିଥିଲେ **।** **ମୃତ** ବ୍ୟକ୍ତିଙ୍କ ନାମ ବିଶେଷଣକୁ ଏଡାଇବା ପାଇଁ ଏହାକୁ ଭିନ୍ନ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “ଯେଉଁ ପୁରୁଷ ମଲା” କିମ୍ବା “ତାଙ୍କ ସ୍ୱାମୀ ଯିଏ ମଲା” [[rc://en/ta/man/translate/figs-nominaladj]]) ଦେଖନ୍ତୁ)
RUT 4 6 sx9k אַשְׁחִ֖ית אֶת־נַחֲלָתִ֑⁠י 1 damaging my own inheritance ସମ୍ପତ୍ତି ବଦଳରେ ସେ ବ୍ୟକ୍ତିଙ୍କୁ ତାଙ୍କର କିଛି ସମ୍ପତ୍ତି ଦେବାକୁ ପଡିବ । ତା’ପରେ ଯଦି ସେ ରୂତଙ୍କୁ ବିବାହ କରନ୍ତି, ତେବେ ସେହି ସମ୍ପତ୍ତି ତାଙ୍କ ପୁତ୍ରଙ୍କର ହେବ, ସେହି ବ୍ୟକ୍ତିଙ୍କର ନିଜ ସନ୍ତାନମାନଙ୍କର ନୁହେଁ । ଏହିପରି, ସେ ନିଜ ସମ୍ପତ୍ତିକୁ ଯାହା ତାଙ୍କ ସନ୍ତାନମାନେ ତାଙ୍କପରେ ଉତ୍ତରାଧିକାରୀ ହେବେ ଏବଂ ଏହାର ପ୍ରତିବଦଳରେ ରୂତଙ୍କ ସନ୍ତାନମାନଙ୍କୁ ଦେବେ । ବିକଳ୍ପ ଅନୁବାଦ: " ମୋହର ସନ୍ତାନମାନନଙ୍କର ଉତ୍ତରାଧିକାର ଛଡ଼ାଇ ନେବ ।"
RUT 4 6 sa7h גְּאַל־לְ⁠ךָ֤ אַתָּה֙ אֶת־גְּאֻלָּתִ֔⁠י 1 You redeem for yourself my right of redemption **ତୁମ୍ଭେ ନିଜେ ମୋ ବଦଳରେ ଏହା ମୁକ୍ତ କର ।**
RUT 4 7 wga9 writing-background וְ⁠זֹאת֩ 1 Now … this is how **ବର୍ତ୍ତମାନ ଏହା ପ୍ରଥା ଥିଲା** । ରୂତ ପୁସ୍ତକର ଲେଖକ କିଛି ପୃଷ୍ଠଭୂମି ସୂଚନା ଦେବା ପାଇଁ କାହାଣୀ କହିବା ଏଠାରେ ବନ୍ଦ କରନ୍ତି ଯାହା ରୂତଙ୍କ ସମୟରେ ବିନିମୟର ପ୍ରଥାକୁ ବର୍ଣ୍ଣନା କରେ । କାହାଣୀରେ ପୃଷ୍ଠଭୂମି ସୂଚନା ପ୍ରଦାନ କରିବାକୁ ଆପଣଙ୍କ ନିଜ ଭାଷାର ଉପାୟ ବ୍ୟବହାର କରନ୍ତୁ । [[rc://en/ta/man/translate/writing-background]])ଦେଖନ୍ତୁ)
RUT 4 7 lgf5 writing-background לְ⁠פָנִ֨ים 1 in earlier times **ପୂର୍ବ ସମୟରେ** କିମ୍ବା **ବହୁ ପୂର୍ବରୁ** । ଏହାର ଅର୍ଥ ଯେତେବେଳେ ରୂତଙ୍କ ପୁସ୍ତକ ଲେଖାଯାଇଥିଲା ସେତେବେଳେ ଏହି ପ୍ରଥା ଅଭ୍ୟାସ କରାଯାଉ ନଥିଲା।<br><br> [[rc://en/ta/man/translate/writing-background]])ଦେଖନ୍ତୁ)
RUT 4 7 d46w לְ⁠רֵעֵ֑⁠הוּ 1 to his friend **ଅନ୍ୟ ଜଣକୁ** - ଏହା ସେ ଚୁକ୍ତି କରୁଥିବା ବ୍ୟକ୍ତିଙ୍କୁ ସୂଚିତ କରେ । ଏହି ପରିସ୍ଥିତିରେ ମୁକ୍ତିକର୍ତ୍ତା ଜ୍ଞାତି ବୋୟଜଙ୍କୁ ତାଙ୍କ ପାଦୁକା କାଢ଼ି ଦେଲେ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 4 8 ab44 וַ⁠יֹּ֧אמֶר הַ⁠גֹּאֵ֛ל 1 So the kinsman-redeemer said ପଦ 7 ର ପୃଷ୍ଠଭୂମି ସୂଚନା ପରେ କାହାଣୀର ଘଟଣାଗୁଡ଼ିକ ଏଠାରେ ପୁଣି ଆରମ୍ଭ ହୁଏ । କାହାଣୀର ଘଟଣାଗୁଡ଼ିକୁ ପୁଣି ଆରମ୍ଭ କରିବାକୁ ଆପଣଙ୍କର ଭାଷାର ଉପାୟ ବ୍ୟବହାର କରନ୍ତୁ ।
RUT 4 9 zz42 figs-hyperbole לַ⁠זְּקֵנִ֜ים וְ⁠כָל־הָ⁠עָ֗ם 1 to the elders and to all the people This refers to all the people who were present at the meeting place, not to everyone in the town. (See: [[rc://en/ta/man/translate/figs-hyperbole]])
RUT 4 9 lwx9 figs-synecdoche מִ⁠יַּ֖ד נָעֳמִֽי 1 from the hand of Naomi ଏହା ସହରର ସମସ୍ତ ଲୋକଙ୍କୁ ସୂଚାଏ ନାହିଁ କିନ୍ତୁ ଯେଉଁମାନେ ସଭାସ୍ଥଳରେ ଉପସ୍ଥିତ ଥିଲେ ସେସମସ୍ତ ଲୋକମାନଙ୍କୁ ସୂଚାଏ । [[rc://en/ta/man/translate/figs-synecdoche]])ଦେଖନ୍ତୁ)
RUT 4 9 img5 כָּל־אֲשֶׁ֣ר לֶֽ⁠אֱלִימֶ֔לֶךְ וְ⁠אֵ֛ת כָּל־אֲשֶׁ֥ר לְ⁠כִלְי֖וֹן וּ⁠מַחְל֑וֹן 1 everything that belonged to Elimelek and everything that belonged to Kilion and Mahlon ଏହା ନୟମୀଙ୍କର ମୃତ ସ୍ୱାମୀ ଏବଂ ପୁତ୍ରମାନଙ୍କର ସମସ୍ତ ଜମି ଏବଂ ସମ୍ପତ୍ତିକୁ ସୂଚିତ କରେ
RUT 4 10 jdr0 grammar-connect-words-phrases וְ⁠גַ֣ם 1 Connecting Statement: ଏହି ସମ୍ପୃକ୍ତ ବାକ୍ୟାଂଶ ସୂଚିତ କରେ ଯେ ଫାଟକରେ ଥିବା ଲୋକମାନେ ସାକ୍ଷୀ ଅଟନ୍ତି ଯେ ବୋୟଜ ନୟମୀଙ୍କ (4: 9) ପାଇଁ ଏଲିମେଲକଙ୍କ ପରିବାର ଜମି କିଣୁଛନ୍ତି ଏବଂ ବୋୟଜ ରୂତଙ୍କୁ ତାଙ୍କ ପତ୍ନୀ ବୋଲି ଦାବି କରୁଛନ୍ତି। (4:10) [[rc://en/ta/man/translate/grammar-connect-words-phrases]])ଦେଖନ୍ତୁ)
RUT 4 10 nm32 לְ⁠הָקִ֤ים שֵׁם־הַ⁠מֵּת֙ עַל־נַ֣חֲלָת֔⁠וֹ 1 to raise up the name of the dead man over his inheritance 4: 5 ରେ ଆପଣ ଏହି ବାକ୍ୟକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ମୁଁ ତାଙ୍କୁ ଏକ ପୁତ୍ର ଦେଇପାର ଯିଏ ମୃତ ବ୍ୟକ୍ତିଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହେବ"
RUT 4 10 gg1m figs-metaphor וְ⁠לֹא־יִכָּרֵ֧ת שֵׁם־הַ⁠מֵּ֛ת מֵ⁠עִ֥ם אֶחָ֖י⁠ו 1 so that the name of the dead man will not be cut off from among his brothers and from the gate of his place ଭୁଲିଯିବା ଅର୍ଥ ଯେପରି ପୂର୍ବରୁ ରହୁଥିବା ଲୋକଙ୍କ ନାମ ତାଲିକାରୁ କାଟି ଦିଆଯାଉଛି । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତାଙ୍କୁ ତାଙ୍କ ଭାଇମାନଙ୍କ ବଂଶଧର ଏବଂ ଏହି ସହରର ଲୋକମାନେ ଭୁଲିଯିବେ ନାହିଁ।" [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 4 10 ab61 figs-doublenegatives וְ⁠לֹא־יִכָּרֵ֧ת שֵׁם־הַ⁠מֵּ֛ת 1 so that the name of the dead man will not be cut off  ଏହାକୁ ସକରାତ୍ମକ ଭାବରେ କୁହାଯାଇପାରେ । ବିକଳ୍ପ ଅନୁବାଦ: “ଯାହାଫଳରେ ତାଙ୍କ ନାମ ରକ୍ଷା କରାଯିବ”[[rc://en/ta/man/translate/figs-doublenegatives]])ଦେଖନ୍ତୁ)
RUT 4 10 xpu5 figs-metonymy וּ⁠מִ⁠שַּׁ֣עַר מְקוֹמ֑⁠וֹ 1 and from the gate of his place ସହରର ଫାଟକ ସେହି ସ୍ଥାନ ଯେଉଁଠାରେ ନେତାମାନେ ଏକତ୍ରିତ ହୋଇ ଗୁରୁତ୍ୱପୂର୍ଣ୍ଣ ଆଇନଗତ ନିଷ୍ପତ୍ତି ନେଉଥିଲେ, ଯେପରିକି ଜମିର ମାଲିକ କିଏ ସେ ବିଷୟରେ ନିଷ୍ପତ୍ତି ନେଉଥିଲେ । ବିକଳ୍ପ ଅନୁବାଦ: “ଏବଂ ତାଙ୍କ ସହରର ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ମଧ୍ୟରେ” [[rc://en/ta/man/translate/figs-metonymy]])ଦେଖନ୍ତୁ)
RUT 4 10 ab45 עֵדִ֥ים אַתֶּ֖ם הַ⁠יּֽוֹם 1 Today you are witnesses! **ଆଜି ତୁମ୍ଭେମାନେ ଏହିସବୁ ଦେଖିଛନ୍ତି ଏବଂ ଶୁଣିଛନ୍ତି_,_ ଏବଂ ଆସନ୍ତାକାଲି ସେଗୁଡ଼ିକ ବିଷୟରେ ସାକ୍ଷୀ ହେବ**
RUT 4 11 ua2a הָ⁠עָ֧ם אֲשֶׁר־בַּ⁠שַּׁ֛עַר 1 the people who were in the gate **ଯେଉଁ ଲୋକମାନେ ଫାଟକ ନିକଟରେ ଏକାଠି ହୋଇଥିଲେ**
RUT 4 11 hg6q figs-metonymy הַ⁠בָּאָ֣ה אֶל־בֵּיתֶ֗⁠ךָ 1 who is coming into your house ଏହାର ଉଭୟ ଆକ୍ଷରିକ ଏବଂ ଆଳଙ୍କାରିକ ଅର୍ଥ ଛି । ରୂତ ବୋୟଜଙ୍କୁ ବିବାହ କଲାପରେ ସେ ତାଙ୍କ ଗୃହକୁ ଯିବେ। “ଗୃହ” ଏକ “ଲକ୍ଷଣାତ୍ମକ ଶବ୍ଦ” ହୋଇପାରେ ଯାହାକି “ପରିବାର” କୁ ସୂଚାଏ, ତେଣୁ ଏହା ମଧ୍ୟ ବୋୟଜଙ୍କ ପତ୍ନୀ ହୋଇ ତାଙ୍କ ପରିବାରର ଏକ ଅଂଶ ହେବାକୁ ସୂଚିତ କରେ । ବିକଳ୍ପ ଅନୁବାଦ: “ଯିଏ ତୁମ୍ଭର ପରିବାରର ଅଂଶ ହେବାକୁ ଯାଉଛନ୍ତି” [[rc://en/ta/man/translate/figs-metonymy]])ଦେଖନ୍ତୁ)
RUT 4 11 q47m כְּ⁠רָחֵ֤ל ׀ וּ⁠כְ⁠לֵאָה֙ 1 like Rachel and Leah ଯାକୁବଙ୍କର ଏହି ଦୁଇ ସ୍ତ୍ରୀ ଥିଲେ, ଯାହାର ନାମ ଇସ୍ରାଏଲରେ ପରିବର୍ତ୍ତିତ ହୋଇଥିଲା।
RUT 4 6 sa7h גְּאַל־לְ⁠ךָ֤ אַתָּה֙ אֶת־גְּאֻלָּתִ֔⁠י 1 You redeem for yourself my right of redemption **ମୋ ବଦଳରେ  ତୁମ୍ଭେ ନିଜ ନିମନ୍ତେ ଏହା ମୁକ୍ତ କର**
RUT 4 7 wga9 writing-background וְ⁠זֹאת֩ 1 Now … this is how **ବର୍ତ୍ତମାନ** **ଏହିରୂପ ରୀତି ଥିଲା** । ରୂତ ପୁସ୍ତକର ଲେଖକ କିଛି ପୃଷ୍ଠଭୂମି ସୂଚନା ଦେବା ପାଇଁ କାହାଣୀକୁ ଏଠାରେ ବନ୍ଦ କରନ୍ତି ଯାହା ରୂତଙ୍କ ସମୟରେ ବିନିମୟର ପ୍ରଥାକୁ ବର୍ଣ୍ଣନା କରେ । ଗୋଟିଏ କାହାଣୀରେ ପୃଷ୍ଠଭୂମି ସୂଚନା ପ୍ରଦାନ କରିବାକୁ ଆପଣଙ୍କ ନିଜ ଭାଷାର ଉପାୟ ବ୍ୟବହାର କରନ୍ତୁ । [[rc://en/ta/man/translate/writing-background]]) ଦେଖନ୍ତୁ)
RUT 4 7 lgf5 writing-background לְ⁠פָנִ֨ים 1 in earlier times **ପୂର୍ବକାଳରେ** କିମ୍ବା **ବହୁ ପୂର୍ବରୁ** । ଏହାର ଅର୍ଥ ଯେତେବେଳେ ରୂତଙ୍କ ପୁସ୍ତକ ଲେଖାଯାଇଥିଲା ସେତେବେଳେ ଏହି ରୀତିକୁ ଅଭ୍ୟାସ କରାଯାଉ ନଥିଲା।<br><br> [[rc://en/ta/man/translate/writing-background]])ଦେଖନ୍ତୁ)
RUT 4 7 d46w לְ⁠רֵעֵ֑⁠הוּ 1 to his friend **ଅନ୍ୟ** **ବନ୍ଧୁକୁ** - ଏହା ସେ ଚୁକ୍ତି କରୁଥିବା ବ୍ୟକ୍ତିଙ୍କୁ ସୂଚାଏ । ଏହି ପରିସ୍ଥିତିରେ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ବୋୟଜଙ୍କୁ ତାଙ୍କ ପାଦୁକା କାଢ଼ି ଦେଲେ। [[rc://en/ta/man/translate/figs-idiom]]) ଦେଖନ୍ତୁ)
RUT 4 8 ab44 וַ⁠יֹּ֧אמֶר הַ⁠גֹּאֵ֛ל 1 So the kinsman-redeemer said ପଦ 7 ର ପୃଷ୍ଠଭୂମି ସୂଚନା ପରେ କାହାଣୀ ଏଠାରେ ପୁଣି ଆରମ୍ଭ ହୁଏ ।  ଆପଣଙ୍କର ଭାଷା ଶୈଳୀରେ କାହାଣୀକୁ ପୁଣି ଆରମ୍ଭ କରନ୍ତୁ ।
RUT 4 9 zz42 figs-hyperbole לַ⁠זְּקֵנִ֜ים וְ⁠כָל־הָ⁠עָ֗ם 1 to the elders and to all the people ଏହା ନଗରର ସମସ୍ତ ଲୋକମାନଙ୍କୁ ସୂଚାଏ ନାହିଁ କିନ୍ତୁ ଯେଉଁମାନେ ସଭାସ୍ଥଳରେ ଉପସ୍ଥିତ ଥିଲେ ସେସମସ୍ତ ଲୋକମାନଙ୍କୁ ଏହା ସୂଚାଏ । ([[rc://en/ta/man/translate/figs-hyperbole]] ଦେଖନ୍ତୁ)
RUT 4 9 lwx9 figs-synecdoche מִ⁠יַּ֖ד נָעֳמִֽי 1 from the hand of Naomi ନୟମୀଙ୍କ ହସ୍ତ ନୟମୀଙ୍କୁ ପ୍ରତିପାଦିତ କରେ । ଯେହେତୁ ତାଙ୍କ ସ୍ୱାମୀ ଏବଂ ପୁତ୍ରମାନେ ମୃତ୍ୟୁବରଣ ଥିଲେ, ସମ୍ପତ୍ତି ଉପରେ ଅଧିକାର ତାଙ୍କର ଥିଲା । ବିକଳ୍ପ ଅନୁବାଦ: "ନୟମୀଙ୍କଠାରୁ"  [[rc://en/ta/man/translate/figs-synecdoche]]) ଦେଖନ୍ତୁ)
RUT 4 9 img5 כָּל־אֲשֶׁ֣ר לֶֽ⁠אֱלִימֶ֔לֶךְ וְ⁠אֵ֛ת כָּל־אֲשֶׁ֥ר לְ⁠כִלְי֖וֹן וּ⁠מַחְל֑וֹן 1 everything that belonged to Elimelek and everything that belonged to Kilion and Mahlon ଏହା ନୟମୀଙ୍କର ମୃତ ସ୍ୱାମୀ ଏବଂ ପୁତ୍ରମାନଙ୍କର ସମସ୍ତ ଜମି ଏବଂ ସମ୍ପତ୍ତିକୁ ସୂଚାଏ
RUT 4 10 jdr0 grammar-connect-words-phrases וְ⁠גַ֣ם 1 Connecting Statement: ଏହି ସମ୍ପୃକ୍ତ ବାକ୍ୟାଂଶ ସୂଚିତ କରେ ଯେ ଫାଟକରେ ବସିଥିବା ଲୋକମାନେ ବୋୟଜ ନୟମୀଙ୍କ (4: 9) ପାଇଁ ଏଲିମେଲକଙ୍କ ପରିବାର ଜମି କ୍ରୟ କରିବା ଏବଂ ବୋୟଜ ରୂତଙ୍କୁ ତାଙ୍କ ପତ୍ନୀ ବୋଲି ସ୍ୱୀକାର କରିବା ବିଷୟର ସାକ୍ଷୀ ଅଟନ୍ତି । (4:10) [[rc://en/ta/man/translate/grammar-connect-words-phrases]]) ଦେଖନ୍ତୁ)
RUT 4 10 nm32 לְ⁠הָקִ֤ים שֵׁם־הַ⁠מֵּת֙ עַל־נַ֣חֲלָת֔⁠וֹ 1 to raise up the name of the dead man over his inheritance 4:5 ରେ ଆପଣ ଏହି ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ମୁଁ ତାଙ୍କୁ ଏକ ପୁତ୍ର ଦେଇପାରିବି ଯିଏ ମୃତ ବ୍ୟକ୍ତିଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହେବ"
RUT 4 10 gg1m figs-metaphor וְ⁠לֹא־יִכָּרֵ֧ת שֵׁם־הַ⁠מֵּ֛ת מֵ⁠עִ֥ם אֶחָ֖י⁠ו 1 so that the name of the dead man will not be cut off from among his brothers and from the gate of his place ଭୁଲିଯିବା ଶବ୍ଦକୁ ପୂର୍ବରୁ ଜୀବିତ ଥିବା ଲୋକମାନଙ୍କ ନାମ ତାଲିକାରୁ କାଟି ଦିଆଯିବା ଅର୍ଥରେ ବ୍ୟବହାର ହୋଇଅଛି । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତାଙ୍କୁ ତାଙ୍କ ଭାଇମାନଙ୍କ ବଂଶଧର ଏବଂ ଏହି ସହରର ଲୋକମାନେ ଭୁଲିବେ ନାହିଁ।" [[rc://en/ta/man/translate/figs-metaphor]]) ଦେଖନ୍ତୁ)
RUT 4 10 ab61 figs-doublenegatives וְ⁠לֹא־יִכָּרֵ֧ת שֵׁם־הַ⁠מֵּ֛ת 1 so that the name of the dead man will not be cut off  ଏହାକୁ ସକରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “ଯାହାଫଳରେ ତାଙ୍କ ନାମ ରକ୍ଷା କରାଯିବ” [[rc://en/ta/man/translate/figs-doublenegatives]]) ଦେଖନ୍ତୁ)
RUT 4 10 xpu5 figs-metonymy וּ⁠מִ⁠שַּׁ֣עַר מְקוֹמ֑⁠וֹ 1 and from the gate of his place ନଗରର ଫାଟକରେ ପ୍ରାଚୀନଗଣ ଏକତ୍ରିତ ହୋଇ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବିଷୟଗୁଡ଼ିକର ନିର୍ଣ୍ଣୟ କରୁଥିଲେ, ଯେପରିକି ଜମିର ମାଲିକ କିଏ ସେ ବିଷୟରେ ନିଷ୍ପତ୍ତି ନେଉଥିଲେ । ବିକଳ୍ପ ଅନୁବାଦ: “ଏବଂ ତାଙ୍କ ସହରର ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ମଧ୍ୟରେ” [[rc://en/ta/man/translate/figs-metonymy]]) ଦେଖନ୍ତୁ)
RUT 4 10 ab45 עֵדִ֥ים אַתֶּ֖ם הַ⁠יּֽוֹם 1 Today you are witnesses! **ଆଜି ତୁମ୍ଭେମାନେ ଏହିସବୁ ଦେଖିଛ ଏବଂ ଶୁଣିଛ_,_ ଏବଂ ଆସନ୍ତାକାଲି ସେଗୁଡ଼ିକ ବିଷୟରେ ସାକ୍ଷୀ ହେବ**
RUT 4 11 ua2a הָ⁠עָ֧ם אֲשֶׁר־בַּ⁠שַּׁ֛עַר 1 the people who were in the gate **ଯେଉଁ ଲୋକମାନେ ଫାଟକ ନିକଟରେ ଏକାଠି ହୋଇଥିଲେ**
RUT 4 11 hg6q figs-metonymy הַ⁠בָּאָ֣ה אֶל־בֵּיתֶ֗⁠ךָ 1 who is coming into your house ଏହାର ଉଭୟ ଆକ୍ଷରିକ ଏବଂ ଆଳଙ୍କାରିକ ଅର୍ଥ ରହିଛି । ରୂତ ବୋୟଜଙ୍କୁ ବିବାହ କଲାପରେ ସେ ତାଙ୍କ ସହ ବୋୟଜଙ୍କ ଗୃହକୁ ଯିବେ । “ଗୃହ” ଏକ “ଲକ୍ଷଣାତ୍ମକ ଶବ୍ଦ” ହୋଇପାରେ ଯାହାକି “ପରିବାର” କୁ ସୂଚାଏ, ତେଣୁ ଏହା ବୋୟଜଙ୍କ ପତ୍ନୀ ହୋଇ ତାଙ୍କ ପରିବାରର ଏକ ସଦସ୍ୟ ହେବାକୁ ମଧ୍ୟ ସୂଚିତ କରେ । ବିକଳ୍ପ ଅନୁବାଦ: “ଯିଏ ତୁମ୍ଭ ପରିବାରର ସଦସ୍ୟ ହେବାକୁ ଯାଉଛନ୍ତି” [[rc://en/ta/man/translate/figs-metonymy]]) ଦେଖନ୍ତୁ)
RUT 4 11 q47m כְּ⁠רָחֵ֤ל ׀ וּ⁠כְ⁠לֵאָה֙ 1 like Rachel and Leah ଏମାନେ ଯାକୁବଙ୍କର  ଦୁଇ ସ୍ତ୍ରୀ ଥିଲେ, ଯାହାର ନାମ ଇସ୍ରାଏଲରେ ପରିବର୍ତ୍ତିତ ହୋଇଥିଲା।
RUT 4 11 cz4t בָּנ֤וּ…אֶת־בֵּ֣ית יִשְׂרָאֵ֔ל 1 built up the house of Israel **ଅନେକ ସନ୍ତାନ ପ୍ରସବ କଲେ ଯେଉଁମାନେ ଇସ୍ରାଏଲର ଜାତି ହେଲେ**
RUT 4 11 abcb figs-parallelism וַ⁠עֲשֵׂה־חַ֣יִל בְּ⁠אֶפְרָ֔תָה וּ⁠קְרָא־שֵׁ֖ם בְּ⁠בֵ֥ית לָֽחֶם 1 Achieve honor in Ephrathah, and be renowned in Bethlehem! ଏହି ଦୁଇଟି ବାକ୍ୟାଂଶ ଅର୍ଥରେ ସମାନ ଅଟେ । ଦ୍ୱିତୀୟ ବାକ୍ୟାଂଶ କିଛି ମାତ୍ରାରେ ପୁନରାବୃତ୍ତି ହୁଏ ଏବଂ ପ୍ରଥମ ବାକ୍ୟାଂଶର ଅର୍ଥରେ ଯୋଗ କରେ । ଏହା ଏକ ଏବ୍ରୀୟ ଶୈଳୀର ଗୁରୁତ୍ୱ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେ ବେଥଲିହିମରେ ଉତ୍ତମ କମ କରି ସୁଖ୍ୟାତି ହୁଅ ।”<br><br> [[rc://en/ta/man/translate/figs-parallelism]])ଦେଖନ୍ତୁ)
RUT 4 11 ab65 figs-imperative וַ⁠עֲשֵׂה־חַ֣יִל בְּ⁠אֶפְרָ֔תָה וּ⁠קְרָא־שֵׁ֖ם בְּ⁠בֵ֥ית לָֽחֶם 1 Achieve honor in Ephrathah, and be renowned in Bethlehem! ଏହି ବାକ୍ୟାଂଶଗୁଡ଼ିକ ଆଶୀର୍ବାଦର ଏକ ରୂପ ଅଟେ । ଆପଣଙ୍କ ଭାଷାରେ ଉପଯୁକ୍ତ ଆଶୀର୍ବାଦ ଶୈଳୀ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେ ବେଥଲିହିମରେ ଉତ୍ତମ କାମ କରି ସୁଖ୍ୟାତି ହୁଅ ।” [[rc://en/ta/man/translate/figs-imperative]])ଦେଖନ୍ତୁ)
RUT 4 11 uk9q וַ⁠עֲשֵׂה־חַ֣יִל בְּ⁠אֶפְרָ֔תָה 1 Achieve honor in Ephrathah ବେଥଲିହିମ ସହରର ଚତୁର୍ଦ୍ଦିଗକୁ ଇଫ୍ରାଥା ନାମରେ ପରିଚିତ କରାଗଲା ଏବଂ ତାହା ସହରର ଅନ୍ୟ ନାମ ହେଲା। ବୋଧହୁଏ, ଏହି ନାମ ବେଥଲିହିମ ସହରରେ ଏବଂ ଏହାର ଆଖପାଖରେ ଅବସ୍ଥିତ ଇସ୍ରାଏଲ ବଂଶରୁ ଆସିଥିଲା ।
RUT 4 12 fn52 figs-metonymy וִ⁠יהִ֤י בֵֽיתְ⁠ךָ֙ כְּ⁠בֵ֣ית פֶּ֔רֶץ אֲשֶׁר־יָלְדָ֥ה תָמָ֖ר לִֽ⁠יהוּדָ֑ה 1 May your house be like the house of Perez, whom Tamar bore to Judah **ଘର** “ପରିବାର” କିମ୍ବା “ଜ୍ଞାତିଙ୍କୁ” ସୂଚାଏ। ପେରସଙ୍କର ଅନେକ ବଂଶଧର ଥିଲେ, ଯେଉଁମାନେ ଇସ୍ରାଏଲରେ ଏକ ବଡ ବଂଶରେ ପରିଣତ ହେଲେ  ଇଫ୍ରାଥା ସମେତ । ତାଙ୍କର ଅନେକ ବଂଶଧର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ମଧ୍ୟ ହେଲେ । ସଦାପ୍ରଭୁ  ରୂତଙ୍କ ସନ୍ତାନମାନଙ୍କ ଦ୍ୱାରା ବୋୟଜଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଲୋକମାନେ ପ୍ରାର୍ଥନା କରୁଥିଲେ । [[rc://en/ta/man/translate/figs-metonymy]])ଦେଖନ୍ତୁ)
RUT 4 11 abcb figs-parallelism וַ⁠עֲשֵׂה־חַ֣יִל בְּ⁠אֶפְרָ֔תָה וּ⁠קְרָא־שֵׁ֖ם בְּ⁠בֵ֥ית לָֽחֶם 1 Achieve honor in Ephrathah, and be renowned in Bethlehem! ଏହି ଦୁଇଟି ବାକ୍ୟାଂଶ ଅର୍ଥରେ ସମାନ ଅଟେ । ଦ୍ୱିତୀୟ ବାକ୍ୟାଂଶ ଅକ୍ପ ମାତ୍ରାରେ ପୁନରାବୃତ୍ତି ହୁଏ ଏବଂ ପ୍ରଥମ ବାକ୍ୟାଂଶର ଅର୍ଥରେ ଯୋଗ କରେ । ଏହା ଏକ ଏବ୍ରୀୟ ଶୈଳୀର ଗୁରୁତ୍ୱ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେ ବେଥଲିହିମରେ ଉତ୍ତମ କର୍ମ କରି ସୁଖ୍ୟାତି ହୁଅ ।” [[rc://en/ta/man/translate/figs-parallelism]]) ଦେଖନ୍ତୁ)
RUT 4 11 ab65 figs-imperative וַ⁠עֲשֵׂה־חַ֣יִל בְּ⁠אֶפְרָ֔תָה וּ⁠קְרָא־שֵׁ֖ם בְּ⁠בֵ֥ית לָֽחֶם 1 Achieve honor in Ephrathah, and be renowned in Bethlehem! ଏହି ବାକ୍ୟାଂଶଗୁଡ଼ିକ ଆଶୀର୍ବାଦର ଏକ ରୂପ ଅଟେ । ଆପଣଙ୍କ ଭାଷାରେ ଉପଯୁକ୍ତ ଆଶୀର୍ବାଦ ଶୈଳୀ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେ ବେଥଲିହିମରେ ଉତ୍ତମ କର୍ମ କରି ସୁଖ୍ୟାତି ହୁଅ।” [[rc://en/ta/man/translate/figs-imperative]]) ଦେଖନ୍ତୁ)
RUT 4 11 uk9q וַ⁠עֲשֵׂה־חַ֣יִל בְּ⁠אֶפְרָ֔תָה 1 Achieve honor in Ephrathah ବେଥଲିହିମ ନଗରରର ଚତୁର୍ଦ୍ଦିଗରେ ଥିବା ଅଞ୍ଚଳ ଇଫ୍ରାଥା ନାମରେ ପରିଚିତ ଥିଲା ଏବଂ ତାହା ନଗରର ଅନ୍ୟ ନାମ ହେଲା। ବୋଧହୁଏ, ଏହି ନାମ ବେଥଲିହିମ ନଗରରେ ଏବଂ ଏହାର ଆଖପାଖରେ ଅଞ୍ଚଳରେ ଅବସ୍ଥିତ ଇସ୍ରାଏଲ ବଂଶରୁ ଆସିଥିଲା ।
RUT 4 12 fn52 figs-metonymy וִ⁠יהִ֤י בֵֽיתְ⁠ךָ֙ כְּ⁠בֵ֣ית פֶּ֔רֶץ אֲשֶׁר־יָלְדָ֥ה תָמָ֖ר לִֽ⁠יהוּדָ֑ה 1 May your house be like the house of Perez, whom Tamar bore to Judah **ଗୃହ** “ପରିବାର” କିମ୍ବା “ଜ୍ଞାତିଙ୍କୁ” ସୂଚାଏ। ପେରସଙ୍କର ଅନେକ ବଂଶଧର ଥିଲେ, ଯେଉଁମାନେ ଇସ୍ରାଏଲରେ ଇଫ୍ରାଥା ସମେତ ଏକ ବଡ ବଂଶରେ ପରିଣତ ହେଲେ  । ତାଙ୍କର ଅନେକ ବଂଶଧର ଗୁରୁତ୍ୱପୂର୍ଣ୍ଣ ଲୋକ ମଧ୍ୟ ହେଲେ । ସଦାପ୍ରଭୁ ରୂତଙ୍କ ସନ୍ତାନମାନଙ୍କ ଦ୍ୱାରା ବୋୟଜଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଲୋକମାନେ ପ୍ରାର୍ଥନା କରୁଥିଲେ । [[rc://en/ta/man/translate/figs-metonymy]]) ଦେଖନ୍ତୁ)
RUT 4 12 a433 יָלְדָ֥ה תָמָ֖ר לִֽ⁠יהוּדָ֑ה 1 Tamar bore to Judah ତାମର, ରୂତଙ୍କ ପରି ଜଣେ ବିଧବା ଥିଲେ। ତାମରଙ୍କ ସହିତ ଯିହୁଦା ଏକ ପୁତ୍ର ସନ୍ତାନକୁ ଜନ୍ମ କଲେ, ଯିଏ ତାଙ୍କ ମୃତ ସ୍ୱାମୀଙ୍କ ପରିବାର ନାମ କ୍ରମାଗତ କଲେ ।
RUT 4 12 xym8 מִן־הַ⁠זֶּ֗רַע אֲשֶׁ֨ר יִתֵּ֤ן יְהוָה֙ לְ⁠ךָ֔ 1 from the offspring that Yahweh gives you ସଦାପ୍ରଭୁଙ୍କଠାରୁ ଆଶୀର୍ବାଦର ପ୍ରାର୍ଥନା ଲୋକମାନେ କରୁଥିଲେ, ଯେ ବୋୟଜଙ୍କୁ ରୂତଙ୍କ ଦ୍ୱାରା ସେ ଅନେକ ସନ୍ତାନ ଦିଅନ୍ତୁ, ଯେଉଁମାନେ ଭଲ କାମ କରିବେ, ଯେପରି ସେ ପେରସଙ୍କ ପାଇଁ କରିଥିଲେ। ଏହାକୁ ଆଶୀର୍ବାଦ ସରୂପ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଅର୍ଥପୂର୍ଣ୍ଣ ହେଉଥିବା ।
RUT 4 13 abcc figs-parallelism וַ⁠יִּקַּ֨ח בֹּ֤עַז אֶת־רוּת֙ וַ⁠תְּהִי־ל֣⁠וֹ לְ⁠אִשָּׁ֔ה 1 So Boaz took Ruth, and she became his wife ଏହି ଦୁଇଟି ଶବ୍ଦ ସମୂହ ସମାନ ବିଷୟର ଅର୍ଥକୁ ବ୍ୟକ୍ତ କରନ୍ତି, ଦ୍ୱିତୀୟ ବାକ୍ୟାଂଶଟି ପ୍ରଥମ ବାକ୍ୟାଂଶକୁ ପୁନରାବୃତ୍ତି ଓ ଅଭିବୃଦ୍ଧି କରେ । ଏହା ଏକ ଏବ୍ରିୟ କବିତାର ଶୈଳୀ । ଦୁଇଟି ବାକ୍ୟାଂଶ UST ପରି ସଂଯୁକ୍ତ ହୋଇପାରେ । [[rc://en/ta/man/translate/figs parallelism]]) ଦେଖନ୍ତୁ)

Can't render this file because it contains an unexpected character in line 36 and column 919.